ଆଜିଠୁ ଖୋଲିବ ‘ରାସନ’ ପୋର୍ଟାଲ, ଆବେଦନ କରିପାରିବେ ନୂଆ ହିତାଧିକାରୀ…

ଭୁବନେଶ୍ୱର : ନୂଆ ରାସନକାର୍ଡ ପାଇଁ ଆଜିଠୁ ଖୋଲିବ ପୋର୍ଟାଲ, ବାଦ ପଡିଥିବା ହିତାଧିକାରୀ କରିପାରିବେ ଆବେଦନ । ଶୁକ୍ରବାର ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମ୍ବଲପୁର ଗସ୍ତ ସମୟରେ ସମୀକ୍ଷା ବୈଠକରେ ଏହି ସୂଚନା ଦେଇଛନ୍ତି । ମାର୍ଚ୍ଚ ୩୧ ତାରିଖ ରାସନ କାର୍ଡ ଇ–କେୱାଇସିର

ସହିଦନଗର ସ୍ଥାୟୀ ହାଟ ପାଇଁ ମିଳିଲା ଜମି; ଉପକୃତ ହେବେ ପ୍ରାୟ ୫୦୦ ଦୋକାନୀ

ଭୁବନେଶ୍ବର: ଦୀର୍ଘଦିନର ଅପେକ୍ଷା ପରେ ସହିଦନଗର ବ୍ୟବସାୟୀମାନଙ୍କ ପାଇଁ ଉଦଭବ ହାଟ ଜମି ଜନିତ ସମସ୍ୟାର ସମାଧାନ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ନଗର ଉନ୍ନୟନ ବିଭାଗକୁ ୨ଏକର ଜମି ସହିଦନଗର ସ୍ଥାୟୀ ହାଟ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଫଳରେ

ଆଜି ବିଶ୍ୱ ଦହିବରା ଓ ଆଳୁଦମ ଦିବସ…

ଭୁବନେଶ୍ୱର : ଆଜି ବିଶ୍ୱ ଦହିବରା ଓ ଆଳୁଦମ ଦିବସ । ମାର୍ଚ୍ଚ ୧ ତାରିଖକୁ ଦହିବରା ଆଳୁଦମ୍‌ ଦିବସ ଭାବେ କିଛି ବର୍ଷ ହେଲା ପାଳନ କରାଯାଉଛି । ଦହିବରା ଆଳୁଦମ୍‌ ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ । ଦହିବରା.. ନାମ ଯେମିତି ସ୍ବାଦ ସେମିତି । ନାଁ

କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ବର: ମାର୍ଚ୍ଚ ୨ରେ କେନ୍ଦୁଝର ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଥମେ ମୟୂରଭଞ୍ଜ ଜିଲ୍ଲାକୁ ୨ ଦିନ ପାଇଁ ଯାଇ ସେଠାରେ କାର୍ଯ୍ୟକ୍ରମ ସାରି ୨ ତାରିଖ ସକାଳ ୧୦ଟା ୧୦ରେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କେନ୍ଦୁଝର ଯିବେ । ସେଠାରେ ହେବାକୁ ଥିବା ଆଞ୍ଚଳିକ କୃଷି

ଓଏଏସ୍ ସ୍ତରରେ ବଦଳି: ଶ୍ଵେତ କୁମାର ଦାଶ, ସିଡିଏ ସଚିବ

ଭୁବନେଶ୍ଵର: ଓଏଏସ୍ ଅଧିକାରୀସ୍ତରରେ ବଡଧରଣର ଅଦଳବଦଳ ହୋଇଛି। ମୋଟ୍ ୨୨ ଅଧିକାରୀଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ କଟକ ଉନ୍ନୟନ କର୍ତ୍ତୃପକ୍ଷ ସଚିବ ଜ୍ୟୋତିର୍ମୟୀ ପ୍ରଧାନଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ

ଆଇପିଏସ ସ୍ତରରେ ବଡ ଅଦଳ ବଦଳ; ବଦଳିଲେ ଟ୍ବିନ ସିଟିର ଡିସିପି…

ଭୁବନେଶ୍ବର: ମାତ୍ର ୫ ମାସର ବ୍ୟବଧାନରେ ରାଜ୍ୟ ସରକାର କଟକ ଓ ଭୁବନେଶ୍ବର ଡିସିପିଙ୍କୁ ବଦଳି କରିଛନ୍ତି। କେବଳ ସେତିକି ନୁହେଁ, ଅତିରିକ୍ତ ସିପିଙ୍କୁ ମଧ୍ୟ ବଦଳି କରାଯାଇଛି। ଏଥିସହିତ ୨୬ଜଣ ଆଇପିଏସ୍‌ଙ୍କ ପଦବିରେ ପରିବର୍ତ୍ତନ କରିଛନ୍ତି। ଏ ସଂକ୍ରାନ୍ତରେ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ

ସାରୁ ସମବାୟ ସମ୍ପାଦକ ଙ୍କ ଏକଚାଟିଆ ନୀତି,ଚାଷିମାନଙ୍କୁ ମଣ୍ଡି ପଞ୍ଜିକରଣରେ ଅନିୟମିତତା ଅଭିଯୋଗ…

ହିଞ୍ଜିଳିକାଟୁ ୨!୩ ହିଞ୍ଜିଳିକାଟୁ ବ୍ଲକ୍ ସାରୁ ସମବାୟ ସମିତିରେ ଜଣେ ଚାଷୀ ମଣ୍ଡିରେ ଧାନ ବିକିବା ଲାଗି ପଞ୍ଜୀକରଣ କରିଥିବା ଜମି ଟାର୍ଗେଟ ଆସିବା ପରେ ସାରୁ ସେବା ସମବାୟ ସମ୍ପାଦକ ଙ୍କ ନାଁରେ ଅନିୟମିତତା ଅଭିଯୋଗ କରିଛନ୍ତିି | ସାରୁ ସେବା ସମବାୟ ସମିତିର ସମ୍ପାଦକ ଏକଚାଟିଆ ନୀତି ରେ

ରାଜଧାନୀରେ ଅଧ୍ୟାପିକାଙ୍କ ନ୍ୟୁଡ୍ କଲ୍

ଭୁବନେଶ୍ଵର: ରାଜଧାନୀରେ ଜଣେ ଅଧ୍ୟାପିକାଙ୍କ ନ୍ୟୁଡ୍ କଲ୍ ଚର୍ଚ୍ଚାର ବିଷୟ ପାଲଟିଛି। ହନିଟ୍ରାପରେ ପଡି ସ୍ଵାମୀ ଲକ୍ଷାଧିକ ଟଙ୍କା ହରାଇବା ପରେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀସାଗର ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାରେ ତଦନ୍ତ ଜାରି ରଖିଛି। ଇନଫୋସିଟି ଥାନା ଅଧୀନରେ ଅଧ୍ୟାପିକା

୪ ସକ୍ରିୟ ନକ୍ସଲ ବିସ୍ଫୋରକ ଏବଂ ନକ୍ସଲ ପୁସ୍ତିକା ସହ ଗିରଫ…

ମାଲକାନଗିରି: ସୀମାନ୍ତ ଛତିଶଗଡ ରାଜ୍ୟର ସୁକମା ଜିଲ୍ଲାରେ ୪ ସନ୍ଦିଗ୍ଧ ନକ୍ସଲ ସୁରକ୍ଷା ବାହିନୀକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଜଙ୍ଗଲରେ ମଧ୍ୟରେ ଯୋଜନା କରିବାକୁ ଆସିଥିଲେ। ହେଲେ ସୁରକ୍ଷାବାହିନୀର ତତ୍ପର ପଦକ୍ଷେପ ଯୋଗୁଁ ପୁଲିସ ହାତରେ ଧରା ପଡିଲେ।ଏହି ୪ ନକ୍ସଲଙ୍କୁ ଗିରଫ କରିବାରେ

ସଡ଼କ ମଝିରୁ ୫ କେଜିର ଆଇଇଡି ଜବତ ଏବଂ ନିଷ୍କ୍ରିୟ କଲା ସୁରକ୍ଷା ବାହିନୀ…

ମାଲକାନଗିରି,୨୮।୨ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ସୁକୁମା ଜିଲ୍ଲାରେ ଯବାନଙ୍କ ମାଓ ଦମନ ତଲାସି ଅଭିଯାନ ବେଳେ ଗୋଟିଏ ଆଇଇଡି ବୋମାକୁ ଜବତ କରି ନିଷ୍କ୍ରିୟ କରାଯାଇଛି। ସୂଚନା ଅନୁଯାୟୀ ଛତିଶଗଡର କୋଣ୍ଟା ଥାନା ଅନ୍ତର୍ଗତ ଗୋଲ୍ଲାପାଲି ରାସ୍ତାର ବନ୍ଦା ଗ୍ରାମ ନିକଟରେ