Sign in
Sign in
Recover your password.
A password will be e-mailed to you.
ବେଆଇନ ବାଲି ଚାଲାଣ: ଅଭିଯୋଗ ଭିଡିଓ ଭାଇରାଲ…
ହିଞ୍ଜିଳିକାଟୁ ୨୭!୧୧ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଋଷିକୁଲ୍ୟା ନଦୀର,ଘୋଡାହଡ ପ୍ରବାହିତ ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ ଦିନକୁ ଦିନ ବଢିଚାଲଛି। ଏହାକୁ ପ୍ରଶାସନ ରୋକି ପାରୁ ନ ଥିବାରୁ ସରକାର ବହୁ ରାଜସ୍ବ ହରାଉଛନ୍ତି ା ବେଆଇନ ବାଲି ଚାଲାଣ ଯୋଗୁଁ ନଦୀପଠା କ୍ଷୟ ହୋଇ ତଟବର୍ତ୍ତୀ!-->…
ବାଲିଘାଟ ଚଢ଼ାଉ ପୂର୍ବରୁ ଦିଆଯାଉଛି ଖବର : ପ୍ରଶାସନ ର ଚଢ଼ାଉ କେବଳ ଧର୍ମକୁ ଆଖି ଠାର …!
ଅଫିସର.. ନେତା.. ଓ ମାଫିଆ ମାନଙ୍କ ମଧ୍ୟରେ ଚୋରା ପୀରତି...!!
ନୂଆପଡା ଶ୍ରୀବାଲାଜୀ ମହା ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ
ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ନୂଆପଡ଼ା ଶ୍ରୀ ବାଲାଜୀ ମହା ବିଦ୍ୟାଳୟରେ ଆଜି ସକାଳ ଏଗାର ଘଣ୍ଟା ସମୟରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବ ରେ ଅଧ୍ୟାପିକା ରଶ୍ମୀ ରେଖା ବେହୁରା ଅଧ୍ୟକ୍ଷତା କରିଥିବା ବେଳେ ମହା ବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଶ୍ରୀ ଅୟସକାନ୍ତି ମହାନ୍ତି,!-->…
ଆମ୍ ଆଦମୀ ପାର୍ଟିର ତ୍ରୟୋଦଶତମ ପ୍ରତିଷ୍ଠା ଦିବସ ପାଳିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଆମ ଆଦମି ପାର୍ଟିର ତ୍ରୟୋଦଶ ତମ ପ୍ରତିଷ୍ଠା ଦିବସ ତଥା ସମ୍ବିଧାନର ୭୫ ତମ ବର୍ଷ ଦିବସ ଆପ ପକ୍ଷରୁ ଜିଲ୍ଲା ସଭାପତି ଜାର୍ବସ ଦିଗାଲଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି l ଏହି ଅବସରରେ "କନ୍ଧମାଳ ଜିଲ୍ଲା ଅନୁନ୍ନତର କାରଣ କଣ ? " ଉପରେ ଏକ ଆଲୋଚନା ଚକ୍ର!-->…
ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଦାବିପତ୍ର ପ୍ରଦାନ
ହିଞ୍ଜିଳିକାଟୁ ୨୬/୧୧ : ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡିଶା ରାଜ୍ୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ଏବିଡିଓ ଙ୍କୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ୯ଦଫା ସମ୍ବଳିତଦାବିପତ୍ର ପ୍ରଦାନ କରାଯାଇଅଛି |ସମସ୍ତ!-->…
ଏଏମସିଏସ କଲେଜରେ ସମ୍ବିଧାନ ଦିବସ ପାଳିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଏ, ଏମ,ସି, ଏସ ମହାବିଦ୍ୟାଳୟ ଠାରେ ସମ୍ବିଧାନ ଦିବସ ଉପଲକ୍ଷେ ତର୍କ, ପ୍ରବନ୍ଧ,କୁଇଜ୍,ଲଙ୍ଗୋଲି ,ସେମିନାର ଓ ରାଲି କରି ଜନ ସଚେତନତା କରିଥିଲେ ମୁଖ୍ୟବକ୍ତା ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଡୀ,ଜି, ଏମ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, ମୁଖ୍ୟ ଅତିଥି ଭାବେ!-->…
ଜିଲ୍ଲାସ୍ତରୀୟ ୟୁଥ ରେଡ଼କ୍ରସ ଶିବିର ଉଦଯାପିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକରେ ଅବସ୍ଥାପିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ଜିଲ୍ଲା ସ୍ତରୀୟ ୟୁଥ ରେଡ଼ କ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିରର ଉଦଯାପନୀ ଉଚ୍ଛବ ଅନୁଷ୍ଠିତ ହୋଇଯାଇଛି । ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ସଂଯୋଜକ ଡଃ ସୁକାନ୍ତ କୁମାର!-->…
ବ୍ଲକ କାର୍ଯ୍ୟାଳୟକୁ ଯିବା ରାସ୍ତା ଯଦି ଏମିତି ଗ୍ରାମପଂଚାୟତ ରାସ୍ତା କେମିତି
ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସଦର ମହକୁମାରେ ଥିବା ବ୍ଲକ କାର୍ଯ୍ୟାଳୟ ର ରାସ୍ତା ର ଅବସ୍ଥା କହିଲେ ନ ସରେ । ଆମ୍ବେଦକର ଛକ ଠାରୁ ପ୍ରାୟ ୫ସହ ମିଟର ହେବ ଦୁର ହେବ ବ୍ଲକ କାର୍ଯ୍ୟାଳୟ । ଏଠିକି ଜିଲ୍ଲାର ବଡବଡ ବାବୁଙ୍କ ପାଦ ପଡ଼ିଥାଏ କିନ୍ତୁ କାହାରି ନଜର ଆଜି ପର୍ଯ୍ୟନ୍ତ!-->…
କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳନ…
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବଗା କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିଭୀଷଣ ତନ୍ତୀଙ୍କ ତତତ୍ଵାବଧାନରେ ସମିଧାନ ଦିବସ ପାଳନ ହୋଇଯାଇଛି | ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ!-->…
ଆଇଏଏସ୍ ସୁଜାତା କାର୍ତ୍ତିକେୟନ୍ଙ୍କ ଆଉ ୬ ମାସ ଛୁଟି ଆବେଦନକୁ ଅଗ୍ରାହ୍ୟ କଲେ ରାଜ୍ୟ ସରକାର
ଭୁବନେଶ୍ବର: ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ସୁଜାତା ଆର୍ କାର୍ତ୍ତିକେୟନ୍ଙ୍କୁ ରାଜ୍ୟ ସରକାର ଆସନ୍ତାକାଲି (୨୦୨୪ ନଭେମ୍ବର ୨୭) ଚାକିରିରେ ଯୋଗ ଦେବାକୁ ପରାମର୍ଶ ଦେଇଛନ୍ତି। ଏଥି ସହିତ ରାଜ୍ୟ ସରକାର ଶ୍ରୀମତୀ କାର୍ତ୍ତିକେୟନଙ୍କ ଆଉ ୬ ମାସ ଛୁଟି ଆବେଦନକୁ ଅଗ୍ରାହ୍ୟ କରି!-->…