Sign in
Sign in
Recover your password.
A password will be e-mailed to you.
ବାର୍ଷିକ କ୍ରୀଡା ଉଦ୍ଘାଟିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ସେବା ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଅନୁଷ୍ଠାନର ନିର୍ଦ୍ଦେଶିକା ତଥା ଅଧ୍ୟକ୍ଷା ଶ୍ରୀମତୀ ନୂତନ ନାୟକ ସଭାପତିତ୍ଵ କରି ଥିଲେ। ଟିକାବାଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାର୍ଷିକ କ୍ରୀଡାକୁ ଉଦ୍ଘାଟନ କରି!-->…
ଜୀବନ କୌଶଳ ଶିକ୍ଷା ନିମନ୍ତେ ପକନା ଗାଁ ଆଶ୍ରମ ବିଦ୍ୟାଳୟରେ ଲାଇଫ କ୍ୟାମ୍ପ
ଫୁଲବାଣୀ : ଆଜିର ସମୟରେ ସମାଜରେ ବଂଚିବାକୁ ହେଲେ ଆର୍ଥିକ, ସାମାଜିକ ଓ ଅର୍ଥନୈତିକ ସ୍ତରରେ ସୁଦୃଢ ହେବା ସହିତ ଜିବନ କୈାଶଳ ଶିକ୍ଷା ର ମଧ୍ୟ ଅଧିକ ଆବଶ୍ୟକତା ଅଛି । ସେହିପରି କନ୍ଧମାଳ ଜିଲ୍ଲାରେ ମଧ୍ୟ ବାଳିକା ମାନଙ୍କ ମଧ୍ୟରେ ଉଚ୍ଚ ଆଶା ଏବଂ ବଡ ଅଭିଳାଶା ନିମନ୍ତେ ଜିବନ କୈାଶଳ!-->!-->!-->…
ଡିଏଭି ଗୁରୁକୂଲ ଆନୁକୂଲ୍ୟରେ ବଣଭୋଜି କାର୍ଯ୍ୟକ୍ରମ
ଚିତ୍ରକୋଣ୍ଡା : ଚିତ୍ରକୋଣ୍ଡା ସ୍ଥିତ ଡିଏଭି ଗୁରୁକୂଲ ଆନୁକୂଲ୍ୟରେ ଆଜି ଏକ ବଣଭୋଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନେଇ ଏକ ପାରିବାରିକ ବଣଭୋଜି ଇକୋ ପାର୍କ ଠାରେ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ!-->…
ଡିସେମ୍ବର ୨୩ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି
ଭୁବନେଶ୍ୱର: ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି । ଆସନ୍ତା ଡିସେମ୍ବର ୨୩ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ଏନେଇ ସୂଚନା ଦେଇଛି ରାଜ୍ୟ ସାଧାରଣ ଅ ସାଧାରଣ ଅଭିଯୋଗ ବିଭାଗ।
ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ!-->!-->!-->…
ଫୋକସରେ ବଣ୍ଡା ଘାଟି, ଚତୁର୍ଥ ପର୍ଯ୍ୟାୟରେ ସବୁ ମହିଳା ପାଇବେ ସୁଭଦ୍ରା ଟଙ୍କା: ପ୍ରଭାତୀ ପରିଡା
ମାଲକାନଗିରି : ରାଜ୍ୟ ସରକାରଙ୍କ ଫୋକସରେ ବଣ୍ଡା ଘାଟି । କୌଣସି ବଣ୍ଡା ମହିଳା ସୁଭଦ୍ରା ଯୋଜନାରୁ ବଞ୍ଚିତ ହେବେନି। ସେମାନେ ଖୁବଶୀଘ୍ର ସୁଭଦ୍ରା ଟଙ୍କା ପାଇବେ । ଆଜି ମାଲକାନଗିରି ଜିଲ୍ଲା ବଣ୍ଡା ଘାଟି ଗସ୍ତ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବଣ୍ଡା ଲୋକଙ୍କ ସହ!-->…
ପରିତ୍ୟକ୍ତ ଇନୋଭାରୁ ମିଳିଲା ୫୨ କେଜି ସୁନା ଓ ନଗଦ ୧୦ କୋଟି ଟଙ୍କା
ଭୋପାଲ : ଆୟକର ବିଭାଗ ଓ ଲୋକାୟୁତ ପୁଲିସ୍ ଭୋପାଲର ବିଭିନ୍ନ ସ୍ଥାନରେ ରେଡ କରି କୋଟି କୋଟି ଟଙ୍କାର ସୁନା ଓ ନଗଦ ଟଙ୍କା ଜବତ କରିଛି। ଏଥିସହ ରାଜନେତା, ସରକାରୀ ଅଧିକାରୀ ଓ ରିୟଲ ଇଷ୍ଟେଟ ବ୍ୟବସାୟୀଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକାର ସୁରାକ ପାଇଛି।
ତେବେ ସୁବାଠାରୁ ନାଟକୀୟ!-->!-->!-->…
ଶୀତ କାକରରେ ରୋଗୀଙ୍କ ସଂପର୍କୀୟ ପଡ଼ି ରହିବା ଘଟଣା: ହାଇକୋର୍ଟଙ୍କ ଉଦବେଗ
କଟକ: ଶୀତ କାକରରେ ଖୋଲା ଆକାଶ ତଳେ ରୋଗୀଙ୍କ ସଂପର୍କୀୟ ବା ଆଟେଣ୍ଡାଣ୍ଟ ଏସସିବି ମେଡିକାଲ ପରିସରରେ ରାତିରେ ପଡ଼ି ରହିବା ଘଟଣାକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ!-->…
ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର
ବୌଦ୍ଧ: ଭିଜିଲାନ୍ସ ଜାଲରେ ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର । ଜଣେ ବ୍ୟକ୍ତିଙ୍କ ନିକଟରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଶୁକ୍ରବାର ଧରାପଡ଼ିଛନ୍ତି ବୟନ ଶିଳ୍ପ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଏବଂ ଆଦିତ୍ୟ କୁମାର ଦାସ ।
ସୂଚନା ଅନୁସାରେ, ବାଉଁଶୁଣୀ ସମବାୟ ସମିତିର ବିଲ୍!-->!-->!-->…
ପ୍ରତାପ ଷଡ଼ଙ୍ଗୀଙ୍କୁ ଅଭିନୟ ପାଇଁ ଅସ୍କାର ମିଳିବା ଦରକାର କହିଲେ ଜୟା ବଚ୍ଚନ…
ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଜୟା ବଚ୍ଚନ ସଂସଦ ଧକ୍କା କାଣ୍ଡକୁ ନେଇ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି। ପ୍ରତାପ ଷଡ଼ଙ୍ଗୀଙ୍କ ସହ ମୁକେଶ ରାଜପୁତ ମଧ୍ୟ ଗତକାଲି ସଂସଦରେ ହୋଇଥିବା ଦଙ୍ଗାରେ ଆହତ ହୋଇଥିବା ଅଭିଯୋଗ ହୋଇଛି। ଉଭୟଙ୍କୁ ଲୋକସଭାର!-->…
କଲବଲ କରୁଛି ବର୍ଷା ଆଉ ଶୀତ: ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର : କଲବଲ କରୁଛି ବର୍ଷା ଆଉ ଶୀତ । ଅସ୍ତବ୍ୟସ୍ତ ଜନଜୀବନ । ମେଘୁଆ ପାଗ ପରେ କାଲି ରାତିରୁ ଝିପିଝିପି ବର୍ଷାକୁ କୋହଲା ପବନ ବୋହୁଛି । ଶୀତଦିନରେ ବର୍ଷା ଜାରି ରହିଥିବାରୁ ଅସ୍ତବ୍ୟସ୍ତ ହୋଇପଡିଲାଣି ଜନଜୀବନ । କୋହଲା ପାଗ ସହ ବର୍ଷା ଯୋଗୁଁ ଲୋକ ଘରୁ ପଦାକୁ ବାହାରିବାକୁ!-->…