Sign in
Sign in
Recover your password.
A password will be e-mailed to you.
ବର୍ଦ୍ଧିତ ଦରମା , ସରକାରୀ ଛୁଟି ଓ ସଫେଇ କିଟ୍ ଦାବିରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ
ମାଲକାନଗିରି : ଆଜି ମାଲକାନଗିରି ପୌର ପରିଷଦରେ କାର୍ଯ୍ୟରତ ସମସ୍ତ ସଫେଇ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି। ଦୀର୍ଘ ତିନିମାସ ଧରି ସଫେଇ ଠିକା ନେଇଥିବା L&K ସର୍ଭିସ ଠିକ୍ ସମୟରେ ଦରମା ପ୍ରଦାନ ନକରିବା ସହ ସଫେଇ କୀଟ ପ୍ରଦାନନକରିବା,ସମାନ କାମକୁ ସମାନ ଦରମା!-->…
ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ପର୍ବ ଅନୁଷ୍ଠିତ
ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଟେମ୍ପରାରୀ କଲୋନୀ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଚିତ୍ରକୋଣ୍ଡା ବ୍ଲକ ଶିକ୍ଷାଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ,!-->…
ଓଡ଼ିଆରେ ନାମ ଫଳକ ଅଭିଯାନ ନେଇ ସଚେତନତା ଶୋଭାଯାତ୍ରା
ମାଲକାନଗିରି : ଓଡ଼ିଆ ପକ୍ଷ ପାଳନର ଚତୁର୍ଥ ଦିନରେ ଓଡ଼ିଆରେ ନାମ ଫଳକ ଅଭିଯାନ ସଚେତନତା ଶୋଭା ଯାତ୍ରା ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଛି। ଜିଲ୍ଲାର ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କରେ ଓଡ଼ିଆ ଭାଷାରେ ନାମଫଳକ ପ୍ରଦର୍ଶନ ସୁନିଶ୍ଚିତ କରିବା ନିମନ୍ତେ ଏହି ସଚେତନତା!-->…
ରାୟଗଡ଼ା ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟରେ ପିଏମଶ୍ରୀ ଅନ୍ତର୍ଭୁକ୍ତ ପ୍ରାଥମିକ ଚିକିତ୍ସା ତାଲିମ ଶିବିର…
ରାୟଗଡ଼ା : ରାୟଗଡ଼ା ସ୍ଥିତ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟରେ ପି ଏମ ଶ୍ରୀ ଅନ୍ତର୍ଭୁକ୍ତ ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଜୁନିୟର ରେଡକ୍ରସ ତରଫରୁ ଅନୁଷ୍ଠିତ ହୋଇଯାଇଛି।ରେଡକ୍ରସ କାଉନସିଲର ତାପସ କୁମାର ଦଳେଇ ଏବଂ ଶ୍ରୀମତୀ ଅଞ୍ଜନା ସାହୁ ବିଦ୍ୟାଳୟର ସମସ୍ତ ଛାତ୍ର!-->…
ଲାଞ୍ଚ ନେବା ବେଳେ ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କୁ ମାଡିବସିଲା ଭିଜିଲାନ୍ସ ଟିମ୍
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବ୍ଲକ କନିଷ୍ଠ ଯନ୍ତ୍ରୀ । ଧରାପଡିବା ଭୟରେ ମଧ୍ୟସ୍ଥି ଜରିଆରେ ନେଉଥିଲେ ଲାଞ୍ଚ । କିନ୍ତୁ ତଥାପି ବର୍ତ୍ତିପାରିନଥିଲେ ସରକାରୀ ବାବୁ । ଶେଷରେ ଭିଜିଲାନ୍ସ ହାତରେ ଧରାପଡିଗଲେ ଉଭୟ । ବାଲିଅନ୍ତା ବ୍ଲକ୍ କନିଷ୍ଠ ଯନ୍ତ୍ରୀ ସଂଘମିତ୍ର ପଟ୍ଟନାୟକ ଏବଂ ମଧ୍ୟସ୍ତି!-->…
ଓଡ଼ିଶାର ଦୁଇଟି ସମେତ ୪ ରେଳ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ
ନୂଆଦିଲ୍ଲୀ: ରେଳ ଧାରଣା କ୍ଷମତା ବୃଦ୍ଧି କରିବା ପାଇଁ ଭାରତୀୟ ରେଳବାଇ ଯାତ୍ରୀ ଏବଂ ପଣ୍ୟବାହୀ ଟ୍ରେନଗୁଡିକର ସୁଗମ ଏବଂ ଦ୍ରୁତ ପରିବହନ ସୁନିଶ୍ଚିତ କରିବାକୁ ୪ଟି ମଲ୍ଟିଟ୍ରାକିଂ ପ୍ରକଳ୍ପ ହାତକୁ ନେବାକୁ ଯୋଜନା କରୁଛି। ଏହି ପଦକ୍ଷେପଗୁଡ଼ିକ ଯାତ୍ରା ସୁବିଧାକୁ ଉନ୍ନତ କରିବ, ଲଜିଷ୍ଟିକ୍ସ!-->…
ରାୟଗଡ଼ା ରାମ ନବମୀ ଉତ୍ସବ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ରାୟଗଡ଼ା : ରାୟଗଡା ସହରରେ ପ୍ରତି ବର୍ଷ ବଡ଼ ଧୁମଧାମରେ ଶ୍ରୀ ରାମ ନବମୀ ଉତ୍ସବ ପାଳନ ହୁଏ । ସେହିପରି ଚଳିତ ବର୍ଷ ୬ ତାରିଖ ରେ ଏହି ପବିତ୍ର ଉତ୍ସବ ପାଳନ ବଡ଼ ଆଡମ୍ବର ରେ ପାଳନ କରିବା ନେଇ କମିଟି ପକ୍ଷରୁ ସ୍ଥାନୀୟ ମାଁ ମଝିଘରିଆଣୀ ମନ୍ଦିର ପ୍ରାଙ୍ଗଣରେ ଥିବା ଉଦ୍ୟାନ ଠାରେ ଏକ!-->…
ରାଜା ଚକ୍ରଙ୍କ ଓକିଲଙ୍କ ଅଭିଯୋଗର ଜବାବ ରଖିଲେ ମନମୋହନ, ମୋ ଜୀବନ ଖୋଲା ବହି
ଭୁବନେଶ୍ଵର : ରାଜା ଚକ୍ରଙ୍କ ଓକିଲଙ୍କ ଅଭିଯୋଗର ଜବାବ ରଖିଲେ ମନମୋହନ ସାମଲ । ତାଙ୍କ ଜୀବନ ଖୋଲା ବହି । ତେଣୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ, ଦଳର ବ୍ୟାଙ୍କର ଆକାଉଣ୍ଟ ଯାଞ୍ଚ କରାଯାଉ । ଏହା ସହ ଦାୟିତ୍ବହୀନ ମନ୍ତବ୍ୟ ଗଣମାଧ୍ୟମରେ ପ୍ରକାଶିତ ହେବା ପୂର୍ବରୁ ଏହାର!-->…
ସୁପ୍ରିମକୋର୍ଟରେ ପହଞ୍ଚିଲା ଓ୍ବାକଫ(ସଂଶୋଧନ) ବିଲ୍
ନୂଆଦିଲ୍ଲୀ : ୱାକଫ ସଂଶୋଧନ ଆଇନକୁ ନେଇ ସାରା ଦେଶରେ ରାଜନୈତିକ ଉଷ୍ମତା ରହିଛି। କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଦଳ ଏବଂ ଅନେକ ମୁସଲିମ ସଂଗଠନ ଏହି ବିଲ୍କୁ ବିରୋଧ କରୁଛନ୍ତି। ଏବେ ୱାକଫ ସଂଶୋଧନ ବିଲ୍ ମାମଲା ମଧ୍ୟ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏଆଇଏମଆଇଏମ ସାଂସଦ ଅସଦୁଦ୍ଦିନ ଓୱେସି!-->…
ଏପ୍ରିଲ ୧୧ରେ ଶୁଭାରମ୍ଭ ହେବ ଆୟୁଷ୍ମାନ୍ କାର୍ଡ
ଭୁବନେଶ୍ଵର: ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ ତଥା ସାହାଯ୍ୟ କରିବା ପାଇଁ ସରକାର ବିଭିନ୍ନ ପ୍ରକାରର ଯୋଜନା ଜାରି କରିଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଆୟୁଷ୍ମାନ ଭାରତ ଯୋଜନା, ଯାହାର ଲାଭ ଲକ୍ଷ ଲକ୍ଷ ଭାରତୀୟଙ୍କ ପାଖରେ ପହଞ୍ଚୁଛି। ଏହି ସରକାରୀ ସ୍ବାସ୍ଥ୍ୟ ବୀମା!-->…