Sign in
Sign in
Recover your password.
A password will be e-mailed to you.
ବିଶ୍ବ ସ୍ବାସ୍ଥ୍ୟ ସଂଗଠନରୁ ଆମେରିକା ବାହାର
ୱାଶିଂଟନ୍ : ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ପରେ ଡୋନାଲ୍ଡ ଟ୍ରମ୍ପ ଅନେକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ଦସ୍ତଖତ କରିଛନ୍ତି। ତାଙ୍କ କାର୍ଯ୍ୟକାଳର ପ୍ରଥମ ଦିନରେ ଟ୍ରମ୍ପଙ୍କ ଦ୍ବାରା ଦସ୍ତଖତ ହୋଇଥିବା ନିର୍ଦ୍ଦେଶରେ ପ୍ୟାରିସ୍ ଜଳବାୟୁ ଚୁକ୍ତିରୁ ପ୍ରତ୍ୟାହାର,!-->…
ଅନ୍ୟ ରାଜ୍ୟରେ ରହୁଥିବା ପ୍ରବାସୀ ମହିଳାଙ୍କୁ ବି ମିଳିବ ସୁଭଦ୍ରା ଟଙ୍କା : ପ୍ରଭାତୀ ପରିଡ଼ା
ଭୁବନେଶ୍ୱର : ସୁଭଦ୍ରାଙ୍କୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରଭାତୀ ପରିଡାଙ୍କ ବଡ଼ ବୟାନ । ଅନ୍ୟ ରାଜ୍ୟରେ ରହୁଥିବା ପ୍ରବାସୀ ମହିଳାଙ୍କୁ ବି ମିଳିବ ସୁଭଦ୍ରା ଟଙ୍କା । 20 ଲକ୍ଷରୁ ଅଧିକ ମହିଳାଙ୍କୁ ଚତୁର୍ଥ ପର୍ଯ୍ୟାୟରେ ମିଳିବ ଟଙ୍କା । ଜିଲ୍ଲା ରିଭିୟୁରେ ଆସିଲା ବଡ଼ ତଥ୍ୟ ।!-->…
ଶିକ୍ଷାନୀତି ୨୦୨୦: ଏଣିକି ୧୦ ଦିନ ବିନା ବ୍ୟାଗ୍ରେ ସ୍କୁଲ ଯିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର: ଓଡିଶାରେ ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ ହେବା ପରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ତଥ୍ୟ ଅନୁଯାୟୀ ସ୍କୁଲ ଛାତ୍ରଛାତ୍ରୀ ୧୦ ଦିନ ବିନା ବ୍ୟାଗରେ ଯିବେ ସ୍କୁଲ। ରାଜ୍ୟର ସମସ୍ତ ସ୍କୁଲରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ସବୁ ଛାତ୍ରଛାତ୍ରୀଙ୍କୁ ଏକ ଫନ୍ କୋର୍ସ (Fun!-->…
ରାସ୍ତାରେ ପାର୍କିଂ : ବଢୁଛି ଟ୍ରାଫିକ ସମସ୍ୟା
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲାର ୨ୟ ବୃହତ୍ତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ପୌରାଞ୍ଚଳରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଗୁରୁତର ହେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଖୋଲାଖୋଲି ଭାବେ ସଡ଼କ ନିୟମକୁ ଉଲଘଂନ କରି ଯାନବାହାନ ଗୁଡିକ ରାସ୍ତାରେ ପାର୍କିଂ କରାଯାଉଛି ।!-->…
ରାମମନ୍ଦିର ପ୍ରତିଷ୍ଠା ପୂର୍ତ୍ତିବର୍ଷରେ ବିଶାଳ ବାଇକ ରାଲି
,ବୀରମିତ୍ରପୁର : ରାମ ମନ୍ଦିର ପ୍ରତିଷ୍ଠା ପୂର୍ତ୍ତି ବର୍ଷରେ ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ହିନ୍ଦୁ ସଂଗଠନ ପକ୍ଷରୁ ଏକ ବିଶାଳ ବାଇକ୍ ରାଲି ବାହାରି ଥିଲା | ବିରମିତ୍ରପୁର ଅଧିନସ୍ତ ତଳସରା ହନୁମାନ ମନ୍ଦିରରେ ପ୍ରାର୍ଥନା ଓ ପୂଜାର୍ଚ୍ଚନା କରିବା ପରେ, ରାମ ମନ୍ଦିର ନିର୍ମାଣ!-->…
ଷଷ୍ଠଶ୍ରେଣୀରୁ ନେଇଁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ପାସବୁକ ଖୋଲାଗଲା !
ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଆନ୍ତର୍ଗତ ରାଏବଗା ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଅଦ୍ୟ ତା ୨୧/୦୧/୨୦୨୫ ରିଖ ମଙ୍ଗଳବାର ଦିନ ରାଏବଗା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାର ପ୍ରବନ୍ଧକ ଶ୍ରୀଯୁକ୍ତ ସବ୍ୟସାଚୀ ମେହେର କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ!-->!-->!-->…
ଟିପିଏସ୍ଓଡିଏଲ୍ ପକ୍ଷରୁ ଦକ୍ଷିଣ ଓଡ଼ିଶାରେ ସଡ଼କ ସୁରକ୍ଷା ମାସ ପାଳିତ
ବ୍ରହ୍ମପୁର, ଜାନୁଆରୀ: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ମାସ ବ୍ୟାପୀ ସଡ଼କ ସୁରକ୍ଷା ସଚେତନତା ଅଭିଯାନ କରାଯାଉଛି। ଜାତୀୟ ସଡ଼କ ସୁରକ୍ଷା ମାସ ଅନୁସାରେ ଏହା ଆରମ୍ଭ ହୋଇଛି। "ବି ଏ ରୋଡ଼ ସେଫ୍ଟି ହିରୋ" ଥିମ୍ ଆଧାରରେ କମ୍ପାନୀ ସାରା ଦକ୍ଷିଣ!-->…
ନିଃସର୍ତ ର ପୂର୍ବ ଅନୁମାନ ସତ ହେଲା, ଟେଣ୍ଡର ଫିକ୍ସ ପାଇଁ ନୂଆ ଟ୍ରେଡ଼ …..!
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଆସିକା ସହର ସବୁ କ୍ଷେତ୍ରରେ ଚର୍ଚ୍ଚାରେ ରହିଆସିଛି। ନିସର୍ତ୍ତ ରେ ପୂର୍ବରୁ ଆସିକା ଖମ୍ବେଶ୍ୱରୀ ମନ୍ଦିର ପଛପଟେ ଠିକାଦାର ମାନଙ୍କ ଏକ ବୈଠକ ରେ ଟେଣ୍ଡେର ଫିକ୍ସ ପାଇଁ ଖସଡ଼ା ପ୍ରସ୍ତୁତ ହୋଇଥିବା ନେଇ ପ୍ରକାଶ ହୋଇଥିଲା। ତାହାର ନଗ୍ନ ନମୁନା ଏବେ ଭଞ୍ଜନଗର!-->…
ବ୍ରହ୍ମପୁର ଠାରୁ ବାଲିଗୁଡା ସରକାରୀ ବସ୍ରେ ଅନଲାଇନ ଟିକେଟ୍ ବନ୍ଦ: ହଟହଟା ହେଉଛନ୍ତି ଯାତ୍ରୀ…
ବାଲିଗୁଡା,: କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ବ୍ରହ୍ମପୁରଠାରୁ ବାଲିଗୁଡା ଯାଉଥିବା ସରକାରୀ ବସ୍ରେ ହେଉନାହିଁ ଅନ୍ଲାଇନ୍ ବୁକିଂ। ଫଳରେ ଯାତ୍ରୀ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ଉକ୍ତ ବସ୍ ଉପରେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଦାରିଙ୍ଗବାଡି ସମେତ ସିମନବାଡି, ଶ୍ରାନିକେତା,!-->…
ଘରେ ପଶିଲା ବାଲି ବୋଝେଇ ହାଇୱା : ଅଳ୍ପେକେ ବର୍ତ୍ତିଲେ ମହିଳା…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ବାଲି ବୋଝେଇ ଗାଡ଼ି ମାଡ଼ିଗଲା ଗୃହ ଭିତରକୁ ଅଳ୍ପକେ ବର୍ତ୍ତିଲେ ମହିଳା। ଆଜି ଭୋର ୫ ଘଣ୍ଟା ସମୟରେ ଆସିକା ସୁନାମ୍ବ ସାହିର କୁମାରୀ ଦାଶ ତାଙ୍କର ଘର ନିକଟରେ ଠିଆ ହୋଇଥିବା ବେଳେ ବେଆଇନ ବାଲି ନେଇ ଦ୍ରୁତ ଗତିରେ ଏକ ହାଇୱା ତାଙ୍କ ଘରରେ!-->…