Sign in
Sign in
Recover your password.
A password will be e-mailed to you.
ତଦନ୍ତକୁ ବାଟବଣା କରିବାକୁ ଉଦ୍ୟମ କରୁଛନ୍ତି ରାଜା ଚକ୍ର: ଅଞ୍ଜନ ବେଜ
କେନ୍ଦୁଝରଗଡ଼: ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ହୋଇଥିବା ଅନିୟମିତତାରେ ଗିରଫ ବିଜେଡି ନେତା ସୌମ୍ୟ ଶଙ୍କର ଚକ୍ର ଓରଫ ରାଜା ଇଓଡବ୍ଲ୍ୟୁ ତଦନ୍ତକୁ ବାଟବଣା କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଏଜେନ୍ସିର ପୂର୍ବତନ ସମ୍ପାଦକ ତଥା ବିଜେପି ନେତା ଅଞ୍ଜନ ବେଜ୍ କହିଛନ୍ତି। ରାଜା ନିଜକୁ!-->…
ଯାତ୍ରା ସାମ୍ରାଜ୍ୟରୁ ବ୍ୟାନ୍ ହେଲେ ନରି ପଣ୍ଡା
ଭୁବନେଶ୍ବର: ଆଉ ଯାତ୍ରା ମଞ୍ଚରେ ଶୁଭିବନି ହାସ୍ୟ ଅଭିନେତା ନରି ପଣ୍ଡାଙ୍କ କମେଡି । ପୂରା ଯାତ୍ରା ସାମ୍ରାଜ୍ୟରୁ ହେଲେ ବ୍ୟାନ୍ । ହାସ୍ୟାଭିନେତା ନରିଙ୍କୁ ବୟକଟ କରିଛି ଯାତ୍ରା ମାଲିକ ସଂଘ । ତୁଳସୀ ଗଣନାଟ୍ୟ ମାଲିକ ନରି ପଣ୍ଡାଙ୍କୁ ମାଡ଼ ମରା ଘଟଣାରେ ଯାତ୍ରା ମାଲିକ ସଂଘ କିଛି ଏଭଳି!-->…
ମୋଦୀ-ୟୁନୁସଙ୍କ ଆଲୋଚନାବେଳେ ଉଠିଲା ହସିନାଙ୍କ ପ୍ରତ୍ୟର୍ପଣ ପ୍ରସଙ୍ଗ
ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ଅନୁଷ୍ଠିତ ବିମଷ୍ଟେକ ସମ୍ମିଳନୀରେ ଯୋଗଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଛି। ଏହି ଅବସରରେ ବାଂଲାଦେଶର ବିତାଡ଼ିତ ପ୍ରଧାନମନ୍ତ୍ରୀ!-->…
ଆମ୍ବୁଲାନ୍ସରେ ଫାଟିଲା ଅକ୍ସିଜେନ ସିଲିଣ୍ଡର, ଦୁଇ ଆହତ
ଟିଟିଲାଗଡ: ଆମ୍ବୁଲାନ୍ସରେ ଫାଟିଲା ଅକ୍ସିଜେନ ସିଲିଣ୍ଡର । ଅଳ୍ପକେ ବର୍ତ୍ତିଲେ ମାଆ ଓ ଯାଆଁଳା ଶିଶୁକନ୍ୟା । ଶିଶୁଙ୍କ ବାପା ଓ ଜେଜେମା ଆହତ । ଟିଟିଲାଗଡରୁ ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ବେଳେ ଅଘଟଣ ଘଟିଛି ।
ଗତକାଲି ମୁରିବାହାଲ ବ୍ଳକ ଚିକନୀବାହାଳି ଗାଁର!-->!-->!-->…
ଚୋରା ଖଣି ଉପରେ ପ୍ରଶାସନର ଚଢାଉ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଥିବା ଓଡିଶାର ସବୁଠୁ ବଡ ଖଣି ଉପରେ ଚଢ଼ାଉ ଆରମ୍ଭ କରିଛି ପ୍ରଶାସନ । ଖଣି ଚୋରି ସଂପର୍କରେ ସୂଚନା ପାଇବା ପରେ ପ୍ରଶାସନ, ପୋଲିସ ଓ ବନବିଭାଗ ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଛି । ହେମଗିରି ବ୍ଲକ କୁଲାପଡ଼ାରେ ଏହି ଚଢ଼ାଉ ଚାଲିଛି ।
ଏହି ଚଢାଉରେ!-->!-->!-->…
ଟ୍ରମ୍ପଙ୍କୁ ଚୀନର ଜବାବ, ଆମେରିକୀୟ ସାମଗ୍ରୀ ଉପରେ ଲଗାଇଲା ୩୨% ଅତିରିକ୍ତ ଶୁଳକ
ବେଜିଂ : ଯାହା ଭୟ ଥିଲା ତାହା ପ୍ରାୟ ଘଟିବା ଆରମ୍ଭ କରିଦେଇଛି। ଏହାର ଅର୍ଥ ହେଉଛି ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇଗଲାଣି। କାରଣ ଆମେରିକାର ଶୁଳ୍କର ଜବାବରେ, ଆଜି ଏପ୍ରିଲ ୪ ତାରିଖରେ, ଚୀନ୍ ମଧ୍ୟ ପ୍ରତିଶୋଧମୂଳକ ଶୁଳ୍କ ଘୋଷଣା କରିଛି। ଏହା ଅଧୀନରେ, ଚୀନ୍ ଆମେରିକୀୟ ଉତ୍ପାଦ ଉପରେ ୩୪%!-->…
ଶିକାର ପାଇଁ ଯାଇଥିବାବେଳେ ଯୁବକଙ୍କୁ ଗୁଳିମାଡ଼, ୫ ଅଟକ
ଢେଙ୍କାନାଳ: ଶିକାର ପାଇଁ ଯାଇଥିବାବେଳେ ଯୁବକଙ୍କୁ ଗୁଳିମାଡ଼ । ଢେଙ୍କାନାଳ ରାସୋଳ ଥାନା କଦଳିପାଳ ମାନପୁର ସାହିରେ ଗୁଳି ମାଡ଼ରେ ଯୁବକ ମୃତ । ମୃତକ ବାବୁଲା ନାଏକ । ଗତକାଲି ବିଳମ୍ବିତ ରାତିରେ ୫ଜଣ ଶିକାର ପାଇଁ ଜଙ୍ଗଲକୁ ଯାଇଥିଲେ । ସେଠାରେ ପ୍ରଶାନ୍ତ ଶିକାର ଉଦ୍ଦେଶ୍ୟରେ ଗୁଳି!-->…
ଆସନ୍ତାକାଲି ମହାପ୍ରଭୁ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ, ଟ୍ରାଫିକ୍ କଟକଣା ଜାରି କଲେ ପୋଲିସ କମିଶନର
ଭୁବନେଶ୍ଵର: ଆସନ୍ତାକାଲି ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା । ରଥଯାତ୍ରା ପରେ ଆସନ୍ତା ୦୯ ତାରିଖରେ ହେବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା। ଏହାକୁ ଦୃଷ୍ଟିରେ ରଖି ପୋଲିସ କମିଶନରେଟ ପକ୍ଷରୁ ସର୍ବସାଧାରଣଙ୍କ ଲାଗି ଟ୍ରାଫିକ୍!-->…
ଷ୍ଟକବଜାର ପାଇଁ କଳା ଶୁକ୍ରବାର, ୧୧ ଲକ୍ଷ କୋଟି ହରାଇଲେ ନିବେଶକ
ମୁମ୍ବାଇ : ଟ୍ରମ୍ପଙ୍କ ନୂତନ ଟାରିଫ୍ ନୀତି ପରେ ଗୁରୁବାର ଆମେରିକୀୟ ବଜାରରେ ହୋଇଥିବା ପ୍ରବଳ ହ୍ରାସର ସିଧାସଳଖ ପ୍ରଭାବ ଆଜି ଭାରତୀୟ ଷ୍ଟକ ବଜାର ସମେତ ସମଗ୍ର ଅନ୍ତର୍ଜାତୀୟ ଷ୍ଟକ ବଜାର ଉପରେ ପଡ଼ିଛି।
ଆଜି ସପ୍ତାହର ଶେଷ ବ୍ୟବସାୟ ଦିବସରେ ବାଣିଜ୍ୟ ଆରମ୍ଭରୁ ଭାରତୀୟ ଷ୍ଟକ୍ ବଜାରରେ!-->!-->!-->…
ଏଣିକି କ୍ୟାପିଟାଲ ହସ୍ପିଟାଲରୁ SCBକୁ ଗଡ଼ିବ ‘ଆମ ବସ୍’
ଭୁବନେଶ୍ୱର : ‘ଆମ ବସ’ ଯୋଜନାରେ ପୁଣି ଯୋଡ଼ି ହୋଇଛି ୪୦ଟି ଇ-ବସ୍ । ଭୁବନେଶ୍ୱରର କ୍ୟାପିଟାଲ୍ ହସ୍ପିଟାଲରୁ କଟକ SCB ମେଡିକାଲ ଯିବା ପାଇଁ ସରକାର ଗଡାଇବେ ଇ-ବସ୍ । ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ସହାୟକ ହେବ ‘ଆମ ବସ୍’ ର ନୂଆ ରୁଟ୍ । ଏହା ଦ୍ୱାରା ଆଉ ଯାତାୟତ ପାଇଁ!-->…