ପୋଲିସ ହାବୁଡରେ କଫ୍ ସିରପ ମାଫିଆ, ୯ ଜଣଙ୍କୁ ଗିରଫ କରିବାରେ ସଫଳ

ସମ୍ବଲପୁର: ଦିନକୁ ଦିନ ବେଧଡକ ଚାଲିଛି କଫ ସିରପ ମାଫିଆ। ଗତ କିଛି ଦିନ ମଧ୍ୟ ଲଗାତାର ଏହି ମାମଲା ସାମ୍ନାକୁ ଆସିଥିବା ବେଳେ ଏବେ ପୁଣି ସମ୍ବଲପୁର ଜିଲ୍ଲା ପୋଲିସ କବଜାରେ ନିଶା କଫ୍ ସିରପ ମାଫିଆ। ଟାଉନ ଥାନା ଦ୍ୱାରା ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ଆଜି ସକାଳୁ ଭିଏସଏସ ମାର୍ଗରେ

ଧରାକୋଟ ତହସିଲରେ ବିନା ପାଉଣାରେ ଫାଇଲ ଘୁଞ୍ଚୁ ନାହିଁ.. !

ଦଲାଲ ଓ ବାବୁ ମାନଙ୍କ ମିଲିଭଗତରେ ସବୁ ଫିକ୍ସ…..!ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଧରାକୋଟ ତହସିଲ ଅଞ୍ଚଳ ରୁ ଲଘୁ ଖଣିଜ ଦ୍ରବ୍ୟ ସର୍ବାଧିକ ଲୁଟ ହେଉଛି। ରାଜସ୍ୱ ବିଭାଗ ର ବାବୁଙ୍କ ଆଶୀର୍ବାଦ ରେ ବେଆଇନ ଭାବେ ବାଲି, ପଥର ଓ ମୋରମ ଚୋରା କାରବାର ଚାଲୁଥିବା ଚର୍ଚ୍ଚା ହେଉଛି। ତହସିଲ

ତାହାୱର ହୁସେନ ରାଣା ଭାରତ ପ୍ରତ୍ୟର୍ପିତ, ଗିରଫ କଲା ଏନ୍‌ଆଇଏ

ନୂଆଦିଲ୍ଲୀ : ଭାରତ ପ୍ରତ୍ୟର୍ପିତ ହୋଇଥିବା ୨୦୦୮ ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ତାହାୱର ହୁସେନ ରାଣା ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଛି। ନୂଆଦିଲ୍ଲୀର ଆନ୍ତର୍ଜାତିକ ବିମାନବନ୍ଦରରେ ରାଣା ପହଞ୍ଚିବା ପରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ତାକୁ

” ଲୋକକଳା ପାଇଁ ଦିନଟିଏ ” ବାଲିଗୁଡା ଅଞ୍ଚଳର ଯୁବ ନାଟ୍ୟକାର ପ୍ରମୋଦ ଦଣ୍ଡସେନାଙ୍କୁ ସମ୍ବର୍ଦ୍ଧନା

ବାଲିଗୁଡା : ଓଡ଼ିଆ ପକ୍ଷ ପାଳନ ଅବସରରେ ଗୁରୁବାର ଦିନ କନ୍ଧମାଳ ଜ଼ିଲ୍ଲା ଖଜୁରୀପଡା ରେ ଜ଼ିଲ୍ଲା ପ୍ରଶାସନ ର ସଂସ୍କୃତି ବିଭାଗ ପକ୍ଷରୁ ଲୋକକଳା ପାଇଁ ଦିନଟିଏ ଦିବସ ପାଳିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କନ୍ଧମାଳ ଜ଼ିଲ୍ଲାର ୧୨ ଗୋଟି ବ୍ଳକର କଳାକାର ମାନେ ଯୋଗଦେଇ ଦେଇଥିଲେ

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର; ୨% ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର : ବଢ଼ିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା । ୨ ପ୍ରତିଶତ ଡିଏ ବଢାଇଛନ୍ତି ରାଜ୍ୟ ସରକାର । ଜାନୁଆରୀ ୨୦୨୫ ମସିହାରୁ ଏହା ପିଛିଲା ଭାବେ ମିଳିବ । ଚଳିତ ମାସ ଏପ୍ରିଲ ମାସ ଦରମାରେ ନଗଦ ଆକାରରେ ମିଳିବ। ବର୍ତ୍ତମାନ ୫୩ରୁ ୫୫ ପ୍ରତିଶତକୁ ମହଙ୍ଗା ଭତ୍ତା ବଢିଛି।

ସ୍ୱାମୀ ରାସ୍ତାରେ ସ୍ତ୍ରୀ: ଡାକ୍ତର ରାମଚନ୍ଦାନୀଙ୍କ ପତ୍ନୀ ବି ଖୋଲିଲେ ଟଙ୍କିକିଆ ଦନ୍ତ ଚିକିତ୍ସାଳୟ

ସମ୍ବଲପୁର: କୁହାଯାଏ ଘର ଚଳାଏ ସ୍ୱାମୀ । କିନ୍ତୁ ସ୍ୱାମୀକୁ ସହଯୋଗ କରିବାକୁ ଯାଇ ସ୍ତ୍ରୀ ବି ଯଦି ସହଯୋଗ କରେ ତାହାଲେ ଏହା ଆହୁରି ସଫଳ ହୋଇଯାଏ । ଓଡ଼ିଶାର ଘରେ ଘରେ ପରିଚିତ ଟଙ୍କିକିଆ କ୍ଲିନିକର ପ୍ରତିଷ୍ଠାତା ଡାକ୍ତର ରାମଚନ୍ଦାନୀଙ୍କ ପତ୍ନୀ ଶିଖା ରାମଚନ୍ଦାନ୍ଦୀ ଏହିଭଳି ଏକ କାମ

ବିଶ୍ୱ ଛେନାପୋଡ ଦିବସ; ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଭିନ୍ନ ପ୍ରକାର ଖାଦ୍ୟରେ ଅଧିକାଂଶ ଲୋକଙ୍କୁ ଖାଦ୍ୟ ଖାଇବା ପରେ ହେଉ ଅଥବା ଅନ୍ୟ ସମୟରେ ମିଠା ଜିନିଷ ଖାଇବାକୁ ବେଶ ପସନ୍ଦ । ମିଠା ମଧ୍ୟରେ ବିଭିନ୍ନ ଜିିନିଷ ରହିଥିବା ବେଳେ ଅନେକ ଲୋକଙ୍କ ପ୍ରଥମ ପସନ୍ଦ ଛେନାପୋଡ। ଖାଲି ରାଜ୍ୟ ନୁହେଁ ରାଜ୍ୟ ବାହାରେ ଏଭଳି କି ବିଦେଶରେ

ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ପୋଲିସ କୁ ସଫଳତା ତିନି ମାଓବାଦୀ ଗିରଫ…

ମାଲକାନଗିରି : ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ପୋଲିସ ମିଳିଛି ବଡ ସଫଳତା । ଚିନ୍ତଲନାଡ ଜଙ୍ଗଲରେ ସିଆରପିଏଫ ଜବାନଙ୍କ ପକ୍ଷରୁ କୁମିଂ ଅପରେସନ ଚାଲିଥିବା ବେଳେ ତିନି ଜଣ ହାଡକୋର ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ସୁରକ୍ଷା କର୍ମୀ । ସୁରକ୍ଷା କର୍ମୀଙ୍କୁ ଦେଖି ଦୌଡି

“ଲୋକ କଳା ପାଇଁ ଦିନଟିଏ ” : ନବରଙ୍ଗପୁର ଜିଲ୍ଲା ବି ମାଲିଗୁଡ଼ା ଗ୍ରାମରେ କଳାକାରମାନଙ୍କ ସମାବେଶ

ନବରଙ୍ଗପୁର : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ର ବି ମାଲିଗୁଡା ଗ୍ରାମରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଦଶମ ଦିନରେ "ଲୋକକଳା ପାଇଁ ଦିନଟିଏ "କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ) ବିଶ୍ଵଜିତ ବର୍ମନ୍ ମୁଖ୍ୟ ଅତିଥି ରୂପେ

ମନୋରଞ୍ଜନଧର୍ମୀ ଶିକ୍ଷା ପ୍ରଦାନ ଜରିଆରେ ସୁଦୃଢ଼ କରାଯିବ ପ୍ରାଥମିକ ଶିକ୍ଷା – ମୁଖ୍ୟମନ୍ତ୍ରୀ

କେନ୍ଦୁଝର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିନିକିଆ କେନ୍ଦୁଝର ଗସ୍ତରେ ଯାଇ ମଣ୍ଡଳପାଟ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ଅନେକ ଛାତ୍ର ଛାତ୍ରୀ ଜିଲ୍ଲା, ରାଜ୍ୟ ତଥା ଭାରତ