୭ଟି ବିଭାଗରେ ୧୨୯୪ ଜଣଙ୍କୁ ନିଯୁକ୍ତି, ଏକ ବର୍ଷ ମଧ୍ୟରେ ନିଯୁକ୍ତି ମେଳା ମାଧ୍ୟମରେ ୨୭,୪୨୮ଟି ସରକାରୀ ପଦବୀ ପୂରଣ

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପଦେଶ-ବାପା ମାଆଙ୍କ ଆଶୀର୍ବାଦରେ ଆପଣ ମାନେ ଚାକିରୀ ପାଇଛନ୍ତି, ତାଙ୍କ ସେବା ସବୁବେଳେ କରୁଥିବେ, ପରିବାର ଲୋକଙ୍କ ମନରେ କେବେହେଲେ କଷ୍ଟ ଦେବେନାହିଁ ଗରିବ ଲୋକମାନେ ବହୁ କଷ୍ଟରେ ଅଛନ୍ତି, ସେମାନଙ୍କୁ ଠିକ୍ ସମୟରେ ନ୍ୟାୟ ଦେବାପାଇଁ କେବେ…

ରଦ୍ଦ ହୋଇନି ସିମଲା ଚୁକ୍ତି : ପାକ୍ ବୈଦେଶିକ ମନ୍ତ୍ରାଳୟ

ଇସ୍ଲାମାବାଦ : ଗତକାଲି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ କହିଥିଲେ ଯେ ଭାରତ ସହ ସ୍ବାକ୍ଷରିତ ସିମଲା ଚୁକ୍ତି ଏକ ମୃତ ଦଲିଲ ହୋଇଯାଇଛି । ଏହା ସହିତ ଦୁଇ ଦେଶ ୧୯୪୮ର ସ୍ଥିତିକୁ ଫେରିଯାଇଛନ୍ତି, ଯେତେବେଳେ ଜାତିସଂଘ ନିୟନ୍ତ୍ରଣ ରେଖାକୁ ଯୁଦ୍ଧ ବିରତି ରେଖା ଭାବେ ଘୋଷଣା…

ପିସିସି ସଭାପତିଙ୍କ ହିଞ୍ଜିଳି ଗସ୍ତ : ହିଞ୍ଜିଳିରେ ଭାରତୀୟ ଜାତୀୟ କଂଗ୍ରେସର ସମ୍ବିଧାନ ବଞ୍ଚାଅ ମହା ସମାବେଶ

ଆଗାମୀ ଦିନରେ ଭାରତ ବର୍ଷ ହେବ କଂଗ୍ରେସମୟ : ମିଶ୍ରଣ ପର୍ବରେ ବିଜେଡିର ବହୁ କର୍ମୀ କଂଗ୍ରେସରେ ଯୋଗଦେଲେହିଞ୍ଜିଳିକାଟୁ : ଶୁକ୍ରବାର ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଓ ଏଆଇସିସି ଓଡିଶା ପ୍ରଭାରୀ ଅଜୟ କୁମାର ଲୁଲୁ ହିଞ୍ଜିଳି ଗସ୍ତ କରିଛନ୍ତି। କଂଗ୍ରେସ ଦଳକୁ…

ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍ ମାମଲା: ବାଙ୍କୋ ପଥର ଖଣି ମାଲିକଙ୍କୁ ଖଣି ବିଭାଗର ନୋଟିସ୍‌

ସୁନ୍ଦରଗଡ଼: ମାଓବାଦୀ ବିସ୍ଫୋରକ ଲୁଟ୍ ଘଟଣାରେ ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ବାଙ୍କୋ ପଥର ଖଣି ମାଲିକଙ୍କୁ ଖଣି ବିଭାଗ ପକ୍ଷରୁ ଜାରି ହେଲା ନୋଟିସ। ପଥର ଖଣି ମାଲିକ ନିରଜ ପାଣ୍ଡେଙ୍କୁ ଦୁଇ ଦିନ ଭିତର ହାଜର ହେବା ପାଇଁ ନୋଟିସ୍‌ରେ ଉଲ୍ଲେଖ ରହିଛି । ବାଙ୍କୋ ଖଣିକୁ ନୋଟିସ୍‌…

ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ନିମନ୍ତ୍ରଣ କଲେ କାନାଡ଼ା ପ୍ରତିପକ୍ଷ

ନୂଆଦିଲ୍ଲୀ: ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସମ୍ମିଳନୀରେ ଯୋଗ ଦେବାକୁ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ଣ୍ଣିଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ କରି ନିମନ୍ତ୍ରଣ କରିଛନ୍ତି। ଏହାପରେ ମୋଦୀଙ୍କ କାନାଡ଼ା…

ଆର୍‌ଆଇଇରେ ନାମଲେଖା ଆବେଦନ ଆରମ୍ଭ, ୨୯ରେ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଶିକ୍ଷକ ଶିକ୍ଷାରେ କ୍ୟାରିଅର କରିବାକୁ ଚାହାଁନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆର୍‌ଆଇଇ)ରେ ଶିକ୍ଷକ ଶିକ୍ଷା ନାମଲେଖା ଆବେଦନ ଆରମ୍ଭ ହୋଇଛି। ୧୭ ତାରିଖ ପର୍ଯ୍ୟନ୍ତ ଆବେଦନ ସୁଯୋଗ ମିଳିବ। ୨୯ ତାରିଖରେ ପ୍ରବେଶିକା ପରୀକ୍ଷା…

ଏଲିଲୋପାଥିର ରାସାୟନିକ ପ୍ରଭାବରେ ରାୟଗଡ ଜିଲ୍ଳା

ଡ: ପ୍ରସନ୍ନ କୁମାର ଗନ୍ତାୟତ ପରିବେଶର ଅବନତି ଏକ ବିଶ୍ୱସ୍ତରୀୟ ସମସ୍ୟା । ମଣିଷ ପ୍ରକୃତିର ସବୁଠାରୁ ଶ୍ରେଷ୍ଠ ପ୍ରାଣୀ ହୋଇଥିବାରୁ ଅନ୍ୟ ଜୀବ ମାନଙ୍କ ତୁଳନାରେ ପରିବେଶକୁ ଅଧିକ ପରିବର୍ତର୍ନ କରିଥାଏ ଏବଂ ପ୍ରକୃତିକୁ ଅତି ନିର୍ଦୟ ଭାବରେ ଶୋଷଣ କରିଥାଏ । ଏହି ପରି ଆମେ ଅତ୍ୟଧିକ…

ବୁଲେଟକୁ ଧକ୍କା ଦେଲା ଟ୍ୟାଙ୍କର, ମାମୁଁ ସହ ୨ ଭାଣିଜୀ ମୃତ

ବ୍ରହ୍ମପୁର : ମାମୁଁଙ୍କ ସାଙ୍ଗରେ ବୁଲେଟରେ ଖୁସିରେ ଯାଉଥିଲେ ଦୁଇ ଭାଣିଜୀ । ନୂଆ ଡ୍ରେସକିଣିବେ କିନ୍ତୁ ମୃତ୍ୟୁର ଦୂତ ଯେପରି ଛକି ଜଗିଥିଲା ଦିଗପହଣ୍ଡି ରାସ୍ତା ଉପରେ । ହଠାତ ଏକ ଟ୍ୟାଙ୍କର ସହିତ ବୁଲେଟର ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ମାମୁଁ…

ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ମିଳୁଥିବା ସମ୍ମାନ ନିମାପଡ଼ା-ଗୋପବାସୀଙ୍କର: ପ୍ରଭାତୀ ପରିଡ଼ା

ନିମାପଡ଼ା: ‘ଉତ୍କର୍ଷ ନିମାପଡ଼ା ସମ୍ମିଳନୀ’ର ଦ୍ୱିତୀୟ ଅଧିବେଶନରେ ବର୍ଷକର କାମ ବାବଦରେ ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ା । ସେ ଏହି ଅବସରରେ କହିଛନ୍ତି, “ଦେଶ ବିଦେଶରେ ଓଡ଼ିଶାର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ…

ହିଞ୍ଜିଳି ପିଏମଶ୍ରୀ ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟକୁ ମିଳିଛି ପ୍ରକୃତିମିତ୍ର ପୁରସ୍କାର

ହିଞ୍ଜିଳିକାଟୁ ୬!୬ ଭୁବନେଶ୍ଵର ସ୍ଥିତ ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ (ଓୟୁଏଟି) ପରିସରରେ ଥିବା କୃଷି ଶିକ୍ଷା ସଦନ ଶିରିପୁର ଠାରେ ଗୁରୁବାର ରାଜ୍ୟ ସ୍ତରୀୟ ବିଶ୍ଵ ପରିବେଶ ଦିବସ ଓ ପ୍ରକୃତି ମିତ୍ର ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଛି । ଚଳିତ ବର୍ଷ ଜଙ୍ଗଲ ସୁରକ୍ଷା…