Sign in
Sign in
Recover your password.
A password will be e-mailed to you.
ଉତ୍ତମଙ୍କ ବିୟୋଗରେ ରାଷ୍ଟ୍ରପତିଙ୍କ ଶୋକ ପ୍ରକାଶ
ଭୁବନେଶ୍ଵର: ଅଫେରା ରାଇଜରେ ଓଲିଉଡର ମହାନାୟକ । ଆଉ ନାହାନ୍ତି ଏଭରଗ୍ରୀନ୍ ହିରୋ । ଦିଲ୍ଲୀରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି ଉତ୍ତମ ମହାନ୍ତିଙ୍କ ପାର୍ଥିକ ଶରୀର । ପାର୍ଥିବ ଶରୀରକୁ ବିମାନବନ୍ଦରରୁ ସିଧାସଳଖ ଜଗନ୍ନାଥ ବିହାରସ୍ଥିତି ବାସଭବନକୁ ନିଆଯାଇଛି ।!-->…
୨୫ ଲକ୍ଷ ଟଙ୍କା ନଦେବାରୁ ଥାନା ଅଧିକାରୀଙ୍କ ନାରେ ମିଥ୍ୟା ଆରୋପ ! ଏତଲା ଦେଲେ ସମ୍ପର୍କୀୟ
ଜଗତସିଂହପୁର: କଥାରେ ଅଛି, ପ୍ରେମ ମାନେନା ବନ୍ଧବାଡ଼। ପ୍ରେମରେ ଲୋକେ ସବୁ ସୀମା ପାର୍ କରି ଦିଅନ୍ତି । କିନ୍ତୁ କିଛି କାହାଣୀ ଏପରି ହୋଇଥାଏ ଯାହାକୁ ଶୁଣି ଆପଣଙ୍କର ପ୍ରେମ ଉପରୁ ଭରଷା ଉଠିଯିବ । କେତେ ପ୍ରତିଶୃତି କେତେ ସ୍ୱପ୍ନ ଦେଖାଇ ପ୍ରେମ କରିଥିଲେ । କିନ୍ତୁ ଆଜି ସେ ସବୁ ମିଛ!-->…
ରାଜ୍ୟରେ ୨ ବର୍ଷ ଭିତରେ ପୂରଣ ହେବ ଡାକ୍ତର ଓ ପାରା ମେଡିକାଲ ପଦବୀ: ମନ୍ତ୍ରୀ
ଭୁବନେଶ୍ୱର: ପୁରୀରେ ନବମ ଜାତୀୟ ସ୍ବାସ୍ଥ୍ୟ ସମ୍ମିଳନୀ ଉଦଘାଟିତ ହୋଇଯାଇଛି । ଆଜି ଏହାକୁ ଉଦଘାଟନ କରିଛନ୍ତି ବିଜେପି ରାଷ୍ଟ୍ରଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା । ଏହି ସ୍ବାସ୍ଥ୍ୟ ସମ୍ମିଳନୀ ୨ ଦିନ ଧରି ଚାଲିବ । ଉଦଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,!-->…
ମଦ୍ରାସାରେ ପ୍ରାର୍ଥନା ସମୟରେ ବିସ୍ଫୋରଣ, ୫ ମୃତ
ପାକିସ୍ତାନର ଏକ ମଦ୍ରାସାରେ ଶୁକ୍ରବାର ପ୍ରାର୍ଥନା ସମୟରେ ବିସ୍ଫୋରଣ ଘଟିଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଖାଇବରପଖତୁନଖ୍ବା ପ୍ରଦେଶର ଅକ୍କୋରା ଖଟ୍ଟକ ଜିଲା ଅନ୍ତର୍ଗତ ଦାରୁଲ ଉଲୁମ ହକ୍କାନିଆ ମଦ୍ରାସାରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ପରେ!-->…
ଘରୁ ମହିଳା ଡାକ୍ତରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
କଟକ: ଦରଘାବଜାର ଥାନା ଅଞ୍ଚଳରେ ଅଭାବନାୟୀ ଘଟଣା। ମହିଳା ଡାକ୍ତର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଝୁଲନ୍ତା ଅବସ୍ଥାରେ ଘରୁ ମୃତଦେହ ଉଦ୍ଧାର କଲା ପୋଲିସ। ତାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ମହିଳା ଜାକ୍ତର ଜଣକ ହେଲେ ଅଳକା ରଥ।
ସୂଚନା ମୁତାବକ, ଦରଘାବଜାର ଅଞ୍ଚଳରେ ଅଳକା!-->!-->!-->…
ନନ୍ଦାଗୁଡା ଗ୍ରାମରୁ ଆରମ୍ଭ ହେଲା ଜଳ ବିଭାଜିକା ଯାତ୍ରା…
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡିଆ ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ନନ୍ଦାଗୁଡା ଗ୍ରାମରୁ ମାଲକାନାଗିରି ଜିଲ୍ଲା ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ପକ୍ଷରୁ ପକ୍ଷ୍ୟରୁ ଜଳ ବିଭାଜିକା ଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏଥିପାଇଁ ନନ୍ଦାଗୁଡା!-->…
ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜିତ…
ବାଲିଗୁଡା, ତା, ୨୮/୦୨: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ଜାର୍ଗୀ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ "ଆମ ସଂସ୍କୃତି ଓ ଆମ ଖେଳନା" କାର୍ଯ୍ୟକ୍ରମ ସହ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ପରିଚାଳନା!-->…
ଟିପିଏସ୍ଓଡିଏଲ୍ ପକ୍ଷରୁ ନୈତିକତା ସପ୍ତାହ ୨୦୨୫ ପାଳିତ…
ବ୍ରହ୍ମପୁର :, ଫେବୃଆରୀ ୨୦୨୫: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ ପକ୍ଷରୁ ନୈତିକତା ସପ୍ତାହ ୨୦୨୫ ପାଳିତ ହୋଇଛି। ମାର୍ଚ୍ଚ ୩ ରେ ଶେଷ ହେବାକୁ ଥିବା ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ଟାଟା ଗ୍ରୁପର ପ୍ରତିଷ୍ଠାତା!-->…
ଚାଉଳ ବସ୍ତା ଓଜନ ରେ ଠକେଇ କରିବା ସହ ଚଢ଼ା ଦରରେ ବିକ୍ରି ଅଭିଯୋଗ …..!
ପ୍ରଶାସନ ମାଲ ଖାଇ ଚୁପ...!!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗାଁ ରୁ ସହର ପର୍ଯ୍ୟନ୍ତ ଧାନ ମିଲ ମାଳ ମାଳ ହୋଇ ଖୋଲା ଯାଇଛି। ଉପରେ ଚକାଚକ ଜରିରେ ବିଭିନ୍ନ ନାଁ ରେ ବଜାର ରେ ଚାଉଳ ବିକ୍ରି ହେଉଛି। ସରକାରଙ୍କୁ ଟ୍ୟାକ୍ସ ଠକିବା ପାଇଁ ବିଭିନ୍ନ ଚାଉଳ ବସ୍ତା ଉପରେ ୨୬ କିଗ୍ରା ଓଜନ ଥିବା!-->!-->!-->…
ଟାଙ୍ଗଣା ପଲ୍ଲୀ ହାଇସ୍କୁଲରେ ଜାତୀୟ ବିଜ୍ଞାନ ଦିବସ ପାଳିତ…
ଛତ୍ରପୁର,:ଜାତୀୟ ବିଜ୍ଞାନ ଦିବସ ଅବସରରେ ଛତ୍ରପୁର ବ୍ଳକ ଅନ୍ତର୍ଗତ ଟାଙ୍ଗଣା ପଲ୍ଲୀ ଶ୍ରୀନୀଳକଣ୍ଠେଶ୍ବର ନୋଡାଲ ବିଦ୍ଯାପୀଠରେ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି।ନୋବେଲ ପୁରସ୍କାର ବିଜେତା ଚନ୍ଦ୍ରଶେଖର ଭେଙ୍କଟ ରମଣଙ୍କ କୃତି ଦିବସକୁ ଜାତୀୟ ସ୍ତରରେ 1987 ଫେବୃଆରୀ 28 ତାରିଖ ଠାରୁ 'ଜାତୀୟ!-->…