ମା’ ରାମଚଣ୍ଡୀ ମହୋତ୍ସବର ଦ୍ୱିତୀୟ ଦିନ

,ଛତ୍ରପୁର : ଗଞ୍ଜାମ ବ୍ଲକ ଅନ୍ତର୍ଗତ ନୀଳାଦ୍ରିପୁର (କରପଡ଼ା) ଋଷିକୂଲ୍ୟା ତଟ ପ୍ରସିଦ୍ଧ ଶକ୍ତିପୀଠ ମା' ରାମଚଣ୍ଡୀଙ୍କ ମନ୍ଦିର ପ୍ରତିଷ୍ଠାର ଦ୍ଵିତୀୟ ବାର୍ଷିକୀ ଉତ୍ସବ ଅବସରରେ ମା'' ରାମଚଣ୍ଡୀ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଆଜି ଦ୍ୱିତୀୟ ଦିନରେ ମହୋତ୍ସବକୁ ବରିଷ୍ଠ ନେତା ଶ୍ରୀ ଭୃଗୁ…

ନବରଙ୍ଗପୁର ଠାରେ ଜନ୍ମଗତ ବକ୍ରପାଦ ଅସ୍ତ୍ରୋପଚାର ଆକଳନ ଶିବିର ଅନୁଷ୍ଠିତ

ନବରଙ୍ଗପୁର : ଆଜି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟ ପରିସରରେ ଅବସ୍ଥିତ ଜିଲ୍ଲା ଦିବ୍ୟାଙ୍ଗ ପୁନର୍ବାସ କେନ୍ଦ୍ର ଠାରେ ଜିଲ୍ଲାର ସମସ୍ତ ଜନ୍ମଗତ ବକ୍ରପାଦକୁ ଅସ୍ତ୍ରୋପଚାର ମାଧ୍ୟମରେ ଚିକିତ୍ସା କରିବା ପାଇଁ ଏକ ନିରୀକ୍ଷଣ ଶିବିର…

ମମତା ଯୋଜନାରେ ବୃଦ୍ଧାଙ୍କୁ ଗର୍ଭବତୀ ଦର୍ଶାଇ ଯୋଜନା ଅର୍ଥ ହରିଲୁଟ

ମାଲକାନଗିରି, ୧୮।୨ : ୫୧ ବର୍ଷ ବୃଦ୍ଧା ମହିଳାଙ୍କୁ ଗର୍ଭବତୀ ଦେଖାଇବା ସହ ତାଙ୍କ ନାମରେ ମମତା ଯୋଜନାରେ ଆସୁଥିବା ଅର୍ଥକୁ ହରିଲୁଟ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଏମ. ଭି.୨୩ ଓ ଆଖ ପାଖ ଗାଁରୁ। ତେବେ ମମତା…

ପରିବେଶୀୟ ଯାତ୍ରା ନେଇ ସାଇକେଲରେ ଓଡିଶା ଭ୍ରମଣ

ମାଥିଲି ଥାନା ଅଧିକାରୀ ଓ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା । ମାଲକାନଗିରି, ୧୮।୨ : ସାଇକେଲ ଯୋଗେ ଓଡିଶା ଭ୍ରମଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଉଛନ୍ତି ସମ୍ବଲପୁର ଯୁବକ ଶୁଭମ ବାରିକ। ବୟସ ୨୧ ହୋଇଥିବା ବେଳେ ଶୁଭମ ଯୁବ ପିଢୀଙ୍କୁ ପରିବେଶ ସୁରକ୍ଷା ଓ ଲୋକ…

ସ୍ବାଭିମାନ ଅଞ୍ଚଳରେ ସୁଧୁରୁନି ଶିକ୍ଷା ବ୍ୟବସ୍ଥା

ଚିତ୍ରକୋଣ୍ଡା : ଗତ କିଛିଦିନ ପୁର୍ବରୁ ବିଦ୍ୟାଳୟରେ ଶିକ୍ଷକମାନେ ସଠିକ୍ ସମୟରେ ଆସୁନଥିବା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ତେବେ ପୁଣି ଥରେ ସେହି ଆର. ଏସ୍. ସି - ୧୨ ବିଦ୍ୟାଳୟରେ ଶିକ୍ଷାରେ ଅବହେଳା ଦେଖିବାକୁ ମିଳିଛି। କିଏ କାଠ ହାଣିବାରେ ବ୍ୟସ୍ତ ତ ଆଉ କିଏ ତାର ବାଡ଼ ତିଆରି…

ହିଞ୍ଜିଳିକାଟୁ ରେ +୨ ପରୀକ୍ଷା ଦେଲେ ୪୧୮ ବିଦ୍ୟାର୍ଥୀ

ହିଞ୍ଜିଳିକାଟୁ ୧୮/୨ : ସାରା ରାଜ୍ୟରେ ମଙ୍ଗଳବାର ଠାରୁ କଡା ସୁରକ୍ଷା ବଳୟ ମଧ୍ୟରେ ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହୋଇଛି ।ଏହି ପରୀକ୍ଷା ରାଜ୍ୟର ୧୧୪୩ କେନ୍ଦ୍ରରେ ଅନୁଷ୍ଠିତ ହେଉଛି । ସେଥିମଧ୍ୟରେ ପ୍ରାୟ ୨୦୪୧ ଜୁନିୟର କଲେଜରେ ପାଖାପାଖି ୩,୫୦,୮୦୦ ଛାତ୍ରଛାତ୍ରୀ…

‘କିଟ୍‌’ର ୩ ନିର୍ଦ୍ଦେଶକଙ୍କ ସମେତ ୫ ଜଣକୁ ମିଳିଲା ଜାମିନ୍‌

ଭୁବନେଶ୍ବର: କିଟ୍ ବିଶ୍ବବିଦ୍ୟାଳୟରେ ରବିବାର ରାତିରେ ନେପାଳର ନିବାସୀ ତଥା ଇଂଜିନିୟରିଂ ଛାତ୍ରୀ ପ୍ରକୃତି ଲାମ୍‌ସା(୧୯)ଙ୍କ ମୃତ୍ୟୁ ମାମଲାରେ ଆଜି ଅପରାହ୍‌ଣରେ ଗିରଫ ହୋଇଥିବା ୩ ନିର୍ଦ୍ଦେଶକଙ୍କ ସମେତ ୫ ଜଣଙ୍କୁ ଭୁବନେଶ୍ବର ଜେଏମ୍‌ଏଫ୍‌ସି-୨ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଅଦାଲତ…

ମା ‘ପାଟଖଣ୍ଡା ମନ୍ଦିର ନିର୍ମାଣ ପାଇଁ ସାଂସଦଙ୍କୁ ଦାବୀପତ୍ର ଦେଲେ କିରିକୁଟି ଗ୍ରାମବାସୀ

ବାଲିଗୁଡା, : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ କିରିକୁଟି ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଆ ପାଟ୍ଟଖଣ୍ଡା ଙ୍କ ମନ୍ଦିର ଆଜି ବି ଅବହେଳିତ ଅବସ୍ଥାରେ ରହିଛି l ଏନେଇ କିରିକୁଟି ଗ୍ରାମବାସୀ ପୂର୍ବ ସରକାର ଅମଳ ରେ ବହୁବାର ଦାବୀ ସ୍ୱତ୍ତେ କୌଣସି କାର୍ଯ୍ୟ…

ଜ଼ିଲ୍ଲା ନାଗରିକ କମିଟି ପକ୍ଷରୁ ବିଭିନ୍ନ ପ୍ରକାର ଅଭାବ, ଅସୁବିଧା ଓ ସମସ୍ୟା ନେଇ ସାଂସଦଙ୍କୁ ଦାବୀପତ୍ର ପ୍ରଦାନ

ବାଲିଗୁଡା ୧୮/୦୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଜକୁ ଦୀର୍ଘଦିନ ହେଲା ବିଭିନ୍ନ ପ୍ରକାର ଅଭାବ, ଅସୁବିଧା ଓ ସମସ୍ୟା ମଧ୍ୟରେ ଗତି କରୁଛି l ସେଥି ମଧ୍ୟରେ ୱାର୍ଡ ନଂ. ୨, ୫, ୬, ୭ ରେ ମଶାଣୀ ଜମି ଚି଼ହ୍ନଟ ହୋଇ ନଥିବାରୁ ଦିନ କୁ ଦିନ ଜମି ମାଫିଆ ଜମି ଦଖଲ…

ହନୁମାନ ଜିଉଙ୍କ ବିଗ୍ରହ ଏବଂ ମନ୍ଦିର ପ୍ରତିଷ୍ଠା ମହୋତ୍ସବ: ନାମ ଯଜ୍ଞ, ଘୃତ ଯଜ୍ଞ ଓ ଅନ୍ନଯଜ୍ଞରେ ସମଗ୍ର ଅଞ୍ଚଳ…

ବାଲିଗୁଡା, ତା, ୧୬/୦୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ମା' ପାଟ୍ଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟ୍ଟଖଣ୍ଡାଙ୍କ ମନ୍ଦିର ପରିସରରେ ଶ୍ରୀ ଶ୍ରୀ ଶ୍ରୀ ହନୁମାନ ଜିଉଙ୍କ ବିଗ୍ରହ ଏବଂ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ସମିତିର…