ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଇଂରାଜୀ ବିଭାଗରେ ବିଶ୍ୱ କବିତା ଦିବସ ପାଳନ

ବ୍ରହ୍ମପୁର : ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଇଂରାଜୀ ବିଭାଗରେ ' ବିଶ୍ୱ କବିତା ଦିବସ ' ପାଳିତ ହୋଇଯାଇଛି l କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ପ୍ରେରଣା ଏବଂ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷା ତଥା ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର ପଦ୍ମିନୀ ସାହୁଙ୍କ ଅଧ୍ୟକ୍ଷତାରେ ଏକ…

ସଚେତନତା ସିଭିକ ଆକ୍ସନ ପ୍ରୋଗ୍ରାମର ପ୍ରେସମିଟ୍‌

ଉମରକୋଟ /ରାଇଘର : ପ୍ରତିବର୍ଷ ଓଡିଶା ରାଜ୍ୟର ନବରଙ୍ଗପୁର ଜ଼ିଲ୍ଲା, ରାଇଘର ବ୍ଲକର ହଳଦୀ ପଞ୍ଚାୟତ ଅନ୍ତର୍ଗତ ଛତିଶଗଡ ସୀମାନ୍ତବର୍ତ୍ତୀ ସୁଦୂର ଫୁଟାନାଡ଼ା ଏବଂ ନକ୍ସଲ ପ୍ରଭାବିତ ଅଞ୍ଚଳର ଲୋକଙ୍କ ମଧ୍ୟରେ ଦୈନନ୍ଦିନ ସଚେତନତା ସୃଷ୍ଟି କରିବା ତଥା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆନ୍ତରିକତା…

ରାଜଧାନୀ ଭୁବନେଶ୍ବରରେ କୋଲ୍ଡ ଡ୍ରିଙ୍କ୍ସ ବୋତଲରେ ମିଳୁଛି ଦେଶୀ ମଦ

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ବରରେ ନୂଆ ଉପାୟରେ ଚୋରା ମଦ କାରବାର । କୋଲ୍ଡ ଡ୍ରିଙ୍କ୍ସ ବୋତଲରେ ଦେଶୀ ମଦ ଚାଲାଣ । ଘାଟିକିଆରେ ଦେଶୀ ମଦ ଚାଲାଣ ବେଳେ ମାଡ଼ିବସିଲା ଅବକାରୀ ବିଭାଗ । ଏଥିସହିତ ଦୁଇଜଣ ବେପାରୀକୁ ଗିରଫ କରାଯାଇଛି। ସୂଚନା ଅନୁସାରେ, ଭୁବନେଶ୍ବର ଘାଟିକିଆ ବରମୁଣ୍ଡା…

ଜଜ୍‌ଙ୍କ ଘରୁ ବିପୁଳ ଟଙ୍କା: ଏହି କଥାକୁ ନେଇ ଆଶ୍ଚର୍ଯ୍ୟ ହେଲେ ଜଗଦୀପ ଧନକର

ନୂଆଦିଲ୍ଲୀ: ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ସରକାରୀ ବଙ୍ଗଳାରେ ଅଗ୍ନିକାଣ୍ଡ ଘଟି କୋଟି କୋଟି ଟଙ୍କା ଉଦ୍ଧାର ହେବା ବିଷୟରେ ଏବେ ଚର୍ଚ୍ଚାର ପରିସର ଭିତରେ ରହଛି। ନିଆଁ ଲିଭାଇବାକୁ ଯାଇଥିବା ଦମକଳ ବାହିନୀ ସେଠାରେ ବିପୁଳ ପରିମାଣର ଟଙ୍କା ପାଇଥିଲେ। ତା’ପରେ ଏହି କଥା ଚାରିଆଡ଼େ ବ୍ୟାପି…

ପାରାଦୀପ ବନ୍ଦରରେ ୨ ଜାହାଜ ଓସିମ ଜାଡେ ଏବଂ ଓସିମ ମୋର୍ଗାନାଇଟ ଗିରଫ

ଜଗତସିଂହପୁର/କଟକ: ପାରାଦୀପ ବନ୍ଦରରେ ୨ ଜାହାଜ ଓସିମ ଜାଡେ ଏବଂ ଓସିମ ମୋର୍ଗାନାଇଟକୁ ଗିରଫ କରିଛି ପୁଲିସ। ଦୁଇ ଜାହାଜକୁ ଗିରଫ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପ୍ରାୟ ୪୨୮ କୋଟି ଟଙ୍କା ପ୍ରାପ୍ୟ ଦାବିରେ ଆଲଫର୍ଡ ମେରାଇନ ଲିମିଟେଡ ପକ୍ଷରୁ ହାଇକୋର୍ଟରେ ଦାୟର କରା ଯାଇଥିଲା ମାମଲା…

ଅଲଗା ହେଲେ କ୍ରିକେଟର ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମା

ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ଓ ନୃତ୍ୟ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କୁ ମୁମ୍ବାଇର ଏକ ପାରିବାରିକ ଅଦାଲତ ଛାଡ଼ପତ୍ର ପ୍ରଦାନ କରିଛନ୍ତି। କୋର୍ଟ ଛାଡ଼ପତ୍ରର ନିର୍ଦ୍ଦେଶକୁ ମଞ୍ଜୁର କରିଛନ୍ତି। କୋର୍ଟ ଉଭୟ ପକ୍ଷର ମିଳିତ ଆବେଦନକୁ ଗ୍ରହଣ କରିଛନ୍ତି। କୋର୍ଟ ବାହାରେ ଆଇନଜୀବୀ ନୀତିନ…

ଭିଜିଲାନ୍ସ ଜାଲରେ ପିଇଓ, ସରକାରୀ ଟଙ୍କା ହେରଫେର୍ ଅଭିଯୋଗ…

ଅନ୍ ଲାଇନ୍ ବେଟିଂକୁ ପ୍ରୋତ୍ସାହନ ଦେବା ହିଁ ହେଲା କାଳ... ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ରାଧାଦେଇପୁର ଗ୍ରାମପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଶ୍ରୀ କ୍ଷେତ୍ରମୋହନ ନାୟକଙ୍କୁ ବିଭିନ୍ନ ସରକାରୀ ଆକାଉଣ୍ଟରୁ ୪୩ ଲକ୍ଷ ୧ ହଜାର ୬୪୦/- ଟଙ୍କା…

ରୁଷ୍‌ ଉପରେ ୟୁକ୍ରେନ୍‌ର ବଡ଼ ଧରଣର ଆକ୍ରମଣ

ନୂଆଦିଲ୍ଲୀ: ଥମୁନାହିଁ ରୁଷ-ୟୁକ୍ରେନ୍‌ ବିବାଦ। ଏହି ଦୁଇ ଦେଶ ମଧ୍ୟରେ ବର୍ଷ ବର୍ଷ ଧରି ଚାଲିଥିବା ଯୁଦ୍ଧ ବନ୍ଦ୍‌ ହେବା ନେଇ କଥାବାର୍ତ୍ତା ଚାଲିଥିବା ବେଳେ ୟୁକ୍ରେନ୍ ରୁଷ ଉପରେ କରିଛି ଏବ ବଡ଼ ଧରଣର ଆକ୍ରମଣ। ଉଭୟ ଦେଶ ପରସ୍ପର ଉପରକୁ ଘାତକ ଆକ୍ରମଣ ଜାରି ରଖିଛନ୍ତି । ରୁଷର ଆଣବିକ…

ଭତ୍ତା ଅପେକ୍ଷାରେ ୬ ଲକ୍ଷ ୪ ହଜାର ୬୮୮ ଜଣ ଆବେଦନକାରୀ

ଭୁବନେଶ୍ଵର: ରାଜ୍ୟରେ ଭତ୍ତା ଅପେକ୍ଷାରେ ଅଛନ୍ତି ୬ ଲକ୍ଷ ୪ ହଜାର ୬୮୮ ଜଣ ଆବେଦନକାରୀ । ଗୃହରେ ବିଧାୟକ ସାରଦା ନାୟକଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେଥିମଧ୍ୟରୁ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଛନ୍ତି ୪,୬୪,୮୪୯ ଜଣ ଆବେଦନକାରୀ । ସେହିପରି…

ଦିଲ୍ଲୀ ହାଇକୋର୍ଟ ବିଚାରପତିଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା, କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ବଦଳି ପାଇଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ। ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନାଙ୍କ ନେତୃତ୍ୱାଧୀନ ତିନି ଜଣ ବରିଷ୍ଠ ବିଚାରପତିଙ୍କ କଲେଜିୟମ୍ ଜଷ୍ଟିସ୍ ବର୍ମାଙ୍କୁ ତାଙ୍କର ମୂଳ ହାଇକୋର୍ଟ ଅର୍ଥାତ୍…