Sign in
Sign in
Recover your password.
A password will be e-mailed to you.
ଆଖି ବୁଜିଲେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲା
ଆଖି ବୁଜିଲେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲା। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ଗୁରୁଗ୍ରାମସ୍ଥିତ ନିଜ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଓମ୍ ପ୍ରକାଶ ଇଣ୍ଡିଆନ ନ୍ୟାସନାଲ ଲୋକଦଳର ଅଧ୍ୟକ୍ଷ ଥିବା ବେଳେ ୫ ଥର ହରିୟାଣାର!-->…
ନୂଆବର୍ଷ ପାଇଁ କଠୋର ହେବ ଅବକାରୀ ବିଭାଗ, ନିୟମ ନମାନିଲେ କଡ଼ା ଆକ୍ସନ: ମନ୍ତ୍ରୀ
ଭୁବନେଶ୍ଵର : ନୂଆବର୍ଷ ପାଇଁ କଠୋର ହେଲା ଅବକାରୀ ବିଭାଗ । ଅବକାରୀ ପଲିସି ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ । ମଦ୍ୟପାନ କରି ବିଶୃଙ୍ଖଳିତ ଆଚରଣ କଲେ କାଯ୍ୟାନୁଷ୍ଠାନ ହେବ । ଏହା ସହିତ ବେଆଇନ ମଦ ବିକ୍ରି ଉପରେ ଅଙ୍କୁଶ ଲାଗିବ । ଏଥିରେ ଯିଏ ବି ଜଡିତ ହେବେ କାଡା କାଯ୍ୟାନୁଷ୍ଠାନ!-->…
କବିସୂର୍ଯ୍ୟନଗର ପ୍ରେସ୍ କ୍ଲବର ୧୮ତମ ବାର୍ଷିକୋତ୍ସବ ଅନୁଷ୍ଠିତ
କବିସୂର୍ଯ୍ୟନଗର : କବିସୂର୍ଯ୍ୟନଗର ପ୍ରେସ୍ କ୍ଲବର ୧୮ ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରେସ୍ କ୍ଲବର ବାର୍ଷିକୋତ୍ସବରେ ସଭାପତି ସମରଜିତ୍ ମହାନ୍ତି ସଭାପତିତ୍ବ କରିଥିଲେ। ସାଧାରଣ ସମ୍ପାଦକ ସପ୍ନେଶ୍ବର ପାଣିଗ୍ରାହୀ ସମ୍ପାଦକୀୟ ପାଠ କରିବା ସହିତ ଅତିଥିଙ୍କ ପରିଚୟ ପ୍ରଦାନ!-->…
ଲାଞ୍ଚ କାରବାର ମାମଲାରେ, ଜେଲରୁ ଜାମିନରେ ମୁକୁଳିଲେ ୩ ଅଭିଯୁକ୍ତ
ଭୁବନେଶ୍ଵର: ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଝାରପଡ଼ା ଜେଲରୁ ଜାମିନରେ ମୁକୁଳିଲେ ୩ ଅଭିଯୁକ୍ତ । ସର୍ତ୍ତମୂଳକ ଜାମିନ୍ ପରେ ଗତକାଲି ଜେଲରୁ ବାହାରିଛନ୍ତି ଠିକାଦାର ଦେବଦତ୍ତ ମହାପାତ୍ର, ସନ୍ତୋଷ ମହାରଣା, ଚଞ୍ଚଳ ମୁଖାର୍ଜୀ। ଗତକାଲି ଏହି ୩ ଜଣଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି!-->…
ଭୟଙ୍କର ଦୁର୍ଘଟଣା; ୯ ଜୀବନ୍ତ ଦଗ୍ଧ, ଜଳିଗଲା ୪୦ରୁ ଅଧିକ ଗାଡ଼ି
ରାଜସ୍ଥାନ ଜୟପୁର ଅଧୀନ ଭାନ୍କ୍ରୋଟାସ୍ଥିତ ଏକ ପେଟ୍ରୋଲ ପମ୍ପ ନିକଟରେ ଆଜି ଭୋରରୁ ଘଟିଛି ଭୟଙ୍କର ଦୁର୍ଘଟଣା। ଏକ ଏଲପିଜି ବୋଝେଇ ଟ୍ରକ୍ ଓ ଅନ୍ୟ ଏକ ସିଏନଜି ବୋଝେଇ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ପରେ ଲାଗିଛି ଭୀଷଣ ନିଆଁ।
ଜାତୀୟ ରାଜପଥ ନିକଟ ପେଟ୍ରୋଲ ପମ୍ପ ସାମ୍ନାରେ!-->!-->!-->…
କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ED ରେଡ୍
ଭୁବନେଶ୍ୱର : ନିରଞ୍ଜନ ପଟ୍ଟନାୟକଙ୍କ ଘରେ ED ରେଡ୍। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ଭୁବନେଶ୍ବର ନୟାପଲ୍ଲୀସ୍ଥିତ ବାସଭବନରେ ରେଡ୍ ଚାଲିଛି। ଅନ୍ୟ ୩ଟି ସ୍ଥାନରେ ମଧ୍ୟ ଚାଲିଛି ଇଡି ରେଡ୍। କେଉଁ ପ୍ରସଙ୍ଗରେ ରେଡ୍ ହେଉଛି ଜଣାପଡ଼ିନାହିଁ। ରେଡ୍ ନେଇ ନିରଞ୍ଜନ!-->…
ଆସିକା ନରସିଂହ ବାଲି ଘାଟକୁ ଯିବାକୁ ବାବୁମନଙ୍କ ଏତେ ଭୟ କାହିଁକି…?
*ସରକାରୀ ନିୟମ କୁ ଗୁତାଧାରୀ ଙ୍କ ଫୁ..!! ବାବୁ ମାନେ ଜଣେ ଜଣେ କୁବେର...
କାହା ନିର୍ଦେଶ ଓ ଆଶୀର୍ବାଦ ରେ ଏହି ବାଲି ଘାଟ..??
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗମନା ଗମନ ର ମୁଖ୍ୟ ଛକ ଆସିକା, ଯାହାକି ବିଜୁପଟ୍ଟନାୟକ ଛକ ଏହି ଛକରେ ଧର୍ମକୁ ଆଖି ଠାର ଭଳି ପ୍ରଶାସନ ପକ୍ଷରୁ!-->!-->!-->!-->!-->!-->!-->…
ମିଳିତ ଖ୍ରୀଷ୍ଟୀୟ ମଞ୍ଚ ପକ୍ଷରୁ ପ୍ରାକ-ଖ୍ରୀଷ୍ଟଜନ୍ମ ମହୋତ୍ସବ ପାଳିତ
ଫୁଲବାଣୀ: ମିଳିତ ଖ୍ରୀଷ୍ଟୀୟ ମଞ୍ଚ ପକ୍ଷରୁ ପ୍ରି-ଖ୍ରୀଷ୍ଟମାସ ମହୋତ୍ସବ ଅନୁଷ୍ଠିତ ହେଇଥିଲା।ମାଦିକୁନ୍ଦା ଛକରେ ଆଚାର୍ଯ୍ୟ ଅମିତ ନାୟକ ପ୍ରାର୍ଥନା କରି ମାଦିକୁନ୍ଦା ଠାରୁ କୋର୍ଟ ଛକ ସ୍ଥିତ ଗାନ୍ଧୀ ସ୍ମୁତି ଭବନ ପର୍ଯ୍ୟନ୍ତ ଶାନ୍ତି ପୂର୍ଣ ଶୋଭାଯାତ୍ରା ହେଇଥିଲା।ଖ୍ରୀଷ୍ଟୀୟ ସମ୍ପ୍ରଦାୟର!-->…
ଶିଶୁର ବିକାଶରେ ମାଆର ଭୂମିକା
ଫୁଲବାଣୀ : ବାଲ ରକ୍ଷା ଭାରତର ଉଦ୍ୟମରେ ଖଜୁରୀପଡା ସମ୍ମନିତ ଶିଶୁ ବିକାଶ କେନ୍ଦ୍ରରେ ଏକ ମାତୃକମିଟି ବୈଠକ ଆୟୋଜନ କରାଯାଇଛି। ବୈଠକରେ ପ୍ରାକ ବିଦ୍ୟାଳୟର ଶିଶୁଙ୍କ ମାଆ, ଅଙ୍ଗନବାଡି କର୍ମୀ, ଆଇ ସି ଡି ଏସ ର ପରିଦର୍ଶିକା ଯୋଗଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ!-->…
ପୁରୀ ଶଙ୍କରାଚାର୍ଯ୍ୟଙ୍କ ଗସ୍ତ ଉପଲକ୍ଷେ ପ୍ରସ୍ତୁତି ବୈଠକ
ମାଲକାନଗିରି : ମାଲକାନଗିରି ଜିଲ୍ଲାର ଗୋବିନ୍ଦପାଲି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ଗସ୍ତ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଗୋବର୍ଦ୍ଧନ!-->…