Sign in
Sign in
Recover your password.
A password will be e-mailed to you.
ସବୁଜ ଶକ୍ତିକ୍ଷେତ୍ରରେ ଯୁବପିଢିଙ୍କୁ ସଶକ୍ତ କରୁଛି ଟିପିଏସ୍ଓଡିଏଲ୍
ବ୍ରହ୍ମପୁର : ସବୁଜ ଶକ୍ତି ଏବଂ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହିତ କରି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ "ହାଉସହୋଲ୍ଡ ସୋଲାର ଚାମ୍ପିଅନ" ଶୀର୍ଷକ ସାର୍ଟିଫିକେଟ କୋର୍ସ ଆରମ୍ଭ କରିଛି। ଏଥିରେ ଯୁବପିଢିଙ୍କୁ ସୌର ଶକ୍ତି ସମ୍ବନ୍ଧୀୟ!-->…
ଭୁବନେଶ୍ୱରରେ ପହଞ୍ଚିଲେ ଇଣ୍ଡିଆ-ଇଂଲଣ୍ଡ ଖେଳାଳି
ଭୁବନେଶ୍ବର: ଐତିହାସିକ ବାରବାଟୀ ଷ୍ଟାଡିୟମରେ ଦିନିକିଆ ମ୍ୟାଚ୍ ଖେଳିବା ପାଇଁ ଉଭୟ ଭାରତ ଓ ଇଂଲଣ୍ଡ ଟିମ୍ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ଉଭୟ ଦଳର ଖେଳାଳି ସ୍ବତନ୍ତ୍ର ବିମାନରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ପରେ ସେମାନଙ୍କୁ!-->…
୬ ହଜାର ୩୯୦ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ନିଯୁକ୍ତି ମେଳା । ୬ ହଜାର ୩୯୦ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭୁବନେଶ୍ବରରେ ଅନୁଷ୍ଠିତ ହୋଇଥିବା ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ସ୍ବାସ୍ଥ୍ୟ ବିଭାଗରେ!-->…
ମୋ ବସ୍ ଦୁର୍ଘଟଣା ମାମଲା: ପରିବା ବୋଝେଇ ଲୁନା ଚାଳକଙ୍କର ଭୁଲ ଥିବା କହିଲା କ୍ରୁଟ
କଟକ: ଶୁକ୍ରବାର ସକାଳେ କଟକ ଖାନନଗର ମଲାଚଣ୍ଡିଆ ଟ୍ରାଫିକ୍ ଛକରେ ମୋ ବସ ସହ ଏକ ପରିବା ବ୍ୟବସାୟର ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ପରିବା ବ୍ୟବସାୟୀ ଆହତ ହୋଇଥିବା ବେଳେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା!-->…
ମହାକୁମ୍ଭ ଯାଉଥିବା କାରକୁ ଧକ୍କା ଦେଲା ବସ, ୮ ଯାତ୍ରୀ ମୃତ
ମହାକୁମ୍ଭ ଯାଉଥିବା ଏକ କାରକୁ ବସ ଧକ୍କା ଦେବାରୁ କାରରେ ଥିବା ସମସ୍ତ ୮ ଯାତ୍ରୀ ପ୍ରାଣ ହରାଇଛନ୍ତି। ରାଜସ୍ଥାନର ଜୟପୁର ନିକଟ ଡୁଡୁ ସହରର ମୋଖମପୁରା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଡିଏସପି ଦୀପକ ଖଣ୍ଡେଲଓ୍ବାଲଙ୍କ ସୂଚନା ଅନୁସାରେ, ଜୟପୁର-ଆଜମେର ଜାତୀୟ ରାଜପଥରେ ଏହି ଦୁର୍ଘଟଣା!-->…
‘ସତ୍ୟବାଦୀ ବକୁଳବନର ଐତିହ୍ୟକୁ ସୁରକ୍ଷିତ ରଖି ଏହାର ପୁନରୁଦ୍ଧାର ଓ ବିକାଶ କରାଯିବ’
ଭୁବନେଶ୍ୱର: ବକୁଳବନର ଐତିହ୍ୟ ଓ ପରମ୍ପରା ସଂପର୍କରେ ଆଜିର ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବା ପାଇଁ ଏହାର ମୌଳିକ ଢାଞ୍ଚା ଅନୁରୂପ ବିକାଶ କରିବା ସହିତ ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନଠାରେ ବିଦ୍ୟାଳୟ ଓ!-->…
ବାରବାଟୀ ଦିନିକିଆ: ସୁରକ୍ଷା ପାଇଁ ମୁତୟନ ହେବେ ୫୦ ପ୍ଲାଟୁନ ଫୋର୍ସ, ଷ୍ଟାଡିୟମ ଭିତରକୁ ବୋତଲ ମନା
କଟକ: ଫେବୃଆରୀ ୯ (ରବିବାର) ବାରବାଟୀ ଷ୍ଟାଡିୟମରେ ହେବ ମହାମୁକାବିଲା । ସୁପର ସଣ୍ଡେରେ ହେବ ସୁପର ଫାଇଟ୍ । ଇଣ୍ଡିଆ-ଇଂଲଣ୍ଡ ମଧ୍ୟରେ ହେବ କଡ଼ା ଟକ୍କର । ତେବେ ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ଏହି ମହାମୁକାବିଲା ପାଇଁ ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ ଉଭୟ ଭାରତ- ଇଂଲଣ୍ଡ!-->…
ଟ୍ରମ୍ପ ଓ ମାକ୍ରନଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୦ ତାରିଖରୁ ବିଦେଶ ଗସ୍ତରେ ଯିବେ। ଏହା ପ୍ରଧାନମନ୍ତ୍ରୀଙ୍କର ଏକ ହାଇପ୍ରୋଫାଇଲ ଗସ୍ତ ହେବ। କାରଣ ମୋଦୀ ପ୍ରଥମେ ଫ୍ରାନ୍ସ ଏବଂ ପରେ ପରେ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଆମେରିକା ଗସ୍ତ ସମୟରେ ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ!-->…
ଭାରତ ଇଂଲଣ୍ତ ଦିନିକିଆ ମ୍ୟାଚରେ ଟିକେଟ୍ ବ୍ଲାକରେ ବିକ୍ରି କରି ୭ ଗିରଫ, ୨୫ ଟିକେଟ୍ ଜବତ
କଟକ: ଓଡ଼ିଶାକୁ ଚଢିଲାଣି କ୍ରିକେଟ ଫିଭର। ସୁପର ସଣ୍ଡେରେ ସୁପର ସୋ । ଆଜି ଭୁବନେଶ୍ବର ଆସିବ ଟିମ ଇଣ୍ଡିଆ। ମେନ ଇନ୍ ବ୍ଲ୍ୟୁ କୁ ଭବ୍ୟ ସ୍ବାଗତ ଜଣାଇବ ଓଡ଼ିଶା। ରବିବାର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଦିନିକିଆ ମ୍ୟାଚ। ସେହି ମ୍ୟାଚରେ ଟିକେଟ ନେବା ନେଇଁ ପ୍ରବଳ ଭିଡ ଦେଖିବାକୁ!-->…
‘ଅଣଛାତ୍ର କଲେଜରେ ପଶି ବିଶୃଙ୍ଖଳା କଲେ ହେବ କାର୍ଯ୍ୟାନୁଷ୍ଠାନ’
ପାରାଦୀପ: ପାରାଦୀପ କଲେଜର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଯୋଗଦେଇ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଯେ ଅଣଛାତ୍ର କଲେଜରେ ପଶି ବିଶୃଙ୍ଖଳା କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେମାନଙ୍କ ଅବସ୍ଥା ହିନ୍ଦୀ ଚଳଚ୍ଚିତ୍ର ‘ସତ୍ୟା’ର ଭିକୁ ମାତ୍ରେ ଭଳି କରିଦିଆଯିବ। ପାରାଦୀପ!-->…