ଭାରତରେ ଥିବା ପାକିସ୍ତାନୀ ନାଗରିକଙ୍କୁ ମିଳିଲା ଆଶ୍ୱସ୍ତି: ଖୋଲିଲା ଅଟ୍ଟାରୀ ସୀମା

ପହଲଗାମ୍‌: ଜମ୍ମୁ-କଶ୍ମୀରର 'ମିନି ସ୍ୱିଜରଲ୍ୟାଣ୍ଡ' ଭାବରେ ପରିଚିତ ପର୍ଯ୍ୟଟନସ୍ଥଳୀ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ପରେ ଭାରତ-ପାକିସ୍ତାନ ମଧ୍ୟରେ ବିବାଦ ଲାଗିରହିଛି। ଭାରତ ଛାଡିବା ପାଇଁ ସମୟ ସୀମା ପୂର୍ବରୁ ପାକିସ୍ତାନୀ ନାଗରିକମାନେ ଅମୃତସରର

ପାକିସ୍ତାନ ପହଲଗାଓଁ ଆକ୍ରମଣକୁ ନିନ୍ଦା କରିବା ଦରକାର: ଆମେରିକା

ନୂଆଦିଲ୍ଲୀ : ଆମେରିକା ପରରାଷ୍ଟ୍ର ସଚିବ ମାର୍କୋ ରୁବିଓ ପହଲଗାଓଁ ଆକ୍ରମଣକୁ ନିନ୍ଦା କରିବା ସହିତ ପାକିସ୍ତାନ ବି ଏହାକୁ ନିନ୍ଦା କରିବା ଦରକାର ବୋଲି କହିଛନ୍ତି। ରୁବିଓ ଏହି ଘଟଣାରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହଓ୍ବାଜ ସରିଫଙ୍କ ସହିତ

‘ପହଲଗାଓଁ’ ଆବେଦନର ଶୁଣାଣି କଲେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ‘ପହଲଗାଓଁ’ ଆବେଦନର ଶୁଣାଣି କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ପହଲଗାଓଁ ଆକ୍ରମଣ ଘଟଣାରେ ଏକ ଏସଆଇଟି ଗଠନ କରି ନିରପେକ୍ଷ ତଦନ୍ତ କରିବା ଲାଗି ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ଏହାର ଶୁଣାଣି ଗୁରୁବାର କରାଯିବା ନେଇ ଦିନ ଧାର୍ଯ୍ୟ ହୋଇଥିଲା। ମାତ୍ର ସର୍ବୋଚ୍ଚ

ଭାରତ ପାକିସ୍ତାନ ଉପରେ ଆକ୍ରମଣ କଲେ ବାଙ୍ଗଲାଦେଶ ଭାରତ ସହ ଯୁଦ୍ଧ କରିବ

ଢାକା, ୧।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ତୀବ୍ର ହୋଇଥିବା ଉତ୍ତେଜନା ମଧ୍ୟରେ ବାଂଲାଦେଶର ଜଣେ ଅବସରପ୍ରାପ୍ତ ମେଜର ଜେନେରାଲ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଭାରତ ପାକିସ୍ତାନ ଉପରେ ଆକ୍ରମଣ କରେ, ତେବେ

ହାଫିଜ ସଇଦକୁ ତ୍ରିସ୍ତରୀୟ ସୁରକ୍ଷା ଯୋଗାଉଛି ପାକିସ୍ତାନ

ନୂଆଦିଲ୍ଳୀ: ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଛି ପାକିସ୍ତାନ। ଭାରତ ଆକ୍ରମଣ ଭୟରେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ହାଫିଜ ସଇଦକୁ ତ୍ରିସ୍ତରୀୟ ସୁରକ୍ଷା ଯୋଗାଉଛି ପାକିସ୍ତାନ । ପାକସେନା, ଗୁଇନ୍ଦା ସଂସ୍ଥା ଏଏସଆଇ ଓ ଆତଙ୍କୀ ସଙ୍ଗଠନ ଲସ୍କର-ଏ-ତୋଇବା ମିଳିତ ଭାବେ ଆତଙ୍କୀ ହାଫିଜକୁ

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଥକାଠ ପୂଜା

ବାଲିଗୁଡା : ପବିତ୍ର ଅକ୍ଷୟ ତୃତୀୟା ଅବସରରେ କନ୍ଧମାଳ ଜିଲ୍ଲାର ସର୍ବ ପୁରାତନ ବାଲିଗୁଡାର ଶ୍ରୀଜଗନ୍ନାଥ ମନ୍ଦିରରେ ରୀତିନୀତି ଅନୁଯାୟୀ ବାଲିଗୁଡା ଶ୍ରୀଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସକାଳୁ ରଥ ନିର୍ମାଣ ପାଇଁ ନୂତନ କାଠ ସଂଗ୍ରହ କରାଯାଇ ମନ୍ଦିର ମଧ୍ୟରେ ପୂଜକ ମହେଶ୍ଵର

ବାଲିଗୁଡା ବ୍ଲକରେ ଶିକ୍ଷା ବିଭାଗ ତରଫରୁ ଡ୍ରପଆଉଟ ସର୍ଭେ କାର୍ଯ୍ୟ ଆରମ୍ଭ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକରେ ବୁଧବାର ଠାରୁ ଡ୍ରପ ଆଉଟ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହା ମେ ୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ବ୍ଲକ ଶିକ୍ଷାଧିକାରୀ ମହେଶ୍ଵର ମାଝି ଓ ସିଆରସିସି ସୌଦାମିନି ସାହୁଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ପଣସପଡି ଉଚ୍ଚ ପ୍ରାଥମିକ

ନାଳପାଣି ହିଁ ଭରଷା, ମିଳୁନାହିଁ ପାନୀୟଜଳ : ବସୁଧା ଯୋଜନା ପାଇପ୍ ପଡ଼ିଛି, ହେଲେ ପାଣି ଆସୁନି

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ତିନି ନମ୍ବର ୱାର୍ଡ଼ ଚଞ୍ଚଳାସାହି ବାମ୍ବାଡ଼ି ଗାଁରେ ପାନୀୟଜଳ ଜଳ ସମସ୍ୟା କୁ ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଦିର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ବ ହେବ ଏଠାକାର ଗୋଟିଏ ସାହିର ଲୋକେ ନାଳ

ବ୍ରହ୍ମପୁର ଯାତ୍ରାରେ ଆସିକା ବିଧାୟକ ହଟହଟା ନେଇ ଗଞ୍ଜାମରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଚର୍ଚ୍ଚା !

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ପ୍ରସିଦ୍ଧ ଠାକୁରାଣୀ ଯାତ୍ରାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ଗସ୍ତରେ ଆସିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ବ୍ରହ୍ମପୁର ଯାତ୍ରାରେ ମାଙ୍କ ଦର୍ଶନ କରିବାକୁ ବାଜା ବାଜଣା ରେ ପାଛୋଟି ନେଉଥିବା ବେଳେ ଆସିକା ବିଧାୟକ ସରୋଜ ପାଢ଼ୀ