ଆସିକାରେ ବିଜୁଜନତା ଦଳ ପକ୍ଷରୁ ଉତ୍କଳ ଦିବସ ପାଳିତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଉତ୍କଳ ଦିବସ ପାଳନ କରାଯାଇଛି । ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଆସିକା ସାଂସଦ ପ୍ରମିଳା ବିଶୋଇ ଯୋଗଦେଇଥିଲେ। ସେହିପରି ଗଞ୍ଜାମ ଜୋନ ବିଜେଡି ସଭାପତି

ଉତ୍କଳ ଦିବସ ଆମ ଜାତୀୟ ଅସ୍ମିତାର ପରିଚାୟକ : ବରିଷ୍ଠ କଳାକାର ମହାସଂଘ

ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ଏବଂ ଗଞ୍ଜାମ ଜିଲ୍ଲା ଶାଖାର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବାଲାଜୀପେଣ୍ଠ ମହାସଂଘ କାର୍ଯ୍ୟାଳୟ ପରିସରରେ ପବିତ୍ର ଉତ୍କଳ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ସଂଘ କାର୍ଯ୍ୟକାରୀ ସଭାପତି

ଝରନଗୁଡା ଗ୍ରାମବାସୀ ବିଜୁଳି ଆଲୋକ ଦେଖିଲେ

ବ୍ରହ୍ମପୁର : ଅଦ୍ୟ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ଅମଲାଭଟା ଗ୍ରାମ ପଞ୍ଚାୟତ ର ଝରନଗୁଡା ଗ୍ରାମବାସୀ ବର୍ତ୍ତମାନ ସୁଦ୍ଧା ବିଦ୍ୱତ ଆଲୋକ ବ୍ୟବସ୍ଥା ଠାରୁ ବଞ୍ଚିତ ରହି ପାରମ୍ପାରିକ ଦୀପ ଆଲୁଅରେ ଜୀବନ କାଟୁଥିଲେ।ଅନେକ ଦିନରୁ ଅନେକ ଥର ଜନପ୍ରତିନିଧି, ଅଧିକାରୀ ଙ୍କୁ ଗୁହାରି କରି ବିଫଳ

ଉତ୍କଳ ଦିବସରେ ଓଡିଶାର ଭୌଗୋଳିକ ସୀମାର ସୁରକ୍ଷା ସହ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ପୂଜ୍ୟପୂଜା ସମିତିର ଆହ୍ୱାନ

ବ୍ରହ୍ମପୁର : ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ଆଜି ଉତ୍କଳ ଦିବସରେ ଓଡ଼ିଶାର କର୍ଣ୍ଣଧାର ଉତ୍କଳ ଗୌରବ ମଧୁସୂଦନ ଦାସ ଓ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସ୍ମରଣ ସଭା ଆୟୋଜନ କରିଛି l ୧୯୩୬ମସିହା ଅପ୍ରେଲ ପହିଲାରେ ଓଡ଼ିଆ ଭାଷା

୩୦ ଜଣ ଓଏଏସ୍ ଅଧିକାରୀଙ୍କୁ ଆଇଏଏସ୍ ପାହ୍ୟାକୁ ପଦୋନ୍ନତି

ନିଃସର୍ତ : ୩୦ ଜଣ ଓଡିଶା ପ୍ରଶାସନିକ ସେବା ଅଧିକାରୀଙ୍କୁ ଭାରତୀୟ ପ୍ରଶାସନିକ ସେବାକୁ ପଦୋନ୍ନତି ମିଳିଛି। ପ୍ରଶାସନିକ ସେବା (ନିଯୁକ୍ତି) ନିୟମ, ୧୯୫୪ ଅନୁଯାୟୀ ଜାରି କରାଯାଇଥିବା ଏହି ପଦୋନ୍ନତି ୨୦୨୩ ଏବଂ ୨୦୨୪ର ଚୟନିତ ତାଲିକା ପାଇଁ ଉପଲବ୍ଧ ଖାଲି ସ୍ଥାନ ସହିତ ସମାନ। ବିଜ୍ଞପ୍ତି

‘ନ୍ୟାୟ ନ ମିଳିଲେ ଯାତ୍ରା ଜଗତରୁ ସନ୍ୟାସ ନେବି, ପ୍ରମାଣ ଦେଲେ ୩ ବର୍ଷ ବିନା ପାରିଶ୍ରମିକରେ ଅଭିନୟ କରିବି’

ଭୁବନେଶ୍ୱର,୧।୪: ଯାତ୍ରା ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ମାଡ ଘଟଣାରେ ନୂଆ ମୋଡ଼ ନେଇଛି। ସେ ଥାନାରେ ଏତଲା ଦେଇ କହିଛନ୍ତି, କୌଣସି ପରିସ୍ଥିତିରେ ମାଡ ପରେ ତୁଳସୀରେ କାମ କରିବେ ନାହିଁ । ତେବେ ଜୀବନର ସୁରକ୍ଷା ପାଇଁ ବାଲିଚନ୍ଦ୍ରପୁର ଥାନାକୁ ନ ଯାଇ ଅନଲାଇନରେ ଏତଲା ଦେଲେ । ସେ କଳାକାର

ବନକଲାଗି ନୀତି: ଆସନ୍ତାକାଲି ଜଗାଙ୍କୁ ୫ଘଣ୍ଟା ଦର୍ଶନ କରିପାରିବେନି ସାଧାରଣ ଦର୍ଶକ

ପୁରୀ: ମହାପ୍ରଭୁଙ୍କ ବନକଲାଗି ନୀତି ଆସନ୍ତାକାଲି (ବୁଧବାର) ଅନୁଷ୍ଠିତ ହେବ। ଚୈତ୍ର, ଶୁକ୍ଲ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ବତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ଅପରାହ୍ଣ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ

ବିଫଳ ହେଲା ଯୋଜନା: ୧୩ ମାଓବାଦୀ ଗିରଫ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ପୁଲିସକୁ ମିଳିଛି ପୁଣି ସଫଳତା। ଆଜି ୧୩ ଜଣ ମାଓବାଦୀ ବିଜାପୁର ପୁଲିସ ଗିରଫ କରିଛି। ବିଜାପୁର ଜିଲ୍ଲା ପୁଲିସ ବିଭିନ୍ନ ଥାନା ଅଂଚଳରେ ଚଢାଉ କରାଯାଇ ଏମାନଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି। ଏମାନଙ୍କ ମଧ୍ୟରୁ ଜଣକ ନାମରେ ଏକ ଲକ୍ଷ ଟଂକାର ପୁରସ୍କାର

ନକ୍ସଲବାଦ ଦ୍ୱାରା ସର୍ବାଧିକ ପ୍ରଭାବିତ ଜିଲ୍ଲା ସଂଖ୍ୟା ୬କୁ ହ୍ରାସ ପାଇଛି: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ନକ୍ସଲ ମୁକ୍ତ ଭାରତ ଗଠନ ଦିଗରେ ଏକ ବିଶାଳ ପଦକ୍ଷେପ ଗ୍ରହଣ କରି ଆମ ଦେଶ ବାମପନ୍ଥୀ ଉଗ୍ରବାଦ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ଜିଲ୍ଲା ସଂଖ୍ୟା ୧୨ରୁ ମାତ୍ର ୬କୁ ହ୍ରାସ କରି ଏକ ନୂତନ ମାଇଲଖୁଣ୍ଟ ହାସଲ

କାଲିଠୁ ଯୁକ୍ତ ଦୁଇ ଖାତାଦେଖା, ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ ରେଜଲ୍ଟ

ଭୁବନେଶ୍ୱର,୧ା୪: ଆସନ୍ତାକାଲି ଅର୍ଥାତ୍‌ ବୁଧବାରଠାରୁ +୨ ଖାତାଦେଖା ଆରମ୍ଭ ହେବ। ତେବେ ମେ’ ୧୫ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି। ଖରାକୁ ଦୃଷ୍ଟିରେ ରଖି ଦୁଇଟି ସିଫ୍ଟରେ ଖାତା ଦେଖା ହେବ ବୋଲି ସେ କହିଛନ୍ତି।