ଉମରକୋଟ ଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ…

ନବରଙ୍ଗପୁର /ଉମରକୋଟ: ତା୨୩.୬.୨୦୨୫:ଆଜି ଉମରକୋଟ ବ୍ଲକ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ମଡକର୍ ସନ୍ଦୀପ ସମ୍ପତଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ

୪ ହଜାର ତଳକୁ ଖସିଲା ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଧୀରେ ଧୀରେ ନଷ୍କ୍ରିୟ ହେବାରେ ଲାଗିଛି କରୋନା। ପୂରା ଦେଶବାସୀଙ୍କ ପାଇଁ ଏହା ଏକ ସୁଖବର। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଉପଲବ୍ଧ ସରକାରୀ ତଥ୍ୟ ଅନୁଯାୟୀ, ସୋମବାର (ଜୁନ୍ ୨୩) ଭାରତରେ ସକ୍ରିୟ କରୋନାଭାଇରସ୍ ମାମଲା ୪,୪୨୫କୁ ହ୍ରାସ ପାଇଛି।ତେବେ ରବିବାର ଦିନ

ଶକ୍ତିଶାଳୀ ‘ଖୈବର୍‌ ଶାକାନ୍‌’ କ୍ଷେପଣାସ୍ତ୍ର ନିକ୍ଷେପ କଲା ଇରାନ

ତେହରାନ: ଇରାନ ଆଜି ନିଜର ସବୁଠାରୁ ବିପଜ୍ଜନକ ‘ଖୈବର୍‌ ଶାକାନ୍‌’ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଦ୍ବାରା ଇସ୍ରାଏଲ ଉପରେ ଆକ୍ରମଣ କରିଛି। ଇସ୍ରାଏଲର ଅତ୍ୟାଧୁନିକ ‘ଆଇରନ୍ ଡୋମ୍’ ପ୍ରତିରକ୍ଷା ବ୍ୟବସ୍ଥା ଏହି କ୍ଷେପଣାସ୍ତ୍ରକୁ ରୋକିବାରେ ବିଫଳ ହୋଇଛି। ଏକ

ଇରାନ ଉପରେ ଆମେରିକାର ଆକ୍ରମଣ; ସେୟାର୍‌ ମାର୍କେଟ ଉପରେ ପଡ଼ିଲା ପ୍ରଭାବ

ନୂଆଦିଲ୍ଲୀ: ଇରାନର ତିନୋଟି ପରମାଣୁ କେନ୍ଦ୍ର ଉପରେ ଆମେରିକା ବୋମା ମାଡ଼ କରିବା ପରେ ମଧ୍ୟପ୍ରାଚ୍ୟ ସଙ୍କଟ ଆହୁରି ତୀବ୍ର ହୋଇଛି। ସେନସେକ୍ସ ପ୍ରାୟ ୫୦୦ ପଏଣ୍ଟ ଖୋଲିଥିଲା ​​କିନ୍ତୁ ଶୀଘ୍ର ୮୦୦ ରୁ ଅଧିକ ହ୍ରାସ ପାଇଥିଲ। ଏପଟେ ନିଫ୍ଟି ପ୍ରାୟ ୨୫୦ ପଏଣ୍ଟ ହ୍ରାସ ପାଇଛି। ସକାଳ ୯.୪୫ ରେ,

ଫିକା ପଡିବ କି ମୁଖ୍ୟମନ୍ତ୍ରୀ ଙ୍କ ଆସିକା ଗସ୍ତ : କାମରେ ଆସିଲାନି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କୁ ନେଇ ଦୁଇ ଦୁଇଟି ହେଲି…

ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତକୁ ନେଇ ଦାୟିତ୍ୱ ରେ ଥିବା ବ୍ୟକ୍ତି ପାଇଁ ପୁଷ ମାସ..! ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ କୁ ଆଜି ଦିନିକିଆ ଗସ୍ତର ମୁଖ୍ୟମନ୍ତ୍ରୀ ହେଲିକେପଟର ରେ ଆସିବାର ଥିଲା। ପ୍ରଶାସନ ପକ୍ଷରୁ ଆସିକା ହରିହର ହାଇସ୍କୁଲ ଓ ଘଟକୁରି

ଗୋପାଳପୁର ଗଣ ଦୁଷ୍କର୍ମ ଘଟଣା : ବିଜେଡ଼ି କର୍ମୀ ପ୍ରତିବାଦ କରୁଥିବା ବେଳେ ଆସିକା ପୋଲିସ ଉଠାଇ ନେଲା…..!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳକୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେଡ଼ି ପ୍ରତିବାଦ କରୁଛି।ସୂଚନା ଥାଉକି ଗୋପାଳପୁର ଗଣ ଦୁଷ୍କର୍ମର ପ୍ରତିବାଦ ଆସିକା ବିଜେଡ଼ି କାର୍ଯ୍ୟାଳୟ ଠାରେ ବହୁ କର୍ମୀ ପ୍ରତିବାଦ କରୁଥିବା ବେଳେ ପୋଲିସ ପହଁଞ୍ଚି ୨୦ ରୁ ଉର୍ଦ୍ଧ କର୍ମୀ ଓ

ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ : ଅଧା ଲଣ୍ଡା କରି ଦୁଇ ଦଳିତକୁ ଗାଁ ଦାଣ୍ଡରେ ଆଣ୍ଠେଇବା ସହ ମାଡ ମାରି ନର୍ଦ୍ଦମା ପାଣି…

ଗୋରକ୍ଷକ ଙ୍କ ବର୍ବର କାଣ୍ଡ ପ୍ରଶାସନ ନାଚାର…..! .ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଇଲାକାରେ ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ ଦୁଇ ଜଣ ଦଳିତ ଙ୍କୁ ଅଧା ଲଣ୍ଡା କରି ଗାଁ ଦାଣ୍ଡରେ ଆଣ୍ଠେଇଲେ ଆଣ୍ଠେଇ ଦୁଇ କିଲୋ ମିଟର ଚଳେଇବା ସହ ନର୍ଦ୍ଦମା ର ମଇଳା ପାଣି ପିଆଇଲେ ଲୋକେ

ସମାଜସେବୀଙ୍କ ପରଲୋକ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୈାରାଞ୍ଚଳ ଅନ୍ତର୍ଗତ ହିଞ୍ଜିଳି ରାଧାକୃଷ୍ଣ ମାର୍ଗର ଜଣାଶୁଣା ବ୍ୟବସାୟୀ ତଥା ସମାଜସେବୀ ଦିନବନ୍ଧୁ ସାବତ (୫୪)ଙ୍କ ରବିବାର ସନ୍ଧ୍ୟାରେ ଆକସ୍ମିକ ପରଲୋକ ଘଟିଛି। ସେ ରବିବାର ସନ୍ଧ୍ୟାରେ ହିଞ୍ଜିଳିକାଟୁ ବ୍ଳକ ରାସ୍ତାରେ ସ୍କୁଟି ଯୋଗେ ଯାଉଥିବା ବେଳେ

ଖରିଫରେ ୧୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିବୁ

ଭୁବନେଶ୍ବର ୨୨।୬: ଖରିଫରେ ୧୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିବୁ । ଏମିତି ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ରବିରେ ଆମ ୭୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିଥିଲୁ । ଆମର ଉଦ୍ଦେଶ୍ୟ ହେଉଛି ଚାଷୀଙ୍କର ଟୋକନ ଲାପସ ନ ହେଉ ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ପୁରୁଖାଙ୍କ ବରିଷ୍ଠ ବିଜେପି ନେତାଙ୍କ ଗୃହରେ ବୈଠକ…

ବିଜେପି ରେ ଥିବା ଗୋଷ୍ଠୀ କନ୍ଦଳ ର ପୂର୍ବ ଆଭାସ ନୁହଁତ...?? ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ରାଜନୈତିକ ପାଣି ପାଗରେ ପରିବର୍ତ୍ତନ ର ଆଭାସ। ସୋମବାର ଦିନ ମୁଖ୍ୟମନ୍ତ୍ରୀ ଦିନିକିଆ ଆସିକା ଗସ୍ତରେ ଆସୁଛନ୍ତି। ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲାର ମନ୍ତ୍ରୀ ବିଧାୟକ ଏହି