Sign in
Sign in
Recover your password.
A password will be e-mailed to you.
ଧୀର ମନ୍ଥର ଗତିରେ ଚାଲୁଛି ରାସ୍ତା କାମ : “କେବେ ସରିବ ରାସ୍ତା କାମ ପ୍ରଶାସନ ପାଖରେ ଉତ୍ତର ନାହିଁ…
ଉମରକୋଟ / ରାଇଘର : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅଧିନସ୍ତ ୪୦ ନଂ ରାଜ୍ୟ ମୁଖ୍ୟ ରାଜ୍ୟ ରାଜ ପଥରୁ ଜରିଙ୍ଗାଠାରୁ ଛତିଶଗଡ ସଂଯୋଗ କରୁଥିବା ଓଡ଼ିଶାର ସୀମାନ୍ତ ଓଡଣ୍ଡି ଗ୍ରାମ ପ୍ରର୍ଯ୍ୟନ୍ତ ଦୀର୍ଘ ଆନୁମାନିକ ୧୫ କିଲୋମିଟର ରାସ୍ତାର କାମ ଧୀର ମନ୍ଥର ଗତିରେ ଚାଲୁଚି। ରାସ୍ତାରେ ଯିବା!-->…
ମାଲକାନଗିରି ଜିଲ୍ଲା ଜଳଛାୟା ପ୍ରକଳ୍ପ ଉପନିର୍ଦ୍ଦେଶକଙ୍କ ସହ ମୋଟ ୫ ଜଣଙ୍କୁ ଗିରଫ କଲା ଭିଜିଲାନ୍ସ
ମାଲକାନଗିରି : ଭିଜିଲାନ୍ସ ଚଢାଉ ବେଳେ ୨ କୋଟିରୁ ଊର୍ଦ୍ଧ୍ଵ ଟଙ୍କା ସହ ବହୁ ସମ୍ପତି ଜବତ ପରେ ମାଲକାନଗିରି ଜିଲ୍ଲା ଜଳଛାୟା ପ୍ରକଳ୍ପ ଉପନିର୍ଦ୍ଦେଶକଙ୍କ ସହ ମୋଟ ୫ ଜଣ ଗିରଫ ହୋଇଛନ୍ତି। ୨ ଦିନର ଲଗାତାର ତଦନ୍ତ ବେଳେ ଭିଜିଲାନ୍ସ ବିଭାଗ ଜଳଛାୟା ପ୍ରକଳ୍ପ ଉପନିର୍ଦ୍ଦେଶକ ଶାନ୍ତନୁ!-->…
ସାନ୍ଦୀପନି ବିଦ୍ୟାନିକେତନର ପ୍ରବେଶ ଉତ୍ସବ ୨୦୨୫-୨୬
ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ନୂଆପଡା ଗ୍ରାମସ୍ଥିତ ସାନ୍ଦୀପନି ବିଦ୍ୟାନିକେତନର ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ପ୍ରବେଶ ଉତ୍ସବରେ ୨୯ ରୁ ଉର୍ଦ୍ଧ୍ୱ ନୂତନଭାବେ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ l ଶିଶୁମାନଙ୍କୁ ନେଇ ନୂଆପଡା ଗ୍ରାମର ଶେଷ ମୁଣ୍ଡରେ!-->…
ସ୍ୱାଭିମାନ ଅଞ୍ଚଳ ପଣସପୁଟ ଏସ ଏସ ଡି ହାଇସ୍କୁଲ ର ବାର୍ଷିକ ଉତ୍ସବ ବହୁ ଆଡମ୍ବର ସହ ପାଳିତ
ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ପଣସପୁଟ ଏସ ଏସ ଡି ହାଇସ୍କୁଲ ର ବାର୍ଷିକ ଉତ୍ସବ ବହୁ ଆଡମ୍ବର ସହ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ରଥଙ୍କ ତତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି!-->…
କିଶୋରୀମାନଙ୍କୁ ଅଣ୍ଡା ଦିଆଯାଉଥିବା ଯୋଜନା ବନ୍ଦ ହେବକି…?
ଅଣ୍ଡା ପାଇବାରୁ ବଞ୍ଚିତ ହେଲେ କିଶୋରୀ ଜୁଲାଇ ମାସର ଅର୍ଥ ଆଜି ସୁଦ୍ଧା ଆସିନାହିଁ…..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅଧିକାଂଶ କିଶୋରୀ ମାନେ ମାନେ ଅଣ୍ଡା ପାଇବାରୁ ବଞ୍ଚିତ ହୋଇଛନ୍ତି।ସରକାର ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ଶିଶୁ, ଗର୍ଭବତୀ, ପ୍ରସୂତି ଓ କିଶୋରୀ ମାନଙ୍କୁ ପ୍ରତି!-->!-->!-->…
କଭି ହାଁ କଭି ନାଁ ରେ ଚାଲିଛି ଚୋରା ବାଲି ଘାଟ…..! କାହା ଚାପ ଆଗରେ ପ୍ରଶାସନ ମୁଣ୍ଡ ନୁଆଁଇଲା…?
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ରେ ଥିବା ଦୁଇ ନଦୀ ଋଷିକୂଲ୍ୟା ଓ ବଡ ନଦୀରୁ ରୀତିମତ ଚୋରା ବାଲି ଚାଲାଣ ହେଉଛି। ଖବର ପ୍ରକାଶ ହେଲେ ବାବୁ ମାନେ କଭି ନାଁ କଭି ହାଁ ନୀତି ଅବଲମ୍ବନ କରୁଛନ୍ତି। କାହା ଇସାରାରେ ପୁଣି ବରଗାଁ ଓ ପଢ଼ାଳ ଗ୍ରାମ ନିକଟରେ ଥିବା ବଡ଼ନଦୀ ରୁ ବାଲି ଉଠାଣ!-->…
ସିମନବାଡ଼ି ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ସ୍ଥିତ ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ପାଳନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ ଯୋଗ ଦେଇଥିବା ବେଳେ ପ୍ରଧାନ!-->…
କନ୍ଧମାଳରେ ଆଉ ଏକ ଦାଦନ ଯନ୍ତ୍ରଣା : ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ
ବାଲିଗୁଡା : ରାଜ୍ୟରେ ସରୁନି ଦାଦନ ଯନ୍ତ୍ରଣା । କାମ ପାଇବା ଆଶାରେ ରାଜ୍ୟ ବାହାର କୁ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଯାଇ ଅକାଳରେ ଚାଲି ଯାଉଛି ଜୀବନ। ଗଲାବେଳେ ସୁସ୍ଥ ସବଳ ଶରୀର ନେଇ ଯାଉଛନ୍ତି, କିନ୍ତୁ ଫେରିବା ବେଳକୁ ଶବ ହୋଇ ଫେରୁଛନ୍ତି । ଏପରି ଏକ ଅଭାବନୀୟ ଘଟଣା!-->…
ଏକଲବ୍ୟ ବିଦ୍ୟାଳୟ ସ୍ଥାନ ପରିବର୍ତ୍ତନକୁ ନେଇ ସାଧାରଣରେ ଅସନ୍ତୋଷ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡିଆ ବ୍ଲକ ସଦର ମହକୁମାରେ ଏକଲବ୍ୟ ଅନ୍ତେବାସୀ ବିଦ୍ୟାଳୟ ନିର୍ମାଣ ପାଇଁ ପ୍ରସ୍ତାବ ହେଲା, ସହମତି କ୍ରମେ ସ୍ଥାନ ଚିହ୍ନଟ ମଧ୍ଯ ହେଲା। କେନ୍ଦ୍ରୀୟ ଟିମର ଅନୁଧ୍ୟାନ ପରେ ଅନୁମୋଦନ ପୂର୍ବରୁ ଏକଲବ୍ୟ ଆଶ୍ରମ ବିଦ୍ୟାଳୟ ପାଇଁ ଆବଶ୍ୟକୀୟ!-->…
ଏସୟୁଜେ ଓଡ଼ିଶାର ୫ମ ବାର୍ଷିକ ଉତ୍ସବ : ବିପଦକୁ ନ ଡରି ସତ୍ୟର ସାମ୍ନା କର – ମନ୍ତ୍ରୀ ସୁରେଶ ପୂଜାରୀ
ଭୁବନେଶ୍ୱର (୦୭/୦୨) : ସତ୍ୟ, ଦ୍ଵାପର, ତ୍ରେତୟା ଓ କଳିଯୁଗରେ ସଦା ସତ୍ୟର ଜୟ । କଣ୍ଟକିତ ପଥରେ ସାମ୍ବାଦିକତା ବୃତ୍ତିରେ ଥିବା ସାମ୍ବାଦିକ ଜୀବନ କୁ ବିପନ୍ନ ଖବର ପରିବେଷଣ କରୁଥିଲେ ମଧ୍ୟ ଉପଯୁକ୍ତ ମର୍ଯ୍ୟାଦା ନ ମିଳିବା ପରିତାପର ବିଷୟ। ଗଣମାଧ୍ୟମ ବିପନ୍ନ ହେଲେ ଗଣତନ୍ତ୍ର ଦୁର୍ବଳ ହୁଏ!-->…