Sign in
Sign in
Recover your password.
A password will be e-mailed to you.
ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ସଦାଶିବ ତ୍ରିପାଠୀଙ୍କ ଜନ୍ମ ଜୟନ୍ତୀ ସମାରୋହ
ନବରଙ୍ଗପୁର : ଆଜି ସ୍ଥାନୀୟ ନବରଙ୍ଗପୁର ପୌରପାଳିକା ସମ୍ମିଳନୀ ଗୃହରେ ସକାଳ ୮.୩୦ ମି ସମୟରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ା ସଦାଶିବ ତ୍ରିପାଠୀଙ୍କ ଜନ୍ମ ଜୟନ୍ତୀ ସମାରୋହ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ, ପୂଜ୍ୟପୂଜା, ସ୍ମୃତି ଚାରଣ ସଭା ଓ ପୁରସ୍କାର!-->…
ଭଗବତ ଗୀତାରୁ ଶିଖନ୍ତୁ ସଫଳତାର ସୂତ୍ର
ଉମରକୋଟ : ଜୀବନରେ ପରମ ଆନନ୍ଦ ପ୍ରାପ୍ତି କରିବାର ଆଧ୍ୟାତ୍ମିକ ଅନୁସନ୍ଧାନ । "ଗୀତା"ଆଉ "ସମୁଦ୍ର" ଦୁଇଟା ଗଭୀର କିନ୍ତୁ ଏହି ଦୁଇଟିର ଗଭୀର ଭିତରେ ପାର୍ଥକ୍ୟ ଅଛି । "ସମୁଦ୍ରର" ଗଭୀରତାରେ ମନୁଷ୍ୟ ବୁଡ଼ି ଯାଏ କିନ୍ତୁ "ଗୀତାର" ଗଭୀରତାରେ ମନୁଷ୍ୟ ଉଦ୍ଧାର ହୋଇ ଯାଏ । ପାଞ୍ଚଦିନ!-->…
ଡିଜିଙ୍କୁ ଭେଟିଲ ବରିଷ୍ଠ ବିଜେଡି ନେତା
ଭୁବନେଶ୍ୱର : ଡିଜିଙ୍କୁ ଭେଟିଲ ବରିଷ୍ଠ ବିଜେଡି ନେତା । ଆଇନ ଶୃଙ୍ଖଳା ସ୍ଥିତି ନେଇ ପ୍ରଦାନ କଲେ ଦାବିପତ୍ର। ୯ ଜଣ ବରିଷ୍ଠ ନେତାଙ୍କ ସହ ଅନ୍ୟ ବିଜେଡି କର୍ମୀ ଡିଜିଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ସଞ୍ଜୟ ଦାସବର୍ମା, ବିଧାୟକ ସୁଶାନ୍ତ ରାଉତ, ବିଧାୟକ ଅନତନ୍ତ ନାରାୟଣ ଜେନା ,!-->…
ପ୍ରେସ୍ର ବୋମା ବିସ୍ଫୋରଣରେ ଯବାନ ସହିଦ
ମାଲକାନଗିରି: ସରକାର, ପ୍ରଶାସନ ଓ ସୁରକ୍ଷାକର୍ମୀମାନେ ଡାଳେଡାଳେ ଗଲେ ନକ୍ସଲମାନେ ପତ୍ରେପତ୍ରେ ଯାଉଛନ୍ତି। ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଆଜି ଏହା ପ୍ରମାଣିତ ହୋଇଛି। ବିଜାପୁର ଜଙ୍ଗଲରେ ଆଜି ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ଗୋଟିଏ ପଟେ ଶାନ୍ତିବାର୍ତ୍ତା ନେଇ ବରିଷ୍ଠ!-->…
ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋସ୍ ଡାକ୍ତରଖାନାରେ ଭର୍ତ୍ତି
ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋସ୍ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସୋମବାର ତାଙ୍କୁ ଇଷ୍ଟର୍ଣ୍ଣ କମାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଜଭବନର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ତାଙ୍କୁ ପୂର୍ବାହ୍ନ ପ୍ରାୟ ୧୦ଟା!-->…
ପୁଣି ଫେରିଲା ଗ୍ରୀଷ୍ମ ପ୍ରବାହ, ଝାରସୁଗୁଡାରେ ସର୍ବାଧିକ ୪୫.୪ °C ରେକର୍ଡ଼
ରାଜ୍ୟକୁ ପୁଣି ଫେରିଲା ଗ୍ରୀଷ୍ମ ପ୍ରବାହ । ରାଜ୍ୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା ୪୫. °C ଟପିଛି । ୩ ଦିନ ଭିତରେ ୩ ରୁ ୫ ଡିଗ୍ରୀ ତାପମାତ୍ରା ବଢିବା ସହ ଜାରି ହେବ ଅସମ୍ଭାଳ ତାତି । ଆନ୍ତାକାଲିଠୁ ରାଜ୍ୟରେ ହିଟ ୱେଭ ଆଲର୍ଟ ଜାରି କରିଛି ପାଣିପାଗ!-->…
ନବ ଦାସ ହତ୍ୟା ମାମଲା: ଅଭିଯୁକ୍ତ ଗୋପାଳର ହେବ କଲ୍ ରେକର୍ଡ ଯାଞ୍ଚ
ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ସ୍ବର୍ଗତଃ ନବଦାସ ହତ୍ୟା ମାମଲା । ଅଭିଯୁକ୍ତ ଗୋପାଳ ଦାସର ହେବ କଲ୍ ରେକର୍ଡ ଯାଞ୍ଚ । ହତ୍ୟା କାଣ୍ଡର ଦୁଇ ମାସ ପୂର୍ବରୁ କେଉଁ ମାନଙ୍କ ସହ କଲ୍ ରେ ଯୋଗାଯୋଗ କରିଥିଲା ଗୋପାଳ ସେନେଇ ଖୋଳତାଡ ଆରମ୍ଭ କରିଛି କ୍ରାଇମ୍ବ୍ରାଞ୍ଚ ।
ଆବଶ୍ୟକ ପଡିଲେ କଲ୍!-->!-->!-->…
ପୋପ୍ଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ଭାଟିକାନ ସିଟିର ପୋପ୍ ଫ୍ରାନ୍ସିସଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ ଏହି ଅବସରରେ ପୋପ୍ଙ୍କ ସହ ସାକ୍ଷାତ ସମୟର ମୁହୂର୍ତ୍ତକୁ ମନେ ପକାଇ ଦୁଃଖ ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ ସାମାଜିକ!-->!-->!-->…
ସ୍ତ୍ରୀକୁ ହତ୍ୟା କରି ମୃତଦେହକୁ ବକ୍ସଖଟରେ ଲୁଚାଇ ରଖିଥିଲା ସ୍ବାମୀ
ଉମରକୋଟ : ବକ୍ସ ଖଟରେ ସ୍ତ୍ରୀର ଡେଡ୍ ବଡି । ସ୍ତ୍ରୀକୁ ହତ୍ୟା କରି ଖଟରେ ଥିବା ବାକ୍ସରେ ଲୁଚାଇ ଘରକୁ ତାଲା ପକାଇ ସ୍ୱାମୀ ଫେରାର । ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ହଳଦି ଗାଁରେ । ମୃତ ମହିଳା ଜଣକ ହେଲେ ଅନିତା ସୋରି। ହତ୍ୟାକାରୀ ସ୍ୱାମୀ ହେଲେ!-->…
ଇସ୍ରାଏଲରେ ନିଯୁକ୍ତି ପାଇଁ ନକଲି ସାକ୍ଷାତକାର, ୩ ଗିରଫ
ଭୁବନେଶ୍ୱର: ଇସ୍ରାଏଲରେ ନିଯୁକ୍ତି ଦେବା ପାଇଁ ଭୁବନେଶ୍ୱରର ଖାରବେଳ ଥାନା ଅନ୍ତର୍ଗତ ଏକ ହୋଟେଲରେ ନକଲି ସାକ୍ଷାତକାର କରିବା ଅଭିଯୋଗରେ କମିଶନରେଟ ପୋଲିସ ସୋମବାର ଦିନ ତିନି ଜଣଙ୍କୁ ଗିରଫ କରିଛି।
ଗିରଫ ହୋଇଥିବା ବ୍ୟକ୍ତିମାନେ ବାବୁଲାହରି ଗୌଡା (୪୨), ମହେଶ ରାମଚନ୍ଦ୍ର ଲୋଖଣ୍ଡେ ଏବଂ!-->!-->!-->…