ମୁନା-ଜୟନାରାୟଣଙ୍କ ବାକ୍‌ଯୁଦ୍ଧ

ଭୁବନେଶ୍ବର: ଜନସମ୍ପର୍କ ପଦଯାତ୍ରାରେ ନବରଙ୍ଗପୁରରେ ରାଜ୍ୟସଭା ସାଂସଦ ମୁନା ଖାନ୍‌ଙ୍କ ମନ୍ତବ୍ୟ ରାଜ୍ୟ ରାଜ୍ୟନୀତିକୁ ସରଗରମ କରିଥିବାବ‌େଳେ ବ‌ିଜେପି ପକ୍ଷରୁ ଜୟନାରାୟଣ ମିଶ୍ର ଏହାର ପାଲଟା ଜବାବ ଦେଇଛନ୍ତି। ଜୟନାରାୟଣ କହିଛନ୍ତି ୨୦୨୯ ପର୍ଯ୍ୟନ୍ତ ବିଜେଡି ରହିବ କି ନାହିଁ

ସୁନ୍ଦରଗଡ଼ ଗଣସଂହାର ମାମଲାରେ ୧୩ ଅଟକ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଗଣସଂହାର ମାମଲାରେ ୧୩ ଅଟକ । ଅନୁଗୁଳ ଜିଲ୍ଲା ବଅଁରପାଳ ରେଲୱେ ଷ୍ଟେସନରୁ ୭ ପୁରୁଷ ଓ ୬ ମହିଳାଙ୍କୁ ଆଣି ପଚରାଉଚରା କରୁଛି ପୋଲିସ । ଅକ୍ଟୋବର ୨୯ ରାତିରେ ରାତିରେ ସୁନ୍ଦରଗଡ଼ ସଦରଥାନା କରମଡିହି ପଞ୍ଚାୟତ ପଡ଼ିଆରେ ଶୋଇଥିବାବେଳେ ମହାରାଷ୍ଟ୍ର

କଂଗ୍ରେସ ଛାଡ଼ିବାର କିଛି ଘଣ୍ଟା ପରେ ରବି ରାଜା ବିଜେପିରେ ସାମିଲ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ଝଟକା। ବ୍ରିହାନ ମୁମ୍ବାଇ ମ୍ୟୁନସିପାଲ କର୍ପୋରେସନରେ ଏକଦା ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରୁଥିବା ରବି ରାଜା କଂଗ୍ରେସ ସହ ସବୁ ସମ୍ପର୍କଚ୍ଛିନ୍ନ କରିଛନ୍ତି। ସେ କଂଗ୍ରେସ ଛାଡ଼ିବାର କିଛି ଘଣ୍ଟା ପରେ ଦୀପାବଳି

୨ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ; ଗାଁରେ ପାଳିବେ ଦିପାବଳୀ

କେନ୍ଦୁଝର: ଗାଁରେ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ । ଏନେଇ ଆଜି ଠାରୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଆସି ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକ ସ୍ବତନ୍ତ୍ର ବିମାନରେ ଆସି ରାଇସୁଆଁ ଏୟାର ଷ୍ଟ୍ରିପ୍‌ରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ । ସେଠାରେ ପ୍ରଶାସନ ପକ୍ଷରୁ ତାଙ୍କୁ

ଗୁଣିଗାରେଡି ସନ୍ଦେହ: ନାବାଳକର ଆଙ୍ଗୁଳି କାଟି ଦେଲେ ଦୁର୍ବୁତ୍ତ

କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ଲେଞ୍ଜିପୁଟ ଗାଁରେ ଘଟିଛି ଅଭାବନୀୟ ଘଟଣା । ସାଙ୍ଗମାନଙ୍କ ସହ ଖେଳୁଥିବା ସମୟରେ କିଛି ଦୁର୍ବୃତ୍ତ ପିଲାଟିକୁ ଟେକିନେଇ ଆଙ୍ଗୁଳି କାଟିଦେଇଥିବା ଅଭିଯୋଗ ହୋଇଛି । ମୂର୍ମୂଷ ଅବସ୍ଥାରେ ଘର ପାଖ ନାଳ ନିକଟରୁ ପିଲାଟିକୁ ଉଦ୍ଧାର କରିଛନ୍ତି

ଦୀପାବଳିରେ ପରସ୍ପରକୁ ମିଠା ଦେଲେ ଭାରତ ଓ ଚାଇନା ସେନା, ପାଟ୍ରୋଲିଂ ଆରମ୍ଭ

ସେନା ପ୍ରତ୍ୟାହାର ଓ ଭିତ୍ତିଭୂମି ଉଚ୍ଛେଦ ପରେ ଭାରତ ଓ ଚାଇନା ମଧ୍ୟରେ ଦୀପାବଳି ଠାରୁ ଆରମ୍ଭ ହୋଇଛି ନୂଆ ସମ୍ପର୍କ। ଦୀର୍ଘ ୪ ବର୍ଷ ହେଲା ବାସ୍ତବ ନିୟନ୍ତ୍ରଣ ରେଖା ବା ଏଲଏସିରେ ଲାଗି ରହିଥିବା ତିକ୍ତତାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଚୁକ୍ତି ଅନୁସାରେ ବୁଧବାର ସେନା ପ୍ରତ୍ୟାହାର ଶେଷ

ଘଉଡାଇବାବେଳେ ଯୁବକଙ୍କୁ ଦଳିଦେଲା ଦନ୍ତା, ଘଟଣାସ୍ଥଳରେ ଚାଲିଗଲା ଜୀବନ

ଘଉଡାଇବାବେଳେ ଯୁବକଙ୍କୁ ଦଳିଦେଲା ଦନ୍ତା । ହାତୀ ଆକ୍ରମଣରେ ଯୁବକ ମୃତ। ଢେଙ୍କାନାଳ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କୋଟ ଗାଁରେ ଅଘଟଣ l ମୃତକ ହେଲେ ସେହି ଗାଁର ନିଧିଆ ଦେହୁରୀ । ଗତକାଲି ସଂନ୍ଧ୍ୟାରେ ବିଲକୁ ଯାଇଥିବା ବେଳେ ସେହି ସମୟରେ ବନବିଭାଗ ଓ ଗ୍ରାମବାସୀ ମିଶି ହାତୀ ଘଉଡ଼ାଉ

ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଭଦ୍ରକର ଅଧିଷ୍ଠାତ୍ରୀ ମା’ ଭଦ୍ରକାଳୀ

ଭଦ୍ରକ: କାଳୀପୂଜା ପାଇଁ ଉତ୍ସବମୁଖର ହୋଇ ଉଠିଛି ଭଦ୍ରକ ସହର । ଏହି ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ ହୋଇଉଠି ଚଳଚଞ୍ଚଳ । ଆଜି ପବିତ୍ର କାଳୀପୂଜା ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ବେଦମାତା ବେଶରେ ଦର୍ଶନ ଦେଉଛନ୍ତି । ମା’ ଭଦ୍ରକାଳୀ ଆଜି

‘ଭାରତ-ଚାଇନା ସମ୍ପର୍କ ଆହୁରି ସୁଧୁରିବ, ଅପେକ୍ଷା କର’

ଦୀର୍ଘ ୪ ବର୍ଷ ପରେ ପୂର୍ବ ଲଦାଖର ଦେପସାଙ୍ଗ ଓ ଡେମଚୋକ ଅଞ୍ଚଳରେ ଫେରିଛି ଶାନ୍ତି। ଉକ୍ତ ଅଞ୍ଚଳରୁ ଭାରତ-ଚାଇନା ନିଜ ନିଜ ସୈନ୍ୟ ପ୍ରତ୍ୟାହାର କରି ସାରିଛନ୍ତି। ଏହାଦ୍ୱାରା ଉଭୟ ଦେଶ ସମ୍ପର୍କରେ ଅଧିକ ସୁଧାର ଆସିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । କିନ୍ତୁ ଏଥିପାଇଁ

ବାରହା ଶିକାର କଲା ବାଘୁଣୀ ‘ଯମୁନା’

ମୟୂରଭଞ୍ଜ: ନୂଆ ଜାଗା ସହ ଧିରେ ଧିରେ ଖାପ ଖୁଆଉଛି ଯମୁନା। ଖୋଲାରେ ବିଚରଣ କରିବା ସହ ଏବେ ଶିମିଳିପାଳ ଅଭୟାରଣ୍ୟକୁ ଆସିଥିବା ନୂଆ ବାଘୁଣୀ ଯମୁନା ତାର ପ୍ରଥମ ଶିକାର କରିଛି। ସ୍ଵତନ୍ତ୍ର ଏନକ୍ଲୋଜର ଭିତରେ ହରିଣ ଆଉ କିଛି ବାରହା ଛଡା ଯାଇଥିବା ବେଳେ ଯମୁନା ବାରହାକୁ ତାର ପ୍ରଥମ ଶିକାର