ମାର୍ଚ୍ଚ୨୭ ରେ କଂଗ୍ରେସର ବିଧାନସଭା ଘେରାଉ ଲାଗି କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ମାଲକାନଗିରି, ୨୧।୩ ରାଜ୍ୟରେ ଗତ ୮ ମାସ ହେବ ନୂଆ ସରକାର ତଥା ବିଜେପି ଶାସନ ଭାର ହାତକୁ ନେବା ପରେ ଆଇନ ଶୃଙ୍ଖଳା ବ୍ୟବସ୍ତା ଏକ ପ୍ରକାର ଭୁଷୁଡିପଡିଛି। ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ ଓ ହତ୍ୟା ବଢି ଚାଲିଥିବା ବେଳେ ସ୍କୁଲ ଛାତ୍ରୀ ଓ ନାରୀ ସୁରକ୍ଷା ଆଇନ ଶୃଙ୍ଖଳା ବ୍ୟବସ୍ତା…

ସ୍ୱର୍ଗତ କବି ବଳରାମ ପୂଜାରୀଙ୍କ ୫୧ତମ ଜନ୍ମ ଜୟନ୍ତୀ ପାଳିତ

ମାଲକାନଗିରି : ଓଡିଆ ଭାଷା ସାହିତ୍ୟର ଜଣେ ମାଟିମଗ୍ନା କବି ଭାବରେ ସ୍ବର୍ଗତ ବଳରାମ ପୂଜାରୀ ସୁପରିଚିତ। ତାଙ୍କ ରଚନାରେ ମାଲ୍ଯବନ୍ତର ଭାବ ଝଲସି ଉଠେ। ସେ ଆଜି ଆମ ଗହଣରେ ଶବ୍ଦ ରୂପରେ ଅମର ହୋଇଗଲେ। ସୌଭାଗ୍ୟ ବସତ ସେ ବିଶ୍ବ କବିତା ଦିବସ ଦିନ ଜନ୍ମ ଗ୍ରହଣ କରି ମାଲକାନଗିରି ଜିଲ୍ଲା ତଥା…

ଶିଶୁ ବାଟିକାରେ ନାମଲେଖାଇବା ପାଇଁ ଜିଲ୍ଲାପାଳଙ୍କ ଦ୍ବାରା ନିମନ୍ତ୍ରଣ ପତ୍ର ବଣ୍ଟନ

ମାଲକାନଗିରି : ଜାତୀୟ ଶିକ୍ଷା ନୀତି -୨୦୨୦ ଅନୁଯାୟୀ ରାଜ୍ୟରେ ପ୍ରଥମ ଥର ପାଇଁ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା ଆରମ୍ଭ ହେବାକୁ ଯାଉଛି । ଆସନ୍ତା ଏପ୍ରିଲ ୨ ତାରିଖରେ ବିଦ୍ୟାଳୟ ସ୍ତରରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଉତ୍ସବ ଅନୁଷ୍ଠିତ ହେବ । ଏଥି ସହ ଶିଶୁବାଟିକାର ମଧ୍ୟ…

ଶଙ୍ଖ ଓ ଫୁଲ ଚନ୍ଦନରେ ନିମନ୍ତ୍ରଣ ବଣ୍ଟନ

ଚିକିଟୀ : ଏହି ବ୍ଲକ ବିଦ୍ୟାଳୟ ଗୁଡିକରେ ଆସନ୍ତା ଏପ୍ରିଲ ପ୍ରଥମ ଦିନରୁ ଶିକ୍ଷାବର୍ଷ ୨୦୨୫-୨୬ ରେ ନୂତନ ଜାତୀୟ ଶିକ୍ଷା ନୀତି ପ୍ରତ୍ୟେକ ବିଦ୍ୟାଳୟରେ ପ୍ରଚଳିତ ହେବାକୁ ଯାଉଅଛି। ଚଳିତ ଶିକ୍ଷାବର୍ଷରେ ଛଅବର୍ଷରେ ପାଦ ଥାପିଥିବା ଶିଶୁମାନେ ପ୍ରଥମ ଶ୍ରେଣୀରେ ନାମ ଲେଖାଉଥିବା ବେଳେ…

ଖୁବଶୀଘ୍ର ନିଜର ଇଣ୍ଟରନେଟ ବ୍ରାଉଜର ଖୋଲିବ ଭାରତ

ନୂଆଦିଲ୍ଲୀ: ଖୁବଶୀଘ୍ର ନିଜର ବ୍ରାଉଜର ଲଞ୍ଚ କରିବ ଭାରତ । ଭାରତ ସ୍ୱଦେଶୀ ଭାବରେ ବ୍ରାଉଜର ବିକଶିତ କରିବା ନେଇ ଯୋଜନା କରୁଛି, ଯାହା ଡାଟା ସୁରକ୍ଷା ଏବଂ ଗୋପନୀୟତା ସୁନିଶ୍ଚିତ କରିବ । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କିଛି ଏପରି କହିଛନ୍ତି, କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । …

‘ଆୟୁଷ୍ମାନ ଭାରତ ଯୋଜନା’ ସମେତ ୧୦ ପ୍ରସ୍ତାବକୁ ମିଳିଳା କ୍ୟାବିନେଟ୍‌ରେ ମଞ୍ଜୁରୀ

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟ ୭ଟି ବିଭାଗର ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଏନେଇ ଗୃହରେ ସୂଚନା ଦେଇଛନ୍ତି। ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଯୋଜନାକୁ କ୍ୟାବିନେଟ୍‌ରେ ମଞ୍ଜୁରୀ ଦେଇଛନ୍ତି। ଏହା ଦ୍ବାରା ରାଜ୍ୟର ୩ କୋଟି ୪୬ ଲକ୍ଷ ଲୋକ ଉପକୃତ…

ହନିଟ୍ରାପ୍‌ ପ୍ରସଂଗ‌କୁ ନେଇ କମ୍ପିଲା କର୍ଣ୍ଣାଟକ ବିଧାନସଭା

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ବିରୋଧରେ ହନଟ୍ରାପ ଦୁର୍ନୀତି ଅଭିଯୋଗ ଆସିବା ପରେ ତାହାକୁ ନେଇ ବିବାଦ ଉପୁଜିଛି। ଏହି ମାମଲାରେ ୪୮ ଜଣ ବରିଷ୍ଠ ମନ୍ତ୍ରୀ ସାମିଲ୍‌ ଥିବା ଅଭିଯୋଗ ହୋଇଛି। କର୍ଣ୍ଣାଟକ ସମବାୟ ମନ୍ତ୍ରୀ କେ ଏନ୍‌ ରାଜନ୍ନ ଆଜି…

ଆସନ୍ତା ୨୪ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଆସନ୍ତା ୨୪ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ସୁରକ୍ଷା ଦୃଷ୍ଟିରୁ ଟ୍ରାଫିକ କଟକଣା ଜାରି କଲା କମିଶନରେଟ ପୋଲିସ । ୨୪ରେ ଅପରାହ୍ଣ ୫ଟା ୨୫ରୁ ସନ୍ଧ୍ୟା ୬ଟା ୫ ଯାଏ କଟକଣା । ଏୟାରପୋର୍ଟ ଛକ-ହସ୍ପିଟାଲ…

ପ୍ରତିରକ୍ଷା କ୍ଷମତା ବୃଦ୍ଧି ପାଇଁ ୫୪ ହଜାର କୋଟି

ନୂଆଦିଲ୍ଲୀ : ଭାରତୀୟ ପ୍ରତିରକ୍ଷା ବାହିନୀର ପରିଚାଳନା କ୍ଷମତାକୁ ବୃଦ୍ଧି କରିବା ପାଇଁ ୫୪ ହଜାର କୋଟି ଟଙ୍କା ମଞ୍ଜୁର ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ୫୪ ହଜାର କୋଟିରୁ ଅଧିକ ମୂଲ୍ୟର ଆଠଟି ପୁଞ୍ଜି ଅଧିଗ୍ରହଣ…

ଶୈକ୍ଷିକ ବିକାଶରେ ମାତା ଓ ପିଲାଙ୍କ ଭୁମିକା ଅତୁଳନୀୟ : ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ମିଡିଆକିଆ ପଞ୍ଚାୟତର କଡିତଗା ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ "ଆମ ସଂସ୍କୃତି ଓ ଆମ ଖେଳନା" କାର୍ଯ୍ୟକ୍ରମ ସହ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବୁଡ଼ାଗୁଡା ପ୍ରାଥମିକ ବିଦ୍ୟାଳୟ ର…