ଆଠ ମାସ ହେଲା ବିଏସଏନଏଲ ନେଟୱାର୍କ ଅଚଳ : ଅଧିକାରୀ ମାନଙ୍କୁ ତାଲା ପକାଇଲେ ଉତ୍ୟକ୍ତ ଗ୍ରାମବାସୀ…

ବାଲିଗୁଡ଼ା, ତା, ୧୯/୦୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକର ସୁବର୍ଣ୍ଣଗିରି ପଞ୍ଚାୟତରେ ଆଜକୁ ଆଠ ମାସ ହେଲା କାମ କରୁନି ବିଏସଏନଏଲ ନେଟୱର୍କ। ଯାହା ଫଳରେ ଗ୍ରାମବାସୀ ମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଦାବି ସତ୍ବେ ସମସ୍ୟାର ସମାଧାନ…

ନବଦାସ ଙ୍କୁ ହତ୍ୟା ପରେ, ଜୀବନକୁ ବାଜି ଲଗାଇ ବିନା ଅସ୍ତ୍ର ରେ ପୋଲିସ ଦେଉଛି ସୁରକ୍ଷା ….!

ମାଫିଆ ମାନଙ୍କ ପାଖରେ ମାଳ ମାଳ ମଉଜର ପୋଲିସ ହାତ ଖାଲି …?ବ୍ରହ୍ମପୁର : ଓଡ଼ିଶା ଏବେ ଅପରାଧୀ ମାନଙ୍କ ହବ ପାଲଟି ସାରିଲାଣି। ଓଡ଼ିଶା ପୋଲିସ ର ଅସ୍ତ୍ର ବିରତି ସେମାନଙ୍କୁ ବେସ ସୁହାଉଛି । ସକ୍ରିୟ ଅପରାଧୀ ତତ୍ବ ପୋଲିସ କୁ ଚ୍ଯାଲେଞ ଦେଲେଣି। ମନ୍ତ୍ରୀ ନବ ଦାଶ ହତ୍ୟା ପରେ ପୋଲିସ ଏବେ…

ପ୍ରସିଦ୍ଧ ଶକ୍ତିପୀଠ ରାମଚଣ୍ଡୀ ଠାରେ ବିଶ୍ବସ୍ତରୀୟ ସନ୍ଥ ସମ୍ମିଳନୀ…

ଛତ୍ରପୁର,:ପ୍ରସିଦ୍ଧ ଶକ୍ତିପୀଠ ରାମଚଣ୍ଡୀ ଠାରେ ମଙ୍ଗଳବାର ଦିନ ବିଶ୍ବସ୍ତରୀୟ ସନ୍ଥ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ପ୍ରୟାଗରାଜ କୁ ତୀର୍ଥ କରିବାକୁ ଯାଇ ମହାକୁମ୍ଭମେଳାରେ ଫେରି ଆସିଥିବା ୧୨୧ ସାଧୁ ସନ୍ଥମାନଙ୍କୁ ମା' ରାମଚଣ୍ଡୀଙ୍କ ପୀଠ କୁ ଆମନ୍ତ୍ରିତ କରାଇ ଭବ୍ୟ ମଞ୍ଚରେ ସାଦର…

ରାସ୍ତାକଡ ଫାଷ୍ଟଫୁଡ ଦୋକାକୁ ଧକ୍କା ଦେଇ ଓଲଟିଲା କାର…

ହିଞ୍ଜିଳିକାଟୁ, ତା ୧୯।୨(): ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳିକାଟୁ ପୈାରାଞ୍ଚଳ ତଥା ହିଞ୍ଜିଳି ଥାନା ସିନେମାହଲ ଛକରେ ରାସ୍ତା କଡରେ ଥିବା ଏକ ଫାଷ୍ଟଫୁଡ ଦୋକାନ ଧକ୍କା ଦେଇ ଏକ କାର୍ ଓଲଟି ପଡିଛି। ଦୂର୍ଘଟଣାରେ କୈାଣସି ଧନଜୀବନ ନଷ୍ଟ ହୋଇନଥିବା ବେଳେ ଗାଡି ଧକ୍କାରେ ଫାଷ୍ଟଫୁଡ ଦୋକାନଟି…

ଲୁଟ ଘଟଣାରେ ୩ଜଣକୁ ଗିରଫ କଲା ଗୋଳନ୍ଥରା ପୁଲିସ

ବ୍ରହ୍ମପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ କେ.ସୁମାଣ୍ଡି ଗ୍ରାମର କେ. ଆପନ୍ନା ପାତ୍ର ତାଙ୍କ ଧର୍ମପତ୍ନୀ କେ. ସଙ୍ଗୀତା ପାତ୍ରଙ୍କ ସହିତ ବ୍ରହ୍ମପୁରରୁ ନିଜ ଗ୍ରାମ ସୁମାଣ୍ଡି କୁ ଫେରୁଥିବା ବେଳେ ହଳଦିଆପଦର ଓଭରବ୍ରିଜରେ ଦୁଇଜଣ ଯୁବକ କେଟିଏମ୍ ବାଇକ ରେ ଆସି ତାଙ୍କୁ ଇଛାପୁରମ ଯିବା ରାସ୍ତା…

ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନାହାର ଓ ଚେନ୍

ହିଞ୍ଜିଳିକାଟୁ : ଗତ କିଛି ମାସର ବ୍ୟବଧାନ ପରେ ହିଞ୍ଜିଳି ଥାନା ଇଲାକାରେ ପୁଣିଥରେ ଲୁଟେରା ଗ୍ୟାଙ୍ଗଙ୍କ ପାର୍ଦୁଭାବ ଦେଖିବାକୁ ମିଳିଛି। ଜୈନିକ ଦମ୍ପତି ଜଣେ ସମ୍ପର୍କୀୟଙ୍କ ନିର୍ବନ୍ଧ କାର୍ଯ୍ୟରେ ଯୋଗଦେବାକୁ ମୋଟର ସାଇକେଲରେ ଯାଉଥିବା ବେଳେ ୨ ଲୁଟେରା ଦମ୍ପତିଙ୍କ ପିଛା କରି ମହିଳାଙ୍କ…

ବିବାହ ଶୋଭାଯାତ୍ରାରେ ବୁଲିଲା ଖଣ୍ଡା : ଶୋଭାଯାତ୍ରା ଗାଡି ଚାଳକଙ୍କ ଆକ୍ରମଣରେ ଯୁବକ ଗୁରୁତର

ହିଞ୍ଜିଳିକାଟୁ : ବିବାହ ଶୋଭାଯାତ୍ରା ଚାଲିଥିବା ବେଳେ ସାମାନ୍ୟ ବଚସାରୁ ଶୋଭାଯାତ୍ରା ଗାଡି ଚାଳକ ଓ ମାଲିକ ମିଶି ବରଘରର ଜଣେ ସମ୍ପର୍କୀୟ ଯୁବକଙ୍କୁ ଖଣ୍ଡାରେ ରେ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ମେଡିକାଲରେ ଚିକିତ୍ସିତ ହେଉଥିବା…

ଜିଲ୍ଲା ବ୍ୟାଙ୍କ ପରାମର୍ଶ ଦାତା କମିଟି ବୈଠକ : ପିଏଲପି ପୁସ୍ତକ ଉନ୍ମୋଚନ

ଛତ୍ରପୁର, : ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ର ବ୍ୟାଙ୍କ ସମୁହ ପକ୍ଷରୁ ଅର୍ଥ ପରାମର୍ଶଦାତା କମିଟି ବୈଠକ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ସରକାର ଙ୍କ ବିଭିନ୍ନ ଯୋଜନା ଗୁଡିକ ରୁ ଲୋକ ମାନେ କିପରି…

ଅଲିଭ ରିଡଲେ ଙ୍କ ଗଣ ଅଣ୍ଡା ଦାନ ପର୍ବ ଆରମ୍ଭ, ଦିନରେ ହଜାର ହଜାର ସଂଖ୍ୟକ ଗଣ ଅଣ୍ଡାଦାନ

ତିନି ଦିନରେ ୨ଲକ୍ଷ ରୁ ଅଧିକ ଅଣ୍ଡାଦାନ ଛତ୍ରପୁର : ନୂଆ ଅତିଥିଙ୍କ ଆଗମନ. ଭୋର ସକାଳୁ ମଥା ପାତି ପାତି ସମୁଦ୍ର କୂଳ ଆଡକୁ ସାଙ୍ଗ ସାଥି ହୋଇ ଆସୁଛନ୍ତି ଅଲିଭ ରିଡଲେ | ବିସ୍ତିର୍ଣ୍ଣ ବେଳାଭୂମିରେ ହଜାର ହଜାର ଭିନ୍ନ ପ୍ରଜାତିର ଅତିଥିଙ୍କ ଦୃଶ୍ୟ ସମାଗମ ସମସ୍ତ ଙ୍କୁ ଆମନ୍ତ୍ରଣ କରୁଛି.…