Sign in
Sign in
Recover your password.
A password will be e-mailed to you.
ଜଙ୍ଗଳକୁ ସୁରକ୍ଷା ଦେଉଛନ୍ତି ଆଜିର ନାରୀଶକ୍ତି
ଉମରକୋଟ /ରାଇଘର : ବନଭୂମି ସହିତ ମନୁଷ୍ୟର ସମ୍ପର୍କ ଯୁଗ ଯୁଗରୁ ରହି ଆସିଛି। ଦିନେ ବନଭୂମିରେ ହିଁ ସଭ୍ୟତାର ପ୍ରଥମ ସୂର୍ଯ୍ୟଦୟ ହୋଇଥିଲା। ମନୁଷ୍ୟର କ୍ରୋମନ୍ନତି ସଭ୍ୟତା ସଂସ୍କୃତିର ପରିପୃଷ୍ଟ ପାଇଁ ବନର ଦାନ ମହାନ ଓ ଅବିସ୍ୱରଣୀୟ। ସମୟକ୍ରମେ ବନଭୂମି ଗଡି ଉଠିଲା ଗୁରୁକୁଳାଶ୍ରମ ଓ!-->…
ଗଞ୍ଜାମ ଜିଲ୍ଲାରେ ମକ୍ ଡ୍ରିଲ୍ ସଫଳତାର ସହ ଅନୁଷ୍ଠିତ
ଛତ୍ରପୁର : ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ୍ ସ୍ଥିତ ନୂଆ ବକ୍ସିପଲ୍ଲୀ, ଆଇ.ଆର୍.ଇ. ମାଟିଖାଲ, ଆର୍ଯ୍ୟପଲ୍ଲୀର ଗୋପାଳପୁର ପୋର୍ଟ ଏବଂ ଗୋପାଳପୁର ବିଜ୍ଞାପିତ ଅଞ୍ଚଳରେ ଅପରାହ୍ନ 4 ଘଟିକା ସମୟରେ ମକ୍ ଡ୍ରିଲ୍ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଆକାଶ ମାର୍ଗରୁ ଯଦି ଶତୃପକ୍ଷ ଆକ୍ରମଣ!-->…
ବିଦ୍ୟୁତ ତାର ନିକଟରେ ଅନଧିକୃତ ନିର୍ମାଣ କରିଥିବା ୧୨୨୯ ଉପଭୋକ୍ତାଙ୍କୁ ଟିପିଏସ୍ଓଡିଏଲ୍ ପକ୍ଷରୁ ନୋଟିସ ଜାରି
ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଓଭରହେଡ ବିଜୁଳି ତାର ନିକଟରେ ଅନଧିକୃତ ନିର୍ମାଣ କରିଥିବା ୧୨୨୯ ଜଣ ଉପଭୋକ୍ତା ଏବଂ ପ୍ରତିଷ୍ଠାନକୁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ନୋଟିସ ଜାରି କରାଯାଇଛି। ବିଦ୍ୟୁତ ଭିତ୍ତିଭୂମି ଏବଂ!-->…
ରାୟଗଡ଼ା ଜିଲ୍ଲାରେ ଶିଶୁ ବିକ୍ରୀ ଓ ବାଲ୍ୟ ବିବାହ ରୋକିବାରେ ବିଫଳ ଜିଲ୍ଲା ପ୍ରଶାସନ…
ବିଳମ୍ବରେ ହେଲେବି ପ୍ରଶାସନ ମାନିଛି ଯେ ବେନିୟମ ପୋଷ୍ୟ ସନ୍ତାନ ହସ୍ତାନ୍ତର ମାଧ୍ୟମରେ ଶିଶୁ ବିକ୍ରି ହୋଇଛି
ରାୟଗଡ଼ା : ରାୟଗଡ଼ା ଜିଲ୍ଲାର ଜେକେ ପୁର ଚାନ୍ଦିଲି ଥାନା ଓ ଡମ୍ବସରା ଗୁଣୁପୁର ଥାନାରେ ଶିଶୁ ବିକ୍ରି ଘଟଣାରେ ରାୟଗଡ଼ା ଜିଲ୍ଲା ଶିଶୁ ମଙ୍ଗଳ କମିଟି ଜିଲ୍ଲା ପ୍ରଶାସନ,!-->!-->!-->…
ଆମେ ସେନାର ସାହସକୁ ନମନ କରୁଛୁ – ମୁଖ୍ୟମନ୍ତ୍ରୀ ମୋହନ ମାଝି
ଭୁବନେଶ୍ବର: ଭାରତର ପହଲଗାମ ପ୍ରତିଶୋଧ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତିକ୍ରିୟା ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ସଂସ୍କୃତିରେ 'ସିନ୍ଦୂର'କେବଳ ପରମ୍ପରା ନୁହେଁ, ଏହା ତ୍ୟାଗ ଏବଂ ସଂକଳ୍ପର ପ୍ରତୀକ। ଏହି ଭାବନା ଆମ ସୈନିକମାନଙ୍କ ମନରେ ମଧ୍ୟ ରହିଛି। ଭାରତ!-->…
ଏଟିଏମ୍ କାର୍ଡ ଲୁଟ୍ ଘଟଣା: ପଶ୍ଚିମବଙ୍ଗର ୩ ଲୁଟେରା ଗିରଫ
ଖୋର୍ଦ୍ଧା : ବିଭିନ୍ନ ସମୟରେ ଅଶିକ୍ଷିତ କିମ୍ବା ବୃଦ୍ଧ ବୃଦ୍ଧା ଏଟିଏମ୍ କାଉଣ୍ଟରରୁ ଟଙ୍କା ବାହାର କଲା ବେଳେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏହାର ସୁଯୋଗ ନେଇ ପଶ୍ଚିମବଙ୍ଗର ତିନି ସାଇବର ଲୁଟେରା ବିଭିନ୍ନ କାଉଣ୍ଟରରେ ତୀକ୍ଷଣ ନଜର ରଖି ଏଟିଏମ କାର୍ଡ ଚୋରି କରି ଆକାଉଣ୍ଟରୁ!-->…
ଭାରତୀୟ ସେନାର ପଦକ୍ଷେପକୁ ପ୍ରଶଂସା କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
ଭୁବନେଶ୍ବର: ପହଲଗାମ ଆତଙ୍କବାଦୀ ଆକ୍ରମଣର ଭାରତୀୟ ସେନାର ପ୍ରତିଶୋଧକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ସେ ଭାରତୀୟ ସେନାର ପଦକ୍ଷେପକୁ ପ୍ରଶଂସା କରିବା ସହ ଭାରତୀୟ ସେନାକୁ ଅଭିନନନ୍ଦନ ଜଣାଇଛନ୍ତି। ଅପରେସନ୍ ସିନ୍ଦୂର ଜରିଆରେ!-->…
ପଶ୍ଚିମବଙ୍ଗ ସରକାର ସକାରାତ୍ମକ ପଦକ୍ଷେପ ନ ନେଲେ, ଆମେ ପଦକ୍ଷେପ ନେବୁ: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
ଭୁବନେଶ୍ବର: ପଶ୍ଚିମବଙ୍ଗର ଦୀଘାରେ ଶୁଭାରମ୍ଭ ହୋଇଥିବା ଜଗନ୍ନାଥ ମନ୍ଦିରକୁ ସ୍ଥାନୀୟ ସରକାର ‘ଜଗନ୍ନାଥ ଧାମ’ ଲେଖିବାକୁ ନେଇ ରିପୋର୍ଟ ଦୁଇ ଦିନ ତଳେ ଆସିଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ସବୁ କଥା ଅବଗତ କରାଯାଇଛି। ସେ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି ଯେ ଯେମିତି ଓଡ଼ିଶାର ଭଲ!-->…
୯ରୁ ବଢିବ ତାତି : ଆଜି ୮ ଜିଲ୍ଲାକୁ କାଳବୈଶାଖୀ ସତର୍କତା
ଭୁବନେଶ୍ବର : ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମେ’ ୧୩ରେ ଦକ୍ଷିଣ-ଆଣ୍ଡାମାନ ସାଗରକୁ ଛୁଇଁବ। ଦକ୍ଷିଣ-ବଙ୍ଗୋପସାଗର କିଛି ଅଞ୍ଚଳ ଏବଂ ନିକୋବର ଦୀପପୁଞ୍ଜ ଅଞ୍ଚଳକୁ ଆଗାମୀ ୧୩ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଅଗ୍ରସର ହେବ। ଏଥିପାଇଁ ପାଗ ଅନୁକୂଳ ରହିଛି ବୋଲି ଭାରତୀୟ!-->…
ସେଞ୍ଚୁରିଆନ ୟୁନିଭର୍ସିଟିିର ଜଣେ ହଷ୍ଟେଲ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ…
ଛତ୍ରପୁର : ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଆଇଆରଇଏଲ ଛକ ନିକଟ ସେଞ୍ଚୁରିଆନ ୟୁନିଭର୍ସିଟିିର ଜଣେ ହଷ୍ଟେଲ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ଛତ୍ରପୁର ବ୍ଲକ ଲକ୍ଷ୍ମୀପୁର ଗାଁର ଡି.ପୁରୁଷୋତ୍ତମ ରେଡ୍ଡୀ। ସେ ଉକ୍ତ ୟୁନିଭର୍ସିଟିର ହଷ୍ଟେଲରେ ରହି ଓଡ଼ିଶା!-->…