ପାଇଖାନା ଟାଙ୍କିରୁ ମିଳିଲା ମୃତଦେହ, ୭ ଦିନ ଧରି ନିଖୋଜ ଥିଲା ନାବାଳକ

ପୁରୀ: ଡେଲାଙ୍ଗ ଥାନା ସୂଜନପୁର ପଞ୍ଚାୟତ ଅନ୍ତର୍ଗତ ରତନପୁର ଗ୍ରାମର ନିଖୋଜ ୧୧ ବର୍ଷର ନାବାଳକ ଆଶୀର୍ବାଦ ସାହୁର ମିଳିଲା ମୃତଦେହ। ଗତ ୧୫ ତାରିଖ ସନ୍ଧ୍ୟାରୁ ଥିଲା ନିଖୋଜ। ତେବେ ଘର ପାଖ ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର ହୋଇଛି। ଗଲା ୭ ଦିନ ଧରି ନିଖୋଜ ଥିଲା ରତନପୁର ଗାଁର

୪ ଦିନିଆ ଭାରତ ଗସ୍ତରେ ଆସି ଦିଲ୍ଲୀରେ ପହଞ୍ଚିଲେ ଆମେରିକାର ଉପ ରାଷ୍ଟ୍ରପତି

ୱାଶିଂଟନ୍‌: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ସୋମବାର ଦିନ ଭାରତ ଗସ୍ତରେ ଆସି ଦିଲ୍ଲୀରେ ଅବତରଣ କରିଛନ୍ତି। ଏହା ହେଉଛି ତାଙ୍କର ପ୍ରଥମ ସରକାରୀ ଭାରତ ଗସ୍ତ। ସେ ଭାରତ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଂଗରେ ଆଲୋଚନା କରିବାର ଯୋଜନା

ଜଙ୍ଗଲରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା : ଗର୍ଭପାତ ନକରିବାରୁ ପ୍ରେମିକାକୁ ମାରିଲା ପ୍ରେମିକ

ମାଲକାନଗିରି : ଗର୍ଭପାତ ନ କରିବାରୁ ପ୍ରେମିକାକୁ ମାରିଲା ପ୍ରେମିକ । ମାଲକାନଗିରି ଜଙ୍ଗଲରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାର ହୋଇଛି ପର୍ଦ୍ଦାଫାସ୍ । ଅଭିଯୁକ୍ତକୁ ଗିରଫ ପରେ କ୍ରାଇମ ସିନ ରିକ୍ରିୟେସନ କରିଛି ପୋଲିସ । ସୂଚନା ଅନୁସାରେ ଅଭିଯୁକ୍ତ

ନୂଆ ରାସନ କାର୍ଡ ବଣ୍ଟନ ପାଇଁ ଜୋରଦାର ପ୍ରସ୍ତୁତି: ପରିବାରର ସମସ୍ତ ସଦସ୍ୟଙ୍କର ଇ-କେୱାଇସି ବାଧ୍ୟତାମୂଳକ

କଟକ: ପିଡିଏସ ବ୍ୟବସ୍ଥାକୁ ଆହୁରି ସଶକ୍ତ କରିବା ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ବଣ୍ଟନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ସରକାର। କଟକ ଜିଲ୍ଲା ପ୍ରଶାସନ ରବିବାର ଜଣାଇଛି ଯେ, ଆବେଦନକାରୀଙ୍କ ଯାଞ୍ଚ ଓ ସ୍ଥାନୀୟ ଅଞ୍ଚଳରେ ଭେରିଫିକେସନ ପରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ନୂଆ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହେଲା ମହାସ୍ନାନ

ପୁରୀ: ଆଜି ପୁରୀରେ ଶ୍ରୀମନ୍ଦିରରେ ଘଟିଛି ଅଘଟଣ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ମହାସ୍ନାନ କରାଯାଇଛି । ମନ୍ଦିର ଭିତରେ ଜଣେ କର୍ମଚାରୀଙ୍କ ପାଦରେ କାଚ ପଶି ଯିବାରୁ ରକ୍ତ ପଡ଼ି ମହାସ୍ନାନ ହୋଇଛି । ସୂଚନା ଅନୁସାରେ, ଆଜି ଶ୍ରୀମନ୍ଦିରର ଜଣେ କର୍ମଚାରୀଙ୍କ

ଅବ୍ୟବସ୍ଥାଘେରରେ ହିଞ୍ଜିଳିକାଟୁ ଇନ୍‌ଡୋର୍ ଷ୍ଟାଡିୟମ୍ : ବାହାରେ ସୁନ୍ଦର, ଭିତର ଫମ୍ପା

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମିନି ଷ୍ଟାଡିୟମ ପରିସରରେ ଥିବା ଇଣ୍ଡୋର ଷ୍ଟାଡିୟମ୍ ୫ ବର୍ଷ ପୂରଣ ହୋଇନାହିଁ. ତଥାପି ଷ୍ଟାଡିଅମ ବହୁ ଅବ୍ଯବସ୍ଥା ଘେରରେ ଥିବା ଦେଖିବାକୁ ମିଳିଛି | ଉକ୍ତ ଷ୍ଟାଡିୟମ୍ ଉଦଘାଟନ ହୋଇ ୫ ବର୍ଷ ପୂରଣ ହୋଇନାହିଁ. କିନ୍ତୁ

ପିକଅପ୍ ଭ୍ୟାନ ଧକ୍କାରେ ଓଲଟିଲା ପରିବା ବୋଝେଇ ଅଟୋ, ଚାଳକ ଗୁରୁତର

ହିଞ୍ଜିଳିକାଟୁ : ୩୬ ନଂ ରାଜ୍ୟ ରାଜପଥ ତଥା ହିଞ୍ଜିଳି ଥାନା ରାଳବ ଗ୍ରାମ ଛକ ନିକଟରେ ପିକଅପ୍ ଭ୍ୟାନ୍ (ଓଡି୩୨ ୯୬୭୦) ଧକ୍କାରେ ଏକ ପରିବା ବୋଝେଇ ଅଟୋ (ଓଡି୦୫ ୟୁ ୯୭୫୬) ରାସ୍ତା ପାର୍ଶ୍ଵକୁ ଓଲଟି ପଡିଛି। ଦୂର୍ଘଟଣାରେ ଅଟୋ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ

ଜାଗୁଆର ଏକାଡେମୀ ତରଫରୁ ଟାଇକଣ୍ଡୋ ବେଲ୍ଟ ପ୍ରମୋସନ ଟେଷ୍ଟ ଅନୁଷ୍ଠିତ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମିନି ଷ୍ଟାଡିୟମ ପରିସରରେ ଥିବା ଇଣ୍ଡୋର ଷ୍ଟାଡିୟମ ରେ ଜାଗୁଆର ଏକାଡେମୀ ଅଫ ମାର୍ଶାଲ ଆର୍ଟସ ଏଣ୍ଡ ସେଲ୍ଫ ଡିଫେନ୍ସ ହିଞ୍ଜିଳିକାଟୁ ଟାଇକୋଣ୍ଡୋ ଏକାଡେମୀ ତରଫରୁ କଲର ବେଲ୍ଟ ପ୍ରମୋସନ ଟେଷ୍ଟ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି

କାଳ ବୈଶାଖୀ ପ୍ରଭାବ : ମାଲକାନଗିରି ସଦରରେ ଭାଙ୍ଗିଲା ଅନେକ ଗଛ ବିଦ୍ୟୁତ ସରବରାହ ବନ୍ଦ

ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲା ସଦର ସମେତ ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ବର୍ଷା ସହ ଘଡଘଡି ମାରିଥିବା ଦେଖିବାକୁ ମିଳିଛି। ପବନ ଯୋଗୁଁ ମାଲକାନଗିରି ଜିଲ୍ଲା ସଦର ମହାକୁମା ଡିଏନକେ ୧୧୯ କଲୋନୀ ରେ ଏକ ବୃହତ ଆମ୍ବ ଗଛ ଭାଙ୍ଗି ବିଦ୍ୟୁତ ଖୁଣ୍ଟ ଉପରେ ପଡି ବା ଦ୍ୱାରା ବଦ୍ୟୁତ ତାର

ଭାମିନିଠାରେ ଖେଳ ଇଣ୍ଡିଆ ସେଣ୍ଟର୍ ଉଦଘାଟିତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଓଡ଼ିଶା ସରକାରଙ୍କ ମାନ୍ୟବର କ୍ରୀଡାମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜଙ୍କ ଦ୍ଵାରା ଆଭାଶି ମାଧ୍ୟମରେ ନବରଙ୍ଗପୁର ର ଭାମିନୀ ବିଦ୍ୟାଳୟ ଠାରେ ଏ ଥେଲେଟିକ କ୍ରୀଡା ନିମନ୍ତେ ଖେଳ ଇଣ୍ଡିଆ ସେଣ୍ଟର୍ ଉଦଘାଟିତ ହୋଇଯାଇଛି। ଏହି