Sign in
Sign in
Recover your password.
A password will be e-mailed to you.
ଆଦିବାସୀ ମହାବିଦ୍ୟାଳୟର ୩୭ତମ ବାର୍ଷିକ କ୍ରୀଡାଉତ୍ସବ ଉଦଯାପିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନିଷ୍ଟାଡ଼ିୟମ ପରିସର ମଧ୍ୟରେ ଆଦିବାସୀ ମହାବିଦ୍ୟାଳୟର ୩୭ ତମ ବାର୍ଷିକ କ୍ରୀଡା ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହେବା ପରେ ଉଦଯାପିତ ହୋଇଯାଇଛି l ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ମୁଖ୍ୟ ଅତିଥି!-->…
ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣା, ସିବିଆଇ ତଦନ୍ତ ପାଇଁ ଲିଖିତ ଦେବୁ ବୋଲି କହିଲେ ଦୀପାଳି
ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାରେ CBI ତଦନ୍ତ ପାଇଁ ଲିଖିତ ଦେବୁ। ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ଜଣାଇବୁ ବୋଲି ପ୍ରତିକ୍ରିୟା ରଖିଛନ୍ତି ଝିଅ ଦୀପାଳି ଦାସ। ଏନେଇ ପରିବାର ସହ ଆଲୋଚନା ହୋଇଛି। ଆଗାମୀ ସମୟରେ ଲେଖିକି ଦେବୁବୋଲି କହିଛନ୍ତି ଦୀପାଳି। ଆମ ପକ୍ଷରୁ ତଦନ୍ତ!-->…
ଆସନ୍ତା ୨୨ରେ ବେଟି ବଚାଓ ବେଟି ପଢ଼ାଓ ଉତ୍ସବ
ଭୁବନେଶ୍ଵର: ଆସନ୍ତା ୨୨ ତାରିଖରେ ବେଟି ବଚାଓ ବେଟି ପଢ଼ାଓ ଉତ୍ସବ । କଳିଙ୍ଗ ଷ୍ଟାଡିୟମରେ ସ୍ବତନ୍ତ୍ର ଭାବେ ପାଳିତ ହେବ ଏହି ଉତ୍ସବ । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏହାର ଆୟୋଜନ କରିବ । ଏନେଇ ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜକୁ ଉଚ୍ଚ ଶିକ୍ଷା ବିଭାଗର ଚିଠି । ବେଟି ବଚାଓ ବେଟି ପଢ଼ାଓର!-->…
ବାଲ୍ୟ ବିବାହ ରୋକିବାକୁ ଜ଼ିଲ୍ଲା ପ୍ରଶାସନର ଅଭିନଵ ପ୍ରୟାସ : ନିଆରା ଢଙ୍ଗରେ କଳାକାରଙ୍କ ସାମାଜିକ ବାର୍ତ୍ତା ପ୍ରଦାନ
ବାଲିଗୁଡା : ବାଲ୍ୟ ବିବାହ ରୋକିବା କୁ ଜ଼ିଲ୍ଲା ପ୍ରଶାସନ ର ଅଭିନଵ ପ୍ରୟାସ, ନୃତ୍ୟ ଗୀତ ପଥ ପ୍ରାନ୍ତ ନାଟକ ମାଧ୍ୟମ ଗାଁ ଗାଁ ରେ ଜନ ସଚେତନ l ନିଆରା ଢଙ୍ଗରେ କଳାକାର ଙ୍କ ସାମାଜିକ ବାର୍ତ୍ତା l କନ୍ଧମାଳ ଜ଼ିଲ୍ଲା ରେ ଦିନକୁ ଦିନ ବାଲ୍ୟ ବିବାହ ଭଳି ଘୃଣ୍ୟ ପ୍ରଥା ବୃଦ୍ଧି ପାଉଥିବାରୁ!-->…
ଆନ୍ତଃ ରାଜ୍ୟ ଗଞ୍ଜେଇ ଚାଲାଣ ବେଳେ କାବୁ କଲା ପୋଲିସ, ୮୦ କେଜି ଗଞ୍ଜେଇ ସହ ତିନି ଗିରଫ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡିଆ ପୋଲିସ ହାବୁଡରେ ପଡିଛି ଗଞ୍ଜେଇ ମାଫିଆଙ୍କ ଏକ ଅନ୍ତରାଜ୍ଯ ଚାଲାଣକାରୀଙ୍କ ଟିମ୍। ଏହି ଗଞ୍ଜେଇ ଚାଲାଣକାରୀଙ୍କ ନିକଟରୁ ୮୦ କେଜିର ଗଞ୍ଜେଇ, ଗୋଟିଏ କାର ସହ ତିନୋଟି ମୋବାଇଲ ଜବତ ସହ ୩ ଜଣଙ୍କୁ ଗିରଫ କରାଯାଇଛି। ଏହି ଗିରଫ!-->…
ପିକଅପ ଭ୍ୟାନ ସହ ବାଇକ ଧକ୍କା : ୨ ଗୁରୁତର
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ତୁମୁଡିବନ୍ଧ -କୋଟଗଡ଼ ରାସ୍ତାରେ ପିକଅପ ଭ୍ୟାନ ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଆହତ ଦୁଇଜଣ ଯୁବକ ହେଲେ ଦେବଜୀତ ପରାସେଠ, ସମଦେଶ ମଣ୍ତଳ । ଉଭୟ ଆହତ ଙ୍କୁ ଉଦ୍ଧାର କରି ପ୍ରଥମେ!-->…
ବାଲିଶିରା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଜନ୍ମ ମୃତ୍ୟୁ ବିଭାଗ କର୍ମଚାରୀଙ୍କୁ ମାସିଆରି ଦେବା ପାଇଁ ଫୋନ କଲକୁ ନେଇ…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ନୂତନ ସରକାର ଆସିବା ପରେ ପିସି କାରବାର ର ଦର ବୃଦ୍ଧି ହୋଇଛି। ନେତାଙ୍କ ସମ୍ପର୍କୀୟ ମାନେ ଓ ନିକଟରେ ବସୁଥିବା କୁଜି ନେତା ମାନେ ସରକାରୀ ବେସରକାରୀ କାର୍ଯ୍ୟାଳୟ ର କର୍ମଚାରୀ ମାନଙ୍କୁ ମାସିଆରି ଲେଖା ଛିଡେଇବା ପାଇଁ ଫୋନ ମାଧ୍ୟମରେ ତାଗିତ କରୁଥିବା ଅଭିଯୋଗ!-->…
ରାଜସ୍ୱ ବିଭାଗ ପକ୍ଷରୁ ଜବରଦଖଲ ଉଚ୍ଛେଦ ଆରମ୍ଭ : ଦୁଇ ଘର ଭାଙ୍ଗିଲା ,୧୫ କୁ ନୋଟିସ…
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ରେ ସରକାରୀ ଜମିରେ ବେଇଆଇନ ଭାବେ କୋଠା ନିର୍ମାଣ ଦିନକୁ ଦିନ ବେଲଗାମ ହୋଇ ପଡିଛି । ଏ ନେଇ ରାଜସ୍ୱ ବିଭାଗ ର ନିଦ ଭାଙ୍ଗିଛି ସରକାରୀ ଜାଗାରେ ନିର୍ମାଣ ହୋଇଥିବା ଦୁଇ ଘରକୁ ଜେସିପି ଲଗାଇ ଭାଙ୍ଗି ମାଟିରେ ମିସାଇ ଦେଇଛି । ବାଲିଗୁଡା ତହସିଲଦାର!-->…
ରାମଗିରିଠାରେ ବ୍ଲକ ଗଠନ ଦାବି ଜୋର ଧରିଲା :ଯାହାକୁ ନେଇ ୨ୟ ସାଧାରଣ ବୈଠକ
ପାରଳାଖେମୁଣ୍ଡି :ଗତ କିଛିଦିନ ପୂର୍ବରୁ ଆଇନ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ନୂତନ ବ୍ଲକ ଗଠନଠ ସୁଯୋଗ କଥା ଶୁଣିବା ଦିନଠୁ, ପ୍ରତି ବ୍ଲକ ଗୁଡିକ ଖୁବ ଚଳଚଞ୍ଚଳ ସହ ସ୍ଥାନେସ୍ଥାନେ ବୈଠକ ଓ ଆଲୋଚନା ଜାରିରହିଛ। ସେଇ ପରିପେକ୍ଷୀରେ ରା ଉଦୟଗିରି ବ୍ଲକରୁ ପୃଥକ ହୋଇ, ରାମଗିରି ବ୍ଲକ ଗଠନ!-->…
ହୁ ହୁ ହୋଇ ଜଳିଗଲା କ୍ରିଷ୍ଣା ମିନି ବସ…
ବାଲିଗୁଡା,: କନ୍ଧମାଳ ଜିଲ୍ଲା ବାଲିଗୁଡା ପଣସପୋଡି ସାହିକୁ ଯିବା ରାସ୍ତା କଡରେ ଦୀର୍ଘ ଦିନ ହେବ ଅଚଳ ହୋଇ ରହିଥିବା କ୍ରିଷ୍ଣା ନାମକ ଘରୋଇ ମିନି ବସଟି ଶନିବାର ରାତ୍ରରେ ହଠାତ ହୁତୁହୁତୁ ହୋଇ ଜଳିଗଲା ।ଯାହା କୁ ନେଇ ଲୋକେ ରୁଣ୍ଡ ହେବା ସହ ଅଗ୍ନିଶମ ବାହିନୀ କୁ ଖବର ଦେବା ପରେ ଘଟଣା!-->…