Sign in
Sign in
Recover your password.
A password will be e-mailed to you.
ମହାନଦୀ ଜଳ ବିବାଦ ହେବ ସମାଧାନ, ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ସାକ୍ଷାତ
ଭୁବନେଶ୍ୱର : ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ବିଭିନ୍ନ ବିଷୟ ସହିତ ମହାନଦୀ ଜଳ ବିବାଦ ସମ୍ପର୍କରେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା!-->…
ବି ନୁଆଗଡ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବି ନୁଆଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅତିରିକ୍ତ!-->…
ରାଇଘରରେ ଉନ୍ନତ ବିଜୁଳି ସେବା ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ଯୋଡ଼ିଙ୍ଗା ପିଏସ୍ଏସ୍ କାର୍ଯ୍ୟକ୍ଷମ…
-- ଯୋଡ଼ିଙ୍ଗାଠାରେ ନୂତନ ପିଏସ୍ଏସ୍ ସ୍ଥାପନ
-- ତୁରୁଢ଼ି ଏବଂ ପ୍ରାଚୀପଡ଼ାରେ ଦୁଇଟି ୧୧ କେଭି ଫିଡର କାର୍ଯ୍ୟକ୍ଷମ
-- ୭,୫୦୦ ରୁ ଉର୍ଦ୍ଧ୍ବ ଉପଭୋକ୍ତା ଉପକୃତ ହେବେ
ଉମରକୋଟ : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍!-->!-->!-->!-->!-->!-->!-->…
ଦୈନିକ ବଜାରର ଚାହା ଦୋକାନୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମାଲକାନଗିରି…
ମାଲକାନଗିରି : ମାଲକାନଗିରିର ଦୈନିକ ବଜାରର ଚାହା ଦୋକାନୀ ହୋଲି ସମୟରେ ଗାଧୋଇବା ସମୟରେ ଅସୁସ୍ଥ ହୋଇପଡିଥିଲେ । ଚିକିତ୍ସା ଧୀନ ଯୁବକଙ୍କୁ ଭୁବନେଶ୍ବର ସମ ହସ୍ପିଟାଲରେ ଭେଟି ପରିବାରଙ୍କୁ ସହାୟତା ପାଇଁ ହାତ ବଢ଼ାଇଛନ୍ତି ମାଲକାନଗିରି ବିଧାୟକ ନରସିଂହ ମାଡକାମୀ । ଯୁବକ ଜଣକ ସ୍ଥାନୀୟ ସଦର!-->…
ଟିପର ସହିତ ବାଇକ ଧକ୍କା : ଭାଇ ଭଉଣୀ ଆହତ
ମାଲକାନଗିରି : ଟିପର ସହିତ ବାଇକ ଧକ୍କା ହୋଇ ଦୁର୍ଘଟଣାରେ ଭାଇ ଭଉଣୀ ଆହତ, ଦୁର୍ଘଟଣା ଘଟାଇଥିବା ଗାଡି ଚାଳକ ଥାନାରେ ଆତ୍ମ ସମର୍ପଣ କରିଛି। ସୂଚନା ଅନୁଯାୟୀ ମାଲକାନଗିରି ଜୟପୁର ୩୨୬ନମ୍ବର ଜାତୀୟ ରାଜପଥ ମାଲକାନଗିରି ସିନ୍ଦ୍ରିମାଳ ପଞ୍ଚାୟତ ବନ୍ଧଗୁଡା ବୁଲାଣି ନିକଟରେ ଏକ ଟିପରକୁ!-->…
ରାୟଗଡ଼ା ଗ୍ରୀନ ରାୟଗଡ଼ା ପକ୍ଷରୁ ବିଶ୍ଵ ଜଳଦିବସ ପାଳିତ
ରାୟଗଡ଼ା : ବିଶ୍ଵ ଜଳ ଦିବସ ଅବସରରେ ରାୟଗଡ଼ା ଜିଲ୍ଲା ର ଏକ ଅଗ୍ରଣୀ ସାମାଜିକ ସଂଗଠନ ଗ୍ରୀନ ରାୟଗଡ଼ା ପକ୍ଷରୁ ଆଜି ବିଶ୍ଵ ଜଳ ଦିବସ ପାଳନ କରାଯାଇଛି । ଏହି ଅବସରରେ ଗ୍ରୀନ ରାୟଗଡ଼ା ଅନୁଷ୍ଠାନ ର ସଂଯୋଜକ ଶ୍ରୀ କୃଷ୍ଣ କାନ୍ତ ଜେନା ଏବଂ ଯୋଗେଶ୍ୱର ଦାସଙ୍କ ନେତୃତ୍ବରେ ଆଜି ପ୍ରଥମେ!-->…
ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ମଙ୍ଗଳ ଯାତ୍ରାରେ ଆଦାନୀ ଫାଉଣ୍ଡେସନର ସହଯୋଗ
ଛତ୍ରପୁର : ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ମଙ୍ଗଳ ଯାତ୍ରା ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲାବେଳେ ଏଥିରେ ସହଯୋଗର ହାତ ବଢାଇଛି ଆଦାନୀ ଫାଉଣ୍ଡେସନ। ଆଜି ଏକ ବିଶେଷ ମୂହର୍ତରେ ଗଞ୍ଜାମ!-->…
ଜଳବାୟୁ ପରିବର୍ତ୍ତନରେ ଜଳଚକ୍ର ନିରନ୍ତର ବିକାଶର ପ୍ରୟାସ
ବ୍ରହ୍ମପୁର : ଜଳ ପାଇବା ଏକ ମାନବ ଅଧିକାର ତଥାପି ଆଜି 2.2 ବିଲିୟନ ଜନସାଧାରଣ ପାନୀୟ ଜଳ ସେବା ରୁ ବଞ୍ଚିତ ହେବ। ସହ ସେମାନଙ୍କ ଜୀବନ ଯାପନ ବିନାଶକାରୀ କୁ ପ୍ରଭାବିତ ହେଉଛି ଏବଂ ଆଗାମୀ ଦିନରେ ଆହୁରି ଅଧିକ ଜଳ ସଙ୍କଟ ଦେଖା ଦେବ ବୋଲି ଜାତିସଂଘ ଆନୁମାନିକ କରିଛି। ଏହାକୁ ନିରାକରଣ କରିବା!-->…
ସମବାୟ ସମ୍ପାଦକ ନିଲମ୍ବିତ
ହିଞ୍ଜିଳିକାଟୁ : ପଦାରେ ପଡିଲା ସାରୁ ସମବାୟ ସମିତି ସମ୍ପାଦକଙ୍କ କଳା କାରନାମା ।ପଦାରେ ପଡିଲା ସାରୁ ସମବାୟ ସମିତି ସମ୍ପାଦକଙ୍କ କଳା କାରନାମା । ଖାଲି ପଡିଆରେ ଧାନ ଚାଷ ହୋଇଥିବା ଦର୍ଶାଇ ଚାଷୀମାନଙ୍କ ନାମ ପଞ୍ଜୀକରଣ କରିବା ସହିତ ଧାନର ସର୍ବନିମ୍ନ ମୂଲ୍ୟ ହଡପ ଅଭିଯୋଗରେ ପାଞ୍ଚଜଣ ସମବାୟ!-->…
ନିର୍ବାଚନ ଅଧିକାରୀ ଓ ରାଜନୈତିକ ଦଳମାନଙ୍କ ତୃଣମୂଳସ୍ତରୀୟ ବୈଠକ
ଏହି ବୈଠକରେ ରାଜନୈତିକ ଦଳଗୁଡ଼ିକର ସକ୍ରିୟ ଅଂଶଗ୍ରହଣ
ମାଲକାନଗିରି : ଦେଶବ୍ୟାପୀ ୪,୧୨୩ ଜଣ ନିର୍ବାଚନ ରେଜିଷ୍ଟ୍ରେସନ ଅଧିକାରୀ ସେମାନଙ୍କ ନିଜ ନିଜ ବିଧାନସଭା ନିର୍ବାଚନମଣ୍ଡଳୀରେ ଯେକୌଣସି ବିଚାରାଧୀନ ପୋଲିଂ ବୁଥ୍ ସ୍ତରୀୟ ସମସ୍ୟାର ସମାଧାନ ପାଇଁ ସର୍ବଦଳୀୟ ବୈଠକ କରୁଛନ୍ତି ।!-->!-->!-->!-->!-->…