ବ୍ରହ୍ମପୁର ମହାନଗରେ ରହିଥିବା ପୋଖରୀର ପୁନଃ ଉଦ୍ଧାର ପାଇଁ କମିସିନର ଙ୍କୁ ଦାବିପତ୍ର

ବ୍ରହ୍ମପୁର : ବ୍ରହ୍ମପୁର ମହାଜଗର ନିଗମ ଅଧୀନରେ ଥିବା ସମସ୍ତ ପୋଖରୀ ଗୁଡିକ ସଫାକରିବା ନିମନ୍ତେ ଅନୁରୋଧ କରିଛି ସଂଘ। ଚଳିତ ବର୍ଷ ଦଣ୍ଡଯାତ୍ରା ଆସନ୍ତା ୨୫ତା ରିଖ ଆରମ୍ଭ ହେବ। ବ୍ରହ୍ମପୁର ମହାନଗର ବଣ୍ଡ ଯାତ୍ରା ର କେନ୍ଦ୍ର ସ୍ଥଳୀ ରହିଛି । ପ୍ରାୟ ପ୍ରତ୍ୟକ ଛକ, ବଜାର ମା ଦଣ୍ଡ…

୨୦୨୫ ପାଇଁ ସାହିତ୍ୟ ଭାରତୀ ସମ୍ମାନ ପାଇବେ ସାହିତ୍ୟିକ ଶୈଳଜ ରବି

ଭୁବନେଶ୍ବର : ଚଳିତ ବର୍ଷର ସମ୍ମାନ ଜନକ ସାହିତ୍ୟ ଭାରତୀ ସମ୍ମାନ ପାଇବେ ବିଶିଷ୍ଟ ସାହିତ୍ୟିକ ଶୈଳଜ ରବି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ ଏହି ଘୋଷଣା କରାଯାଇଛି। ପୁରସ୍କାର ସ୍ୱରୂପ ୧ ଲକ୍ଷ ଟଙ୍କାର ଉପାୟନ ଓ କୋଣାର୍କ ମନ୍ଦିରର ଏକ ରୌପ୍ୟ…

ବାଂଲାଦେଶ ଛାତ୍ର ଆନ୍ଦୋଳନରେ ଲାଗିଛି ବିଦେଶୀ ପାଣ୍ଠି, କ୍ରିପ୍ଟୋରେ ଶତାଧିକ କୋଟିର ନିବେଶ

ନୂଆଦିଲ୍ଲୀ : ବାଂଲାଦେଶରେ ଘଟିଥିବା ଛାତ୍ର ଆନ୍ଦୋଳନ ଉଗ୍ର ରୂପ ନେବା ଫଳରେ ଶେଖ ହାସିନାଙ୍କ ସରକାର ଭାଙ୍ଗିଯାଇଥିଲା। ତେବେ ଏହି ଆନ୍ଦୋଳନ ପଛରେ ବଡ଼ ଷଡ଼ଯନ୍ତ୍ର ହୋଇଥିବା ସାମ୍ନାକୁ ଆସିଛି। ଛାତ୍ର ଆନ୍ଦୋଳନକୁ ବ୍ୟାପକ କରିବା ଲାଗି ବହୁ ପରିମାଣର ବିଦେଶୀ ପାଣ୍ଠି ବିନିଯୋଗ ହୋଇଥିବା…

୫୯ତମ ଜ୍ଞାନପୀଠ ପୁରସ୍କାର ପାଇଁ ହିନ୍ଦୀ ଲେଖକ ବିନୋଦ କୁମାର ଶୁକ୍ଳା ମନୋନୀତ

ନୂଆଦିଲ୍ଲୀ : ବିଶିଷ୍ଟ ହିନ୍ଦୀ ଲେଖକ ବିନୋଦ କୁମାର ଶୁକ୍ଳାଙ୍କୁ ଭାରତର ସର୍ବୋଚ୍ଚ ସାହିତ୍ୟ ସମ୍ମାନ ୫୯ତମ ଜ୍ଞାନପୀଠ ପୁରସ୍କାର ପ୍ରଦାନ ଲାଗି ମନୋନୀତ କରାଯାଇଛି। ଏହି ପୁରସ୍କାର ପାଇବାରେ ସେ ଛତିଶଗଡ଼ର ପ୍ରଥମ ଲେଖକ ହେବେ।ଏହି ଭାଷାର ଅନ୍ୟତମ ଶ୍ରେଷ୍ଠ ସମସାମୟିକ ଲେଖକ ଭାବେ ବିବେଚିତ…

ଜଜଙ୍କ ଘରୁ ଟଙ୍କା ମିଳିବା ଘଟଣା: ୨୦୧୮ରେ ସିବିଆଇ ଏଫଆଇଆର୍‌ରେ ରହିଥିଲା ଜଷ୍ଟିସ ବର୍ମାଙ୍କ ନାଁ

ନୂଆଦିଲ୍ଲୀ : ବିବାଦରେ ଥିବା ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶବନ୍ତ ବର୍ମାଙ୍କୁ ନେଇ ଗୋଟିଏ ବଡ଼ ଖବର ସାମ୍ନାକୁ ଆସିଛି। ମାର୍ଚ୍ଚ ୧୪ରେ ଜଷ୍ଟିସ ବର୍ମାଙ୍କ ଘରେ ନିଆଁ ଲାଗି ଯାଇଥିଲା। ଏହାପରେ ତାଙ୍କ ଘରକୁ ବିପୁଳ ପରିମାଣର ନଗଦ ଟଙ୍କା ମିଳିଥିବା ଜଣାପଡ଼ିଛି। ଏହାକୁ ନେଇ ସେ…

ଜଙ୍ଗଲରୁ ମଣିଷ କଙ୍କାଳ ଠାବ: ହତ୍ୟା ପରେ ପୋଡି ଦିଆଯାଇଥିବା ସନ୍ଦେହ…

ବ୍ରହ୍ମପୁର /ସୋରଡ଼ା : ଗଞ୍ଜାମ ଜିଲା ସୋରଡ଼ା ଗାଜଲବାଡ଼ି ଜଙ୍ଗଲରୁ ଶନିବାର ମଣିଷ କଙ୍କାଳ ଓ ହାଡ଼ ଠାବ ହୋଇଛି। ହତ୍ୟା ପରେ ମୃତଦେହ ପୋଡି ଦିଆଯାଇଥିବା ସନ୍ଦେହ କରାଯାଉଛି। ଖବର ପାଇ ସୋରଡ଼ା ଥାନା ଅଧିକାରୀ ସୁଧୀର ସାହୁ ଓ ଆସିକା ଏସ୍‌ଡିପିଓ ସନ୍ତୋଷ ଜେନା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ…

ସୀମାନିର୍ଦ୍ଧାରଣକୁ ଆଉ ୨୫ ବର୍ଷ ସ୍ଥଗିତ ରଖାଯାଉ : ଚେନ୍ନାଇ ଜେଏସି ବୈଠକରେ ଦାବି

ଚେନ୍ନାଇ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଅଧ୍ୟକ୍ଷତାରେ ଚେନ୍ନାଇରେ ଅନୁଷ୍ଠିତ ମିଳିତ କାର୍ଯ୍ୟକାରୀ କମିଟି (ଜେଏସି) ବୈଠକରେ ୨୫ ବର୍ଷ ପାଇଁ ନିର୍ବାଚନମଣ୍ଡଳୀର ସୀମା ନିର୍ଦ୍ଧାରଣ (ପରିସୀମନ) ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ପ୍ରସ୍ତାବ ଗୃହୀତ…

ଗଜପତିରୁ ଚାଲାଣ ହେଉଥିଲା ୯୨୯କିଲୋ ଗଂଜେଇ, ଖୋର୍ଦ୍ଧାରେ ଜବତ କଲା ପୁଲିସ୍‌

ଖୋର୍ଦ୍ଧା: ଏକ ବଡ଼ଧରଣର ଗଂଜେଇ ଚେରାଚାଲାଣକୁ ଖୋର୍ଦ୍ଧା ପୁଲିସ ବିଫଳ କରିଛି। ଗଜପତି ଜିଲ୍ଲା ଅଡ଼ବା ଅଞ୍ଚଳରୁ ଶ୍ରୀକ୍ଷେତ୍ରକୁ ଏକ ପିକ୍ଅପରେ ଚାଲାଣ ହେଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଚନ୍ଦନେଶ୍ବର ଫ୍ଲଏ ଓଭର ବ୍ରିଜ୍‌ରେ ପୁଲିସ ହାତରେ…

ବିଜେଡି ସହ ସଂପର୍କ ତୁଟାଇ ବିଦେଶ ଚାଲିଯିବେ କି କାର୍ତ୍ତିକ ପାଣ୍ଡିଆନ୍‌.. ?

ଭୁବନେଶ୍ୱର :ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଓଡ଼ିଶା ଛାଡ଼ିବେ । ତାଙ୍କର ଖାସ୍ ଅନୁଗତ ତଥା ତାଙ୍କ ଆତ୍ମଘୋଷିତ‘କ୍ରୀତଦାସ’ ପ୍ରଣବପ୍ରକାଶ ଦାସ ଓରଫ ବବି ଆନୁଷ୍ଠାନିକ ଭାବେ ବିଜେଡି ସମ୍ଭାଳିବେ । ବୟସାଧିକ୍ୟ ଯୋଗୁ ଦଳୀୟ ସାଂଗଠନିକ କାର୍ଯ୍ୟରେ ବିଶେଷ ରୁଚି ଦେଖାଉନଥିବା…

ବାଲି ଖାଦାନ ପରିଚାଳନା ନେଇ ଲଘୁ ଖଣିଜ ନିର୍ଦ୍ଦେଶାଳୟ ପକ୍ଷରୁ ଏସ୍‌ଓପି ଜାରି…

ଭୁବନେଶ୍ବର: ରାଜ୍ୟରେ ବାଲି ଓ ଖଣି ମାଫିଆ ମାତିଛନ୍ତି। ବାଲି ଓ ଖଣି ମାଫିଆମାନେ ରାଜ୍ୟ ଭିତରୁ ବେଆଇନ୍‌ ଭାବେ ବାଲି ଓ ଖଣିଜ ସାମଗ୍ରୀ ଚାଲାଣ କରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଆଗାମୀ ଦିନରେ ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ହାତକୁ ପଦକ୍ଷେପ ନେଇଛନ୍ତି। ବାଲି ଖାଦାନ…