Sign in
Sign in
Recover your password.
A password will be e-mailed to you.
ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ
ବଲାଙ୍ଗିର: ପାରିବାରିକ କଳହର କରୁଣ ପରିଣତି। ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ। ଏଠାରେ ସ୍ୱାମୀ ସାଜିଲା ସଇତାନ। ଏହି ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ହତ୍ୟାକାରୀ ସ୍ୱାମୀକୁ ଅଟକ ରଖି ପଚରା ଉଚରା କରୁଛି ଦେଓଗାଁ ପୋଲିସ।
ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା!-->!-->!-->…
ବିଗିଡ଼ିଲା ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା, ଚିକିତ୍ସା ପାଇଁ ଯିବେ ଦିଲ୍ଲୀ ଏମ୍ସ
ପାଟନା: ବିଗିଡ଼ିଲା ଆରଜେଡି ନେତା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା। ଦିଲ୍ଲୀ ଯିବାକୁ ପରାମର୍ଶ ଦେଲେ ପାଟନା ଡାକ୍ତର। କୁହାଯାଉଛି ଯେ, ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ଲାଲୁ ଯାଦବ ଦିଲ୍ଲୀ ଯିବାକୁ ଘରୁ ବାହାରିଥିଲେ। କିନ୍ତୁ ବିମାନବନ୍ଦର ଯିବା!-->…
ପାତ୍ର ପଡ଼ାରେ ବୁଲିଲା ଖଣ୍ଡା, ୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
ଭୁବନେଶ୍ୱର : ପୁଣି ରାଜଧାନୀରେ ବୁଲିଲା ଖଣ୍ଡା । ପାତ୍ରପଡ଼ାରେ ୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଚାରି ଛକ ନିକଟରେ ୨ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ । ଗୁରୁତର ଦୁଇ ଯୁବକ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ପୂର୍ବ ଶତ୍ରୁତାରୁ ହଣାକଟା ହୋଇଥିବା ସୂଚନା ମିଳିଛି । ଖବର ପାଇ ଖଣ୍ଡଗିରି!-->…
ଲୋକସଭାରେ ୱାକଫ୍ ସଂଶୋଧନ ବିଲ୍ ଆଗତ ପରେ ହଙ୍ଗାମା
ନୂଆଦିଲ୍ଲୀ : ୱାକଫ ସଂଶୋଧନ ବିଲ୍ ଲୋକସଭାରେ ଉପସ୍ଥାପିତ ହୋଇଛି। ଏହି ବିଲ୍ ଆଗତ ହେବା ମାତ୍ରେ କଂଗ୍ରେସ ପକ୍ଷରୁ ଲୋକସଭାରେ ବିରୋଧ ପ୍ରଦର୍ଶନ କରାଯାଇଛି । କଂଗ୍ରେସ ଅଭିଯୋଗ କରିଛି ଯେ, ସେମାନେ ଏପ୍ରିଲ ପହିଲା (ସୋମବାର) ଅପରାହ୍ନରେ ଏହି ବିଲ୍ ଗ୍ରହଣ କରିଛନ୍ତି, ଯେଉଁଥିପାଇଁ ସେମାନେ!-->…
ଶ୍ରୀମନ୍ଦିର ପାଇଁ ସ୍ଵତନ୍ତ୍ର ସୁରକ୍ଷା ବାହିନୀ ନିଯୁକ୍ତି, ୫ଟି ପର୍ଯ୍ୟାୟରେ ହେବ ଚୟନ ପ୍ରକ୍ରିୟା
ପୁରୀ: ଶ୍ରୀମନ୍ଦିର ପାଇଁ ଆଜି ଠାରୁ ସ୍ଵତନ୍ତ୍ର ସୁରକ୍ଷା ବାହିନୀ ନିଯୁକ୍ତି ଆରମ୍ଭ ହୋଇଛି। ୫ଟି ପର୍ଯ୍ୟାୟରେ ୧୭୨ ଅଫିସର ଓ ୧୪୯୯ ସିପାହୀ ଚୟନ ହେବେ। ଆଜି ୩୨୯ ଜଣ ପୋଲିସ କର୍ମଚାରୀ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀମନ୍ଦିରର ସୁରକ୍ଷା ଓ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ!-->…
ଯୁବକଙ୍କୁ ପିଟିପିଟି ହତ୍ୟା ,ପରେ ଘର ଆଗରେ ଫିଙ୍ଗିଦେଲେ ଦୁର୍ବୃତ୍ତ
ବ୍ରହ୍ମଗିରି : ଯୁବକଙ୍କୁ ପିଟିପିଟି ହତ୍ୟା । ହତ୍ୟା ପରେ ଘର ଆଗରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ତିଆରପାରି ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତ ଯୁବକ ହେଲେ ନକୁଳ ସାମଲ । ନକୁଳଙ୍କର ସେହି ଗାଁର ଅନ୍ୟ ଏକ ପରିବାର ସହ ଝଗଡା ହୋଇଥିଲା । ଏହାକୁ କେନ୍ଦ୍ର କରି!-->…
ବ୍ରହ୍ମପୁର ରେ ଚାଲିଛି ଆଇପିଏଲ ସଟ୍ଟା : ପୋଲିସ ପ୍ରଶାସନ ନିରବ : ହୋଇଛି କି ଫିକ୍ସଙ୍ଗ…!
ବ୍ରହ୍ମପୁର : ବର୍ତ୍ତମାନ ସାରା ଦେଶରେ ଆଇ ପି ଏଲ କ୍ରିକେଟ ଖେଳର ଗରମ lଫଟାଫଟ କ୍ରିକେଟର ଭାରତୀୟ ସଂସ୍କରଣ ଆପିଏଲ କ୍ରିକେଟ ମ୍ୟାଚ ଚଳିତ ମାସ ୨୨ ତାରିଖ ଠାରୁ ଆରମ୍ଭ ହୋଇଛି । କ୍ରିକେଟର ଏହି ରୋମାଞ୍ଚଭରା କ୍ରିକେଟ ପ୍ରତ୍ୟେକ ବର୍ଗଙ୍କୁ ବେଶ ଆକର୍ଶିତ କରୁଛି । ସନ୍ଧ୍ୟା ହୋଇଗଲେ ଟିଭି!-->…
ବଢୁଛି ବେପରୁଆ ଗାଡି ଚାଳନା , ବଢୁଛି ଦୁର୍ଘଟଣା :ଯାଞ୍ଚ ନା ରେ ହେଉଛି ବଟି ଆଦାୟ..!
ନୟାଗଡ଼: ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ସହିତ ଯାନବାହାନ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଇଛି।ଯାନବାହାନ ଚଳାଚଳ ନିୟନ୍ତ୍ରଣ ତଥା ସୁପରିଚାଳନା ପାଇଁ ବିଭିନ୍ନ ସଡ଼କ ନିୟମ ପ୍ରଣୟନ କରାଯାଇଛି । କିନ୍ତୁ ଅନେକ ସମୟରେ ବେପରୁଆ ଗାଡି ଚାଳନା ତଥା ନାବାଳକ (୧୮ ବର୍ଷରୁ) କମ୍ ବା ବିନା!-->…
ଆସିକା ରେ କଂଗ୍ରେସ ଦଳ ପକ୍ଷରୁ ଉତ୍କଳ ଦିବସ ପାଳିତ…
ବ୍ରହ୍ମପୁର : ଗଞ୍ଜାମ ଜ଼ିଲ୍ଲା କଂଗ୍ରେସ କମିଟି (ପଶ୍ଚିମ ) ତରଫରୁ ଉତ୍କଳ ଦିବସ ଖମ୍ବେଶ୍ବରୀ ପାଟଣା ସ୍ଥିତ କାଯ୍ୟାଳୟ ଠାରେ ଜ଼ିଲ୍ଲା ସଭାପତି ରବୀନ୍ଦ୍ର ନାଥ ଶର୍ମା ଙ୍କ ନେତ୍ୱତୀୟ ରେ ଅନୁଷ୍ଠିତ ହୋଇଯାଇଛି, ଆସ୍କା ସାଂସଦ ପାର୍ଥି ତଥା କଂଗ୍ରେସ ଯୁବ ନେତା ଦେବକାନ୍ତ ଶର୍ମା ଙ୍କ!-->…
ଏପ୍ରିଲରେ ନିଆଁ ବର୍ଷିବ, ଜୁନ ଯାଏ ଦେଶ ବ୍ୟାପୀ ପ୍ରଚଣ୍ଡ ଗ୍ରୀଷ୍ମତାପ
ଭୁବନେଶ୍ବର : ଏପ୍ରିଲରେ ନିଆଁ ବର୍ଷିବ। ଅସହ୍ୟ ତାତି ଅନୁଭୂତ ହେବ। ରାଜ୍ୟରେ ଗ୍ରୀଷ୍ମଲହରୀ ସ୍ବାଭାବିକରୁ ଅଧିକ ଦିନ ରହିବ; ପ୍ରଚଣ୍ଡ ଖରା ହେବ। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଅଧିକ ରହିବ। ଉପକୂଳବର୍ତ୍ତୀ ଜିଲାରେ ତାତି ସାମାନ୍ୟ କମ୍ ରହିପାରେ। ଚଳିତ ମାସରେ!-->…