ପିପଳପଙ୍କା ଡ୍ୟାମ୍ ନିର୍ମାଣ ବାତିଲ ଦାବିରେ କୃଷକ ଓ ବୁଦ୍ଧିଜୀବିଙ୍କ ଗଣଧାରଣା

ବ୍ରହ୍ମପୁର : ରାଜ୍ୟର ଡ଼ବଲ ଇଞ୍ଜିନ୍ ସରକାର ଟାଟା ଓ ଆଦାନୀ ପରି ଘରୋଇ କମ୍ପାନୀମାନଙ୍କୁ ପାଣି ଯୋଗାଇବାକୁ ସରକାରୀ ଅର୍ଥରେ ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ପିପଳପଙ୍କା ଠାରେ ଯେଉଁ ଡ୍ୟାମ୍ ନିର୍ମାଣ କରିବାକୁ ଯାଉଛନ୍ତି। ଯାହାକୁ ଦୃଢ଼ ବିରୋଧ କରିଛି ଜିଲ୍ଲାର ଚାଷୀ ସଂଗଠନ । ଆଜି…

ଟାଙ୍ଗଣା ପଲ୍ଲୀ ଶ୍ରୀ ନୀଳକଣ୍ଠେଶ୍ବର ନୋଡାଲ ବିଦ୍ୟାପୀଠର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ଛତ୍ରପୁର : ଛତ୍ରପୁର ବ୍ଳକ ଅନ୍ତର୍ଗତ ଟାଙ୍ଗଣା ପଲ୍ଲୀ ଶ୍ରୀନୀଳକଣ୍ଠେଶ୍ବର ନୋଡାଲ ବିଦ୍ଯାପୀଠର ୪୯ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରସରରେ ପ୍ରଧାନଶିକ୍ଷକ ବିଷ୍ଣୁ ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ମୁଖ୍ଯ ଅତିଥି ରୂପେ ବିଦ୍ୟାଳୟର ପୁରାତନ ଛାତ୍ର ତଥା ବ୍ରହ୍ମପୁର…

ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସାଳୟକୁ ଆଧୁନିକୀକରଣ ପାଇଁ ଦାବୀ

ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ରହିଥିଲେ ବି ସେଥି ଅନୁଯାୟୀ ଚିକିତ୍ସା ପଦ୍ଧତିକୁ ଆଧୁନିକିକରଣ କରା ନ ଯିବା ଯୋଗୁଁ ଚିକିତ୍ସା ନ ପାଇ ଅନେକ ସମୟରେ ପଶୁଙ୍କର ଅକାଳ ମୃତ୍ୟୁ ଘଟୁଛି l ସୂଚନା ଯୋଗ୍ୟ ଯେ, ବ୍ରହ୍ମପୁର ଜାତୀୟ ରାଜପଥରେ ଥିବା ଗଞ୍ଜାମ…

୬ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ୫ ମାଓ ସହଯୋଗୀ ଗିରଫ

ମାଲକାନଗିରି,୬।୨ : ମାଓ ସଂଗଠନକୁ ଦୀର୍ଘ ଦିନ ଧରି ସହଯୋଗ କରିବା ସହ ଆଇଇଡି ବିସ୍ଫୋରଣରେ ଜଡିତ ଥିବା ୫ ଜଣକୁ ଗିରଫ କରିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଂକେର ପୁଲିସl ସୂଚନା ଅନୁଯାଇ ଛତିଶଗଡର କାଂକେର ଜିଲ୍ଲାର କୋୟଲିବେଡା ଥାନା ଅନ୍ତର୍ଗତ ହେଟାରକସା, ଗୋନ୍ଦୁଲ ଏବଂ ଆଲପରସ…

ସୁନା ଓ ରୂପ ଅଳଙ୍କାର ସଫା ନାମରେ ଠକେଇ, ବିହାର ଓ ଛତିଶଗଡ଼ ଅଞ୍ଚଳର ଦୁଇ ଠକଙ୍କୁ ବାନ୍ଧିଲା ପୋଲିସ

ମାଲକାନଗିରି : ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କ ସୂଚନା ଅନୁଯାଇ ମାଲକାନଗିରି ବ୍ଲକସ୍ଥ ଚାଲାଣଗୁଡା ପଞ୍ଚାୟତ ଏମଭି ୧ଗ୍ରାମ କୁ ଗତ ୨୯ ତାରିଖରେ ସୁଶୀଲ ସରକାର (୬୨)ଙ୍କ ଘରେ ଦୁଇଜଣ ଠକ ପହଁଚି ପୁରୁଣା ସୁନା, ରୁପା ଅଳଙ୍କାର ମରାମତ ଓ ସଫା କରିଦେବା ପାଇଁ କହିଥିଲେ। ସୁଶୀଲ…

ପ୍ରତିଶ୍ରୁତି ରଖିଲେ ପ୍ରଧାନମନ୍ତ୍ରୀ: କଟକ ବାଲିଯାତ୍ରାକୁ ମିଳିଲା ‘ଜାତୀୟ ମାନ୍ୟତା’

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ପ୍ରତିଶ୍ରୁତି ରଖିଛନ୍ତି। ତାଙ୍କର ପ୍ରତିଶ୍ରୁତି ଅନୁସାରେ କଟକ ବାଲିଯାତ୍ରାକୁ ‘ଜାତୀୟ ମାନ୍ୟତା’ ମିଳିଛି। ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ‘ଜାତୀୟ ମାନ୍ୟତା’ ନେଇ ସୂଚନା ଜାରି ହୋଇଛି। ଆଜି ରାଜ୍ୟସଭାରେ ସଂସ୍କୃତି ମନ୍ତ୍ରୀ…

ମୁଖ୍ୟମନ୍ତ୍ରୀଙ୍କଠାରୁ ନିଯୁକ୍ତିପତ୍ର ପାଇବେ ୨୭୬୭ ଜଣ

ଭୁବନେଶ୍ବର: ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରି ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ହେଉଛି ରାଜ୍ୟ ସରକାରଙ୍କ ପ୍ରାଥମିକତା। ଏହିକ୍ରମରେ ଭୁବନେଶ୍ବର ୟୁନିଟ-୩ସ୍ଥିତ କ୍ୟାପିଟାଲ୍ ହାଇସ୍କୁଲ ପଡ଼ିଆଠାରେ ଫେବ୍ରୁଆରି ୭ରେ ଆୟୋଜିତ ହେବ ନିଯୁକ୍ତି ମେଳା। ଏହି ନିଯୁକ୍ତି ମେଳା…

ମସାଜ୍ ଏବଂ ସ୍ପା କମ୍ପାନୀଗୁଡ଼ିକ ଏକଜିଟ୍ ପୋଲ କରୁଛନ୍ତି: ସଞ୍ଜୟ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ଅଧିକାଂଶ ଏକଜିଟ୍ ପୋଲରେ, ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଗଠନ କରିବ ବୋଲି ପୂର୍ବାନୁମାନ କରାଯାଇଛି। ତଥାପି, ଏକଜିଟ୍ ପୋଲର ଫଳାଫଳ ଉପରେ ଅଧିକ ବିଶ୍ୱାସ କରାଯାଇପାରିବ ନାହିଁ କାରଣ ଅନେକ ସମୟରେ ସେମାନଙ୍କ ସଂଖ୍ୟାରେ…

ଫଳାଫଳ ପୂର୍ବରୁ ପରାଜୟ ସ୍ୱୀକାର କଲେ କି ସନ୍ଦୀପ ଦୀକ୍ଷିତ!

ନୂଆଦିଲ୍ଲୀ: ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଗତକାଲି ଭୋଟ୍ ଗ୍ରହଣ ଶେଷ ହୋଇଛି ଏବଂ ଫେବ୍ରୁଆରି ୮ତାରିଖରେ ଭୋଟ୍ ଗଣତି ହେବ। ଏହି ନିର୍ବାଚନରେ ଶାସକ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍), ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ମୁକାବିଲା ଦେଖିବାକୁ ମିଳିଥିବା ବେଳେ ମତଦାନ ସରିବା…

ଆଶାରାମ ବାପୁଙ୍କ ଡକ୍ୟୁମେଣ୍ଟାରୀକୁ ନେଇ ଡିସ୍କଭରୀକୁ ଧମକ, ସୁପ୍ରିମକୋର୍ଟ ଦେଲେ ସୁରକ୍ଷା ନିର୍ଦ୍ଦେଶ

ନୂଆଦିଲ୍ଲୀ,୬।୨: ନିକଟରେ ରିଲିଜ ହୋଇଥିବା ଡକ୍ୟୁମେଣ୍ଟାରୀ ସିରିଜ ‘କଲ୍ଟ ଅଫ ଫିୟର: ଆଶାରାମ ବାପୁ’ଙ୍କ ସମ୍ପର୍କରେ ଡିସ୍କଭରି କମ୍ୟୁନିକେସନ୍ସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଆବେଦନରେ କୁହାଯାଇଛି ଯେ ଜାନୁଆରୀ ୨୯ରେ ଏହି ଡକ୍ୟୁମେଣ୍ଟାରୀ ସିରିଜ ମୁକ୍ତିଲାଭ କରିବା ପରଠାରୁ,…