Sign in
Sign in
Recover your password.
A password will be e-mailed to you.
ଗଞ୍ଜାମ ଜିଲ୍ଲାରେ ଓଡ଼ିଆ ପକ୍ଷ, ୨୦୨୫ ପାଳନର ଦ୍ଵିତୀୟ ଦିନରେ ଜିଲ୍ଳାର ୨୬୧୩ ସ୍କୁଲରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସଵ…
ପିଲାଙ୍କୁ ଖଡ଼ି ଛୁଆଁଇଲେ ଗଞ୍ଜାମ ଜିଲ୍ଲାପାଳ , ଆସନ୍ତା କାଲି ସମସ୍ତଙ୍କୁ ପାରମ୍ପରିକ ପୋଷାକ ପରିଧାନ କରିବାକୁ ଜିଲ୍ଲାପାଳଙ୍କ ଅନୁରୋଧ
ଛତ୍ରପୁର : ଓଡ଼ିଆ ପକ୍ଷ,୨୦୨୫ ପାଳନର ପ୍ରଥମ ଦିନରେ ଓଡ଼ିଶା ଦିବସ ସମାରୋହ ଆୟୋଜିତ ହେବା ପରେ ଦ୍ଵିତୀୟ ଦିନରେ ଖଡ଼ି ଛୁଆଁ କାର୍ଯ୍ୟକ୍ରମ!-->!-->!-->!-->!-->…
ଅନାସ୍ଥା ଭୋଟରେ ଶାସନ ଗାଦି ହରାଇଲେ ବ୍ୟାସନଗର ପୌରାଧକ୍ଷା ସଂଗୀତା ପିଙ୍ଗୁଆ
ଯାଜପୁର : ଯାଜପୁର ବ୍ୟାସନଗର ପୌରପରିଷଦରେ ଆଜି ଅପରାହ୍ନରେ ଶେଷ ହୋଇଛି ଅନାସ୍ଥା ଭୋଟ । ବିଜେଡ଼ି ବିରୋଧରେ ବିଜେଡିର ରଣହୁଙ୍କାର ବ୍ୟାସନଗର ପୌର ପରିଷଦର ଅଧ୍ୟକ୍ଷା ପଦପାଇଁ ମହାଙ୍ଗା ପଡ଼ିଲା । ଅନାସ୍ଥା ଭୋଟରେ ଶାସନ ଗାଦି ହରାଇ ବସିଲେ ପୌରାଧକ୍ଷା ସଂଗୀତା ପିଙ୍ଗୁଆ!-->…
ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା; ପୁଣି ତଦନ୍ତ ପାଇଁ ଦାବି କଲେ ବିଧାୟକ
ଭୁବନେଶ୍ୱର: ଗଜପତି ଜିଲ୍ଲାର ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟମୟ ମୃତ୍ୟୁ ମାମଲାର ସାନି ତଦନ୍ତ ଦାବି କରିଛନ୍ତି ଓଡ଼ିଶା ବିଧାୟକ ପଦ୍ମଲୋଚନ ପଣ୍ଡା।
ବିଧାନସଭାରେ ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇ ସିମୁଳିଆର ବିଜେପି ବିଧାୟକ କହିଛନ୍ତି ଯେ ସୌମ୍ୟରଞ୍ଜନଙ୍କ!-->!-->!-->…
ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଆୟୋଜନ ହେଲା ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ
ମାଲକାନଗିରି : ଓଡିଆ ଅସ୍ମିତାକୁ ବଜାୟ ରଖିବା ପାଇଁ ଏପ୍ରିଲ୍ ପହିଲାରୁ ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଳନ କରାଯାଉଛି ଓଡ଼ିଆ ପକ୍ଷ। ଓଡ଼ିଆ ପକ୍ଷ ପାଳନ ନେଇ ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ଆଜି ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ!-->…
୫୬୦୦ କିଲୋମିଟର ରାଜପଥ ନିର୍ମାଣ କରିଛି ଜାତୀୟ ରାଜପଥ କର୍ତ୍ତୃପକ୍ଷ
ଜାତୀୟ ରାଜପଥ କର୍ତ୍ତୃପକ୍ଷ – ଏନ୍ଏଚ୍ଏଆଇ ୨୦୨୪-୨୫ ଆର୍ଥିକ ବର୍ଷରେ ୫ ହଜାର ୧୫୦ କିଲୋମିଟର ଜାତୀୟ ରାଜପଥ ନିର୍ମାଣ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ୫୬୦୦ କିଲୋମିଟରରୁ ଅଧିକ ଜାତୀୟ ରାଜପଥ ନିର୍ମାଣ କରିଛନ୍ତି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଆଜି ଏକ ବିବୃତିରେ କହିଛି ଯେ ଜାତୀୟ!-->…
ଝାଡୁ ମରାକୁ ନେଇ ଛାତ୍ରଙ୍କୁ ଆକ୍ରମଣ, ଅଭିଯୋଗ ପରେ ବୈଠକ କଲେ ପ୍ରଧାନଶିକ୍ଷକ
ବାଲେଶ୍ବର: ଝାଡୁ ମରାକୁ ନେଇ ଛାତ୍ରଙ୍କୁ ଆକ୍ରମଣ । ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ରଙ୍କୁ ଆକ୍ରମଣ କଲେ ଦଶମ ଶ୍ରେଣୀ ଛାତ୍ର । ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ଜାମୁଡିହା ପଂଚାୟତର ବଣଭୂଇଁ ଆଶ୍ରମ ସ୍କୁଲରୁ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ସ୍କୁଲର ଦଶମ ଶ୍ରେଣୀ!-->…
ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ପର୍ବ ଅନୁଷ୍ଠିତ
ନବରଙ୍ଗପୁର : ଅଦ୍ୟ ଶୁଭାରମ୍ଭ ହୋଇଛି ବିଦ୍ୟାଳୟ ମାନଙ୍କରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ପର୍ବ। ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ସ୍ତରୀୟ ଉତ୍ସବ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଏକ୍ସ ବୋର୍ଡ ନବରଙ୍ଗପୁରରେ ଠାରେ ପାଳନ ହୋଇଛି। ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ନାମ ନେଇ!-->…
ୱାକଫ ବିଧେୟକକୁ ସ୍ବାଗତ କଲେ ଦିଲ୍ଲୀ ହଜ୍ କମିଟି ଅଧ୍ୟକ୍ଷା
ୱାକଫ ସଂଶୋଧନ ବିଧେୟକ ବୁଧବାର ସଂସଦରେ ଆଗତ ହୋଇଛି। ଏହା ଉପରେ ୮ ଘଣ୍ଟା ଆଲୋଚନା ହେବ। ତେବେ ବିଧେୟକକୁ ବିରୋଧୀ ଦଳଗୁଡ଼ିକ ବିରୋଧ କରିଆସୁଛନ୍ତି। ଏହା ମଧ୍ୟରେ ବିଧେୟକକୁ ସ୍ବାଗତ କରିଛନ୍ତି ଦିଲ୍ଲୀ ହଜ୍ କମିଟି ଅଧ୍ୟକ୍ଷା କୌସର ଜାହାଁ। କୌସର କହିଛନ୍ତି, ବିଧେୟକକୁ ସେ ସ୍ବାଗତ!-->…
ଆଜିଠୁ ୩ ଦିନ କାଳବୈଶାଖୀ ସମ୍ଭାବନା !, ଘଡ଼ଘଡ଼ି ଓ ବର୍ଷା ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର : ତାତିରେ ଲାଗିବ ବ୍ରେକ୍ । ଆଜିଠୁ ୩ ଦିନ କାଳବୈଶାଖୀ ସମ୍ଭାବନା । ଆସନ୍ତା ୨୪ ଘଣ୍ଟାରେ ଘଡ଼ଘଡ଼ି ଓ ବର୍ଷା ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି। ୩୦ରୁ ୪୦ କିଲୋମିଟର ବେଗରେ ବହିବ ପବନ । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼,!-->…
ବିଦ୍ୟୁତ୍ ଆଘାତରେ ୫ ବର୍ଷରେ ଗଲାଣି ୨୭ ହାତୀଙ୍କ ଜୀବନ
ଭୁବନେଶ୍ବର: ବିଦ୍ୟୁତ୍ ଆଘାତରେ ଯାଉଛି ହାତୀ ଜୀବନ । ଏହି ଚିନ୍ତାଜନକ ପ୍ରସଙ୍ଗ ବୁଧବାର ଦିନ ବିଧାନସଭାରେ ଉପସ୍ଥାପିତ ହୋଇଛି। ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓ ଏକ ପ୍ରଶ୍ନର ଉତ୍ତରରେ ସୂଚନା ପ୍ରଦାନ କରିଛନ୍ତି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ!-->…