‘ବାଇଡେନ ପ୍ରଶାସନ ପୁଟିନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲା’

ନ୍ୟୁୟର୍କ: ପୂର୍ବତନ ଫକ୍ସ ନ୍ୟୁଜ୍ ଆଙ୍କର ଏବଂ ବରିଷ୍ଠ ସାମ୍ବାଦିକ ଟକର କାର୍ଲସନ ତାଙ୍କ ପୋଡକାଷ୍ଟ "ଦି ଟକର କାର୍ଲସନ ଶୋ" ସମୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି । ସେ ଅଭିଯୋଗ କରିଥିଲେ ଯେ ଜୋ ବାଇଡେନ ପ୍ରଶାସନ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବାକୁ ଚେଷ୍ଟା

ସ୍ନାନ ସାରି ଫେରୁଥିବା ବେଳେ ଭିଡ଼ ଭିତରେ ଚାପି ହୋଇ ମୋ ସ୍ତ୍ରୀର ଉଡ଼ିଗଲା ପ୍ରାଣବାୟୁ

ପ୍ରୟାଗରାଜ: ପ୍ରୟାଗରାଜରେ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳାରେ ସାଧୁ, ସନ୍ଥ ଓ ଲୋକଙ୍କ ପ୍ରବଳ ଗହଳି ଜମୁଛି। ଗତ ମଙ୍ଗଳବାର ରାତିରେ ଏହି ଗହଳି ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଏହି ଦଳାଚକଟାରେ ଏଯାଏଁ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ

ପରମାଣୁ ବୈଜ୍ଞାନିକମାନେ ସେଟ୍ କଲେ ପ୍ରଳୟର ସମୟ, ମଧ୍ୟରାତ୍ରିର ନିକଟତର ହେଲା ‘ଡୁମ୍ସଡେ କ୍ଲକ’

ନୂଆଦିଲ୍ଲୀ ୨୯/୦୧: ପରମାଣୁ ବୈଜ୍ଞାନିକ ତିଆରି କରିଥିଲେ ପ୍ରଳୟର ଘଣ୍ଟା । ୭୮ ବର୍ଷ ପୂର୍ବ ପରମାଣୁ ବୈଜ୍ଞାନିକ ଏକ ନିଆରା ଘଣ୍ଟାକୁ ତିଆରି କରିଥିଲେ । ଯାହାକୁ ‘ଡୁମ୍ସଡେ କ୍ଲକ୍’ ବୋଲି ନାମ ଦିଆଯାଇଛି । ମହାବିନାଶର ସମୟ ଜାଣିବା ପାଇଁ ତିଆରି କରାଯାଇଥିଲା ସେହି ଘଡି। ଯେଉଁଥିରେ ସମୟ

ସାଉଦି ଆରବରେ ସଡ଼କ ଦୁର୍ଘଟଣା: ୯ ଭାରତୀୟଙ୍କ ମୃତ୍ୟୁ

ଜେଦା: ସାଉଦି ଆରବର ପଶ୍ଚିମ ଅଞ୍ଚଳର ଜିଜାନ ନିକଟରେ ବୁଧବାର ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୯ ଜଣ ଭାରତୀୟଙ୍କର ମୃତ୍ୟୁ ଘଟିଛି। ଏହି ସଡ଼କ ଦୁର୍ଘଟଣା ନେଇ ସମବେଦନା ଜଣାଇ ଜେଦାରେ ଥିବା ଭାରତୀୟ କନସୁଲେଟ୍ କହିଛନ୍ତି ଯେ, ପୀଡ଼ିତ ପରିବାରକୁ ସମ୍ପୂର୍ଣ୍ଣ ସହାୟତା କରାଯିବ।

ମହାକୁମ୍ଭରେ ଦଳାଚକଟାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପାଇଁ ଶୋକ ପ୍ରକାଶ କଲେ ମୋଦୀ

ପ୍ରୟ‌ାଗରାଜ: ବୁଧବାର ସକାଳେ ପ୍ରୟାଗରାଜର ମହାକୁମ୍ଭରେ ଦଳାଚକଟା ହେବା ପରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ମୌନୀ ଅମାବାସ୍ୟାରେ ପବିତ୍ର ବୁଡ଼ ପକାଇବା ପାଇଁ ହଜାର ହଜାର ଭକ୍ତ ତ୍ରିବେଣୀ ସଂଗମରେ ପ୍ରବେଶ କରିବା ସମୟରେ ଏହି ଅଘଟଣ ଘଟିଥିଲା।ମୃତକଙ୍କ ବ୍ୟତୀତ ଅନେକ ଲୋକ ଆହତ

ମହାକୁମ୍ଭରେ ମହାଅଘଟଣ: ଦଳାଚକଟାରେ ୧୦ ମୃତ ଆଶଙ୍କା, ଶତାଧିକ ଆହତ

ପ୍ରୟାଗରାଜ : ମହାକୁମ୍ଭରେ ଦଳାଚକଟା । ଅଧିକ ଭିଡ କାରଣରୁ ଦଳାଚକଟା । ଦଳାଚକଟାରେ ୧୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ପ୍ରୟାଗରାଜ ମେଡିକାଲରେ ଭର୍ତ୍ତି କରାଯାଇଛି ।ଦଳାଚକଟା ପରେ ମୁଖ୍ୟମନ୍ତ୍ରୀ ଯୋଗୀ

ଭାରତକୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ବିକ୍ରି କରିବାକୁ ଚାପ ପକାଉଛନ୍ତି ଟ୍ରମ୍ପ

ୱାଶିଂଟନ୍: ଆମେରିକାର ନୂତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାହୁଁଛନ୍ତି ଯେ, ଭାରତ ସର୍ବାଧିକ ସଂଖ୍ୟକ ଆମେରିକୀୟ ଅସ୍ତ୍ରଶସ୍ତ୍ର କିଣୁ। ଆମେରିକାର ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଡୋନାଲ୍ଡ ଟ୍ରମ୍ପ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଚାପ ପକାଇଥିବା କୁହାଯାଉଛି। ବୈଦେଶିକ

ଗଞ୍ଜାମ ଜିଲ୍ଲା ରେ ଚୋରା ବାଲି ମାଫିଆ ମୁହାଁ ମୁହିଁ : ମୁଣ୍ଡ ଗଡ଼ିବା ସମ୍ଭାବନା ଅଧିକ..!

ପ୍ରଶାସନ ନିରବଦ୍ରଷ୍ଟା ସାଜି କରୁଛି ଫିକ୍ସଙ୍ଗ..!, କାହାକୁ କରାଇବେ ଚୁପ….! କିଏ ହେବ ପ୍ରଶାସନ ର ଗେଲ୍ହା ପୁଅ..? କିଛି ମଧ୍ୟସ୍ଥି ସାଜିଥିବା ଗୋଦି ମିଡ଼ିଆ ଏବେ ବାଲି ମାଫିଆ ଙ୍କ ଟାର୍ଗେଟ ରେ..!!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଶେରଗଡ଼ ତହସିଲ ଅଞ୍ଚଳର ବ୍ରହ୍ମଣଛାଇ ଓ ପାକିଡ଼ି

ଦୀପ ତଳ ଅନ୍ଧାର :-ଗଞ୍ଜାମ ଜିଲ୍ଲାରେ ବିଭାଗୀୟ ମନ୍ତ୍ରୀ ଥାଇବି, ଅଧିକାଂଶ ଗାଡ଼ି ବିନା ବୀମା ଓ ଫିଟନେସ ରେ…

ଯାଞ୍ଚ ନା ରେ ଆଦାୟ ପ୍ରବଳ କାମ ଦୁର୍ବଳ...!! ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଅନେକ ଗାଡ଼ିର ବୀମା, ପଲ୍ୟୁସନ୍ ଓ ଫିଟନେସ ନଥିବାର ଗାଡ଼ି ଖୁଲାମ ଖୁଲା ଚାଲଛି। ଗଞ୍ଜାମ ଜିଲ୍ଲାରେ ପରିବହନ ମନ୍ତ୍ରୀ ରହିଛନ୍ତି। ହେଲେ ଅଧିକାଂଶ ଗାଡ଼ି ବିନା ପରମିଟ, ବିନା ଇନ୍ସୁରାନ୍ସ, ବିନା ପଲ୍ୟୁସନ