ରାୟଗଡ଼ା ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣୀ ମନ୍ଦିରରେ MGT ବୋଲି ନାମଲେଖାକୁ ସହର ବାସୀଙ୍କ ନିନ୍ଦା

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣି ମନ୍ଦିରକୁ ସୌନ୍ଦର୍ଯ୍ୟ କରଣ କରିବା ଆଳରେ ଗୋଟିଏ ସ୍ଥାନରେ ସେଲ୍ଫି ପଏଣ୍ଟ କରଯାଇଛି। କିନ୍ତୁ, ସେଠାରେ ମାଁ ମଝୀଘରିଆଣିଙ୍କ ନାମକୁ ଇଂରାଜୀ ଅକ୍ଷରରେ ଅତି ସଂକ୍ଷେପରେ "MGT" ବୋଲି ଲେଖା ଯାଇଛି। ଏହି ଲେଖାକୁ ରାୟଗଡ଼ା

ଜିଲ୍ଲା ସମବାୟ ଉନ୍ନୟନ ପରିଷଦ ବୈଠକ ଅନୁଷ୍ଠିତ

ସୁନ୍ଦରଗଡ଼ : ଆଜି ସ୍ଥାନୀୟ ସଦଭାବନା ଭବନ ଠାରେ ଚତୁର୍ଥ ଜ଼ିଲ୍ଲା ସମବାୟ ଉନ୍ନୟନ ପରିଷଦର ବୈଠକ ଜ଼ିଲ୍ଲାପାଳ ମନୋଜ ମହାଜନଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି | ଏହି ବୈଠକରେ ଅତିରିକ୍ତ ଜ଼ିଲ୍ଲାପାଳ ରବି ନାରାୟଣ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ

ପାରମ୍ପରିକ ପୋଷାକ ପରିଧାନ ‘ଆମ ପୋଷାକ, ଆମ ପରିଚୟ’ ଦିବସ ପାଳିତ

ଛତ୍ରପୁର : ଓଡ଼ିଶାର ପାରମ୍ପରିକ ପୋଷାକ, ହସ୍ତତନ୍ତ ଏବଂ ବୟନ ଶିଳ୍ପର ଗୌରବକୁ ଉଜାଗର କରିବା ନିମନ୍ତେ ଏପ୍ରିଲ ୩ରେ ‘ପାରମ୍ପରିକ ପୋଷାକ ପରିଧାନ ଆମ ପୋଷାକ, ଆମ ପରିଚୟ’ ଦିବସ ପାଳିତ ହୋଇଯାଇଛି। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଉପସ୍ଥିତିରେ ଆବାସିକ ଜ଼ିଲାପାଳଙ୍କ

ବୁଡ଼ାଗୁଡା ଉଚ୍ଚ ବିଦ୍ୟାଳୟରେ ଦକ୍ଷତା ବୃଦ୍ଧି କର୍ମଶାଳା

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବୁଡ଼ାଗୁଡା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ଦକ୍ଷତା ବୃଦ୍ଧି ନିମିତ୍ତ ଏକ ଦିବଶୀୟ ପ୍ରଶିକ୍ଷଣ ଶିବିର ଆୟୋଜନ ହୋଇଯାଇଥିଲା । ବିଦ୍ୟାଳୟର ପ୍ରଧାନ

ଓଡ଼ିଆ ପକ୍ଷର ତୃତୀୟ ଦିବସରେ ଜିଲ୍ଲାରେ ପାରମ୍ପରିକ ପୋଷାକ ପରିଧାନ : ଆମ ପୋଷାକ ଆମ ପରିଚୟ

ସୁନ୍ଦରଗଡ଼ : "ଓଡ଼ିଆ ପକ୍ଷ" ପାଳନ ର ତୃତୀୟ ଦିବସ ରେ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ପାରମ୍ପରିକ ପୋଷାକ ପରିଧାନ କରାଯାଇଛି।ଏହି ଅବସର ରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମନୋଜ ମହାଜନ, ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ମୁଖ୍ୟ

ଆଦିବାସୀ ମହାବିଦ୍ୟାଳୟକୁ ସରକାରୀ କରିବା ପାଇଁ ଛାତ୍ରଛାତ୍ରୀଙ୍କ ତରଫରୁ ଉପିଲ୍ଲାପାଳଙ୍କୁ ଦାଵୀ ପତ୍ର ପ୍ରଦାନ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ କୁ ଚଳିତ ଶିକ୍ଷା ବର୍ଷ ରୁ ସରକାରୀ କରଣ କରିବା ପାଇଁ ଆଦିବାସୀ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ତରଫରୁ ସ୍ଥାନୀୟ ଉପଜିଲ୍ଲାପାଳ ଡ଼ଃ. ରୀନା ପ୍ରଧାନଙ୍କୁ ଭେଟି ଏକ ଦାଵୀ ପତ୍ର ପ୍ରଦାନ କରାଯାଇଛି। ଛାତ୍ର ଛାତ୍ରୀ

ଓଡ଼ିଆ ପକ୍ଷ ପାଳନ ନେଇ ପାରମ୍ପରିକ ପୋଷାକ ପରିଧାନ କାର୍ଯ୍ୟକ୍ରମ : ହସ୍ତତନ୍ତ ବସ୍ତ୍ର ପରିଧାନ ଦ୍ୱାରା ସମୃଦ୍ଧ ହେବ ଆମ…

ମାଲକାନଗିରି : ଆଜି ଓଡ଼ିଆ ପକ୍ଷ ପାଳନର ତୃତୀୟ ଦିନରେ ଆମ ପୋଷାକ ଆମ ପରିଚୟ ଅଭିଯାନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ପାରମ୍ପରିକ ବସ୍ତ୍ର ପରିଧାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଏହି ଅବସରରେ ପାରମ୍ପରିକ

ଖୁବ୍ ଶୀଘ୍ର ତରକେରା ନିକଟକୁ ସ୍ଥାନାନ୍ତରିତ ହେବ ଡମ୍ପିଂ ୟାର୍ଡ଼ : ଆରଏମସି କମିଶନର

ରାଉରକେଲା : ରାଉରକେଲାବାସୀଙ୍କ ହିତକୁ ଦୃଷ୍ଟିରେ ରଖି ରାଉରକେଲା ମହାନଗର ନିଗମ ତରଫରୁ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ଫଳ ସ୍ଵରୂପ ଦୀର୍ଘ ବର୍ଷ ଧରି ଛେଣ୍ଡ ଠାରେ ଥିବା ଡମ୍ପିଂ ୟାର୍ଡ଼କୁ ଖୁବ୍ ଶୀଘ୍ର ତରକେରା ନିକଟକୁ ସ୍ଥାନାନ୍ତରିତ କରାଯିବ। ଏଥି ନିମନ୍ତେ ଜାଗା ଚିହ୍ନଟ

ଭିନ୍ନକ୍ଷମଙ୍କୁ ସଶକ୍ତ କରିବାରେ ସହାୟକ ହେଉଛି ‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’

କୋଏଲ ନଗର ଠାରେ ଅନୁଷ୍ଠିତ ହେଲା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରାଉରକେଲା : ରାଉରକେଲା ମହାନଗର ନିଗମ ଏବଂ ଜିଲ୍ଲା ସାମାଜିକ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ କୋଏଲ ନଗର ସ୍ଥିତ କଲ୍ୟାଣ ମଣ୍ଡପରେ 'ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ' ଅନୁଷ୍ଠିତ

ରାୟଗଡ଼ା ଉତ୍କଳ ଆଲୁମିନା ପକ୍ଷରୁ ଜିଲ୍ଲାର ବିଦ୍ୟାଳୟ ଗୁଡିକୁ ଡେସ୍କ ବେଞ୍ଚ ପ୍ରଦାନ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଉତ୍କଳ ଆଲୁମିନା ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ଼, ଆଦିତ୍ୟ ବିର୍ଲା ଗ୍ରୁପ୍ର ଶତପ୍ରତିଶତ ସହଯୋଗୀ କମ୍ପାନୀ ପକ୍ଷରୁ ରାୟଗଡା ଜିଲ୍ଲାରେ ଶିକ୍ଷା ଭିତ୍ତିଭୂମି ବିକାଶ ପାଇଁ ସହାୟତାର ହାତ ବଢାଯାଇଅଛି । ସମ୍ପ୍ରତି ଜିଲ୍ଲା ପ୍ରଶାସନ ଅନୁରୋଧ