Sign in
Sign in
Recover your password.
A password will be e-mailed to you.
ଶ୍ରୀଲଙ୍କା ନୌସେନା ଗୁଳିରେ ୫ ଭାରତୀୟ ମତ୍ସ୍ୟଜୀବୀ ଆହତ
ଭାରତୀୟ ମତ୍ସ୍ୟଜୀବୀଙ୍କ ଉପରେ ଗୁଳି ଚଳାଇଛି ଶ୍ରୀଲଙ୍କା ନୌସେନା । ଏଥିରେ ୫ ମତ୍ସ୍ୟଜୀବୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହି ଘଟଣାରେ ଭାରତର ବୈଦେଶିକ ମନ୍ତ୍ରଣାଳୟ କଡ଼ା ପ୍ରତିକ୍ରିୟା ଦେଇ ଶ୍ରୀଲଙ୍କା ନୌସେନାର କାର୍ଯ୍ୟାନୁଷ୍ଠାନକୁ ତୀବ୍ର!-->…
ମେକ୍ ଇନ୍ ଓଡ଼ିଶାର ନାଁ ବଦଳାଇ ଉତ୍କର୍ଷ ଓଡ଼ିଶା କରିଛନ୍ତି : ଦେବୀ ମିଶ୍ର
ଭୁବନେଶ୍ବର :ଉତ୍କର୍ଷ ଓଡ଼ିଶା କନକ୍ଲେଭ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡ଼ି ନେତା ଦେବୀ ମିଶ୍ର । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଆସିଲେ ଅନେକ ପ୍ରତିଶ୍ରୁତି ଦେଲେ । ସ୍ଵାଗତଯୋଗ୍ୟ କଥା । କିନ୍ତୁ ଯାହା କୁହାଯାଉଛି ତାହା ହେଉନି । ୨୦୧୬ରେ ନବୀନ ସରକାର ସମୟରେ ପ୍ରଥମେ ମେକ୍!-->…
ମୁଇଜୁଙ୍କ ସଙ୍କଟ ବଢ଼ିଲା: ବାଚସ୍ପତିଙ୍କ ସହ ବିବାଦ
ମାଲେ: ମାଳଦ୍ୱୀପର ରାଜନୀତି ପୁଣି ଥରେ ସରଗରମ ହେବାରେ ଲାଗିଛି। ଦେଶର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଏବଂ ସଂସଦ ବାଚସ୍ପତି ଅବଦୁଲ ରହିମ ଅବଦୁଲ୍ଲାଙ୍କ ମଧ୍ୟରେ ବିବାଦ ସାମ୍ନାକୁ ଆସିଛି। ମହମ୍ମଦ ମୁଇଜୁ ବାଚସ୍ପତି ଅବଦୁଲ ରହିମଙ୍କ ପୁଅ ଇବ୍ରାହିମ ଫୈ ସଲଙ୍କୁ ପର୍ଯ୍ୟଟନ ମନ୍ତ୍ରୀ ପଦରୁ!-->…
ପୁଣି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଉଦ୍ୟମ, ଅଭିଯୁକ୍ତ ଗିରଫ
ଭୁବନେଶ୍ୱର : ପୁଣି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଉଦ୍ୟମ । ନୟାପଲ୍ଲୀ ସ୍ଥିତ ଅନ୍ୟ ଏକ ଘରକୁ ବିଳମ୍ୱିତ ରାତିରେ ପଶିବାକୁ ଉଦ୍ୟମ କରୁଥିବା ବେଳେ ଜଣେ ଗିରଫ । ଅଭିଯୁକ୍ତକୁ ଗିରଫ କରିଛି ନୟାପଲ୍ଲୀ ପୋଲିସ । ଗିରଫ ଅଭିଯୁକ୍ତର ଘର ସାଲିଆ ସାହି ବୋଲି ଜଣାପଡିଛି । ସେ ଜଣେ!-->…
ସମ୍ପ୍ରସାରିତ ହେବ କଟକ, ସିଡିଏରେ ମିଶିବ ୧୦୨ ଗାଁ
କଟକ: ବୃଦ୍ଧି ପାଇବ ସିଲଭର ସିଟି କଟକର ସୀମା । କଟକ ସହିତ ସାମିଲ ହେବ ଆହୁରି ଅନେକ ଗାଁ । କଟକର ସୀମାକୁ ସମ୍ପ୍ରସାରିତ କରି ସିଡିଏ ସହିତ ଆଉ ୧୦୨ଟି ଗାଁକୁ ଯୋଡା ଯିବ । ଏନେଇ ସୂଚନା ଦେଇଛନ୍ତି, ସିଡିଏ ଉପାଧ୍ୟକ୍ଷ ଅନାମ ଚରଣ ପାତ୍ର ।
ସେ କହିଛନ୍ତି, କଟକ ସମ୍ପ୍ରସାରିତ ହେବ । ଏଥିରେ!-->!-->!-->…
ପୁଣି ଜେଲରୁ ବାହାରିଲେ ରାମ ରହିମ, ଦିଲ୍ଲୀ ନିର୍ବାଚନ ପୂର୍ବରୁ ୩୦ ଦିନିଆ ପାରୋଲ
ରୋହତକ: ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁନାରିଆ ଜେଲରେ ଦଣ୍ଡ ଭୋଗୁଥିବା ସିରସା ଡେରା ମୁଖ୍ୟ ରାମ ରହିମ ନବମ ଥର ପାଇଁ ପାରୋଲରେ ଜେଲରୁ ବାହାରିଛନ୍ତି। ଦିଲ୍ଲୀ ନିର୍ବାଚନ ପୂର୍ବରୁ ରାମ ରହିମଙ୍କୁ ୩୦ ଦିନିଆ ପାରୋଲ ମିଳିଛି। ରାମ ରହିମ ରୋହତକ ଜେଲରୁ ସିରସା ଅଭିମୁଖେ ବାହାରି ଯାଇଛନ୍ତି।!-->…
ଶିକ୍ଷୟତ୍ରୀ ବଦଳି ଦାବି ନେଇ ବୃଦ୍ଧି ପାଉଛି ଅସନ୍ତୋଷ : ବିଦ୍ୟାଳୟ ଫାଠକରେ ତାଲା ପକାଇ ଶିକ୍ଷାର୍ଥୀଙ୍କ ଆନ୍ଦୋଳନ
ହିଞ୍ଜିଳିକାଟୁ : ବିଦ୍ୟାଳୟର ୩ ଜଣ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ଏକକାଳୀନ ବଦଳି କରିବା ପରେ ଅସନ୍ତୋଷ ବୃଦ୍ଧି ପାଇଛି। ଜୈନିକା ଶିକ୍ଷୟତ୍ରୀଙ୍କ ବଦଳି ବାତିଲ କରିବା ନେଇ ଶିକ୍ଷାର୍ଥୀ ମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛନ୍ତି। ଏଭଳି ଏକ ଘଟଣା ମଙ୍ଗଳବାର ହିଞ୍ଜିଳିକାଟୁ ବ୍ଲକ୍ ଆଲପୁର!-->…
ରାୟଗଡା, କେନ୍ଦୁଝରରେ ପ୍ଲାଣ୍ଟ: ନିବେଶ ହେବ ଲକ୍ଷେ ୭୦ ହଜାର କୋଟି
ଭୁବନେଶ୍ବର: ଉତ୍କର୍ଷ ଓଡିଶା ଆରମ୍ଭରୁ ହିଁ ରାଜ୍ୟରେ ଆରମ୍ଭ ହୋଇଯାଇଛି ପୁଞ୍ଜି ନିବେଶ । ରାୟଗଡା ଏବଂ କେନ୍ଦୁଝରରେ ଦୁଇଟି ମେଗା ଷ୍ଟିଲ୍ ପ୍ଲାଣ୍ଟ ନିର୍ମାଣ ହେବାକୁ ଯାଉଛି । ଏଥିପାଇଁ ମୋଟ ୧ ଲକ୍ଷ ୭୦ ହଜାର କୋଟି ନିବେଶ କରିବେ ନିବେଶକ ।
ରାୟଗଡାରେ ନୂଆ ପ୍ଲାଣ୍ଟ ପ୍ରତିଷ୍ଠା କରିବ!-->!-->!-->…
ଟେକନଲୋଜୀ ନକଲ କରି ଡିପସିକ୍ ଏଆଇ ତିଆରି କରିଛି ଚୀନ : ମସ୍କ
ନ୍ୟୁୟର୍କ: ଶସ୍ତା ଏଆଇ ଆର-୧ ଆଣି ବିଶ୍ୱର ବଡ଼ ଟେକନୋଲୋଜି କମ୍ପାନୀ ମାଇକ୍ରୋସଫ୍ଟ, ଗୁଗୁଲ, ମେଟା, ଏନଭିଡିଆ ଏବଂ ଓପନ ଏଆଇର ମୁଣ୍ଡ ବ୍ୟଥା ବଢାଇଥିବା ଚାଇନାଷ୍ଟାର୍ଟଅପ୍ ଡିପସିକର ଦାବିକୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଏପରିକି ଦୀପସିକ ବିରୋଧରେ ଟେକନଲୋଜୀ ଠକେଇ ଅଭିଯୋଗ ଆସୁଛି।!-->…
ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥ, ଭୁବନେଶ୍ୱରରୁ ହାଇଦ୍ରାବାଦ ହେଲେ ଏୟାରଲିଫ୍ଟ
ଭୁବନେଶ୍ୱର : ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥ । ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ଏବେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରରୁ ହାଇଦ୍ରାବାଦ ଏୟାରଲିଫ୍ଟ!-->…