Sign in
Sign in
Recover your password.
A password will be e-mailed to you.
କୁନ୍ଦେଇ ଥାନା ଫାଣ୍ଡି ଅଧିକାରୀ କାର୍ଯ୍ୟଭାର ଗ୍ରହଣ କଲେ….
ଉମରକୋଟ /ରାଇଘର ( ୨୨/୦୨/୨୦୨୫) ନବରଙ୍ଗପୁର ଜ଼ିଲ୍ଲା ରାଇଘର ଅଞ୍ଚଳର ଛତିଶଗଡ ଓ ଓଡ଼ିଶା ସୀମାନ୍ତବର୍ତ୍ତୀ କୁନ୍ଦେଇ ଥାନାର ଭାର ପ୍ରାପ୍ତ ଅଧିକାରୀ ରୂପେ ଶ୍ରୀ ପ୍ରଶାନ୍ତ କୁମାର ସେଠି ୦୯/୦୭/୨୦୨୧ ରିଖ ଥାନାର କାର୍ଯ୍ୟଭାର ଗ୍ରହଣ କରି ବିଗତ ଦିନରେ ଅଞ୍ଚଳର ବିଭିନ୍ନ କେସ ମିମାଂସା କରିବା!-->…
ଟ୍ରକକୁ ପଛରୁ ପିଟିଲା କାର୍, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି
ଭୁବନେଶ୍ୱର: ଖୋର୍ଦ୍ଧା ପୀତାପଲ୍ଲୀ ଛକରେ ମର୍ମନ୍ତୁଦ ଦୁର୍ଘଟଣା। କାର୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି। ଇନଫୋଭ୍ୟାଲି ଥାନା ପୀତାପଲ୍ଲୀ ଛକରେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ କାର୍ରେ ଥିବା ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ!-->…
ଗୀତା ଛୁଇଁ ଏଫବିଆଇ ନିର୍ଦେଶକ ଭାବେ ଶପଥ ନେଲେ କାଶ ପଟେଲ
ଭାରତୀୟ ବଂଶଜ ତଥା ଡୋନାଲ୍ଡ ଟ୍ରମ୍ପଙ୍କ ବିଶ୍ଵସ୍ତ କାଶ ପଟେଲ ଶନିବାର ସଂଘୀୟ ତଦନ୍ତକାରୀ ବ୍ୟୁରୋ(ଏଫବିଆଇ) ନିର୍ଦେଶକ ଭାବେ ଶପଥ ଗ୍ରହଣ କରିଛନ୍ତି। ପବିତ୍ର ଗ୍ରନ୍ଥ ଭଗବତ ଗୀତାକୁ ଛୁଇଁ ସେ ଶପଥ ନେଇଛନ୍ତି। ଏହା ସହିତ ସେ ଏଫବିଆଇର ନେତୃତ୍ଵ ନେବାରେ ୯ମ ବ୍ୟକ୍ତି ପାଲଟି ଯାଇଛନ୍ତି।!-->…
ତିନି ଦିନ ଯାଏ ରାଜ୍ୟରେ ବର୍ଷା, ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
ଭୁବନେଶ୍ୱର : ତିନି ଦିନ ଯାଏ ରାଜ୍ୟରେ ହେବ ବର୍ଷା । ବଙ୍ଗୋପସାଗରରେ ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ସକ୍ରିୟ ରହିଛି । ଏହା ସହ ଟ୍ରପ ଲାଇନ ପ୍ରଭାବରେ ରାଜ୍ୟ ମଧ୍ୟକୁ ସମୁଦ୍ର ପଟୁ ଜଳୀୟବାଷ୍ପ ପ୍ରବେଶ କରୁଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ!-->…
ଓକିଲ ସଙ୍ଘ ନିର୍ବାଚନୀ ବିଗୁଲ ବାଜିଲା :ନିର୍ବାଚନ ଅଧିକାରୀ ହେଲେ ଅଶୋକ ନାଏକ…
ମାଲକାନଗିରି,୨୨/୦୨ ରାଜ୍ୟ ବାର କାଉନ୍ସିଲ ର ସ୍ୱୀକୃତି ପ୍ରାପ୍ତ ବାର ଗୁଡିକର ନିର୍ବାଚନ ଆସନ୍ତା ମାର୍ଚ୍ଚ ମାସ ୨୯ ତାରିଖରେ ସାରା ରାଜ୍ୟରେ ହେବାକୁ ଥିବା ବେଳେ ଆଜି ମାଲକାନଗିରି ଜିଲ୍ଲା ବାର ଆସୋସିଏସନ ର ନିର୍ବାଚନୀ ବିଗୁଲ ବାଜିଛି।ସଭାପତି ପ୍ରୀତପାଲ ସିଙ୍ଗ ଙ୍କ ସଭାପତିତ୍ୱ ରେ!-->…
ଗୁଳିମାଡ଼ରେ ଶଳା ଭିଣୋଇ ଗୁରୁତର ଘଟଣା: ୫ ସୁପାରୀ କିଲର ଗିରଫ
ଅନୁଗୁଳ: ବନ୍ତଳା ଥାନା କହ୍ନେଇ ନଗରରେ ଗୁଳିମାଡ଼ରେ ଶଳା ଭିଣୋଇ ଗୁରୁତର ଘଟଣାରେ ୫ ସୁପାରୀ କିଲର ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ଦୁଇଟି ରିଭରଭର, ଗୁଳି,ବାଇକ ଓ ଏଟିଏମ କାର୍ଡ ଜବତ କରିଛି ପୋଲିସ। ରାଜକିଶୋର ସାହୁ ସହ ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା ଅନୁଗୁଳ ଏସପି ସୂଚନା!-->…
ଲାଞ୍ଜିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ…
କୁକୁଡାଖଣ୍ଡି : କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଲାଞ୍ଜିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ନମିତା କୁମାରୀ ମହାରଣାଙ୍କ ସଭାପତିତ୍ବରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଲାଞ୍ଜିଆ!-->…
ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ସମାରୋହ…
ଓଡ଼ିଆ ମାତୃଭାଷାର ଉତ୍କର୍ଷତାକୁ ବଜାୟ ରଖିବା ପାଇଁ ଆହ୍ବାନ - ମୁଖ୍ୟ ଅତିଥି
ମାତୃଭାଷା ହୃଦୟର ସ୍ପନ୍ଦନ ଅଟେ - ସମ୍ମାନିତ ଅତିଥି।
ଆସିକା ତା ୨୦/୨ : ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏବଂ ଓଡ଼ିଆ ଭାଷା ବିଭାଗର ସହଭାଗିତାରେ!-->!-->!-->!-->!-->…
କ୍ଳଷ୍ଟରସ୍ତରୀୟ ପରିବେଷ ସଚେତନ କର୍ମଶାଳା…
"ଆମ ସ୍ଲୋଗାନ" -"ବନ ସବୁଜିମା""ଶାନ୍ତ ସୁଷମା "
ଉମରକୋଟ :-(୨୨/୦୨/୨୦୨୫) ଦିନକୁ ଦିନ ଜଙ୍ଗଲ ଧଂସ ହେବାକୁ ଯାଉଛି ଏବଂ ଏହି ଜଙ୍ଗଳ ଧଂସ ହେବା ଫଳରେ ପରିବେଷ ନଷ୍ଟ ହେବାକୁ ଯାଉଛି ଯାହାଦ୍ୱାରା ବିଭିନ୍ନ ପ୍ରକାରର ଅଜଣା ରୋଗ ବଡ଼ିବାରେ ଲାଗିଛି। ଠିକ ଏହାକୁ ଲକ୍ଷ୍ୟ କରି ଆଜି!-->!-->!-->!-->!-->…
ଆସିକା ପଣ୍ୟାଗାର ର ସିସି ଟିଭି ଓ ଧର୍ମକଣ୍ଟା ଅଚଳ ଯୋଗୁଁ ଚାଉଳ ଖାଉଛନ୍ତି ଦୁଇ ଗୋଡ଼ିଆ ମୂଷା…!
ଚାଉଳ ହେରଫେର କୁ ନେଇ ଅଭିଯୋଗ …..!
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା କେନ୍ଦ୍ରୀୟ ପଣ୍ୟା ଗାର ରୁ ହେଉଛି ଚାଉଳ ହେରଫେର ଆସୁଛି ୫୦ କିଗ୍ରା ୫୦୦ ଗ୍ରାମ ଯାଉଛି ୪୫ କିଗ୍ରା ରୁ କମ ଆସିକା ସ୍ଥିତ କର୍ଣ୍ଣୋଳି ସ୍ଥିତ କେନ୍ଦ୍ରୀୟ ପଣ୍ୟଗାର ଏବେ ଦୁର୍ନୀତି ର ପେଣ୍ଠ ପାଲଟିଛି। ଏଠି!-->!-->!-->…