ବ୍ରହ୍ମପୁର ଠାରୁ ବାଲିଗୁଡା ସରକାରୀ ବସ୍‌ରେ ଅନଲାଇନ ଟିକେଟ୍‌ ବନ୍ଦ: ହଟହଟା ହେଉଛନ୍ତି ଯାତ୍ରୀ…

ବାଲିଗୁଡା,: କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ବ୍ରହ୍ମପୁରଠାରୁ ବାଲିଗୁଡା ଯାଉଥିବା ସରକାରୀ ବସ୍‌ରେ ହେଉନାହିଁ ଅନ୍‌ଲାଇନ୍‌ ବୁକିଂ। ଫଳରେ ଯାତ୍ରୀ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ଉକ୍ତ ବସ୍‌ ଉପରେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଦାରିଙ୍ଗବାଡି ସମେତ ସିମନବାଡି, ଶ୍ରାନିକେତା,…

ଘରେ ପଶିଲା ବାଲି ବୋଝେଇ ହାଇୱା : ଅଳ୍ପେକେ ବର୍ତ୍ତିଲେ ମହିଳା…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ବାଲି ବୋଝେଇ ଗାଡ଼ି ମାଡ଼ିଗଲା ଗୃହ ଭିତରକୁ ଅଳ୍ପକେ ବର୍ତ୍ତିଲେ ମହିଳା। ଆଜି ଭୋର ୫ ଘଣ୍ଟା ସମୟରେ ଆସିକା ସୁନାମ୍ବ ସାହିର କୁମାରୀ ଦାଶ ତାଙ୍କର ଘର ନିକଟରେ ଠିଆ ହୋଇଥିବା ବେଳେ ବେଆଇନ ବାଲି ନେଇ ଦ୍ରୁତ ଗତିରେ ଏକ ହାଇୱା ତାଙ୍କ ଘରରେ…

ଦିନ ଦ୍ୱିପ୍ରହର ରେ ଶାଗୁଆନ ଗଛ କଟି ବେଆଇନ ଭାବେ ହେଉଛି ଚାଲାଣ …

ଚେଇଁ ଶୋଇଛି ବନ ବିଭାଗ... ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡିଆ ବ୍ଲକର ବିଭିନ୍ନ ସ୍ଥାନରୁ ଶହଶହ ମୂଲ୍ୟବାନ ଶାଗୁଆନ୍ ଗଛ ଉଭାନ ହୋଇଯାଉଥିବା ନେଇ ଅଭିଯୋଗ ହେଉଥିଲା। ଏହି ଶାଗୁଆନ୍ ଗଛ ଚାଲାଣ କରିବାରେ ସ୍ଥାନୀୟ ଅଞ୍ଚଳର କାଠ ମାଫିଆ ସହ ବିଭିନ୍ନ ସମୟରେ ବନ ବିଭାଗର…

ମାଲକାନଗିରି ପୌର ପରିଷଦରେ ଭୀମଭୋଇ ଭିନ୍ନକ୍ଷମ ସମର୍ଥ୍ୟ ଶିବିର

ମାଲକାନଗିରି : ଆଜି ମାଲକାନଗିରି ପୌର ପରିଷଦ ଦ୍ଵାରା ସ୍ଥାନୀୟ ବୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଅନୁଷ୍ଠାନିକ ଭାବେ ପୌର ପରିଷଦ ମାଲକାନଗିରି ଅଧ୍ୟକ୍ଷ ମନୋଜ ବାରିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…

ଆଠ ମାସର ଗର୍ଭବତୀ ଖୁଡିଙ୍କୁ ସମ୍ପର୍କୀୟ ପୁତୁରାର ଦୁଷ୍କର୍ମ ଅଭିଯୋଗ

ବାଲିଗୁଡା : ଆଠ ମାସ ର ଗର୍ଭବତୀ ଖୁଡି ଙ୍କୁ ସମ୍ପର୍କୀୟ ଜଣେ ପୁତୁରା ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି l ଏପରିକି ଗର୍ଭବତୀ ଖୁଡି ଜଣକ ପୁତୁରା କୁ ପ୍ରତିବାଦ କରିବା ସମୟରେ ଅତି ନିର୍ମମ ଭାବେ ଖୁଡି ଙ୍କୁ କାଠ ଫାଳିଆ ରେ ପିଟିବା ସହ ଗର୍ଭବତୀ ମହିଳା ଙ୍କ ଶରୀର କୁ ଚୋବେଇ ଲାତ…

ମାଲକାନଗିରି ଆପନମାଳା ଜଙ୍କସନରେ ପହଞ୍ଚିଲା ବନ୍ଦେ ଭାରତ ସ୍ପିଡ ଟ୍ରେନ

ମାଲକାନଗିରି : ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ମଧ୍ୟ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆପନମାଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । କୁନି ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସରୁମକୁ ବନ୍ଦେ ଭାରତ ସ୍ପିଡ ଟ୍ରେନ ସଦୃଶ ଚିତ୍ର ଅଙ୍କା ଯାଇଛି।ଏହା କୌଣସି ମନଗଢା କାହାଣୀ ନୁହେଁ,ଏହାର ବାସ୍ତବତା…

ବାଲିଗୁଡା ଓ କୁର୍ତ୍ତମଗଡ଼ରେ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉପଲକ୍ଷେ କଳସ ଯାତ୍ରା

ବାଲିଗୁଡା : ରାଷ୍ଟ୍ରରେ ନବ ନିର୍ମାଣ ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଗାୟତ୍ରୀ ଶକ୍ତିପୀଠ ଠାରେ ୨୭ ତମ ବାର୍ଷିକ ଉତ୍ସବ ଏବଂ ରାଷ୍ଟ୍ର ଜାଗରଣ ନବ କୁଣ୍ଡିୟ ଗ୍ରାୟତ୍ରୀ ମହାଯଜ୍ଞ କାର୍ଯ୍ୟକ୍ରମ ସ୍ଥାନୀୟ ଗାୟତ୍ରୀ ଶକ୍ତିପୀଠ ପରିସର ମଧ୍ୟରେ ଆୟୋଜନ ଉପଲକ୍ଷେ ଏକ ବିରାଟ କଳସ…

ବାଲିଗୁଡା ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରେ ଦିନକୁ ଦିନ ସରକାରୀ ଜମି ଜବର ଦଖଲ ବେଆଇନ ଇଟାଭାଟି ଗଢି ଉଠୁଥିବାରୁ ବାଲିଗୁଡା ପ୍ରଶାସନ ପକ୍ଷରୁ କାର୍ଯ୍ୟlନୁଷ୍ଠାନ ଆରମ୍ଭ ହୋଇଛି l ପ୍ରଥମ ପର୍ଯ୍ୟାୟ ରେ ବାଲିଗୁଡା ମୌଜାର ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ର ପଣସ ପଡି ଅଞ୍ଚଳରେ ଉଛେଦ…

ଆମ ହାତରେ ମାମଲା ଥିଲେ ଫାଶୀ ଦଣ୍ଡ ହୋଇଥାନ୍ତା: ମମତା

କୋଲକାତା: ସମଗ୍ର ଦେଶକୁ ଦୋହଲାଇ ଦେଇଥିବା କୋଲକାତା ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ, କୋର୍ଟ ଆଜି ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରଏକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପଶ୍ଚିମବଙ୍ଗର ସିଆଲଦା କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ତେବେ ଏହି ଦଣ୍ଡାଦେଶ ପରେ ରାଜନୀତି…