Sign in
Sign in
Recover your password.
A password will be e-mailed to you.
ଦଳିତ ଶିକ୍ଷାର୍ଥୀଙ୍କ ପାଇଁ କେଜ୍ରିୱାଲଙ୍କ ‘ଆମ୍ବେଦକର ବୃତ୍ତି”
ସମ୍ବିଧାନ ପ୍ରଣେତା ଡ ବିଆର ଆମ୍ବେଦକରଙ୍କ ନାଁରେ ଦଳିତ ଶିକ୍ଷାର୍ଥୀଙ୍କ ପାଇଁ ସ୍କଲାରଶିପ୍ ବା ବୃତ୍ତି ଘୋଷଣା କରିଛନ୍ତି ଆପ୍ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ। ବର୍ତ୍ତମାନ ଦେଶରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଆମ୍ବେଦକରଙ୍କ ପ୍ରସଙ୍ଗରେ ଦେଇଥିବା ବୟାନକୁ ନେଇ!-->…
ଜାନୁଆରୀରୁ ମିଳିବ ନୂଆ ରାସନକାର୍ଡ଼
ଭୁବନେଶ୍ୱର: ନୂଆ ସରକାର କ୍ଷମତାକୁ ଆସିବା ପରେ ଜାଲ୍ ରାସନକାର୍ଡ଼ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବ ସରକାର ବହୁ ଅଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡ଼ ପ୍ରଦାନ କରିଥିଲେ। ବିଜେପି ରାଜ୍ୟରେ ସରକାର ଗଠନ କରିବା ପରେ ଜାଲ୍ ରାସନକାର୍ଡ଼ଧାରୀଙ୍କ ଚିହ୍ନଟ ପ୍ରକ୍ରିୟାକୁ ଜୋରଦାର!-->…
ଗଞ୍ଜାମ ଜିଲ୍ଲାର ବଡ଼ପଣ୍ଡା ଏବେ କୋମାରେ, କଥା ମାନୁ ନାହାନ୍ତି ସାନପଣ୍ଡା ମାନେ….!
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ବଡ଼ ପଣ୍ଡାଙ୍କ ବୋଲ ମାନୁ ନାହାନ୍ତି ସାନ ପଣ୍ଡା ମାନେ। ଦୀର୍ଘ ଦିନ ହେଲା ଗଞ୍ଜାମ ଜିଲ୍ଲାର ଅଧିକାଂଶ ବ୍ଲକ ରେ ଦୁର୍ନୀତି ଏବେ ଚରମ ସୀମାରେ ପହଁଞ୍ଚିଛି। ଯେଉଁ ବିଭାଗ ରେ ହାତ ମାରିଲେ ସେଠାରେ ଦୁର୍ନୀତି ର ଗନ୍ଧ ବାରିହେଉଛି। ବହୁ ବ୍ଲକରେ ବିଭିନ୍ନ ବିଭାଗର!-->…
ଭିଜିଲାନ୍ସ ଜାଲରେ ଡିଆଇସି ସୁବର୍ଣ୍ଣପୁର ଜିଏମ୍ , ଆୟ ବର୍ହିଭୂତ ସମ୍ପତ୍ତି ନେଇ ୩ଟି ସ୍ଥାନରେ ରେଡ୍
ସୁବର୍ଣ୍ଣପୁର : ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜିଲ୍ଲା ଶିଳ୍ପ କେନ୍ଦ୍ର ଜିଏମ । ସୁବର୍ଣ୍ଣପୁର ଡିଆଇସି ଜିଏମ୍ ବିପିନ କୁମାର ଦେହୁରୀ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି । ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ । ପିଏମଇଜିପି ଋଣ କରାଇଦେବା ପାଇଁ ନେଉଥିଲେ ଲାଞ୍ଚ!-->…
ପ୍ରତାପ ଷଡ଼ଙ୍ଗୀଙ୍କ ଫୁଲିଲା ମୁହଁ, ମୁକେଶଙ୍କ ମୁଣ୍ଡ ବୁଲାଉଛି: ହେଲ୍ଥ ଅପଡେଟ୍ ଦେଲା ହସ୍ପିଟାଲ
ସଂସଦ ପରିସରେ ହୋଇଥିବା ଧକ୍କା କାଣ୍ଡକୁ ନେଇ ଥମୁନି ରାଜନୀତି। ଏହି ଘଟଣାରେ ଦୁଇ ଜଣ ବିଜେପି ସାଂସଦ ଆହତ ହୋଇଛନ୍ତି। ତେବେ ଦୁଇ ଦିନ ପରେ ସେମାନଙ୍କ ଅବସ୍ଥା କିଳଭି ରହିଛି। ସେ ନେଇ ସାଂସଦଙ୍କ ହେଲ୍ଥ୍ ଅପ୍ଡେଟ୍ ଜାରି କରିଛି ରାମ ମନୋହର ଲୋହିଆ ହସ୍ପିଟାଲ।
ବିଜେପି ସାଂସଦ ପ୍ରତାପ!-->!-->!-->…
ଝାଡ଼ଖଣ୍ଡ ଛାଡି ପଶ୍ଚିମବଙ୍ଗ ପଲାଇଲା ଜିନ୍ନତ
ଶିମିଳିପାଳ:ପଶ୍ଚିମବଙ୍ଗ ପଲାଇଲା ଜିନ୍ନତ। ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜିନ୍ନତ ଶିମିଳିପାଳ ଫେରିବା ପରିବର୍ତ୍ତେ ଝାଡ଼ଖଣ୍ଡରୁ ପଶ୍ଚିମବଙ୍ଗ ପଳାଇଛି। ମହାରାଷ୍ଟ୍ରରୁ ଓଡ଼ିଶାକୁ ଅଣାଯାଇଥିବା ବାଘୁଣୀ ଜିନ୍ନତକୁ ନେଇ ସସପେନ୍ସ ଜାରି ରହିଥିଲା। ଝାଡ଼ଖଣ୍ଡରେ କିଛି ଦିନ ବୁଲିବା ପରେ!-->…
ରବିବାର ପର୍ଯ୍ୟନ୍ତ ଭିଜିବ ଓଡିଶା: ଖୋର୍ଦ୍ଧାରେ ସର୍ବାଧିକ ବର୍ଷା ରେକର୍ଡ
ରାଜ୍ୟରେ ଲଗାଣ ବର୍ଷା । ବର୍ଷା ଯୋଗୁ ବଢିଛି ଶୀତ। ଯାହାଫଳରେ ଅସ୍ତବ୍ୟସ୍ତ ଜନଜୀବନ । ବଙ୍ଗୋପସାଗରରେ ଅବପାତ ସକ୍ରିୟ ରହିଛି । ଆସନ୍ତା ରବିବାର ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରେ!-->…
ସୁଲଭ ବାସଗୃହ ପ୍ରକଳ୍ପକୁ ପ୍ରଶଂସା କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ
ବସ୍ତିବାସିନ୍ଦାଙ୍କୁ ସ୍ଥାନାନ୍ତରିତ କରି ବସ୍ତି ହଟାଇବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ
ରାଉରକେଲା, ୨୧ ଡିସେମ୍ବର ୨୦୨୪: ରାଜ୍ଯ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ରାଉରକେଲା ସ୍ଥିତ ଛେଣ୍ଡ ଠାରେ ନିର୍ମିତ ସୁଲଭ ବାସଗୃହ ପ୍ରକଳ୍ପ ସ୍ଥଳ!-->!-->!-->…
ସୁନ୍ଦରଗଡ ବ୍ରହ୍ମକୁମାରୀ ଆଶ୍ରମରେ ବିଶ୍ବଧ୍ୟାନ ଦିବସ ପାଳିତ
ସୁନ୍ଦରଗଡ : ସ୍ଥାନୀୟ ଏକତାନଗରସ୍ଥିତ ପ୍ରଭୁ ଉପହାର ଭବନରେ ପ୍ରଜାପିତା ବ୍ରହ୍ମ କୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ଦ୍ଵାରା ବିଶ୍ଵ ଧ୍ୟାନ ଦିବସ ପାଳିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ!-->…
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୩୫ତମ ବାର୍ଷିକ ଉତ୍ସବ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ୩୫ ତମ ବାର୍ଷିକ ଉତ୍ସବ ଦିଦ୍ୟାଳୟର ସଭାପତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବ୍ରଜବନ୍ଧୁ ମଲ୍ଲିଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବାର୍ଷିକ ଉତ୍ସବରେ ବାଗଦେବୀ ସରସ୍ବତୀ ଓ ଭାରତ!-->…