Sign in
Sign in
Recover your password.
A password will be e-mailed to you.
ସିଆରପି ଭାବେ କାର୍ଯ୍ୟରତ ମହିଳାଙ୍କର ନଗ୍ନ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ସୁନ୍ଦରଗଡ଼: ଘର ଭିତରୁ ଜଣେ ମହିଳାଙ୍କ ଅର୍ଦ୍ଧ ନଗ୍ନ ମୃତଦେହ ଉଦ୍ଧାର ହୋଇଛି। ସୁନ୍ଦରଗଡ଼ ସଦର ଥାନା ନବରଙ୍ଗପୁରସ୍ଥିତ ଏକ ଘର ଭିତରୁ ମଙ୍ଗଳବାର ଦିନ ମହିଳାଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ହେଲେ ସଂଯୁକ୍ତା କିଶାନ (୩୫)। ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ!-->…
ଭୁଲ ଅଲଟ୍ରା ସାଉଣ୍ଡ ରିପୋର୍ଟ ପାଇଁ ଶିଶୁ ମୃତ, ମା ଗୁରୁତର
ଭଦ୍ରକ: ଭୁଲ୍ ଅଲଟ୍ରା ସାଉଣ୍ଡ ରିପୋର୍ଟ ପାଇଁ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ହୋଇଥିବାର ସୂଚନା ରହିଛି। ଏନେଇ, କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ପକ୍ଷରୁ ଭଦ୍ରକ ବାଇପାସ୍ ନିକରେ ଭଦ୍ରକ-ଚାନ୍ଦବାଲି ରାସ୍ତାରେ ରାସ୍ତାରୋକ କରାଯାଇଛି।ଭଦ୍ରକର ଏକ!-->…
ଜୁନ ୩ରେ କୋଟିଆ କମିଟିର ପ୍ରଥମ ବୈଠକ
ଭୁବନେଶ୍ବର: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ସୀମାନ୍ତ କୋଟିଆ ଉପରେ ଆନ୍ଧ୍ରପ୍ରଦେଶ ନଜର ପକାଇଛି। ସ୍ଥାନୀୟ ଲୋକଙ୍କୁ ସବୁ ଯୋଜନାର ଲୋଭ ଦେଖାଇ ଆନ୍ଧ୍ର ପକାଇଛି ନଜର। ତେଣୁ କୋଟିଆକୁ ନେଇ ସରକାର ୧୬ ଜଣିଆ କମିଟି ଗଠନ କରିଛନ୍ତି। ଜୁନ ୩ ତାରିଖରେ କୋଟିଆ କମିଟିର ପ୍ରଥମ ବୈଠକ ବସିବ।ରାଜସ୍ବ!-->…
ବସ୍ତିରୁ ବାର୍ ସବୁଠି ମାତିଛନ୍ତି ବାଂଲାଦେଶୀ
ଭୁବନେଶ୍ୱରଳ,୨୭।୬: ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗରେ ନଗର ଉନ୍ନୟନ ମନ୍ତ୍ରୀକୃଷ୍ଣଚନ୍ଦ୍ର ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦେଶର ସୁରକ୍ଷା ପାଇଁ ସରକାର ସଂକଳ୍ପବଦ୍ଧ। ଅନୁପ୍ରବେଶକାରୀ ରହୁଥିବା ସ୍ଥାନରେ ବିଭ୍ରାନ୍ତ ସୃଷ୍ଟି ହେଉଛି। ବାଂଲାଦେଶୀ ବିଶୃଙ୍ଖଳା ଓ!-->…
ଦିଲ୍ଲୀରେ ରାଜନାଥଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୭।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଦିଲ୍ଲୀରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜନାଥ ସିଂଙ୍କୁ ମହାପ୍ରଭୁ ଜଗନ୍ନାଥଙ୍କ ଏକ ପ୍ରତିମୂର୍ତ୍ତି ଉପହାର ଦେଇଛନ୍ତି। ଦେଶ ଓ ରାଜ୍ୟର ସୁରକ୍ଷା ଏବଂ ବିକାଶ!-->…
ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ ବିଜୟ ପୁନେମ ଓରଫ ଅଜୟ
ରାୟଗଡା : ହାର୍ଡକୋର ମାଓବାଦୀ ବିଜୟ ପୁନେମ ଓରଫ ଅଜୟ ମଙ୍ଗଳବାର ରାୟଗଡା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ବିଜୟର ଘର ଛତିଶଗଡ଼ ରାଜ୍ୟ ବାଟିଗୁଡା ଗ୍ରାମରେ ହୋଇଥିବା ବେଳେ ସେ ଦୀର୍ଘ ବର୍ଷ ହେବ ବାସଧରା-ଘୁମୂସର-ନାଗାବଳୀ ଡିଭିଜନର କ୍ୟାଡର ମାଓବାଦୀ ଭାବେ କାର୍ଯ୍ୟ!-->…
ଖୋର୍ଦ୍ଧା- ବଲାଙ୍ଗୀର ନିର୍ମାଣାଧିନ ରେଳ ଟନେଲ, ୪୮ ଘଣ୍ଟା ନପୂରୁଣୁ ଆଉ ଏକ ଗର୍ତ୍ତ
ହରଭଙ୍ଗା : ଖୋର୍ଦ୍ଧା- ବଲାଙ୍ଗୀର ରେଳ ପ୍ରକଳ୍ପର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡ଼େଣିଗଡ଼ସ୍ଥିତ ନିର୍ମାଣଧୀନ ୪ ନମ୍ବର ରେଳ ସୁଡଙ୍ଗର କଖାରୁ ଫାଳ ନିକଟରେ ସୋମବାର ଉପରପାର୍ଶ୍ଵରୁ ଭୁଶୁଡି ପଡି ବଡ଼ ଧରଣର ଗର୍ତ୍ତ ସୃଷ୍ଟି ହୋଇଥିଲା। ଏହାର ୪୮ ଘଣ୍ଟା ନପୂରୁଣୁ ପୁଣି ଆଉ ଏକ ସ୍ଥାନରେ ୧୦!-->…
ସେପ୍ଟିକ ଟାଙ୍କିରେ ସୁନା ଖୋଜୁଥିଲେ, ଚାଲିଗଲା ୪ ଜୀବନ
ନୂଆଦିଲ୍ଲୀ : ସେପ୍ଟିକ ଟାଙ୍କିରେ ସୁନା ଖୋଜିବା ସମୟରେ ଚାଲିଯାଇଛି ୪ ଜଣଙ୍କ ଜୀବନ। ରାଜସ୍ଥାନର ଜୟପୁର ସହରରେ ଏଭଳି ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଛି। ଅନ୍ୟ ଦୁଇ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ଦୁଇ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ଘଟଣାଟି!-->…
ଆତଙ୍କବାଦ ଦମନ ନେଇ ସର୍ଦ୍ଦାର ପଟେଲଙ୍କୁ ମନେ ପକାଇଲେ ମୋଦୀ
ନୂଆଦିଲ୍ଲୀ : ଆତଙ୍କବାଦ ଦମନ ନେଇ ସର୍ଦ୍ଦାର ପଟେଲଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି ୧୯୪୭ ମସିହାରେ ଦେଶ ୩ଖଣ୍ଡ ହେଲା ବେଳେ ପ୍ରଥମ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ସେହିଦିନ ରାତିରେ କାଶ୍ମୀରରେ ପ୍ରଥମ ଆତଙ୍କୀ ଆକ୍ରମଣ ହୋଇଥିଲା ।!-->…
ସରକାରୀ ମାଲ ଦରିୟା ମେ ଡାଲ : ଅଫିସରେ ନାହାନ୍ତି ବାବୁ ଚାଲିଛି ଦୁଇ ଦୁଇଟି ଏସି
ମାଲକାନଗିରି ଖରାଦିନେ ପ୍ରବଳ ଗରମରୁ ତ୍ରାହି ପାଇବାକୁ କାହାକୁ ବା ଭଲ ନଲାଗେ । ଟିକିଏ ଏସି ପବନ ବାଜିଲେ ଖୁସିର ସୀମା ବହୁ ଗୁଣରେ ହୋଇଥାଏ । କିନ୍ତୁ ଏସି ପବନ ପାଇବାକୁ ହେଲେ ଖର୍ଚ୍ଚ କରିବାକୁ ସମସ୍ତ ଙ୍କ ପାଖରେ ସମର୍ଥ ହୋଇନଥାନ୍ତି । ଏହି କ୍ଷତ୍ରରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି!-->…