Sign in
Sign in
Recover your password.
A password will be e-mailed to you.
ଏଣିକି ୬ ବର୍ଷ ହେଲେ ପ୍ରଥମ ଶ୍ରେଣୀ
ଏଣିକି ପିଲାଙ୍କୁ ୬ ବର୍ଷ ହେଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେ ଅଭିଭାବକ। ଏ ନେଇ ରାଜ୍ୟ ସରକାର ସୋମବାର ନୂଆ ବିଜ୍ଞପ୍ତି ଜାରି କରିଛନ୍ତି। ଆଗାମୀ ଶିକ୍ଷାବର୍ଷରେ ନାମ ଲେଖା ପାଇଁ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ରାଜ୍ୟ ସରକାର ଏହି ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
ରାଜ୍ୟରେ!-->!-->!-->…
ଆରଜି କର ହସ୍ପିଟାଲ ମାମଲା: ୧୭ ଲକ୍ଷ ଟଙ୍କା କ୍ଷତିପୂରଣ ନେବାକୁ ମନା କରିଦେଲେ ପୀଡ଼ିତାଙ୍କ ବାପା, ମାଆ
କୋଲକାତା ଆରଜି କର ହସ୍ପିଟାଲ ମାମଲାରେ ଆଜି ଆସିଥିବା କୋର୍ଟଙ୍କ ରାୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପୀଡ଼ିତାଙ୍କ ବାପା, ମାଆ । ସେମାନେ କୋର୍ଟଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନୁହନ୍ତି ବୋଲି କହିଛନ୍ତି । ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସଂଜୟ ରାୟକୁ ଆଜୀବନ ଶୁଣାଇଛନ୍ତି!-->…
ବଦଳିପାରେ ବାରବାଟୀ ଦିନିକିଆ ପାଇଁ ଟିକଟ୍ କାଉଣ୍ଟର ସ୍ଥାନ, ଷ୍ଟାଡିୟମ ବୁଲି ସମୀକ୍ଷା କଲେ କଟକ ଡିସିପି
କଟକ: କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତା ଫେବୃଆରୀରେ ୯ରେ ଦିନିକିଆ ଦିବାରାତ୍ର ମ୍ୟାଚ୍ ଖେଳାଯିବ । ଏନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ(ଓସିଏ) ପକ୍ଷରୁ ପ୍ରସ୍ତୁତି ଚାଲିଛି । ତେବେ ଏଥର ବଦଳି ପାରେ ବାରବାଟୀ ଦିନିକିଆ ପାଇଁ ଟିକଟ୍ କାଉଣ୍ଟର ସ୍ଥାନ । ପୂର୍ବ!-->…
ସୈଫ୍ ଅଲ୍ଲୀ ଖାନଙ୍କୁ ବସାଇ ହସ୍ପିଟାଲ ନେଇଥିବା ଅଟୋ ଡ୍ରାଇଭର ପୁରସ୍କୃତ
ସୈଫଙ୍କୁ କରିଥିଲେ ସାହାଯ୍ୟ, ମିଳିଲା ପୁରସ୍କାର । ବିପଦ ବେଳେ ସୈଫ୍ ଅଲ୍ଲୀ ଖାନଙ୍କୁ ସାହାଯ୍ୟ କରିଥିବା ଅଟୋ ଡ୍ରାଇଭର ପୁରସ୍କୃତ ହୋଇଛନ୍ତି । ସେ ନିଜ ଅଟୋରେ ସୈଫଙ୍କୁ ବସାଇ ହସ୍ପିଟାଲ ନେଇଥିଲେ । ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଆହତ ସୈଫଙ୍କୁ ଘର ପାଖରୁ ଅଟୋରେ ବସାଇ ବିଳମ୍ବିତ ରାତିରେ!-->…
ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ରାଜା ହରିହର ମର୍ଦ୍ଦରାଜ ଜୟନ୍ତୀ ପାଳନ
ବ୍ରହ୍ମପୁର : ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ରାଜା ହରିହର ମର୍ଦ୍ଦରାଜ ଜୟନ୍ତୀ ପାଳିତ ହୋଇଯାଇଛି l ଏ ଅବସରରେ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ରାଜା ହରିହର ମର୍ଦ୍ଦରାଜଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା l କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ!-->!-->!-->…
ନୂଆପଡ଼ା ସମୀନ୍ତ ଜଙ୍ଗଲରେ ୨ ନକ୍ସଲ ନିପାତ
ନୂଆପଡ଼ା: ନୂଆପଡ଼ା ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜଙ୍ଗଲରେ ସୁରକ୍ଷା ବାହିନୀକୁ ପୁଣି ଏକ ସଫଳତା ମିଳିଛି। ମେନ୍ପୁର ଥାନା ଅଧୀନ କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷା ବାହିନୀର ଯବାନମାନେ ୨ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି।
ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ନକ୍ସଲମାନେ ଥିବା ନେଇ!-->!-->!-->…
ବନ୍ଧୁକ ଭୁଜାଲି ଦେଖାଇ ଲୁଟି ନେଲେ ଦେଢ଼ କୋଟି ଟଙ୍କାର ସୁନା ଅଳଙ୍କାର
ସୁନ୍ଦରଗଡ଼ : ସୁନା ,ଟଙ୍କା ଲୁଟି ନେଲେ ଲୁଟେରା । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ବସୁନ୍ଧରା ବରପାଲିରେ ଘଟିଛି ବଡ ଧରଣର ଲୁଟ । ନିଖିଲ ଅଗ୍ରୱାଲଙ୍କ ଘରୁ ଦେଢ଼ କୋଟି ଟଙ୍କାର ସୁନା ଅଳଙ୍କାର ସହ ଦୁଇ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ନିଖିଲ ଓ ତାଙ୍କ ପରିବାର ଲୋକଙ୍କୁ ଘର!-->…
ସାନପଦର ଠାରେ ନୂଆ ପାସେଞ୍ଜର ହଲ୍ଟ; ଉପକୃତ ହେବେ ସ୍ଥାନୀୟ ଯାତ୍ରୀ
ଭୁବନେଶ୍ୱର: ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନରେ ଅବସ୍ଥିତ ସାନପଦର ଠାରେ ଏକ ନୂତନ ପାସେଞ୍ଜର ହଲ୍ଟ ଶୁଭାରମ୍ଭ କରିଛି ଭାରତୀୟ ରେଳବାଇ । ଏହି ନୂତନ ପାସେଞ୍ଜର ହଲ୍ଟ ଅଞ୍ଚଳର ବର୍ଦ୍ଧିତ ପରିବହନ ଆବଶ୍ୟକତା ପୂରଣ କରିବ ଏବଂ ସ୍ଥାନୀୟ ଯାତ୍ରୀମାନଙ୍କ ପାଇଁ ସୁଗମତାକୁ ଉନ୍ନତ କରିବ ।
!-->!-->!-->…
କଟକ ସହରରେ ପୁଣି ଜବର ଦଖଲ ଉଚ୍ଛେଦ, ଆଜି ୨୦ ରୁ ଅଧିକ ବେଆଇନ ନିର୍ମାଣ ଭାଙ୍ଗିଛି ପ୍ରଶାସନ
କଟକ : କଟକ ସହରରେ ପୁଣି ଦେଖିବାକୁ ମିଳିଛି ଜବର ଦଖଲ ଉଚ୍ଛେଦ । ଖାନନଗର ପେଟ୍ରୋଲ ପମ୍ପ ଠାରୁ ମାଛ ଗୋଦାମ ପର୍ଯ୍ୟନ୍ତ ରାସ୍ତା କଡ଼କୁ ଲାଗି କରିଥିବା ବେଆଇନ ନିର୍ମାଣ ଉଚ୍ଛେଦ କରୁଛି କଟକ ମହାନଗର ନିଗମ । ପୂର୍ତ୍ତ ବିଭାଗ ଅଧୀନସ୍ଥ ଏକ ପ୍ରକଳ୍ପ କାର୍ଯ୍ୟ ପାଇଁ ଏହି ଉଚ୍ଛେଦ!-->…
ସୁଧାଂଶୁ ଶେଖର ପରିଡ଼ାଙ୍କ ନିଲମ୍ବନ ପ୍ରତ୍ୟାହାର ପ୍ରସଙ୍ଗ; ବିଜେଡିକୁ ଲୋକେ ଆଉ ଗ୍ରହଣ କରିବେନି: ସମୀର ଦାଶ
ଭୁବନେଶ୍ବର: ଦଳକୁ ପୁଣି ଥରେ ସୁଦୃଢ କରିବାକୁ ଅଣ୍ଟା ଭିଡିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୂର୍ବରୁ ନିଲମ୍ବନ ହୋଇଥିବା ନେତାଙ୍କୁ ପୁଣି ଥରେ ଦଳରେ ମିଶାଉଛନ୍ତି । ଏହି ପ୍ରରିପେକ୍ଷୀରେ ବାଲେଶ୍ୱର ଜିଲ୍ଲା ରେମୁଣାର ପୂର୍ବ ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ଉପରେ ନିଲମ୍ବନ!-->…