ନୟାଗଡ଼ ଜିଲ୍ଲାରେ ନୂତନ ଶିକ୍ଷାଧିକାରୀଙ୍କ ଯୋଗଦାନ…

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ନୂତନ ଶିକ୍ଷାଧିକାରୀ ଭାବେ ଚିତ୍ତରଞ୍ଜନ ପାଣ୍ଡେ ଯୋଗଦେଇଛନ୍ତି । ନୂତନ ଶିକ୍ଷାଧିକାରୀ ଙ୍କୁ ବିଭିନ୍ନ ଶିକ୍ଷକ ସଂଘ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।ଜିଲ୍ଲା ପ୍ରାଥମିକ ସଂଘ, ନୂତନ ପେନସନଭୁକ୍ତ ପ୍ରାଥମିକ ସଂଘ, ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ,ବେସରକାରୀ

ଧର୍ମକୁ ଆଖି ଠାର ନୀତିରେ ଚାଲିଛି ଆସିକା ବନାଞ୍ଚଳ ରେ ପକ୍ଷୀ ଓ ବିରଳ କୃଷ୍ଣସାର ମୃଗ ଗଣନା…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବନାଞ୍ଚଳ ଅଧୀନ ରେ ଥିବା ଭେଟ୍ଟନଈ ଅଞ୍ଚଳ ରେ ଅବାଧରେ ଦଳ ଦଳ ହୋଇ ବିରଳ କୃଷ୍ଣ ସାର ମୃଗ ବିଚରଣ କରନ୍ତି। ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାର ର ଲୋକେ ଏହି ବିରଳ କୃଷ୍ଣସାର ମୃଗ ଦେଖିବାକୁ ଆସନ୍ତି। ଏମାନଙ୍କର ରକ୍ଷଣା ବେକ୍ଷଣା ପାଇଁ ସରକାର ଲକ୍ଷ

ମାଲକାନଗିରି ଆରଏମସି ରେ ଦୁର୍ନୀତି ର ଗନ୍ଧ :ଉଚ୍ଚ ସ୍ତରୀୟ ଭିଜିଲାନ୍ସ ତଦନ୍ତ ଦାବି…

ତ୍ରିକୋଣିଆ ମଧୁଚନ୍ଦ୍ରିକା ରେ ଉର୍ନ୍ନୟନ ମୂଳକ କାର୍ଯ୍ୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟକାରିତା ଉପରେ ଉଠୁଛି ଆଙ୍ଗୁଠି..! ଭୁବନେଶ୍ୱର :ମାଲକାନଗିରି ନିୟନ୍ତ୍ରିତ ବଜାର କମିଟି (ଆରଏମସି) ରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଈଛି। ଦାୟିତ୍ଵ ରେ ଥିବା ଅସ୍ଥାୟୀ ସମ୍ପାଦକଙ୍କ

ଟିପିଏସ୍ଓଡିଏଲ୍ ପକ୍ଷରୁ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ(ଟିପିଏସ୍ଓଡିଏଲ୍) ପକ୍ଷରୁ ବ୍ରହ୍ମପୁର ସ୍ଥିତ କର୍ପୋରେଟ ଅଫିସରେ ଉତ୍ସାହ ଏବଂ ଦେଶାତ୍ମବୋଧ ଭାବନା ସହ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ କମ୍ପାନୀର ବରିଷ୍ଟ ଅଧିକାରୀ, କର୍ମଚାରୀ ଓ

ସ୍ବତନ୍ତ୍ର ରାଜ୍ୟ ପାହ୍ୟା, ଦରଦାମ ବୃଦ୍ଧି ପ୍ରସଙ୍ଗ ଉଠାଇବେ ବିଜେଡି ସାଂସଦ

ଭୁବନେଶ୍ବର: ଆଗାମୀ ଜାନୁଆରୀ ୩୧ରେ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ। ଏହି ଅଧିବେଶନରେ ବିଜେଡିର ସାଂସଦମାନେ ସାଢ଼େ ୪ କୋଟି ଓଡ଼ିଆଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏକାଧିକ ଦାବି କରିବେ। ବଜେଟ୍‌ ଅଧିବେଶନ ପୂର୍ବରୁ ଆଜି ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି

ଫେବ୍ରୁଆରୀରେ ମୋଦି ଆସୁଛନ୍ତି ହ୍ବାଇଟ ହାଉସ, ଟ୍ବିଟ କରି ସୂଚନା ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ : ଫେବ୍ରୁଆରୀରେ ପୁଣି ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା । ନିଜେ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି ଟ୍ରମ୍ପ । ଗଣମାଧ୍ୟମକୁ ଇଣ୍ଟରଭ୍ୟୁରେ ଟ୍ରମ୍ପ କହିଛନ୍ତି ସୋମବାର ଭାରତର ପ୍ରଦାନମନ୍ତ୍ରୀ ମୋଦିଙ୍କ ସହ ଅନେକ ସମୟ

ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ : ପ୍ରଥମ ଦିନର ଅପରାହ୍‌ଣ ସୁଦ୍ଧା ୫୪ଟି ବୁଝାମଣାପତ୍ର ସ୍ବାକ୍ଷରିତ

ଭୁବନେଶ୍ବର: ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫ ସମ୍ମିଳନୀ ଆଜି ଠାରୁ ଭୁବନେଶ୍ବରରେ ଆରମ୍ଭ ହୋଇଯାଇଛି। ସ୍ଥାନୀୟ ଜନତା ମଇଦାନରେ ଆୟୋଜିତ ଏହି ଦୁଇ ଦିନିଆ ଶିଳ୍ପ ସମ୍ମିଳନୀ ବୁଧବାର ସନ୍ଧ୍ୟାରେ ଶେଷ ହେବ। ଏହାରି ମଧ୍ୟରେ ଷ୍ଟାର୍ଟଅପ୍ ଓଡ଼ିଶା, ସ୍କିଲ୍‌ଡ

ଉତ୍କର୍ଷ ଓଡ଼ିଶା କନକ୍ଲେଭ: “ନୂଆ ଭାରତ ଗଠନରେ ଓଡ଼ିଶାର ପ୍ରମୂଖ ଭୂମିକା ରହିବ” କହିଲେ ମୋଦି

ଭୁବନେଶ୍ୱର : ଉତ୍କର୍ଷ ଓଡ଼ିଶା କନକ୍ଲେଭ-୨୦୨୫ ଭୁବନେଶ୍ୱର ଜନତା ମଇଦାନରେ ଉଦଘାଟିତ ହୋଇଛି । ଆନୁଷ୍ଠାନିକ ଭାବେ ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ‘ଜୟ ଜଗନ୍ନାଥ’ରୁ ଉଦବୋଧନ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି

ସରକାରୀ ପାଣ୍ଠିରେ ପୁନରୁଦ୍ଧାର ହେବ ରାଷ୍ଟ୍ରାୟତ୍ତ କମ୍ପାନୀ: ‘ପବନ ହଂସ’ରେ ପ୍ରାୟ ୨୩୦ ନିୟୁତ ଡଲାରରୁ ୩୫୦ ନିୟୁତ…

ନୂଆଦିଲ୍ଲୀ: ଆଞ୍ଚଳିକ ଦଳ ସହଯୋଗରେ କ୍ଷମତାକୁ ଫେରିବା ପରେ ଚାପରେ ଥିବା ମୋଦୀ ସରକାର ଘରୋଇକରଣ ଛାଡ଼ି ଋଗ୍ଣ ସରକାରୀ ଉଦ୍ୟୋଗରେ କୋଟି କୋଟି ଟଙ୍କା ନିବେଶ କରୁଛନ୍ତି। ୨୦୨୫ରେ ଗୋଟିଏ ମାସ ମଧ୍ୟରେ, କେନ୍ଦ୍ର ସରକାର ଦୁଇଟି ରାଷ୍ଟ୍ରାୟତ୍ତ ଫାର୍ମକୁ ଘରୋଇ କମ୍ପାନୀକୁ ବିକ୍ରି କରିବାରେ ବିଫଳ

ଯେଉଁମାନଙ୍କୁ କଲ୍‌ ଓ ମେସେଜ ଆସିଛି, ବ୍ୟାଙ୍କ ଯାଇ NPCI ଆକ୍ଟିଭେଟ କରନ୍ତୁ : ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା। ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାରେ ଏପର୍ଯ୍ୟନ୍ତ ସାମିଲ ହୋଇପାରି ନଥିବା ମହିଳା ଆବେଦନକାରୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପରାମର୍ଶ ଦେଇଛନ୍ତି। ଯେଉଁ ଆବେଦନକାରୀଙ୍କର ଏନ୍‌ପିସିଆଇ ତ୍ରୁଟି ରହିଛି,