ରାସ୍ତାକଡ ଫାଷ୍ଟଫୁଡ ଦୋକାକୁ ଧକ୍କା ଦେଇ ଓଲଟିଲା କାର…

ହିଞ୍ଜିଳିକାଟୁ, ତା ୧୯।୨(): ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳିକାଟୁ ପୈାରାଞ୍ଚଳ ତଥା ହିଞ୍ଜିଳି ଥାନା ସିନେମାହଲ ଛକରେ ରାସ୍ତା କଡରେ ଥିବା ଏକ ଫାଷ୍ଟଫୁଡ ଦୋକାନ ଧକ୍କା ଦେଇ ଏକ କାର୍ ଓଲଟି ପଡିଛି। ଦୂର୍ଘଟଣାରେ କୈାଣସି ଧନଜୀବନ ନଷ୍ଟ ହୋଇନଥିବା ବେଳେ ଗାଡି ଧକ୍କାରେ ଫାଷ୍ଟଫୁଡ ଦୋକାନଟି

ଲୁଟ ଘଟଣାରେ ୩ଜଣକୁ ଗିରଫ କଲା ଗୋଳନ୍ଥରା ପୁଲିସ

ବ୍ରହ୍ମପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ କେ.ସୁମାଣ୍ଡି ଗ୍ରାମର କେ. ଆପନ୍ନା ପାତ୍ର ତାଙ୍କ ଧର୍ମପତ୍ନୀ କେ. ସଙ୍ଗୀତା ପାତ୍ରଙ୍କ ସହିତ ବ୍ରହ୍ମପୁରରୁ ନିଜ ଗ୍ରାମ ସୁମାଣ୍ଡି କୁ ଫେରୁଥିବା ବେଳେ ହଳଦିଆପଦର ଓଭରବ୍ରିଜରେ ଦୁଇଜଣ ଯୁବକ କେଟିଏମ୍ ବାଇକ ରେ ଆସି ତାଙ୍କୁ ଇଛାପୁରମ ଯିବା ରାସ୍ତା

ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନାହାର ଓ ଚେନ୍

ହିଞ୍ଜିଳିକାଟୁ : ଗତ କିଛି ମାସର ବ୍ୟବଧାନ ପରେ ହିଞ୍ଜିଳି ଥାନା ଇଲାକାରେ ପୁଣିଥରେ ଲୁଟେରା ଗ୍ୟାଙ୍ଗଙ୍କ ପାର୍ଦୁଭାବ ଦେଖିବାକୁ ମିଳିଛି। ଜୈନିକ ଦମ୍ପତି ଜଣେ ସମ୍ପର୍କୀୟଙ୍କ ନିର୍ବନ୍ଧ କାର୍ଯ୍ୟରେ ଯୋଗଦେବାକୁ ମୋଟର ସାଇକେଲରେ ଯାଉଥିବା ବେଳେ ୨ ଲୁଟେରା ଦମ୍ପତିଙ୍କ ପିଛା କରି ମହିଳାଙ୍କ

ବିବାହ ଶୋଭାଯାତ୍ରାରେ ବୁଲିଲା ଖଣ୍ଡା : ଶୋଭାଯାତ୍ରା ଗାଡି ଚାଳକଙ୍କ ଆକ୍ରମଣରେ ଯୁବକ ଗୁରୁତର

ହିଞ୍ଜିଳିକାଟୁ : ବିବାହ ଶୋଭାଯାତ୍ରା ଚାଲିଥିବା ବେଳେ ସାମାନ୍ୟ ବଚସାରୁ ଶୋଭାଯାତ୍ରା ଗାଡି ଚାଳକ ଓ ମାଲିକ ମିଶି ବରଘରର ଜଣେ ସମ୍ପର୍କୀୟ ଯୁବକଙ୍କୁ ଖଣ୍ଡାରେ ରେ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ମେଡିକାଲରେ ଚିକିତ୍ସିତ ହେଉଥିବା

ଜିଲ୍ଲା ବ୍ୟାଙ୍କ ପରାମର୍ଶ ଦାତା କମିଟି ବୈଠକ : ପିଏଲପି ପୁସ୍ତକ ଉନ୍ମୋଚନ

ଛତ୍ରପୁର, : ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ର ବ୍ୟାଙ୍କ ସମୁହ ପକ୍ଷରୁ ଅର୍ଥ ପରାମର୍ଶଦାତା କମିଟି ବୈଠକ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ସରକାର ଙ୍କ ବିଭିନ୍ନ ଯୋଜନା ଗୁଡିକ ରୁ ଲୋକ ମାନେ କିପରି

ଅଲିଭ ରିଡଲେ ଙ୍କ ଗଣ ଅଣ୍ଡା ଦାନ ପର୍ବ ଆରମ୍ଭ, ଦିନରେ ହଜାର ହଜାର ସଂଖ୍ୟକ ଗଣ ଅଣ୍ଡାଦାନ

ତିନି ଦିନରେ ୨ଲକ୍ଷ ରୁ ଅଧିକ ଅଣ୍ଡାଦାନ ଛତ୍ରପୁର : ନୂଆ ଅତିଥିଙ୍କ ଆଗମନ. ଭୋର ସକାଳୁ ମଥା ପାତି ପାତି ସମୁଦ୍ର କୂଳ ଆଡକୁ ସାଙ୍ଗ ସାଥି ହୋଇ ଆସୁଛନ୍ତି ଅଲିଭ ରିଡଲେ | ବିସ୍ତିର୍ଣ୍ଣ ବେଳାଭୂମିରେ ହଜାର ହଜାର ଭିନ୍ନ ପ୍ରଜାତିର ଅତିଥିଙ୍କ ଦୃଶ୍ୟ ସମାଗମ ସମସ୍ତ ଙ୍କୁ ଆମନ୍ତ୍ରଣ କରୁଛି.

ମା’ ରାମଚଣ୍ଡୀ ମହୋତ୍ସବର ଦ୍ୱିତୀୟ ଦିନ

,ଛତ୍ରପୁର : ଗଞ୍ଜାମ ବ୍ଲକ ଅନ୍ତର୍ଗତ ନୀଳାଦ୍ରିପୁର (କରପଡ଼ା) ଋଷିକୂଲ୍ୟା ତଟ ପ୍ରସିଦ୍ଧ ଶକ୍ତିପୀଠ ମା' ରାମଚଣ୍ଡୀଙ୍କ ମନ୍ଦିର ପ୍ରତିଷ୍ଠାର ଦ୍ଵିତୀୟ ବାର୍ଷିକୀ ଉତ୍ସବ ଅବସରରେ ମା'' ରାମଚଣ୍ଡୀ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଆଜି ଦ୍ୱିତୀୟ ଦିନରେ ମହୋତ୍ସବକୁ ବରିଷ୍ଠ ନେତା ଶ୍ରୀ ଭୃଗୁ

ନବରଙ୍ଗପୁର ଠାରେ ଜନ୍ମଗତ ବକ୍ରପାଦ ଅସ୍ତ୍ରୋପଚାର ଆକଳନ ଶିବିର ଅନୁଷ୍ଠିତ

ନବରଙ୍ଗପୁର : ଆଜି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟ ପରିସରରେ ଅବସ୍ଥିତ ଜିଲ୍ଲା ଦିବ୍ୟାଙ୍ଗ ପୁନର୍ବାସ କେନ୍ଦ୍ର ଠାରେ ଜିଲ୍ଲାର ସମସ୍ତ ଜନ୍ମଗତ ବକ୍ରପାଦକୁ ଅସ୍ତ୍ରୋପଚାର ମାଧ୍ୟମରେ ଚିକିତ୍ସା କରିବା ପାଇଁ ଏକ ନିରୀକ୍ଷଣ ଶିବିର

ମମତା ଯୋଜନାରେ ବୃଦ୍ଧାଙ୍କୁ ଗର୍ଭବତୀ ଦର୍ଶାଇ ଯୋଜନା ଅର୍ଥ ହରିଲୁଟ

ମାଲକାନଗିରି, ୧୮।୨ : ୫୧ ବର୍ଷ ବୃଦ୍ଧା ମହିଳାଙ୍କୁ ଗର୍ଭବତୀ ଦେଖାଇବା ସହ ତାଙ୍କ ନାମରେ ମମତା ଯୋଜନାରେ ଆସୁଥିବା ଅର୍ଥକୁ ହରିଲୁଟ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଏମ. ଭି.୨୩ ଓ ଆଖ ପାଖ ଗାଁରୁ। ତେବେ ମମତା

ପରିବେଶୀୟ ଯାତ୍ରା ନେଇ ସାଇକେଲରେ ଓଡିଶା ଭ୍ରମଣ

ମାଥିଲି ଥାନା ଅଧିକାରୀ ଓ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା । ମାଲକାନଗିରି, ୧୮।୨ : ସାଇକେଲ ଯୋଗେ ଓଡିଶା ଭ୍ରମଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଉଛନ୍ତି ସମ୍ବଲପୁର ଯୁବକ ଶୁଭମ ବାରିକ। ବୟସ ୨୧ ହୋଇଥିବା ବେଳେ ଶୁଭମ ଯୁବ ପିଢୀଙ୍କୁ ପରିବେଶ ସୁରକ୍ଷା ଓ ଲୋକ