କୃଷକ ଉତ୍ପାଦକ ସଂଘ ର ରାଜ୍ୟ ସ୍ତରୀୟ ସମୀକ୍ଷା କର୍ମଶାଳା…

ବ୍ରହ୍ମପୁର // ଛତ୍ରପୁର :ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଅଧିନସ୍ଥ ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ର କୃଷକ ଉତ୍ପାଦକ ସଂଘ ଉତ୍କର୍ଷ କେନ୍ଦ୍ର ଦ୍ବାରା ଆୟୋଜିତ ରାଜ୍ୟ ସ୍ତରୀୟ ସମୀକ୍ଷା କର୍ମଶାଳା ରେ ଗଞ୍ଜାମ, ଗଜପତି, କନ୍ଧମାଳ ଓ ରୟଗଡା ଜିଲ୍ଲାରୁ ପ୍ରାୟ କୃଷକ ଉତ୍ପାଦକ ସଂଘ

ସ୍କୁଟି ସହ ଅଭିଯୁକ୍ତ କୁ ଗିରଫ କଲା ଛତ୍ରପୁର ଥାନା ପୋଲିସ…

ଛତ୍ରପୁର,: ଛତ୍ରପୁର ଥାନା ଅଂଚଳ ରେ ଚୋରି ହୋଇଥିବା ଏକ ସ୍କୁଟି ଗାଡି କୁ ଉଦ୍ଧାର କରିଛି ଛତ୍ରପୁର ଥାନା ପୋଲିସ, ଏଥିରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି, ଅଭିଯୁକ୍ତ ହେଲେ ଯାଜପୁର ଜିଲ୍ଲା ବୋରି ରମା ଥାନା ଅଂଚଳ ର ଏସକେ. ସମିନ ଓରଫ ସଲିମ(୩୦)

ପୋକ୍ସୋ ମାମଲାରେ ଚାର୍ଜଶିଟ୍ ଦାଖଲ ପରେ ୟେଦିୟୁରପ୍ପାଙ୍କୁ ସମନ କଲେ କୋର୍ଟ

ନୂଆଦିଲ୍ଲୀ: ପୋକ୍ସୋ ମାମଲାରେ ସିଆଇଡିର ନୂଆ ଚାର୍ଜସିଟ୍‌ ପରେ ୟେଦିୟୁରପ୍ପାଙ୍କୁ କୋର୍ଟଙ୍କ ସମନ। ଗୁରୁବାର କର୍ଣ୍ଣାଟକର ଏକ ସ୍ୱତନ୍ତ୍ର କୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କୁ ଏନେଇ ସମନ କରିଛି। ପୂର୍ବରୁ ମଧ୍ୟ ୟେଦିୟୁରପ୍ପାଙ୍କ ବିରୋଧରେ ଏନେଇ ମାମଲା ବିଚାରାଧୀନ ଥିଲା।

ପୋଲାଭରମ ପ୍ରକଳ୍ପ ବିରୋଧରେ ଗଣଗର୍ଜନ, ଭର୍ଚୁଆଲରେ ସମାବେଶକୁ ସମ୍ବୋଧନ କଲେ ନବୀନ

ମାଲକାନଗିରି : ପୋଲାଭରମ ପ୍ରକଳ୍ପ ବିରୋଧରେ ରଣହୁଙ୍କାର । ଆଜି ମାଲକାନଗିରିର ମୋଟୁରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଶାଳ ଜନ ସମାବେଶ । ଏଥିରେ ଓଡ଼ିଶା ସମେତ ଆନ୍ଧ୍ର, ତେଲଙ୍ଗାନା ଓ ଛତିଶଗଡ଼ର ପ୍ରାୟ ପାଞ୍ଚ ହଜାର ଆଦିବାସୀ ସାମିଲ ହୋଇଥିଲେ ।

ପ୍ରାଣିଚିକତ୍ସା ଓ ଟୀକାକରଣ ଉପରୁ ୟୁଜର୍ସ ଫି ଛାଡ଼

ଭୁବନେଶ୍ୱର : ପ୍ରାଣିସମ୍ପଦର ଚିକିତ୍ସା ଓ ଟୀକାକରଣ ବାବଦ ‘ୟୁଜର୍ସ ଫି’କୁ ରାଜ୍ୟ ସରକାର ଛାଡ଼ ଘୋଷଣା କରିଛନ୍ତି। ଫଳରେ ଗାଈ, ବଳଦ, ମଇଁଷି, ଛେଳି, ମେଣ୍ଢା ଆଦିଙ୍କ ଚିକିତ୍ସା ଓ ଟୀକାକରଣ ବାବଦରେ ଜନସାଧାରଣଙ୍କୁ ଫି ଦେବାକୁ ପଡ଼ିବ ନାହିଁ। ଏ ସଂକ୍ରାନ୍ତ ପ୍ରସ୍ତାବକୁ ମତ୍ସ୍ୟ ଓ

ବାଙ୍କୀରେ ବାଘୁଆ ମହୁମାଛି ଆକ୍ରମଣ; ଜଣେ ମୃତ ଓ ୩ ଆହତ

କଟକ: ଘଟିଯାଇଛି ଦୁଃଖଦ ଘଟଣା । ବାଘୁଆ ମହୁମାଛି ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ । ଆଜି ବାଙ୍କୀ ବ୍ଲକ କଳାପଥର ଅଞ୍ଚଳ ଲେମ୍ବେରୀ କୃଷ୍ଣପଲ୍ଲୀ ରାସ୍ତାରେ ବାଘୁଆ ମହୁମାଛି ଆତଙ୍କ ଦେଖାଯାଇଥିଲା। ମହୁମାଛି ଆକ୍ରମଣରେ ଜଣଙ୍କ ଜୀବନ ଚାଲିଯାଇଛି । ୩ ଜଣ ଆହତ ହୋଇଛନ୍ତି । ସୂଚନାମୁତାବକ,

ମହାକୁମ୍ଭ ଯୋଗୁଁ ବଢିବ ଭାରତର ଅର୍ଥନୈତିକ ଅଭିବୃଦ୍ଧି : ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା

ନୂଆଦିଲ୍ଲୀ: ଅର୍ଥନୈତିକ କ୍ଷେତ୍ରରୁ ଭାରତ ପାଇଁ ସନ୍ତୋଷଜନକ ଖବର । ୨୦୨୫ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ୬.୨%କୁ ବୃଦ୍ଧି ପାଇଛି। ପୂର୍ବ ତ୍ରୈମାସରେ ଏହା ୫.୪% ଥିଲା। ଭଲ ମୌସୁମୀ ପରେ ଅର୍ଥନୀତିକୁ ଦୃଢ଼ ଗ୍ରାମୀଣ ବ୍ୟବହାର ଏବଂ ସରକାରୀ ଖର୍ଚ୍ଚ

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟର ସମୀକ୍ଷା କଲେ ନଡ୍ଡା

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା । ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଭାବବିହ୍ଵଳ ହୋଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ମହାପ୍ରଭୁଙ୍କ ଦର୍ଶନ ସହ

୨ ରାଜ୍ୟରେ ୯ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ସୀମାନ୍ତ ତେଲେଙ୍ଗାନାର କାମାରେଡ୍ଡି ଜିଲ୍ଲା ପୁଲିସ ନିକଟରେ ଦୁଇ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ଏସପି ସିନ୍ଧୁ ଶର୍ମାଙ୍କ ସମ୍ମୁଖରେ ଏହି ଦୁଇ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ ଗୁରାଲା ବିଜୟ କୁମାର(୩୬) ଏବଂ ସୋଡି ବାଲା କ୍ରିଷ୍ଣା(୨୩)। ଏମାନେ

ପଞ୍ଚଭୂତରେ ଲୀନ ହେଲା ଉତ୍ତମଙ୍କ ପାର୍ଥିବ ଶରୀର

ଭୁବନେଶ୍ବର: ଓଲିଉଡ୍‌ର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ପଞ୍ଚଭୂତରେ ବିଲୀନ ହୋଇଛନ୍ତି । ଅଶ୍ରୁଳ ଓ ଶୋକାକୁଳ ପରିବେଶ ମଧ୍ୟରେ ଆଜି ତାଙ୍କ ପାର୍ଥିବ ଶରୀରକୁ ଜଗନ୍ନାଥ ବିହାର ବାସଭବନରୁ ସତ୍ୟନଗର ଶ୍ମଶାନକୁ ନିଆଯାଇଥିଲା । ଆଜି ଅପରାହ୍‌ଣରେ ଭୁବନେଶ୍ବରର ସତ୍ୟନଗର ଶ୍ମଶାନରେ