Sign in
Sign in
Recover your password.
A password will be e-mailed to you.
କୋଲାବରେ ଚାଲିବ କ୍ରୁଜ: ଜାହାଜରେ ବୁଲିବେ ପର୍ଯ୍ୟଟକ
କୋରାପୁଟ: କୋରାପୁଟ କୋଲାବ ଡ୍ୟାମରେ ଚାଲିବ କ୍ରୁଜ । କୋରାପୁଟରେ ଗୋଆର ମଜା ନେବେ ପର୍ଯ୍ୟଟକ। ଜାହାଜରେ ବସି ବୁଲିବେ। ଏଥି ପାଇଁ ପ୍ରାରମ୍ଭିକ ସର୍ଭେ ସରିବା ସହ ଆରମ୍ଭ ହୋଇଛି ପ୍ରସ୍ତୁତି । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ମନ୍ତ୍ରୀ କହିଛନ୍ତି,କୋରାପୁଟ!-->!-->!-->…
ମାଲକାନଗିରି ବଡ ଯାତ୍ରାର ପ୍ରସ୍ତୁତିକୁ ନେଇ ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ…
ମାଲକାନଗିରି, ୨।୩ ମାଲକାନଗିରି ଜିଲ୍ଲାରେ ବଡ ଯାତ୍ରାକୁ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ଏହାକୁ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପ ଜିଲ୍ଲାପାଳ ଦୁର୍ଯୋଧନ ଭୋଇ, ଇନ ଚାର୍ଜ ତହସିଲଦାର ନୀଳକଣ୍ଠ ବେହେରା,!-->…
ଯାହାର ମାସିକ ଆୟ ୧୦ ହଜାର ସେମାନେ ରାସନ୍କାର୍ଡ ଫେରାନ୍ତୁ
ଭୁବନେଶ୍ୱର: ଯଦି ରୋଜଗାର ୧୦, ୧୫ ହଜାରରୁ ଅଧିକ ଅଛି, ତାହେଲେ ତୁରନ୍ତ ରାସନ୍ କାର୍ଡ ଫେରା। ନିଜ ଆଡୁ କାର୍ଡ ଫେରାଇବାକୁ ପୁଣି ଥରେ ଅପିଲ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଯେଉଁ ମାନଙ୍କର ଗ୍ରାମୀଣ ଅଂଚଳରେ ମାସିକ ୧୦ ହଜାର ଆୟ ଏବଂ ସହରାଞ୍ଚଳରେ ୧୫ ହଜାର ଆୟ ଅଛି!-->…
ପାସପୋର୍ଟ ପାଇଁ ଏଣିକି ଆବଶ୍ୟକ ଏହି ଡକ୍ୟୁମେଣ୍ଟ
ନୂଆଦିଲ୍ଲୀ: ଯଦି ଆପଣ ପାସପୋର୍ଟ କରିବାକୁ ଯାଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ | ପାସପୋର୍ଟ ନିୟମରେ ସରକାର ଏକ ବଡ଼ ପରିବର୍ତ୍ତନ କରିଛନ୍ତି, ଯାହା ଅନେକ ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ | ନୂତନ ନିୟମ ଅନୁଯାୟୀ, ଅକ୍ଟୋବର ୧, ୨୦୨୩ ପରେ ଜନ୍ମ ହୋଇଥିବା!-->…
ପାଟଣାରେ ହେବ ବୃହତ୍ ଷ୍ଟିଲ ପ୍ଲାଣ୍ଟ: ମୁଖ୍ୟମନ୍ତ୍ରୀ
କେନ୍ଦୁଝର ଜିଲାର ପାଟଣାରେ ଏକ ବୃହତ୍ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି। କେନ୍ଦୁଝର ଜିଲା ଚମ୍ପୁଆସ୍ଥିତ ଚନ୍ଦ୍ରଶେଖର କଲେଜର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଏହି ଘୋଷଣା କରିଥିଲେ। କାରଖାନା!-->…
ଅନ୍ନଦାତାଙ୍କୁ ଯେତେ ଧନ୍ୟବାଦ କଲେ ମଧ୍ୟ ତାହା ସବୁବେଳେ କମ ହେବ: ମୁଖ୍ୟମନ୍ତ୍ରୀ
କେନ୍ଦୁଝର: କେନ୍ଦୁଝର ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ୨୦୨୫କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଧରଣୀଧର ବିଶ୍ୱବିଦ୍ୟାଳୟ ଖେଳ ପଡିଆଠାରେ ପାଞ୍ଚ ଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଉଦଘାଟନୀ!-->…
ଚନ୍ଦ୍ରରେ ଓହ୍ଲାଇଲା ‘ନୀଳ ଭୂତ’
କେପ୍ କାନାଭେରାଲ: ନୀଳ ଭୂତ ବା ବ୍ଲୁ ଗୋଷ୍ଟ ଯେତେବେଳେ ପ୍ରଥମ ଥର ପାଇଁ ଚନ୍ଦ୍ରରେ ପାଦ ରଖିଲା ସେତେବେଳେ ସାରା ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, ଏହା କୌଣସି ଭୂତ ପ୍ରେତ ନୁହେଁ । ଆମେରିକାର ଏକ ଘରୋଇ କମ୍ପାନି ଦ୍ବାରା ବିକଶିତ ଏକ ମହାକାଶ ଯାନର ନାମ । ଘରୋଇ!-->…
ନିଶାଶକ୍ତ ଯୁବକ ଭିଆଇଲେ ଏଭଳି କାଣ୍ଡ, କାନ୍ଥ ଭାଙ୍ଗି ଘରେ ପଶିଗଲା କାର୍
ଭୁବନେଶ୍ୱର: କାନ୍ଥ ଭାଙ୍ଗି ଘରେ ପଶିଗଲା କାର । ଭୁବନେଶ୍ୱର ସୌଭାଗ୍ୟ ନଗରରୁ ଆସିଛି ଏପରି ଘଟଣା । ଏଭଳି କାଣ୍ଡ ଭିଆଇଛନ୍ତି ନିଶାରେ ଚୁର ଯୁବକ । ଆଜି ଭୋର ୪.୩୦ଟା ସମୟରେ ସୌଭାଗ୍ୟ ନଗର ବୈଭବ ଇଷ୍ଟେଷ୍ଟ ସ୍ଥିତ ଚାଟାର୍ଡ ଆକାଉଣ୍ଟ୍ ଅଫିସ୍ ଗେଟ୍ କୁ ପିଟିଲା ଫରର୍ଡ । ୪ଜଣ!-->…
ବଡ଼ ମେଡିକାଲ୍ରେ ୪୫ ମିନିଟରୁ ଅଧିକ ସମୟ କଟିଲା ବିଜୁଳି
କଟକ: ବିଶ୍ୱସ୍ତରୀୟ ହସ୍ପିଟାଲ ହେଉଛି କଟକ ବଡ ମେଡିକାଲ । କୋଟି କୋଟି ଟଙ୍କା ଖର୍ଚ୍ଚରେ ଭିତ୍ତିଭୂମିର ଉନ୍ନତିକରଣ ଚାଲିଛି । ବଡ ବଡ କୋଠା ତିଆରି ଚାଲିଛି । ହେଲେ, ବଡ ମେଡିକାଲର ପିଛା ଛାଡୁନି ଅବ୍ୟବସ୍ଥା । କେତେବେଳେ ଲିଫ୍ଟ ଚାଲୁନିତ ତ ଆଉ କେତେବେଳେ ପାଣି ସମସ୍ୟା ଦେଖାଦେଉଛି । ଆଉ!-->…
ଗଙ୍ଗା ଜଳ ଗାଧୋଇବା ପାଇଁ ଅନୁପଯୁକ୍ତ: ବିହାର ଅର୍ଥନୈତିକ ସର୍ଭେ ରିପୋର୍ଟ
ସବୁଠୁ ପବିତ୍ର କୁହାଯାଉଥିବା ଗଙ୍ଗା ନଦୀର ଜଳ ଏବେ ପ୍ରଦୂଷିତ। ବିହାର ଦେଇ ଯାଇଥିବା ଗଙ୍ଗା ନଦୀର ଏହି ଜଳ ଏବେ ଗାଧୋଇବା ପାଇଁ ମଧ୍ୟ ଅନୁପଯୁକ୍ତ। ଜଳରେ ବ୍ୟାକ୍ଟେରିଆ ବା ଜୀବାଣୁ ସଂଖ୍ୟା ବହୁ ଅଧିକ ରହୁଥିବାରୁ ତାହା ପ୍ରଦୂଷିତ ହୋଇପଡ଼ିଥିବା ବିହାର ଅର୍ଥନୈତିକ ସର୍ଭେ ୨୦୨୪-୨୫ରେ!-->…