Sign in
Sign in
Recover your password.
A password will be e-mailed to you.
ଶାସକଦଳର ଆକ୍ସନ ମୁଡ଼ କେବଳ କାଗଜ କଲମରେ ସୀମିତ…!
ବ୍ରହ୍ମପୁର: ରାଜ୍ୟରେ ନୂତନ ସରକାର ଆସିବା ପରେ ଆକ୍ସନ ମୁଡ଼ରେ ବିଭାଗୀୟ ମନ୍ତ୍ରୀ ଠାରୁ ବିଧାୟକ ମାନେ ବୋଲି ରୀତିମତ ଖବର କାଗଜ ରେ ପ୍ରକାଶ ହେଉଛି। ହେଲେ ପୂର୍ବ ଭଳି ଲୋକେ ଯେଉଁ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଏବେ ଡ଼ବଲ ଇଞ୍ଜିନ ସରକାର ରେ ଡ଼ବଲ ହଇରାଣ ହରକତ ହେଉଥିବା ଅଭିଯୋଗ!-->…
ଠିପି ବନ୍ଦ ବିଦେଶୀ ମଦ ଦୋକାନ ବନ୍ଦ ଥିବା ବେଳେ ସହରକୁ ପେଟିପେଟି ମଦ ଆସୁଛି କେଉଠୁଁ ?
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅଧିକାଂଶ ବ୍ଲକରେ ଗତ ମାର୍ଚ୍ଚ ମାସରୁ ଅଧିକାଂଶ ବିଦେଶୀ ମଦ ଦୋକାନ ବନ୍ଦ ରହିଛି MG ବକେୟା ଟଙ୍କା ପାଇଁ ଜିଲ୍ଲାର ବହୁ ବିଦେଶୀ ଠିପି ବନ୍ଦ ମଦ ଦୋକାନ ବନ୍ଦ ରହିଛି। ଜିଲ୍ଲାର କୋଣ ଅନୁକୋଣ ରେ ଅବାଧରେ ବିଦେଶୀ ମଦ ବିକ୍ରି ହେଉଛି। ଯଦି ଅଧିକାଂଶ ବିଦେଶୀ ମଦ!-->…
ପ୍ରଶାସନିକ ଅବହେଳା, ବନବାସୀ ଚାଷୀଙ୍କୁ ଶୋଷଣ କରୁଛନ୍ତି ବେପାରୀ : ଉପଯୁକ୍ତ ଥଇଥାନ କରିବାକୁ ଦାବି
କନ୍ଧମାଳ, : ପ୍ରଶାସନିକ ଅବହେଳା କାରଣରୁ କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳର ଆଦିବାସୀ ଅଧୁଷିତ ବନବାସୀ ମାନେ ବେପାରୀଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି। ଦୁର୍ଗମ ଅଞ୍ଚଳରୁ ସହରକୁ ବନଜାତ ଦ୍ରବ୍ୟ ବିକ୍ରି କରିବାକୁ ଆସୁଥିବା ବନବାସୀଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା ନ ଥିବାରୁ ସେମାନେ!-->…
ନୟାଗଡ଼ ପୌର ପରିଷଦ ପୁନର୍ବାର କେନ୍ଦ୍ରୀୟ ଅନୁଦାନରୁ ବଞ୍ଚିତ ହେବ…
ନୟାଗଡ଼: ନୟାଗଡ଼ ପୌର ପରିଷଦର ପ୍ରେତ୍ୟେକ ଆର୍ଥିକ ବର୍ଷରେ ଟିକସ ଆଦାୟ ପରିମାଣ କମିବାରେ ଲାଗିଛି । ହୋଲ୍ଡିଂ ଟିକସ ଆଦାୟ କରିବାରେ ବହୁ ପଛରେ ଅଛି ବିଭାଗ ।ତେଣୁ କେନ୍ଦ୍ର ସରକାରଙ୍କ ତରଫରୁ ମିଳୁଥିବା ଅନୁଦାନ ରୁ ପୌର ପରିଷଦ ବଞ୍ଚିତ ହେବାର ଆଶଙ୍କା ସୃଷ୍ଟି ହୋଇଛି।ପ୍ରତ୍ୟେକ ବର୍ଷ ପୌର!-->…
ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ପଣସପୁଟ ଏସଏସ ଡି ହାଇସ୍କୁଲ ର ବାର୍ଷିକ ଉତ୍ସବ
ଚିତ୍ରକୋଣ୍ଡା -: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ପଣସପୁଟ ଏସ ଏସ ଡି ହାଇସ୍କୁଲ ର ବାର୍ଷିକ ଉତ୍ସବ ବହୁ ଆଡମ୍ବର ସହ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ରଥଙ୍କ ତତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି!-->…
ରାଜ୍ୟରେ ଦୁର୍ଘଟଣା ରୋକିବାକୁ ଆଇଆଇଟି ମାଡ୍ରାସ ସହିତ ହାତ ମିଶାଇଲେ ଓଡ଼ିଶା ସରକାର
ଭୁବନେଶ୍ୱର, ୬।୨: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ପାଇଁ ଓଡ଼ିଶା ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ୱରୂପ, ସରକାରଙ୍କ ସହ ସହଭାଗୀତା କରିଥିବା IIT ମାଡ୍ରାସର ଦଳ ଗତକାଲି DGP YB ଖୁରାନିଆଙ୍କୁ ଭେଟିଥିଲେ। ଗୁରୁବାର ଦଳ ଗଞ୍ଜାମ ଜିଲାର ବ୍ରହ୍ମପୁର ଗସ୍ତ!-->…
ଶ୍ରେଷ୍ଠ ୫ଟି ରାଜ୍ୟ ଭିତରେ ରହିବା ପାଇଁ ଓଡ଼ିଶାର ଲକ୍ଷ୍ୟ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଷୋଡ଼ଶ ଅର୍ଥ କମିସନ ଡ଼କ୍ଟର ଅରବିନ୍ଦ ପାନଗେରିୟାଙ୍କର ବୈଠକ ହୋଇଛି । ସାକ୍ଷାତ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ଯେ, ଅର୍ଥ କମିସନଙ୍କ ସହିତ ହୋଇଥିବା ବୈଠକରେ ରାଜ୍ୟର ଆର୍ଥିକ ଦିଗ!-->…
ଆମ୍ବଗଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ
କୁକୁଡ଼ାଖଣ୍ଡି ବ୍ଲକ ଦକ୍ଷିଣପୁର ପଞ୍ଚାୟତ ଅନ୍ତର୍ଗତ ଆମ୍ବଗଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ସୁନୀତା ସାହୁଙ୍କ ସଭାପତିତ୍ବରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଲାଞ୍ଜିଆ ସମିତି!-->…
ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡିର ପଟ୍ଟଚିତ୍ର ବଦଳିବ: ଦୁଇ ଜଣିଆ ପ୍ରତିନିଧି ଦଳର ପରିଦର୍ଶନ
ବାଲିଗୁଡା : ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିର ପର୍ଯ୍ୟଟନ କ୍ଷେତ୍ରର ପଟ୍ଟଚିତ୍ର ବଦଳିଯିବ। ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଓଡିଶା ପର୍ଯ୍ୟଟନ ଉନ୍ନୟନ ବିଭାଗର ୨ ଜଣିଆ ପ୍ରତିନିଧି ଦଳ ଗତ ଦୁଇ ଦିନ ହେଲା!-->…
ନୟାଗଡ଼ରେ ହତ୍ୟା, କନ୍ଧମାଳରୁ ଶବ ଉଦ୍ଧାର : ମୁଖ୍ୟ ଅଭିଯୁକ୍ତ ଗିରଫ
କନ୍ଧମାଳ: : ନୟାଗଡ଼ରେ ହତ୍ୟା, କନ୍ଧମାଳରୁ ଗଳିତ ଶବ ଉଦ୍ଧାର । କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଗାଡ଼ିଆପଡ଼ା ଘାଟିର ପ୍ରଥମ ବୁଲାଣି ନିକଟରୁ ଜଣେ ବ୍ୟକ୍ତିଙ୍କ ଶବ ଉଦ୍ଧାର କରିଛି ପୋଲିସ୍ । ଘଟଣାସ୍ଥଳରେ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ପୋଲିସ୍ ଓ ନୟାଗଡ଼ ଜିଲ୍ଲାର ଗଣିଆ ଥାନା ପୋଲିସ୍!-->…