Sign in
Sign in
Recover your password.
A password will be e-mailed to you.
ସିଆରପିଏଫ ଦ୍ୱିତୀୟ ବାହିନୀ ପକ୍ଷରୁ ନକ୍ସଲ ପ୍ରଭାବିତ ଏଲମାଗୁଣ୍ଡା ଠାରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର…
ମାଲକାନଗିରି :ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲା ଏଲମାଗୁଣ୍ଡା ଠାରେ ଗତକାଲି କମାଣ୍ଡଣ୍ଟ ଶ୍ରୀ ରତି କାନ୍ତ ବେହେରାଙ୍କନିର୍ଦ୍ଦେଶନାରେ ସିଆରପିଏଫ ଦ୍ଵିତୀୟ ବାହିନୀ ପକ୍ଷରୁ ସକାଳ ୭ଟାରୁ ସାପ୍ତାହିକ ବଜାର ଏ ଲମାଗୁଣ୍ଡାରେ ଏକ ମାଗଣା ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା | ଏହି!-->!-->!-->…
ଅବକାରୀ ବିଭାଗ ଅଧିକାରୀଙ୍କ ଦିଗଦର୍ଶନ ଓ ସଚେତନତା କାର୍ଯ୍ୟକ୍ରମ
ବେଆଇନ ମାଦକ ଦ୍ରବ୍ୟ କାରବାର ବିରୋଧ ହେବ କଠୋର କାର୍ଯ୍ୟାନୁଷ୍ଠାନ : ପୃଥ୍ୱୀରାଜ ହରିଚନ୍ଦନ
ଛତ୍ରପୁର : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସୋନାପୁର ଇକୋ ରିଟ୍ରିଟ ଠାରେ ଅବକାରୀ ବିଭାଗ ପକ୍ଷରୁ ବରିଷ୍ଠ ଅବକାରୀ ଅଧିକାରୀ ମାନଙ୍କ ଦିଗଦର୍ଶନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I!-->!-->!-->…
ବାରଖମା ପଞ୍ଚାୟତକୁ ନୂତନ ବ୍ଲକ ଗଠନ ଦାବି : ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଗର୍ଜନ କଲେ ୮ ପଞ୍ଚାୟତ ବାସିନ୍ଦା
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା କୁ ନୂତନ ବ୍ଲକ ଘୋଷଣା ଦାବିରେ ଶନିବାର ୧୫ ନମ୍ବର ଜିଲ୍ଲା ପରିଷଦ ଜୋନ ର ୮ ପଞ୍ଚାୟତର ଶତାଧିକ ଲୋକ ନିଜ ନିଜ ପାରମ୍ପରିକ ଭେଷଭୂଷା ସହ ଅସ୍ତ୍ର ଶସ୍ତ୍ର ଧରି ବାଲିଗୁଡାରେ ଗର୍ଜନ କରିଛନ୍ତି । ନୂତନ ବ୍ଲକ ନାହିଁ ତ ଲୋକ ପ୍ରତିନିଧି ଓ!-->…
ସତୀଗୁଡା ଜଳଭଣ୍ଡାରରେ ୩୪ ପ୍ରଜାତିର ସ୍ୱଦେଶୀ ଓ ବିଦେଶୀ ପକ୍ଷୀ ଚିହ୍ନଟ
ମାଲକାନଗିରି, ୧୮।୧ ମାଲକାନଗିରି ଜିଲ୍ଲା ସଦର ମହକୁମା ସତିଗୁଡା ଜଳଭଣ୍ଡାରରେ ବନ ବିଭାଗ ତରଫରୁ ଆଜି ୩୦ରୁ ଉର୍ଧ ବନାଧିକାରୀ ଏବଂ କର୍ମଚାରୀଙ୍କ ସହ ଭୁବ ନେଶ୍ୱରରୁ ଆସିଥିବା ଏକ୍ସପର୍ଟ ମାନଙ୍କ ଦ୍ୱାରା ପୂର୍ୱାହ୍ନ ୬ ଘଟିକା ସମୟରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲ।। ଚାରଟି!-->!-->!-->…
ଋଣ ଦେବା ନାରେ ବଡ଼ ଜାଲିଆତି, ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ ବିଜିପୁର ଶାଖାର ପୂର୍ବତନ ମ୍ୟାନେଜରଙ୍କ ସମେତ ଦୁଇ…
ବ୍ରହ୍ମପୁର : ଋଣ ଦେବା ନାରେ ବଡ଼ ଜାଲିଆତି.୧ କୋଟି ୪୬ ଲକ୍ଷ ୪୬ ହାଜର ଟଙ୍କା ହେରେଫେର କରିଥିବା ଅଭିଯୋଗ ହୋଇଛି। ବ୍ରହ୍ମପୁର ସମବାୟ ବ୍ୟାଙ୍କ ବିଜିପୁର ଶାଖାର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଦେବାଶିଷ ପଟ୍ଟନାୟକଙ୍କ ସମେତ ଜଣେ ମହିଳା ସୁପ୍ରଭାଇଜର କୁ ଗିରଫ କରିଛି ପୁଲିସ। ଗତ!-->!-->!-->…
ବାଳକୃଷ୍ଣପୁର ସେବା ସମବାୟ ସମିତିରେ ଦୁର୍ନୀତିର ଗନ୍ଧ : ଚାଷୀଙ୍କ ନାମରେ ଋଣ ଜାଲିଆତି, ଆନ୍ଦୋଳନ ଚେତାବନୀ
ହିଞ୍ଜିଳିକାଟୁ : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଓ କୃଷକ ମାନଙ୍କୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି। କୃଷି ଓ କୃଷକର ଉନ୍ନତି ପାଇଁ ବହୁ ଯୋଜନା ପ୍ରଣୟନ କରିଛନ୍ତି। ବାସ୍ତବ କ୍ଷେତ୍ରରେ କିଛି ସପୃକ୍ତ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ମନୋଭାବ ଓ ମେରିରାୟ ନୀତି ଯୋଗୁଁ ଚାଷୀ ମାନେ ଚାଷ!-->…
୧୫ତମ ଜାତୀୟ ଭୋଟର ଦିବସ ଜିଲ୍ଲାସ୍ତରରେ ପାଳିତ ହେବ
ଛତ୍ରପୁର : ଚଳିତ ବର୍ଷ ୧୫ ତମ ଜାତୀୟ ଭୋଟର ଦିବସ ଚଳିତ ମାସ ୨୫ ତାରିଖ ଦିନ ରାଜ୍ୟ,ଜିଲ୍ଲା ଏବଂ ଉପଖଣ୍ଡ ସ୍ତରରେ ମହାସମାରୋହର ସହିତ ପାଳିତ ହେବ । ଏହି ଉତ୍ସବ ଜିଲ୍ଲା ସ୍ତରରେ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ!-->…
ଦେଶର ଶ୍ରେଷ୍ଠ ୫ ରାଜ୍ୟ ଭିତରେ ରହିବ ଓଡ଼ିଶା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ବର: ୨୦୩୬ ସୁଦ୍ଧା ଓଡ଼ିଶାକୁ ସମୃଦ୍ଧ ଓଡ଼ିଶାରେ ପରିଣତ କରିବୁ । ଦେଶର ଶ୍ରେଷ୍ଠ ୫ ରାଜ୍ୟ ଭିତରେ ରହିବ ଓଡ଼ିଶା । ଶନିବାର ସାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସିଙ୍ଗାପୁର ସରକାରଙ୍କ ସହ ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ଆଲୋଚନା ହୋଇଛି ।!-->…
ତଦନ୍ତକାରୀ ପୋଲିସ ଅଧିକାରୀଙ୍କୁ ମିଳିବ ବାଇକ୍ ସହ ତଦନ୍ତ ସମ୍ପର୍କିତ କିଟ୍ : ଡ଼ିଜିପି
ଭୁବନେଶ୍ବର ୧୮।୧: ତଦନ୍ତକାରୀ ପୋଲିସ ଅଧିକାରୀଙ୍କୁ ମିଳିବ ବାଇକ୍ । ଏଥିସହିତ ତଦନ୍ତକାରୀ ଅଧିକାରୀଙ୍କୁ ମିଳିବ ତଦନ୍ତ ସମ୍ପର୍କିତ କିଟ୍ । ପ୍ରଥମ ପର୍ଯ୍ୟାୟରେ ୨୫୦୦ ବାଇକ୍ ଥାନାକୁ ଦିଆଯିବ ବୋଲି ପୋଲିସ ଡିଜି ୱାଇ.ବି. ଖୁରାନିଆ କହିଛନ୍ତି । ଇନଭେଷ୍ଟିଗେସନ କିଟ୍ରେ ରହିବ ଲାପଟପ,!-->…
ଗଞ୍ଜାମ ଜିଲ୍ଲାରେ ବିଜେପିକୁ ବଡ଼ ଝଟକା, ବିଜେଡିରେ ମିଶିଲେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଅନେକ ପଞ୍ଚାୟତ ପ୍ରତିନିଧି
ଭୁବନେଶ୍ବର/ ହିଞ୍ଜିଳିକାଟୁ ୧୮।୧: ଗଞ୍ଜାମ ଜିଲ୍ଲାରେ ବିଜେପିକୁ ବଡ଼ ଝଟକା । ବିଜେଡିରେ ମିଶିଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଅନେକ ପଞ୍ଚାୟତ ପ୍ରତିନିଧି । ବୁରୁପଡା ସରପଞ୍ଚ ସନ୍ତୋଷିନୀ ବେହେରାଙ୍କ ନେତୃତ୍ୱରେ ଶତାଧିକ ଲୋକ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି!-->…