ମହାନଦୀ ବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗଲା ମାମୁ -ଭଣଜାଙ୍କ ଜୀବନ

କଟକ : ଦୁର୍ଘଟଣା ନେଲା ମାମୁ -ଭଣଜାଙ୍କ ଜୀବନ । ଜଗତପୁର ଶିଖରପୁରକୁ ସଂଯୋଗ କରୁଥିବା ମହାନଦୀ ବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭାଇ ଭଉଣୀ ଓ ପାଞ୍ଚ ବର୍ଷର ପୁଅ ବାଇକରେ ଯାଉଥିବାବେଳେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଥିଲା । ଦୁର୍ଘଟଣାରେ ମାମୁ -ଭଣଜାଙ୍କ

ରାଜ୍ୟରେ ଲାଗୁ ହେବ ଅନ୍ତୋଦୟ ଗୃହ ଯୋଜନା, ୧୧ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର

ଭୁବନେଶ୍ୱର: ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିବା କ୍ୟାବିନେଟ୍ ବୈଠକରେ ୧୧ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତିରେ ମୋହର ବାଜିଛି । ଏନେଇ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସମାଜର ଦୁର୍ବଳ ବର୍ଗର ଲୋକମାନଙ୍କୁ

ହାରିଲେ କେଜ୍ରିୱାଲ ଓ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନରେ ଆମ ଆଦମୀ ପାର୍ଟି(ଆପ୍)କୁ ଶକ୍ତ ଝଟକା ଲାଗିଛି। ଗୋଟିଏ ପଟେ ବିଜେପି ବିପୁଳ ବିଜୟ ହାସଲ କରିବା ଏକପ୍ରକାର ସ୍ପଷ୍ଟ ହୋଇଥିବାବେଳେ ଅନ୍ୟପଟେ ଆପ୍‌ର ଟାଣୁଆ ନେତାମାନଙ୍କୁ ପରାଜୟ ବରଣ କରିବାକୁ ପଡ଼ିଛି। ଖୋଦ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ

ଜାମିନ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହେଲେ ହଂସିତା-ଅନୀଲ୍‌

କଟକ : ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ହଂସୀତା ଅନୀଲ। ବହୁଚର୍ଚ୍ଚିତ ଠକେଇ ମାମଲାରେ ଜାମିନ ଲୋଡିଛନ୍ତି ହଂସୀତା ଅଭିଲିପ୍ସା ଓ ଅନୀଲ କୁମାର ମହାନ୍ତି। ଇନଫୋସିଟି ଥାନାରେ ରୁଜୁ ମାମଲାରେ ଜାମିନ ଆବେଦନ କରିଛନ୍ତି । ଭୁବନେଶ୍ୱର ଅତିରିକ୍ତ ଦୌରାଜଜ୍ ଜାନୁଆରୀ ୨୮ ରେ ଜାମିନ ଖାରଜ

ମହାପ୍ରଭୁଙ୍କ ଦର୍ଶନ କଲେ ଟିମ୍‌ ଇଣ୍ଡିଆ

କଟକ: ଇନସିଟିରେ କ୍ରିକେଟ ଫିଭର। ଆସନ୍ତାକାଲି (ରବିବାର) କଟକ ବାରବାଟୀରେ ସୁପରସଣ୍ଡେରେ ସୁପର ମୁକାବିଲା। ଭୁବନେଶ୍ବରରେ ଭାରତ ଓ ଇଂଲଣ୍ଡ ଟିମ। ଟୁଉଭୟ ଦଳର ଖେଳାଳି ସ୍ବତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ମେ

ନୟାଗଡ :ଶ୍ରୀଅନ୍ନ ଯୋଜନାରେ ମହାଘୋଟଲା..!

ନୟାଗଡ: ନୟାଗଡ଼ ଜିଲ୍ଲାରେ ଶ୍ରୀଅନ୍ନ ଯୋଜନାରେ ସାଙ୍ଘାତିକ ଘୋଟଲା ର ଅଭିଯୋଗ ଆସିଛି । ଚାଷୀ ଚାଷ ନକରି ସହାୟତା ପାଇବା, ଚାଷ ନକରି ଜମି ପଞ୍ଜିକରଣ କରି ସହାୟତା ପାଇବା ପରେ ଏବେ କର୍ମଚାରୀ ନିଯୁକ୍ତି ଓ ସେମାନଙ୍କର ଦରମା ପ୍ରଦାନରେ ଏନଜିଓ ର ଜାଲିଆତି ସାମ୍ନାକୁ ଆସିଛି ।ଓଡ଼ଗାଁ ବ୍ଲକରେ

ପାନୀୟଜଳ ଯୋଗାଣ ନାଁ’ରେ ହରିଲୁଟ୍ :ନିମ୍ନମାନର ନିର୍ମାଣ କାର୍ଯ୍ୟ ନେଇ ବଢୁଛି ଅସନ୍ତୋଷ, ଠିକାଦାର ପୋଷଣ ନୀତିରେ…

ହିଞ୍ଜିଳିକାଟୁ, ୮।୨: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବା ଅଭିଯୋଗ ହୋଇଛି। ଜନସାଧାରଣଙ୍କୁ ପାନୀୟଜଳ ଯୋଗାଣ ଲକ୍ଷ୍ୟ ନେଇ ରାଜ୍ୟ ସରକାର ପ୍ରତ୍ୟେକ ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ନିର୍ମାଣ କରାଯାଇଛି ବସୁଧା ଯୋଜନା ମାଧ୍ୟମରେ ଓଭରହେଡ ଟ୍ୟାଙ୍କ୍‌

ମାଲକାନଗିରି ଆରଏମସି ରେ ଦୁର୍ନୀତି ର ଗନ୍ଧ :ଧର୍ମକୁ ଆଖିଠାର ନୀତିରେ ଉନ୍ନତି ନାମରେ ଦୁର୍ନୀତି…!!

ଭୁବନେଶ୍ବର ୮ !୨ ମାଲକାନଗିରି ଆରଏମସି ରେ ଉନ୍ନତି ନାମରେ ବ୍ୟାପକ ଦୁର୍ନୀତି ହେଉଛି lହିସାବ ରକ୍ଷକ ରୁ ସମ୍ପାଦକ ରୁପେ ପରିଚାଳନା କରିଥିବା ଦେବୀ ପ୍ରସାଦ ତ୍ରିପାଠୀ ଙ୍କ ୯ ମାସ ମଧ୍ୟରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିବା ସହ ଅନେକ ଗୁଡ଼ିଏ କାମ କରିଛନ୍ତି। ସେଥିରେ ଦୁର୍ନୀତି