ଓଡ଼ିଶାର କଳା ଓ ସଂସ୍କୃତିକୁ ଆଦିବାସୀ ସଂସ୍କୃତି ହିଁ ଉଜ୍ଜ୍ୱଳ କରିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୟୂରଭଞ୍ଜର କପ୍ତିପଦା ଉପଖଣ୍ଡ ପାଇଁ ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗ ପକ୍ଷରୁ ପ୍ରାୟ ୧୦୦ କୋଟି ଟଙ୍କା ବିନିଯୋଗରେ ୫୨ ଗୋଟି ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ପ୍ରାୟ ୨୭୫ କୋଟି ଟଙ୍କା ବିନିଯୋଗରେ ୧୦୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ ଏହି ଜିଲ୍ଲା ପାଇଁ ଏକ ଗର୍ବ ଏବଂ

ତଳସ୍ତରରୁ ଆସି ମୁଖ୍ୟମନ୍ତ୍ରୀ ହୋଇଛି, ସମସ୍ତଙ୍କ ଦୁଃଖ ସୁଖ ଜାଣି ପାରୁଛି’

ରାଇରଙ୍ଗପୁର/ଖିଚିଂ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୟୂରଭଞ୍ଜଗସ୍ତ ଅବସରରେ ଖିଚିଂ ମହୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ କହିଛନ୍ତି, ଓଡ଼ିଶାରେ ଡବଲ ଇଞ୍ଜିନ ସରକାରରେ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ଶୁଭାରମ୍ଭ କରାଯାଉଛି। ଲକ୍ଷପତି ଦିଦି ଯୋଜନା, ସୁଭଦ୍ରା ଯୋଜନା ସମେତ ବହୁ ଯୋଜନା

ମହିଳା ସଶକ୍ତିକରଣର ନିଦର୍ଶନ ସୁଭଦ୍ରା ଶକ୍ତି ମେଳା…

ମାଲକାନଗିରି, ୨୭/୨/୨୫:ରାଜ୍ୟ ସରକାର ମହିଳା ମାନଙ୍କୁ ସଶକ୍ତ ଓ ସ୍ବାବଲମ୍ବୀ କରିବା ନିମନ୍ତେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ତନ୍ମଧ୍ୟରୁ ସୁଭଦ୍ରା ଯୋଜନା ରାଜ୍ୟ ସରକାରଙ୍କର ଏକ ଅଭିନବ ପ୍ରୟାସ। ସେହି ପରୀପ୍ରେକ୍ଷୀରେ ରାଜ୍ୟ ସରକାର ଓ ମିଶନ ଶକ୍ତି ବିଭାଗର ମିଳିତ

ନୀଳାଦ୍ରିନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ପାଳନ…

ମାଲକାନଗିରି: କରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନିଳାଦ୍ରିନଗର ପଞ୍ଚାୟତ ନୀଳାଦ୍ରିନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ପାଳନ ହୋଇଯାଇଅଛି । କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ସାଂସଦ ଇଂ ବଳଭଦ୍ର ମାଝୀ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଜିଲ୍ଲା ଶିକ୍ଷା

ପିକଅପ୍ ଭ୍ୟାନ ସହ ବାଇକ୍ ଧକ୍କା ଘଟଣା, ଗୁରୁତର ଝିଅର ମୃତ୍ୟୁ…

ହିଞ୍ଜିଳିକାଟୁ, ତା ୧।୩: ୫୯ ନଂ ଜାତୀୟ ରାଜପଥ ତଥା ଆସିକା ଥାନା ପିତଳ ଛକ ନିକଟରେ ଗୁରୁବାର ଅପରାହ୍ନରେ ଏକ ସଡକ ଦୁର୍ଘଟଣା ଘଟିଥିଲା। ଦୂର୍ଘଟଣାରେ ବାଇକ୍ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଓ ଝିଅ ଗୁରୁତର ଆହତ ହୋଇଥିଲେ। ଶୁକ୍ରବାର ରାତିରେ ବ୍ରହ୍ମପୁର ବଡ

ବିଦ୍ୟାଳୟ ପୁରସ୍କାର ବିତରଣ ଓ ବାର୍ଷିକ ଉତ୍ସବ…

ହିଞ୍ଜିଳିକାଟୁ, ୧।୩: ହିଞ୍ଜିଳିକାଟୁ ପୈାରାଞ୍ଚଳ ଥାନାତୋଟା ସାହି ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ପୁରସ୍କାର ବିତରଣ ଓ ବାର୍ଷିକ ଉତ୍ସବ ଶନିବାର ସନ୍ଧ୍ୟାରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦିଲ୍ଲିପ କୁମାର ବୈଠାରୁଙ୍କ ଅଧ୍ୟକ୍ଷତାରେ

ନବରଙ୍ଗପୁର ସାଂସଦ ଓ ମାଲକାନଗିରି ବିଧାୟକ ଙ୍କ ଦ୍ଵାରା ମିଳିତ ଭାବେ ବଡଯାତ୍ର। ପୀଠ ଉଦଘାଟିତ…

ମାଲକାନଗିରି :ମାଲକାନଗିରି ଜିଲ୍ଲାର ଗଣପର୍ବ ରୂପେ ପରିଚିତ ବଡଯାତ୍ରା-୨୦୨୫ ଏହି ବର୍ଷ ପାଳିତ ହେବାକୁ ଯାଉଥିବା ବେଳେ ଆଜି ସଦରମହକୁମା ସ୍ଥିତ କନ୍ଯାମାଝି ବନ୍ଧ ଠାରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଓ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ମିଳିତ ଭାବେ ବଡଯାତ୍ର। ପୀଠ ଉଦଘାଟନ

କନ୍ଧମାଳ ଜିଲ୍ଲା ବରିଷ୍ଠ କଳାକାର ସଂଘ କର୍ମକର୍ତ୍ତା ଚୟିତ…

କ. ନୂଆଗାଁ (କନ୍ଧମାଳ), ତା. ୦୧/୦୩ :କ. ନୂଆଗାଁ ବ୍ଲକ କଳାକାର ସାଂସ୍କୃତିକ ସଂଘ, ସାରଙ୍ଗଡ଼ ତରଫରୁ ସ୍ଥାନୀୟ ନୂଆଗାଁ ଶିବ ମନ୍ଦିର ପରିସରରେ ଏକ କଳାକାର ସମ୍ମିଳନୀ ସଂଘ ସଭାପତି ତ୍ରିନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ

ଗଞ୍ଜାମ ମହିଳା କ୍ରିକେଟ ଏସୋସିଏୟସନ ବିଜୟୀ…

ବ୍ରହ୍ମପୁର ୦୧/୦୩ ବିଶ୍ୱ ମହିଳା ଦିବସ କୁ ଦୃଷ୍ଟିରେ ରଖି ଗଞ୍ଜାମ ମହିଳା କ୍ରିକେଟ ସଂଘ ତରଫରୁ ଆଲଫା ସ୍ପୋର୍ଟିଙ୍ଗ କ୍ଲୁବ ସହଯୋଗରେ ଶନିବାର ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଷ୍ଟାଡିଅମ ଠାରେ ଗଞ୍ଜାମ ଓ ପୁରୀ ଜିଲ୍ଲା ମଧ୍ୟରେ ଏକ ବନ୍ଧୁତ୍ୱ ପୁର୍ଣ ମହିଳା କ୍ରିକେଟ ଟୁର୍ଣାମେଣ୍ଟ ଅନୁଷ୍ଠିତ

ଶ୍ରୀ ରାମକୃଷ୍ଣ ପରମହଂସ ଦେବଙ୍କ ୧୯୦ତମ ଜନ୍ମ ବାର୍ଷିକ ଉତ୍ସବ…

ଉମରକୋଟ (୦୧/୦୩/୨୦୨୫) ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଉମରକୋଟ ସହରର ଶ୍ରୀଶ୍ରୀ ରାମକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଉମରକୋଟ ଅଞ୍ଚଳର ସମସ୍ତ ଭକ୍ତବୃନ୍ଦ, ମାତୃ ମଣ୍ଡଳୀ, ଅନ୍ୟାନ୍ନ ସାଧୁ ସନ୍ତ ସହ ସାଧାରଣ ଜନତାଙ୍କୁ ଆବାହନ କରାଯାଇ ବିଭିନ୍ନ ବେଦ ମାଙ୍ଗଳିକ କାର୍ଯ୍ୟକ୍ରମ ସହ ମହା ଆରମ୍ବରରେ