ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ଗୋଷ୍ଠୀ ହାତାହାତି, ୨ ପୃଥକ ମାମଲା ରୁଜୁ…

ପଥର ମାଡ଼ରେ ଯୁବକ ଗୁରୁତରହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ପାଟଣା ସାହିରେ ଗୁରୁବାର ବିଳମ୍ବିତ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଗୋଟିଏ ଗୋଷ୍ଠୀର ଯୁବକଙ୍କ ପଥର ମାଡ଼ରେ ଅନ୍ୟ ଗୋଷ୍ଠୀର ଜଣେ ଯୁବକ ଗୁରୁତର

ତାଲୁକ ଆଇନ୍ ସହାୟତା କମିଟି ପକ୍ଷରୁ ଆଇନ ସଚେତନତା ଶିବିର

ବଣାଇଁ : ବଣାଇଁ ସିଭିଲ୍ କୋର୍ଟ ପରିସରରେ ଥିବା ସମ୍ମିଳନୀ ସଭାଗୃହ ରେ ଆଜି ବଣାଇଁ ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଣାଇଁ ଅତିରିକ୍ତ ଜିଲ୍ଲା ଜଜ୍ ତଥା ତାଲୁକ ଆଇନ ସେବା ସମିତି ର ଅଧ୍ୟକ୍ଷ ଆଶୁତୋଷ ଦାସମୁଖ୍ୟ ଅତିଥି ଭାବେ ଯୋଗ

ହୁମ୍ମା ସାପ୍ତାହିକ ହାଟ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କୁ ବିରୋଧ : ପୂର୍ବାବସ୍ଥା ବଜାୟୀ ରଖିବା ନିମନ୍ତେ ଦାବୀ,…

ଛତ୍ରପୁର ୪/୪ : ଛତ୍ରପୁର ଉପକଣ୍ଠ ହୂମ୍ମା ଠାରେ ରହିଥିବା ସାପ୍ତାହିକ ହାଟ ଏବେ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରାଯାଇଛି l ଏହାକୁ ନେଇ ହୂମ୍ମା ପଂଚାୟତ ବାସିନ୍ଦା ଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଛି l ହାଟ ପୂର୍ବାବସ୍ଥା ବଜାୟୀ ରଖିବା ଦାବୀ ନେଇ ଶୁକ୍ରବାର ହୂମ୍ମାପଂଚାୟତ ବାସୀ

ଓଡ଼ିଆରେ ନାମ ଫଳକ ଅଭିଯାନ : ସଚେତନତା ପଦଯାତ୍ରା, ସାମିଲ ହେଲେ ଜିଲ୍ଲାପାଳ

ଛତ୍ରପୁର : ଓଡିଆ ପକ୍ଷ, ୨୦୨୫ ଅବସରରେ ଓଡ଼ିଶା ଦିବସ ଏପ୍ରିଲ ୧ ଠାରୁ ମହାବିଷୁବ ସଂକ୍ରାନ୍ତି ଏପ୍ରିଲ ୧୪ ପର୍ଯ୍ୟନ୍ତ ସମୟକୁ ଓଡିଆ ପକ୍ଷ ପାଳନ କରିବା ସହିତ ଓଡ଼ିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ ,୧୯୫୬ ଅନୁଯାୟୀ ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ସମ୍ମୁଖରେ ଓଡିଆ ଭାଷାରେ

ଛତ୍ରପୁର ଓକିଲ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ

ଛତ୍ରପୁର : ଛତ୍ରପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ସଂଘର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ସିଏଚ. ସୂର୍ଯ୍ୟ ନାରାୟଣ ରେଡ୍ଡୀ ସଂଘ ର ନବ ନିର୍ବାଚିତ ସଭାପତି ପ୍ରଦୀପ କୁମାର ପାଢୀ,ସମ୍ପାଦକ ଏସ. ଶ୍ୟାମ

ଚିତ୍ରକୋଣ୍ଡା ଶିଶୁ ମନ୍ଦିରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସଦମହକୁମା ସ୍ଥିତ ଚିତ୍ରକୋଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ନରସିଂହ କୋପେ ଙ୍କ ଆହ୍ୱାନ କ୍ରମେ ପଞ୍ଚବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ

ପଡିଆ ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣି ଉପଜିଲ୍ଲାପାଳଙ୍କୁ ପତ୍ର

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକରେ ଦୀର୍ଘ ଦିନ ଧରି ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ସମିତିସଭ୍ୟ ସଭ୍ୟାମାନଙ୍କ ବିକ୍ଷୋବ ଚାଲିଥିବା ବେଳେ ଆଜି ଏହାର ଅବସାନ ଘଟିଛିା ଆଠଜଣ ସମିତି ସଭ୍ୟ ସଭ୍ୟାଙ୍କ ମଧ୍ୟରେ ସାତଜଣ ସମିତିସଭ୍ୟ ସଭ୍ୟା ଆଜି ପଡିଆ ବ୍ଲକ ଅଧ୍ୟକ୍ଷା ଜମୁନା

କଳସ ଯାତ୍ରା ସହ ଆରମ୍ଭ ହେଲା ୪୧ ତମ ବାର୍ଷିକ ଷୋହଳ ପହରୀ ପଞ୍ଚ ମହାଯଜ୍ଞ

ରାଇକିଆ : କନ୍ଧମାଳ ଜିଲା ରାଇକିଆ ବ୍ଲକ ମଣ୍ଡାକିଆ ପଞ୍ଚାୟତ ପୁଷ୍ପଗିରି ରାମମନ୍ଦିର ଠାରେ ପବିତ୍ର ରାମନବମୀ ଉପଲକ୍ଷେ ୪୧ତମ ବାର୍ଷିକ ଷୋହଳ ପହରୀ ପଞ୍ଚ ମହାଯଜ୍ଞ ଉତ୍ସବ ଶୁକ୍ରବାର ଆରମ୍ଭ ହୋଇଛି । ଅପରାହ୍ନ ୨ ଘଟିକା ସମୟରେ ବୁଡାମାହା ନଦୀରେ ଗଙ୍ଗା ମ।ତାକୁ ଆବାହନ କରି ୩୦୦ରୁ ଉର୍ଦ୍ଧ

ଭାଜପା ପକ୍ଷରୁ ଜିଲ୍ଲା ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସ୍ଵସ୍ତିକ କଲ୍ୟାଣ ମଣ୍ଡପ ଠାରେ ବିଜେପିର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝି , ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରକାଶ ମଙ୍ଗରାଜ,ପୂର୍ବତନ ଜିଲ୍ଲା

ଓଡ଼ିଆ ପକ୍ଷର ଚତୁର୍ଥ ଦିବସରେ ଓଡ଼ିଆରେ ନାମଫଳକ ପାଇଁ ସଚେତନତା ପଦଯାତ୍ରା ଅନୁଷ୍ଠିତ

ସୁନ୍ଦରଗଡ଼ : ଓଡ଼ିଆ ପକ୍ଷ ପାଳନର ଚତୁର୍ଥ ଦିବସରେ ଆଜି ଜିଲ୍ଲା ରେ ଓଡ଼ିଆ ରେ ନାମଫଳକ ଲେଖାଯିବା ନେଇ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଡିଆରଡିଏ ଛକ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମନୋଜ ମହାଜନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା