Sign in
Sign in
Recover your password.
A password will be e-mailed to you.
ମିସନ ଶକ୍ତିକୁ ଭାଙ୍ଗିବାକୁ ଚାହୁଁଛନ୍ତି ସରକାର: ବିଜେଡ଼ି
ଭୁବନେଶ୍ବର: ମିସନ ଶକ୍ତିକୁ ସରକାର ଭାଙ୍ଗିବାକୁ ଚାହୁଁଛନ୍ତି ବୋଲି ବିରୋଧୀ ଦଳ ବିଜେଡ଼ି ପକ୍ଷରୁ ଶାସକ ଦଳ ବିରୋଧରେ ଅଭିଯୋଗ ଅଣାଯାଇଛି। ମିସନ ଶକ୍ତି ମହିଳାଙ୍କୁ ଭ୍ରମିତ କରାଯାଉଛି ବୋଲି ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି। ମିସନ ଶକ୍ତି ଇସି ସଦସ୍ୟଙ୍କୁ ନେଇ!-->…
ନେପାଳର ଛାତ୍ରୀ କିଟ୍ରେ ମୃତ୍ୟୁ ମାମଲା: ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: କିଟ୍ ବିଶ୍ବବିଦ୍ୟାଳୟରେ ଗତ ରବିବାର ଦିନ ଇଞ୍ଜିନିୟରିଂ ଛାତ୍ରୀ ପ୍ରକୃତି ଲାମ୍ସା (୧୯)ଙ୍କ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ନେପାଳ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ କଥା ହୋଇଛନ୍ତି। ଶ୍ରୀ ମାଝୀ ଆଜି ଦିଲ୍ଲୀରେ ନେପାଳ ବୈଦେଶିକ ବ୍ୟାପାର!-->…
ଜଳ ବିଭାଜିକାରେ ଭିଜିଲାନସ୍ ଚଢ଼ାଉ ଘଟଣା: କ୍ଷେତ୍ର ପରିଦର୍ଶନ କଲେ ଟିମ୍
ମାଲକାନଗିରି: ଗତ ୫ ତାରିଖରେ ମାଲକାନଗିରି ଜଳ ବିଭାଜିକାର ଉପନିର୍ଦେଶକ ଶାନ୍ତୁନୁ ମହାପାତ୍ରଙ୍କ ସମେତ ଅନ୍ୟ ଚାରି ଜଣଙ୍କ ଘରେ ହଠାତ୍ ଭୋରୁ ଭିଜିଲାନସ ଟିମ ଚଢ଼ାଉ କରିଥିଲା। ଉପନିର୍ଦେଶକ ଶାନ୍ତୁନୁ ମହାପାତ୍ରଙ୍କ ଘରୁ ନଗଦ ୨ କୋଟି ଟଂକା ଜବତ କରାଯାଇଥିବା ବେଳେ ଅନ୍ୟମାନଙ୍କ ଠାରୁ ୯ ହଜାର!-->…
ବିପର୍ଯ୍ୟୟ ମୁକାବିଲା ପାଇଁ ଓଡ଼ିଶାକୁ ମିଳିଲା ୨୫୫.୨୪ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା
ନୂଆଦିଲ୍ଲୀ/ଭୁବନେଶ୍ବର: କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟି (ଏଚଏଲସି) ୨୦୨୪ ବର୍ଷରେ ବନ୍ୟା, ଆକସ୍ମିକ ବନ୍ୟା, ଭୂସ୍ଖଳନ ଏବଂ ସାମୁଦ୍ରିକ ଝଡ଼ ଦ୍ୱାରା ପ୍ରଭାବିତ ପାଞ୍ଚଟି ରାଜ୍ୟ ପାଇଁ ଜାତୀୟ ବିପର୍ଯ୍ୟୟ!-->…
ମାଲକାନଗିରି :ମାଣ୍ଡିଆ କିଣାରେ ବ୍ୟାପକ ଦୁର୍ନୀତିର ଛାପ..!
ବ୍ୟବସାୟୀ ହେଉଛନ୍ତି ଉପକୃତ, ଚାଷୀ ଏଠାରେ ଜଳକା...
ବ୍ରହ୍ମପୁର ସହରର ବିଭିନ୍ନ ଜନ ସମସ୍ୟା ସମାଧାନ ଦାବୀରେ ସିପିଆଇ ପକ୍ଷରୁ ବିଏମସି କାର୍ଯ୍ୟାଳୟ ସମ୍ମୁଖରେ…
ବ୍ରହ୍ମପୁର, ତା ୧୯/୨-ବ୍ରହ୍ମପୁର ପୌର ପରିଷଦ ରୁ ମହାନଗର ନିଗମ କୁ ଉନ୍ନୀତ ହୋଇଥିଲେ ମଧ୍ୟ ସହରର ଅଧିବାସୀ ମାନେ ପୌର ପରିଷଦ ଅଧିନରେ ମିଳୁଥିବା ସୁବିଧା ସୁଯୋଗ ଆଜିଯାଏଁ ପାଇବାରୁ ବଂଚିତ ରହିଛନ୍ତି । ଫଳରେ ୧୫୦ ବର୍ଷ ପୁରାତନ ଏହି ସହରର ରାସ୍ତା ଘାଟ, ନାଳ ନର୍ଦ୍ଦମା, ପରିମଳ ବ୍ୟବସ୍ଥା!-->…
ଆଠ ମାସ ହେଲା ବିଏସଏନଏଲ ନେଟୱାର୍କ ଅଚଳ : ଅଧିକାରୀ ମାନଙ୍କୁ ତାଲା ପକାଇଲେ ଉତ୍ୟକ୍ତ ଗ୍ରାମବାସୀ…
ବାଲିଗୁଡ଼ା, ତା, ୧୯/୦୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକର ସୁବର୍ଣ୍ଣଗିରି ପଞ୍ଚାୟତରେ ଆଜକୁ ଆଠ ମାସ ହେଲା କାମ କରୁନି ବିଏସଏନଏଲ ନେଟୱର୍କ। ଯାହା ଫଳରେ ଗ୍ରାମବାସୀ ମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଦାବି ସତ୍ବେ ସମସ୍ୟାର ସମାଧାନ!-->…
ନବଦାସ ଙ୍କୁ ହତ୍ୟା ପରେ, ଜୀବନକୁ ବାଜି ଲଗାଇ ବିନା ଅସ୍ତ୍ର ରେ ପୋଲିସ ଦେଉଛି ସୁରକ୍ଷା ….!
ମାଫିଆ ମାନଙ୍କ ପାଖରେ ମାଳ ମାଳ ମଉଜର ପୋଲିସ ହାତ ଖାଲି …?ବ୍ରହ୍ମପୁର : ଓଡ଼ିଶା ଏବେ ଅପରାଧୀ ମାନଙ୍କ ହବ ପାଲଟି ସାରିଲାଣି। ଓଡ଼ିଶା ପୋଲିସ ର ଅସ୍ତ୍ର ବିରତି ସେମାନଙ୍କୁ ବେସ ସୁହାଉଛି । ସକ୍ରିୟ ଅପରାଧୀ ତତ୍ବ ପୋଲିସ କୁ ଚ୍ଯାଲେଞ ଦେଲେଣି। ମନ୍ତ୍ରୀ ନବ ଦାଶ ହତ୍ୟା ପରେ ପୋଲିସ ଏବେ!-->!-->!-->…
ଟେଣ୍ଡର ନ ହୋଇ ୧ କୋଟି ଟଙ୍କାର କାର୍ଯ୍ୟାଦେଶ…!
ବନ ବିଭାଗ ର ଦୁର୍ନୀତି ବାଟରୁ ଯାଇ ହାଟରେ ଗଡୁଛି...
ପ୍ରସିଦ୍ଧ ଶକ୍ତିପୀଠ ରାମଚଣ୍ଡୀ ଠାରେ ବିଶ୍ବସ୍ତରୀୟ ସନ୍ଥ ସମ୍ମିଳନୀ…
ଛତ୍ରପୁର,:ପ୍ରସିଦ୍ଧ ଶକ୍ତିପୀଠ ରାମଚଣ୍ଡୀ ଠାରେ ମଙ୍ଗଳବାର ଦିନ ବିଶ୍ବସ୍ତରୀୟ ସନ୍ଥ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ପ୍ରୟାଗରାଜ କୁ ତୀର୍ଥ କରିବାକୁ ଯାଇ ମହାକୁମ୍ଭମେଳାରେ ଫେରି ଆସିଥିବା ୧୨୧ ସାଧୁ ସନ୍ଥମାନଙ୍କୁ ମା' ରାମଚଣ୍ଡୀଙ୍କ ପୀଠ କୁ ଆମନ୍ତ୍ରିତ କରାଇ ଭବ୍ୟ ମଞ୍ଚରେ ସାଦର!-->!-->!-->…