Sign in
Sign in
Recover your password.
A password will be e-mailed to you.
ବିଜେପି ଦଳ ପ୍ରତି ଅସନ୍ତୁଷ୍ଟ ବଢିଲା : ସରପଞ୍ଚ, ୱାର୍ଡ ମେମ୍ବର, ନାଏବ ସରପଞ୍ଚ ଙ୍କ ସହିତ ଅନେକ ବିଜେପି କର୍ମୀ…
ହିଞ୍ଜିଳିକାଟୁ, ୧୮।୧: ହିଞ୍ଜିଳିକାଟୁ ବ୍ଳକ ବୁରୁପୋଡା ପଞ୍ଚାୟତର ସରପଞ୍ଚ, ଓ୍ବାର୍ଡ ସଭ୍ୟଙ୍କ ସମେତ କିଛି ନେତୃବୃନ୍ଦ ଗତ ସାଧାରଣ ନିର୍ବାଚନର ପୂର୍ବରୁ ବିଜେଡି ଦଳ ପରିତ୍ୟାଗ କରି ବିଜେପିରେ ଯୋଗ ଦେଇଥିଲେ। ଗତ ୨୪ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପ୍ରଥମଥର ଲାଗି ବିଜେପି ସରକାର ଗଠନ!-->…
ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ବହୁ ଯୋଗ୍ୟ ହିତାଧିକାରୀ…
ସରକାର ଙ୍କ ଭିନ୍ନକ୍ଷମ ଓ ବୃଦ୍ଧ, ବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ବର୍ଦ୍ଧିତ ଭତ୍ତା ଏକ ଧୂଆଁ ବାଣ...!!
ହିଞ୍ଜିଳିକାଟୁ, ତା ୧୮।୧: ଭିନ୍ନକ୍ଷମ ଓ ବୃଦ୍ଧ, ବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ସମୟରେ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାସିକ ଭତ୍ତା ପ୍ରଦାନ କରିବା ପାଇଁ!-->!-->!-->…
ଚଳନ୍ତା କାର ହୁହୁ ହୋଇ ଜଳିଗଲା,ଅଳ୍ପକେ ବର୍ତ୍ତିଲେ ଦୁଇ ମହିଳା ,ଶିଶୁ ସମେତ ୬ ଜଣ…
ବାଲିଗୁଡା, : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସାକୁଶବାଲି ନିକଟରେ ୫୯ ନଂ.ଜାତୀୟ ରାଜପଥ ଉପରେ ଶୁକ୍ରବାର ରାତ୍ର ରେ ଏକ ଚଳନ୍ତା ଆକ୍ଟିଭା କାର ରେ ହଠାତ ନିଆଁ ଲାଗି ହୁହୁ ହୋଇ ଜାଲିଗଲା । ଗାଡି ମଧ୍ୟରେ ବସିଥିବା ଦୁଇ ମହିଳା ଓ ଜଣେ ଶିଶୁ ଙ୍କ ସମେତ ୬ ଜଣ ଅଳ୍ପକେ ମୃତ୍ୟୁ!-->!-->!-->…
ଆରଟିଓ ରେ ଆସିବ ସ୍ବଚ୍ଛତା ହେବ ଅତ୍ୟାଧୁନିକ ଜ୍ଞାନକୌଶଳରେ ଗାଡ଼ି ଫିଟନେସ ଯାଞ୍ଚ…
ନୟାଗଡ଼: ପରିବହନ ବିଭାଗରେ ଆସିବ ଅନେକ ସଂସ୍କାର ହେବ ଅନେକ ଯୋଜନା । ବିଶେଷ କରି ଡ୍ରାଇଭିଂ ଲାଇସେନ୍ସ, ଗାଡ଼ିର ଫିଟନେସ ଯାଞ୍ଚ ରିପୋର୍ଟ ପ୍ରଦାନରେ ହେଉଥିବା ପରୀକ୍ଷାରେ ବ୍ୟାପକ ଲାଞ୍ଚ କାରବାର ହେଉଛି । ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷାରେ ହେଉଥିବା ଜାଲିଆତି ରୋକିବାକୁ ନୟାଗଡ଼ରେ!-->…
ହିଞ୍ଜିଳି ରେ ନବଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଦେଲେ ୨୬୭ ବିଦ୍ୟାର୍ଥୀ …
ହିଞ୍ଜିଳିକାଟୁ ୧୮!୧ ହିଞ୍ଜିଳିକାଟୁ ସରକାରୀ ବୃନ୍ଦାବନ ବିଦ୍ୟାଳୟ ରେ ଶନିବାର ନବଦୟ ବିଦ୍ୟାଳୟ ନିମନ୍ତେ ପ୍ରବେଶିକା ପରୀକ୍ଷା ଦେଇଛନ୍ତି ୨୬୭ଜଣ ବିଦ୍ୟାର୍ଥୀ ।୨୮୧ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ ସେଥୁରୁ ୧୪ଜଣ ଅନୁପସ୍ଥିତି ରହିଥିବା ବେଳେ ୨୬୭ ଜଣ ଛାତ୍ରଛାତ୍ରୀ ଦେଇଛନ୍ତି ପରିକ୍ଷା।!-->…
ଜାତୀୟ ଶିକ୍ଷାନୀତି ପାଇଁ ମଣ୍ଡଳ ସ୍ତରୀୟ ଆଲୋଚନାଚକ୍ର…
ନୟାଗଡ଼: ନୟାଗଡ଼ ଜିଲ୍ଲାର ଓଡ଼ଗାଁ ସରକାରୀ କଲ୍ୟାଣୀ ମଣ୍ଡପ ଠାରେ ଜାତୀୟ ଶିକ୍ଷାନୀତି- ୨୦୨୦ ଶୀର୍ଷକ ମଣ୍ଡଳ ସ୍ତରୀୟ ଆଲୋଚନାଚକ୍ର ଆୟୋଜିତ ହୋଇଅଛି । ଓଡ଼ଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ନରେଶ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ!-->…
ଚୋରା ବାଲି ଚାଲାଣ ଗାଡ଼ିକୁ ଅଟକ ନା ଜବତ ?? କାହା ଭୟରେ ମୁହଁ ଖୋଲୁ ନାହାନ୍ତି ବାବୁ ..!
ଗାଡି ଗୁଡିକୁ ଛାଡ଼ିଦେବାକୁ ବଡ଼ ବାବୁଙ୍କ ନିର୍ଦ୍ଧେଶ କୁ ଅପେକ୍ଷା …..?ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଗତ ଛ ମାସ ହେଲା ଅବାଧ ରେ ଚୋରା ବାଲି ଚାଲାଣ ହେଉଛି। ବିଭାଗୀୟ ମନ୍ତ୍ରୀ ଅନ୍ୟ ଜିଲ୍ଲାରେ ଯାଇ ଚୋରା ବାଲି ଚାଲାଣ କାରୀଙ୍କୁ ନିଜେ ଧରିବା ସହ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ!-->…
କିଶୋରୀ ଓ ଗର୍ଭବତୀ ମହିଳା ମାନେ ଅଣ୍ଡା ପାଇବାରୁ ବଞ୍ଚିତ ବିଭାଗ ପକ୍ଷରୁ ଅର୍ଥ ଆସୁନି …!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅଧିକାଂଶ କିଶୋରୀ ଓ ଗର୍ଭବତୀ ମହିଳା ମାନେ ମାନେ ନୂତନ ସରକାର ଆସିବା ପର ଠାରୁ ଅଣ୍ଡା ପାଇବାରୁ ବଞ୍ଚିତ ହୋଇଥିବା ଚର୍ଚ୍ଚା ହେଉଛି। ସରକାର ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ଶିଶୁ, ଗର୍ଭବତୀ, ପ୍ରସୂତି ଓ କିଶୋରୀ ମାନଙ୍କୁ ପ୍ରତି ମାସରେ ଅଣ୍ଡା ଯୋଗାଇ!-->…
ମାଲକାନଗିରି ରୁ ରୋଗୀ ନେଇ ଯାଉଥିବା ବସ ବିଶାଖାପାଟଣା ରେ ଦୁର୍ଘଟଣା, ୨ମୃତ…
ମାଲକାନଗିରି : ବିଶାଖାପାଟନମ ସ୍ଥିତ ଅନିଲ ନିରୁକୋଣ୍ଡା ହସ୍ପିଟାଲରେ ଚିକିତ୍ସା ପାଇଁ ରୋଗୀଙ୍କୁ ହସ୍ପିଟାଲ ତରଫରୁ ନେଇ ଯାଉଥିବା ବସର ସଡ଼କ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ବିଶାଖାପାଟନମ ନିକଟରେ ହୋଇଛି । ଏହି ଦୁର୍ଘଟଣାରେ ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକର ଏମଭି ୫୮ ଗ୍ରାମର ସୁବ୍ରତ!-->…
ଘରୁ ଡାକିନେଇ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାରବର୍ଗ, ପୁଲିସ କରୁଛି ତଦନ୍ତ
ବ୍ରହ୍ମପୁର : ଗୋଷାଣୀ ନୂଆ ଗାଁ ଥାନା ଅର୍ନ୍ତଗତ ଜାତୀୟ ରାଜପଥ 16 ପାର୍ଶ୍ଵ ଖଜୁରିଆ ନିକଟ ଏକ କେନାଲ ରେ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି। କେହି ତାଙ୍କୁ ହତ୍ୟା କରିବା ପରେ କେନାଲ ରେ ଫୋପାଡି ଦେଇଥିବା ଅନୁମାନ କରାଯାଉଛି। ଖବର ପାଇ ଘଟଣା ସ୍ଥଳ ରୁ ଅଗ୍ନିଶମ ବିଭାଗ ସହାୟତା ରେ ପୋଲିସ!-->…