Sign in
Sign in
Recover your password.
A password will be e-mailed to you.
ଅଫିସ ଆସିକାରେ ବାବୁ ବ୍ରହ୍ମପୁର ରେ ଏଭଳି ଅବସ୍ଥାରେ ବିଜ୍ଞାପିତ ଅଞ୍ଚଳ ପରିଷଦ …..!
ସାଧାରଣ ଜନତା ହନ୍ତସନ୍ତ…..!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ସବୁବେଳେ ବ୍ରହ୍ମପୁର ଯାତାୟାତ କରୁଥିବା ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି। ବାବୁ ବ୍ରହ୍ମପୁର କୁ ଯିବା ଆସିବା ଯୋଗୁଁ କାର୍ଯ୍ୟାଳୟ ରେ ଠିକ ସମୟରେ!-->…
ମୁଣ୍ଡମରେଇ ଧାନ ମିଲ ଗୁମାସ୍ତାଙ୍କ ଦାଦାଗିରି :କଟନୀ ଛଟନୀ ପାଇଁ ମାଡ଼ ଖାଇଲେ ସମିତି ସଭ୍ୟ…
ଚାଷୀଙ୍କ ଧାନ ନେଇ ଯାଇଥିବା ସମିତି ସଭ୍ୟଙ୍କୁ ମାଡ ମାରିଲେ ଗୁମାସ୍ତା ଓ ଲେବର ଥାନାରେ ମାମଲା…!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ମୁଣ୍ଡମରେଇ ରାଜଲକ୍ଷ୍ମୀ ରାଇସ ମିଲ ଗୁମାସ୍ତାଙ୍କ ଦାଦାଗିରି। ମିଲକୁ ଚାଷୀର ଧାନ ନେଇ ଯାଇଥିବା ଜଗମୋହନ ପଞ୍ଚାୟତର ସମିତି ସଭ୍ୟଙ୍କ ଉପରେ!-->!-->!-->…
ବାରବାଟୀରେ ମ୍ୟାଚ୍ ସହ ସିରିଜ୍ ଜିତିଲା ଭାରତ
କଟକ : ଭାରତ ଇଂଲଣ୍ଡକୁ ଦ୍ବିତୀୟ ଦିନିକିଆରେ ୪ ଓ୍ବିକେଟରେ ହରାଇଛି । ଏହା ସହିତ ଟିମ୍ ୩ ମ୍ୟାଚର ସିରିଜରେ ୨-୦ରେ ଆଗୁଆ ରହିଛି । ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ୨ୟ ମ୍ୟାଚ୍ ଖେଳାଯାଇଛି। ଏହି!-->…
ଇସ୍ତଫା ଦେଲେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହ
ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହ ରବିବାର ରାଜଭବନରେ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ସିଂହଙ୍କ ସହ ବିଜେପି ଓ ଏନପିଏଫର ୧୪ ଜଣ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ। ଏହି ପ୍ରତିନିଧି ଦଳରେ ରାଜ୍ୟ ବିଜେପି ସଭାପତି ଏ ଶାରଦା ଓ ବରିଷ୍ଠ!-->…
ସୁଧ ଟଙ୍କା ପାଇଁ ୯ବର୍ଷର ନାବାଳକ ପୁଅକୁ ଅପହରଣ !
କାକଟପୁର: ଥାନା ସମ୍ମୁଖରେ କାନ୍ଦି କାନ୍ଦି ଗୁହାରୀ କରୁଛନ୍ତି ବାପା ମାଆ । କହୁଛନ୍ତି ଆମ ପୁଅକୁ ଫେରାଇ ଆଣ । ସେ ସକାଳୁ କିଛି ଖାଇନି । ତାକୁ ଭାରି ଡର ଲାଗୁଥିବ । ହେଲେ କୁଆଡେ ଯାଇଛି ୟାଙ୍କ ପୁଅ । କିଏ ନେଇଛି ତାକୁ? ବୁଝୁ ବୁଝୁ ସାମ୍ନାକୁ ଆସିଲା ଏମିତି ଘଟଣା । କୁଆଡେ ଉଧାର!-->…
BCAC ଦ୍ୱାରା ଗୋଲ୍ଡେନ ଟ୍ରାଙ୍ଗେଲ୍ ସାଇକିଲିଂ ଚାମ୍ପିଅନଶିପ୍ ଅନୁଷ୍ଠିତ
ଭୁବନେଶ୍ୱର: ଭୁବନେଶ୍ୱର ସାଇକିଲିଂ ଆଣ୍ଡ ଆଡଭେଞ୍ଚର କ୍ଲବ୍ (ବିସିଏସି)ର ଗୋଲ୍ଡେନ ଟ୍ରାଙ୍ଗେଲ୍ ସାଇକିଲିଂ ଚାମ୍ପିଅନଶିପର ସପ୍ତମ ସଂସ୍କରଣ ସଫଳତାର ସହ ଶେଷ ହୋଇଛି । ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀମାନେ ଭୁବନେଶ୍ୱରରୁ ସାଇକଲେ ଚଲାଇ ପୁରୀ ଯାଇଥିଲେ ଏବଂ ସେଠାରୁ ଫେରିଥିଲେ ।!-->…
ଗାଡି ଧକ୍କାରେ ସାଇକେଲ ଆରୋହୀ ମୃତ
ହିଞ୍ଜିଳିକାଟୁ : ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ମାଣିକନଗର ଛକରେ ରବିବାର ଭୋର ସକାଳେ ଏକ ଗାଡି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ହିଞ୍ଜିଳିକାଟୁ ପୈାରାଞ୍ଚଳ ରଜାତୋଟା ସାହିର ଅଭିମନ୍ୟୁ ପୃଷ୍ଟି (୭୦)। ଖବର ପାଇ!-->…
ଫ୍ଲଡ ଲାଇଟରେ ଗୁରୁତର ସମସ୍ୟା, ପ୍ୟାଭିଲିୟନକୁ ଫେରିଲେ ଉଭୟ ଦଳର ଖେଳାଳି
କଟକ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆରେ ବାରବାଟୀ ଷ୍ଟାଡିୟମର ଅବ୍ୟବସ୍ଥା ସାମ୍ନାକୁ ଆସିଛି। ମ୍ୟାଚର ଦ୍ବିତୀୟ ଇନିଂସରେ ଭାରତ ବ୍ୟାଟିଂ କରୁଥିବା ବେଳେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ୩୦୫ ରନ ଲକ୍ଷ୍ୟର ପିଛା କରୁଥିବା ଭାରତୀୟ ଇନିଂସର ସପ୍ତମ ଓଭରରେ ଏଭଳି ଘଟଣା!-->…
ଷୋହଳଖଣ୍ଡ ଗୋପାଳ ସମାଜ ତେରସ୍ଥାନ ତାଲୁକା ପରିଚାଳନା ପରିଷଦର ନିର୍ବାଚନ : ସଭାପତି ରାଧାଗୋବିନ୍ଦ ଓ ଉପସଭାପତି ହେଲେ…
ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ମା ବୀରସିଂହ ପୀଠ( ବିପୁଳିଙ୍ଗି )ନିକଟରେ ଥିବା ଷୋହଳଖଣ୍ଡ ଗୋପାଳ ସମାଜ ତେରସ୍ଥାନ ତାଲୁକା କୁଳ ଗୃହ ଠାରେ ପରିଚାଳନା ପରିଷଦ ର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି,ଜିଲ୍ଲା ଷ୍ଟିଏରିଙ୍ଗ କମିଟି ର ଆବାହକ ତଥା ତେରସ୍ଥାନ ତାଲୁକା ସଭାପତିରାଧା ଗୋବିନ୍ଦ!-->…
ଏଏମୟୁ ମଧ୍ୟାହ୍ନଭୋଜନ ତାଲିକାରେ ଗୋମାଂସ ବିରିୟାନୀକୁ ନେଇ ବିବାଦ
ଆଲିଗଡ଼ ମୁସଲିମ ବିଶ୍ଵବିଦ୍ୟାଳୟ(ଏଏମୟୁ)ର ମଧ୍ୟାହ୍ନଭୋଜନ ମେନ୍ୟୁ ବା ତାଲିକାରେ ଗୋମାଂସ ବିରିୟାନୀ ପରସାଯିବା ନେଇ ଏକ ନୋଟିସକୁ କେନ୍ଦ୍ର କରି ବିବାଦ ସୃଷ୍ଟି ହୋଇଛି। ଏହାକୁ ନେଇ ଛାତ୍ରଛାତ୍ରୀମାନେ ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିବାଦ କରିଛନ୍ତି। ରବିବାର ମଧ୍ୟାହ୍ନଭୋଜନ ମେନ୍ୟୁରେ!-->…