Sign in
Sign in
Recover your password.
A password will be e-mailed to you.
ସ୍ତ୍ରୀର ତଣ୍ଟିକାଟି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ
ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍ ଥାନା ଅନ୍ତର୍ଗତ ଜେନକେଡା ଗ୍ରାମର କଲୋନୀ ପଡାରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ତ୍ରୀର ତଣ୍ଟିକାଟି ସ୍ବାମୀ ହତ୍ୟା କରିଥିବା ଓ ଫେରାର ହୋଇଥିବା ଅଭିଯୋଗ ହୋଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ମିଳିଥିବା ସୂଚନା!-->!-->!-->…
ପିପିଲି ବାଇପାସ୍ ନିକଟରୁ ୩୭୮ ଗ୍ରାମ ବ୍ରାଉନ ସୁଗାର ଜବତ, ୨ ଅଭିଯୁକ୍ତ ଗିରଫ
ପିପିଲି: ରାଉରକେଲାରୁ ପୁରୀକୁ ବ୍ରାଉନ ସୁଗାର ନେଇ ଆସୁଥିବା ବେଳେ ପୁରୀ ଅବକାରୀ ବିଭାଗ ଏକ କାର୍ ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବାର ସୂଚନା ମିଳିଛି। ଉଭୟଙ୍କ ଜାମିନ ନାମଞ୍ଜୁର ହେବା ପରେ ପୁରୀ କାରାଗାରକୁ ପଠାଇ ଦିଆଯାଇଛି। ଦୁଇ ଅଭିଯୁକ୍ତ ହେଲେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର!-->…
କୋଟାରେ ପୁଣି ଜୀବନ ହାରିଲେ ଛାତ୍ର; ଏ ବର୍ଷ ଗଲାଣି ୧୭ ଜୀବନ
ରାଜସ୍ଥାନର ଶିକ୍ଷାନଗରୀ ଭାବେ ପରିଚିତ କୋଟା ଏବେ ଶିକ୍ଷାର୍ଥୀଙ୍କ ଆତ୍ମହତ୍ୟାର ହଟସ୍ପଟ ଭାବେ ପରିଚିତ ହେଲାଣି। ସାରା ଦେଶରୁ ଏଠାକୁ ଆଇଆଇଟି, ଜେଇଇ, ନିଟ୍ ପ୍ରସ୍ତୁତି ପାଇଁ ଛାତ୍ରଛାତ୍ରୀ ଆସିଥାନ୍ତି। ହେଲେ ଅତ୍ୟଧିକ ମାନସିକ ଚାପ ହେଉ ବା ଅନ୍ୟ କୌଣସି କାରଣରୁ ଛାତ୍ରଛାତ୍ରୀମାନେ!-->…
ପୁଣି ମହଙ୍ଗା ହୋଇପାରେ ବିଦ୍ୟୁତ୍ ବିଲ୍
ଭୁବନେଶ୍ବର: ୨୦୨୫-୨୬ ଆର୍ଥିକ ବର୍ଷରୁ ବଢ଼ିପାରେ ବିଦ୍ୟୁତ ଶୁଳ୍କ। ଆସନ୍ତା ଆର୍ଥିକ ବର୍ଷଠାରୁ ଗ୍ରିଡ୍କୋ ପକ୍ଷରୁ ବିଜୁଳି ୟୁନିଟ୍ ପିଛା ୫୪ ପଇସା ବୃଦ୍ଧି କରିବାକୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)କୁ ପ୍ରସ୍ତାବ ଦିଆଯାଇଛି। ୨୦୨୩-୨୪ରେ ବିଦ୍ୟୁତ ୟୁନିଟ ପିଛା ପାଇକାରୀ ମୂଲ୍ୟ!-->…
ଧାନ ନଷ୍ଟ ହେଲେ ଦିଆଯିବ କ୍ଷତିପୂରଣ: ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ
ଭୁବନେଶ୍ବର: ଧାନ ନଷ୍ଟ ହେଲେ ଦିଆଯିବ କ୍ଷତିପୂରଣ। ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି। ବଙ୍ଗୋପସାଗରରେ ସକ୍ରିୟ ଅବପାତ ପାଇଁ ରାଜ୍ୟରେ ୨ ଦିନ ଧରି ବର୍ଷା ଜାରି ରହିଥିବା ହେତୁ ଚାଷୀ ଚିନ୍ତାରେ ଅଛନ୍ତି। ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଏହି ଘୋଷଣା ଚାଷୀଙ୍କ!-->…
ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲର ୨୭ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ
ବାଲିଗୁଡା, : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲର ୨୭ ତମ ବାର୍ଷିକ କ୍ରୀଡା ଉତ୍ସବ ଦୁଇଦିନ ଧରି ବିଦ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି l ପ୍ରଥମ ତଥା ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ସେଖ ସାଦିକ ଯୋଗ!-->…
ରୁଷରେ ୯/୧୧ ଭଳି ଆକ୍ରମଣ, ୩ଟି ବିଲ୍ଡିଂରେ ମାଡ଼ ହେଲା କିଲର୍ ଡ୍ରୋନ୍
ରୁଷରେ ୯/୧୧ ଭଳି ହୋଇଛି ଘାତକ ହମ୍ଲା। ରୁଷର ରାଜଧାନୀ ଠାରୁ ୭୨୦ କିଲୋମିଟର ଦୂର କାଜାନ ସହରରେ ବଡ଼ ଡ୍ରୋନ୍ ଆକ୍ରମଣ ହୋଇଛି। ୟୁକ୍ରେନ୍ ତରଫରୁ ଏହି ଡ୍ରୋନ୍ ଆକ୍ରମଣ କରାଯାଇଛି। କାଜାନ ସହରର ତିନୋଟି ଉଚ୍ଚ ଅଟ୍ଟାଳିକାକକୁ ୟୁକ୍ରେନ୍ ଟାର୍ଗେଟ୍ କରିଛି। ଏଥିରେ ୬ ଜଣଙ୍କ!-->…
ଶିମିଳିପାଳରୁ ପୁଣି ଧରାପଡ଼ିଲେ ୬ ଶିକାରୀ, AI କ୍ୟାମେରା ଟ୍ରାପରୁ ଚିହ୍ନଟ କରି ଧରିଲା ବନବିଭାଗ
ମୟୁରଭଞ୍ଜ: ପୁଣି କ୍ୟାମେରା ହାବୁଡରେ ୬ ଶିକାରୀ। ଶିମିଳିପାଳ ଅଭୟାରଣ୍ୟରୁ ପୁଣି ଧରାପଡ଼ିଲେ ୬ ଶିକାରୀ। ଏଥର ମଧ୍ୟ ଏଆଇ କ୍ୟାମେରା ଏହି ଶିକାରୀଙ୍କୁ ଧରିଛି। AI କ୍ୟାମେରା ବ୍ୟବହାର କରାଯାଇ ଶିକାରୀକୁ ଧରିବାରେ ବନ ବିଭାଗ ସଫଳ ହୋଇଛି। ଶିକାରୀ ମାନେ ଉଦଳା ଥାନା ଅନ୍ତର୍ଗତ ବାଣିଆଦରା!-->…
ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍ କ୍ରିଷ୍ଣା
ବାଲିଗୁଡ଼ା:: କନ୍ଧମାଳ ଜିଲ୍ଲା ବାଲିଗୁଡା ମେଡିକାଲ ସମ୍ମୁଖ ଗଳି ତଥା ଥାନା ଓ କାଳୀ ମନ୍ଦିର ନିକଟରେ ଶନିବାର ଅପରାହ୍ନରେ ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍ କ୍ରିଷ୍ଣା । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ବସଟିରଭିତର ପାଖ ସମ୍ପୂର୍ଣ୍ଣ ପୋଡି!-->…
ଓଡ଼ିଶା ଆଡଭୋକେଟ ୱେଲଫେୟାର ଫଣ୍ଡକୁ ୧୦ କୋଟି ପ୍ରଦାନ କଲେ ରାଜ୍ୟ ସରକାର
ଓଡ଼ିଶା ଆଡ଼ଭୋକେଟ ୱେଲଫେୟାର ଫଣ୍ଡ ରାଶି ୫ କୋଟିରୁ ୧୦ କୋଟିକୁ ବୃଦ୍ଧି । ୧୦ କୋଟି ପ୍ରଦାନ କଲେ ରାଜ୍ୟ ସରକାର । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସରକାରଙ୍କ ପକ୍ଷରୁ ଏହି ଅନୁଦାନ ଦିଆଯାଇଛି । ଆଇନଜୀବୀଙ୍କ ମୃତ୍ୟୁ ଓ ଅଵସରକାଳୀନ ସହାୟତା ପାଇଁ ଏହି ଅନୁଦାନ । ଓକିଲଙ୍କ!-->…